ଡ୍ରେସ କୋଡକୁ ବିରୋଧ କରି ନିଜର ଡ୍ରେସ ଖୋଲିଦେଲେ ଛାତ୍ରୀ, ଭିଡିଓ ହେଉଛି ଭାଇରାଲ
ତେହେରାନ,୩।୧୧: ଇରାନରେ ଜଣେ ଛାତ୍ରୀଙ୍କ ଭିନ୍ନ ଧରଣର ପ୍ରଦର୍ଶନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ଇରାନ ଛାତ୍ରୀ ତାଙ୍କ ବିଶ୍ୱବିଦ୍ୟାଳୟର କଡା ଡ୍ରେସ କୋଡକୁ ବିରୋଧ କରି ନିଜର ପୋଷାକ କାଢି ଦେଇ ଥିବାର...
ହାରିଲେ ଫଳାଫଳକୁ ଚ୍ୟାଲେଞ୍ଜ କରିପାରନ୍ତି ଟ୍ରମ୍ପ୍
ନ୍ୟୁୟର୍କ, ୩।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ୭୨ ଘଣ୍ଟାରୁ କମ୍ ସମୟ ରହିଛି। ଭୋଟିଂର ଠିକ୍ ପୂର୍ବରୁ ଉଭୟ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍ ଓ ଡେମୋକ୍ରାଟ ପ୍ରାର୍ଥୀ କମଲା ହାରିସ ଶନିବାର ନିଜ ସପକ୍ଷରେ ମତଦାତାଙ୍କୁ ଆଣିବା ପାଇଁ ଜୋର୍ଦାର...
ଇସ୍ରାଏଲ୍, ଆମେରିକାକୁ ଇରାନ ସୁପ୍ରିମ ଲିଡରଙ୍କ ଧମକ
ଦୁବାଇ,୩ା୧୧: ଇରାନ ଏବଂ ଏହାର ସହଯୋଗୀଙ୍କ ଉପରେ ଆକ୍ରମଣ ହେଲେ ଏହାର ଏକ ଧ୍ୱଂସାତ୍ମକ ଜବାବ ଦିଆଯିବ ବୋଲି ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇ ଶନିବାର ଇସ୍ରାଏଲ୍ ଏବଂ ଆମେରିକାକୁ ଧମକ ଦେଇଛନ୍ତି। ଅକ୍ଟୋବର ୨୬ରେ ଇସ୍ରାଏଲ୍ ଇରାନ...
କାନାଡା ସାଇବର ବିପଦ ତାଲିକାରେ ଭାରତ
ଓଟ୍ଟାଓ୍ବା,୩ା୧୧(ପି.ଟି.): କାନାଡା ଏହାର ସାଇବର ବିପଦ ଆଡଭାଇଜରି ତାଲିକାରେ ପ୍ରଥମ ଥର ପାଇଁ ଭାରତକୁ ଯୋଡ଼ିଛି। ଭାରତ ସରକାରଙ୍କ ପ୍ରାୟୋଜିତ ଆକ୍ଟରମାନେ କାନାଡା ବିରୋଧରେ ଗୁପ୍ତଚରଗିରି କରୁଥାଇପାରନ୍ତି ବୋଲି ଓଟ୍ଟାଓ୍ବା କହିଛି। ଜାତୀୟ ସାଇବର ଥ୍ରେଟ୍ ଆସେସ୍ମେଣ୍ଟ ୨୦୨୫-୨୬ ରିପୋର୍ଟରେ ଚାଇନା,...
କେମି ବାଡେନୋଚ୍ ହେଲେ କଞ୍ଜରଭେଟିଭ୍ ପାର୍ଟିର ନୂଆ ନେତା
ଲଣ୍ଡନ,୨ା୧୧: କେମି ବାଡେନୋଚ୍ଙ୍କୁ ଶନିବାର ବ୍ରିଟେନ୍ର କଞ୍ଜରଭେଟିଭ୍ ପାର୍ଟି ନେତା ନିର୍ବାଚିତ କରାଯାଇଛି। ଏଥିସହିତ ସେ ଋଷି ସୁନକ୍ଙ୍କ ସ୍ଥାନରେ ହାଉସ୍ ଅଫ୍ କମନ୍ସରେ ବିରୋଧୀ ଦଳ ନେତା ହୋଇଛନ୍ତି। ଦୁଇଦିନ ପୂର୍ବରୁ ସୁନକ୍ ବିରୋଧୀ ଦଳ ନେତା ପଦରୁ...
ସ୍ପେନ୍ରେ ବାତ୍ୟା ପରେ ପ୍ରଳୟଙ୍କରୀ ବନ୍ୟା: ୨୧୧ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
ମାଡ୍ରିଡ୍,୨ା୧୧: ସ୍ପେନ୍ରେ ପ୍ରଳୟଙ୍କରୀ ବନ୍ୟାଜନିତ ମୃତ୍ୟୁସଂଖ୍ୟା ଶନିବାର ୨୧୧ରେ ପହଞ୍ଚିଛି। ସର୍ବାଧିକ କ୍ଷତିଗ୍ରସ୍ତ ପୂର୍ବ ଭାଲେନ୍ସିଆ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ଅତିରିକ୍ତ ୧୦,୦୦୦ ସୈନ୍ୟ ଏବଂ ପୋଲିସ୍ ଅଫିସର ନିୟୋଜିତ କରିବାକୁ ନିଷ୍ପତ୍ତି ନିଆଯାଇଥିବା ସ୍ପେନ୍ ପ୍ରଧାନନ୍ତ୍ରୀ...
