ଅନ୍ତର୍ଜାତୀୟ

ହଜିଯାଇଛି କରୋନାଠାରୁ ଶହେ ଗୁଣା ମାରାତ୍ମକ ଭାଇରସ! ଚିନ୍ତାରେ ସାରା ବିଶ୍ୱ

କାନବେରା,୨୧।୧୨: ଯଦିଓ କରୋନା ଜୀବାଣୁ (କୋଭିଡ ୧୯) ବର୍ତ୍ତମାନ ଇତିହାସପାଲଟିଛି, ତଥାପି ଆଜି ବି ଏହି ମହାମାରୀକୁ ମନେ ପକାଇ ବିଶ୍ୱ ଭୟଭୀତ ହୁଏ। ଅନେକ ରିପୋର୍ଟ କହିଥିଲା ଯେଉଁଥିରେ କୁହାଯାଇଥିଲା ଯେ ଚାଇନାର ଉହାନ ସହରର ଏକ ଲ୍ୟାବରୁ ଏହି…

ପାକିସ୍ତାନରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ୧୬ ଯବାନ ନିହତ, ୮ ଆହତ

ଇସଲାମାବାଦ,୨୧।୧୨: ପାକିସ୍ତାନର ଖୈବର ପାଖତୁନଖ୍ବାଠାରେ ଆତଙ୍କବାଦୀ ଆକ୍ରମଣ ହେବାର ଖବର ମିଳିଛି। କୁହାଯାଉଛି ଯେ ମକିନ ଅଞ୍ଚଳରେ ଏହି ଆକ୍ରମଣ ଗତ କିଛି ମାସ ମଧ୍ୟରେ ସବୁଠାରୁ ବଡ ଆକ୍ରମଣ। ଯେଉଁଥିରେ ପାକିସ୍ତାନର ୧୬ଯବାନ ନିହତ ହୋଇଛନ୍ତି। ଏଥିସହ ୮ ଜଣ…

୪୩ ବର୍ଷ ପରେ କୁଏତ ଗସ୍ତ କରିଛନ୍ତି ମୋଦି, ଏସବୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ କରିବେ ଆଲୋଚନା

କୁଏତ୍‌,୨୧ା୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦୁଇ ଦିନିଆ ଗସ୍ତରେ ଯାଇ କୁଏତରେ ପହଞ୍ଚିଛନ୍ତି। ଯେଉଁଠାରେ ସେ କୁଏତ ନେତୃତ୍ୱଙ୍କ ସହ ଆଲୋଚନା କରିବେ। କୁଏତର ଆମିର ଶେଖ୍‌ ମେଶଲ ଅଲ-ଅହମ୍ମଦ ଅଲ-ଜାବର ଅଲ-ସବାଙ୍କ ନିମନ୍ତ୍ରଣ ନେଇ ପ୍ରଧାନମନ୍ତ୍ରୀ ମୋଦି କୁଏତ…

ରୁଷିଆରେ ୟୁକ୍ରେନର ବଡ଼ଧରଣର ଆକ୍ରମଣ: ଶିଶୁଙ୍କ ସମେତ ୬ ମୃତ, ୧୦ରୁ ଅଧିକ ଗୁରୁତର

ମସ୍କୋ,୨୧ା୧୨: ରୁଷିଆର କଜାନ ସହର ଉପରେ ୟୁକ୍ରେନ ଏକ ବଡ଼ଧରଣର ଡ୍ରୋନ୍‌ ଆକ୍ରମଣ କରିଛି। ଏହି ଆକ୍ରମଣ ଆମେରିକାର ୯/୧୧ ଷ୍ଟାଇଲ୍‌ରେ ହୋଇଛି। ଫଳରେ ଶିଶୁଙ୍କ ସମେତ ୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୦ରୁ ଅଧିକ ଗୁରୁତର ରହିଛନ୍ତି। ମୃତ୍ୟୁସଂଖ୍ୟା…