ନିଜ୍ଜର ମାମଲାରେ ଅମିତ ଶାହାଙ୍କ ନାମ ନେବାରୁ ରାଗିଲା ଭାରତ, କହିଲା ଭୋଗିବାକୁ ପଡିବ ଏହାର ପରଣାମ
ନୂଆଦିଲ୍ଲୀ,୨।୧୧: ଖାଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜ୍ଜର ହତ୍ୟା ମାମଲାକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦ ଗମ୍ଭୀର ହେବାରେ ଲାଗିଛି। ନିକଟରେ କାନାଡାର ଉପ ବୈଦେଶିକ ମନ୍ତ୍ରୀଙ୍କ ଦ୍ୱାରା ହୋଇଥିବା ଏକ ସଂସଦୀୟ କମିଟିରେ...
ଇରାନର ବଡ଼ ଧମକ: ଆମେରିକା ହେଉ କି ଇସ୍ରାଏଲ୍, ଉଚିତ ଜବାବ ଦିଆଯିବ…
ତେହରାନ,୨।୧୧: ଇସ୍ରାଏଲର ପାଲଟା ଆକ୍ରମଣ ପରେ ଏବେ ଇରାନ ପୁଣିଥରେ ଆକ୍ରମଣ ଲାଗି ଯୋଜନା କରୁଛି। ଆମେରିକା ହେଉ କି ଇସ୍ରାଏଲ, ଶତ୍ରୁ ଦେଶକୁ ଉପଯୁକ୍ତ ଜବାବ ଦିଆଯିବ ବୋଲି ଇରାନ ସ୍ପଷ୍ଟ କରିଛି। ଶନିବାର ଇରାନର ସର୍ବୋଚ୍ଚ ନେତା...
ଶେଖ ହାସିନାଙ୍କ ପରେ କାହିଁକି ଟାର୍ଗେଟରେ ଜାତୀୟ ପାର୍ଟି? ବାଂଲାଦେଶରେ ଥମୁ ନାହିଁ ହିଂସା
ଢାକା,୨।୧୧: ଆୱାମୀ ଲିଗ ନେତୃତ୍ୱାଧୀନ ଶେଖ ହାସିନା ସରକାରଙ୍କୁ ବାଂଲାଦେଶରେ କ୍ଷମତାରୁ ହଟାଇବା ପରେ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଗଠିତ ମଧ୍ୟବର୍ତ୍ତୀ ସରକାର ମଧ୍ୟ ଦେଶ ଚଳାଇବାରେ ଅସଫଳ ପ୍ରମାଣ ହେଉଛନ୍ତି। ଦେଶର ଆଇନ ଶୃଙ୍ଖଳା କ୍ରମାଗତ ଭାବେ ଖରାପ...
କିମ୍ ଜୋଙ୍ଗ୍ ଉନ୍ଙ୍କ ୪୦ ସୈନିକଙ୍କୁୁ ହତ୍ୟା କଲା ୟୁକ୍ରେନ
କିଭ୍,୨ା୧୧: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ରୁଷିଆରେ ଥିବା ୪୦ ଜଣ ଉତ୍ତର କୋରିଆ ସୈନିକଙ୍କୁ ୟୁକ୍ରେନ ସେନା ଦ୍ୱାରା ହତ୍ୟା କରାଯାଇଛି। ଏହି ସୈନିକମାନେ ୟୁକ୍ରେନର କୁର୍ସ୍କ...
ମୋଦିଙ୍କ ଟେକ୍ନିକ୍ କପି କଲେ ଟ୍ରମ୍ପ! ପ୍ରଶଂସାରେ ପୋତି ପକାଇଲା ଇସ୍କନ
ନ୍ୟୁୟର୍କ,୨।୧୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଦୀପାବଳିକୁ ନେଇ ଏକ ବାର୍ତ୍ତା ଦେଇଛନ୍ତି। ଏହା ଉପରେ ଆମେରିକାରେ ରହୁଥିବା ହିନ୍ଦୁ ସମୂହ ଟ୍ରମ୍ପଙ୍କୁ ପ୍ରଶଂସା କରିଛନ୍ତି। ହିନ୍ଦୁ ଆମେରିକୀୟ ସମୂହ ଟ୍ରମ୍ପଙ୍କ...
ସ୍ପେନରେ ବନ୍ୟା, ୨୦୦ରୁ ଅଧିକ ଲୋକଙ୍କର ଗଲାଣି ଜୀବନ
ମାଡ୍ରିଡ, ୨।୧୧: ବନ୍ୟା ସମସ୍ୟା ସହ ସ୍ପେନ ବର୍ତ୍ତମାନ ସଂଘର୍ଷ କରୁଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଏ ପର୍ଯ୍ୟନ୍ତ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ବନ୍ୟା ଦ୍ୱାରା ସର୍ବାଧିକ ଭାଲେନ୍ସିଆ ସହର ପ୍ରଭାବିତ ହୋଇଛି। ରିପୋର୍ଟ ଅନୁଯାୟୀ, ଏହି...
Archives