୯/୧୧ ଭଳି ରୁଷିଆ ଉପରେ ୟୁକ୍ରେନର ଭୟଙ୍କର ଡ୍ରୋନ୍‌ ମାଡ଼, ୩ ବିଲ୍ଡିଂ ଧ୍ୱଂସ

କିଭ୍‌/ମସ୍କୋ,୨୧ା୧୨: ରୁଷିଆର କଜାନ ସହରରେ ଏକ ବଡ଼ଧରଣର ବିସ୍ଫୋରଣ ଘଟିଛି। ଏଠାକାର ତିନୋଟି ବଡ଼ ବିଲ୍ଡିଂରେ ଡ୍ରୋନ୍‌ ଆକ୍ରମଣ କରାଯାଇଛି। ଏହା ଆମେରିକାର ୯/୧୧ ଘଟଣା ପରି। ଏହି ଆକ୍ରମଣ ପାଇଁ ରୁଷିଆ ୟୁକ୍ରେନକୁ ଦାୟୀ କରିଛି। ଏହି ଡ୍ରୋନ୍‌ ଆକ୍ରମଣ…

ସୁନୀତା ଓ୍ବିଲିୟମ୍ସଙ୍କୁ କେତେ ମିଳେ ଦରମା? ଏପରି ରିସ୍କ କଭର୍‌ ପାଇଁ ନାସା ଦିଏ ସ୍ପେଶାଲ…

ଓ୍ବାଶିଂଟନ୍‌,୨୧।୧୨: କୁହାଯାଏ କି ମହାକାଶଚାରୀମାନେ ଦୁନିଆର ସବୁଠାରୁ ସାହସୀ ଲୋକମାନଙ୍କ ମଧ୍ୟରୁ ଜଣେ, ଯେଉଁମାନେ ପୃଥିବୀର ମାଧ୍ୟାକର୍ଷଣକୁ ଚ୍ୟାଲେଞ୍ଜ କରି ମହାକାଶକୁ ଯାତ୍ରା କରନ୍ତି। ଏହିପରି ଜଣେ ସାହାସୀ ମହାକାଶଚାରୀ ହେଲେ ସୁନୀତା ୱିଲିୟମ୍ସ। ସେ ଜଣେ ଭାରତୀୟ ମହାକାଶଚାରୀ। ସୁନୀତା…

ଭାରତ ପଛରେ ୟୁନୁସ୍‌ ସରକାର କରୁଛନ୍ତି ଏମିତି…

କାଇରୋ,୨୧ା୧୨: ବାଂଲାଦେଶର ଅନ୍ତରୀଣ ନେତା ମହମ୍ମଦ ୟୁନୁସ୍‌ ପାକିସ୍ତାନ ସହ ସମ୍ପର୍କ ସୁଦୃଢ଼ କରିବାକୁ ଚାହାନ୍ତି ବୋଲି କହିଛନ୍ତି। ତାଙ୍କର ଏଭଳି ମନ୍ତବ୍ୟରୁ ଭାରତ ସହ ବାଂଲାଦେଶର ସମ୍ପର୍କ ଅଧିକ ଖରାପ ହେବା ସମ୍ଭାବନା ସୃଷ୍ଟି ହୋଇଛି। ୧୯୭୧ ଯୁଦ୍ଧ ପରେ…

ଆମେରିକାରେ ହେବ ଶଟ୍‌ଡାଉନ୍‌ ! ସରକାର ଅଫିସ୍‌ ହୋଇଯିବ ବନ୍ଦ…

ଓ୍ବାଶିଂଟନ୍‌, ୨୦।୧୨: ଆମେରିକା ବର୍ତ୍ତମାନ ଏକ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଦେଶରେ ସରକାରୀ କର୍ମଚାରୀଙ୍କୁ ଦରମା ଦେବା ପାଇଁ ପର୍ଯ୍ୟାପ୍ତ ଅର୍ଥ ବାକି ନାହିଁ। ପରିସ୍ଥିତି ଶଟ୍‌ଡାଉନ୍‌ ହେବାକୁ ଯାଉଛି। ପାଣ୍ଠି ସଂଗ୍ରହ ପାଇଆମେରିକା ସଂସଦରେ ଏକ…

ଭାରତ ସହ ଶତ୍ରୁତା, ପାକିସ୍ତାନକୁ କୋଳଗ୍ରତ କରୁଛି ବାଂଲାଦେଶ

ଢାକା,୨୦।୧୨: ଗୋଟିଏ ପଟେ ବାଂଲାଦେଶ ଭାରତ ବିରୋଧରେ ପ୍ରତ୍ୟେକ ପଦକ୍ଷେପ ନେଉଥିବା ବେଳେ ଅନ୍ୟ ପଟେ ପଡୋଶୀ ଦେଶ ପାକିସ୍ତାନ ସହ ସମ୍ପର୍କ ସୁଦୃଢ କରୁଛି। ଏହାର ମୁଖ୍ୟ କାରଣ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ‘ମୌଳିକବାଦୀ’…

ସ୍ତ୍ରୀଙ୍କୁ ନିଶା ଦେଇ ୫୦ ଜଣଙ୍କ ଦ୍ୱାରା ବଳାତ୍କାର କଲେ ସ୍ବାମୀ

ପ୍ୟାରିସ୍‌,୨୦।୧୨:ଦକ୍ଷିଣ-ପୂର୍ବ ଫ୍ରାନ୍ସର ଆଭିଗ୍ନନ ସହରରୁ ଆସିଥିବା ଏକ ବଳାତ୍କାର ମାମଲା ସାରା ବିଶ୍ୱକୁ ଚକିତ କରିଛି। ଏହି ମାମଲାରେ ୫୧ ଜଣ ଅଭିଯୁକ୍ତଙ୍କୁ ଆଭିଗ୍ନନର ଏକ ଅଦାଲତ ଗୁରୁବାର ଦୋଷୀ ସାବ୍ୟସ୍ତ କରିଛନ୍ତି। ମାମଲାରେ ପୀଡ଼ିତା ଗିସେଲେ ପେଲିକଟ(୭୨)ଙ୍କ ଧୈର୍ଯ୍ୟ ଏବଂ…

‘ଅଶ୍ଳୀଳ ଭିଡିଓ ଅପେକ୍ଷା ଅଧିକ ଆକର୍ଷଣୀୟ କିଛି ଆବଶ୍ୟକ’: ବିକଳ୍ପ ପାଇଁ ଆହ୍ୱାନ ଦେଲେ ପୁଟିନ

ନୂଆଦିଲ୍ଲୀ,୧୯।୧୨: ରୁଷିଆଭି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗୁରୁବାର ପର୍ଣ୍ଣ ସାଇଟଗୁଡିକର ବିକଳ୍ପ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଧ୍ୟାନ ଆକର୍ଷଣ କରିବା ପାଇଁ ଅଧିକ ଆକର୍ଷଣୀୟ ଏବଂ ଉତ୍ସାହୀ କିଛି ରହିବା ଉଚିତ। ଅଶ୍ଳୀଳ ସାଇଟ ଅପେକ୍ଷା କିଛି…

ୟେମେନ୍‌ରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌

ଦୁବାଇ,୧୯ା୧୨: ଇସ୍ରାଏଲ୍‌ର କେନ୍ଦ୍ରୀୟ ଅଞ୍ଚଳକୁ ଟାର୍ଗେଟ କରି ହୁଟି ବିଦ୍ରୋହୀ କ୍ଷେପଣାସ୍ତ୍ର ମାଡ଼ କରିବା ପରେ ଜେରୁଜେଲମ୍‌ ପକ୍ଷରୁ ଗୁରୁବାର ଏହି ସଂଗଠନ ନିୟନ୍ତ୍ରଣରେ ଥିତ୍ବା ୟେମେନ୍‌ ରାଜଧାନୀ ଏବଂ ବନ୍ଦର ସହର ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରାଯାଇଛି। ଗୁରୁବାର ଭୋର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri