ଅନ୍ତର୍ଜାତୀୟ

ନାଲିଆଖି ଦେଖାଇଲା ବାଂଲାଦେଶ, ଭାରତ ଦେଲା କଡ଼ା ଜବାବ

ଢାକା,୧୩।୧: ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କ ପୂର୍ବରୁ ବିଗିଡ଼ି ଯାଇଥିଲା, ଆଉ ଏବେ ସୀମାରେ ଉତ୍ତେଜନା ବୃଦ୍ଧି ପାଇଛି। ବାଂଲାଦେଶ ଭାରତ ଉପରେ ବାଂଲାଦେଶ ସୀମାରେ ଗୁଳିଚାଳନା କରିଥିବା ଅଭିଯୋଗ ଆଣିଛି। ଯାହାକୁ ନେଇ ଭାରତ କହିଛି ଯେ ସେ…

ୟୁନୁସ୍‌ଙ୍କ ପୋଲ୍‌ ଖୋଲିଲା ବାଂଲାଦେଶ ପୋଲିସ, ହିନ୍ଦୁମାନଙ୍କ ଉପରେ ଆକ୍ରମଣ ସମ୍ପର୍କରେ ବଡ଼ ଖୁଲାସା

ଢାକା,୧୩।୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ କ୍ଷମତାରୁ ବାହାରିବା ପରେ ଦେଶରେ ସଂଖ୍ୟାଲଘୁଙ୍କ ଉପରେ ହୋଇଥିବା ଅଧିକାଂଶ ଆକ୍ରମଣ ସାମ୍ପ୍ରଦାୟିକ ଭାବରେ ପ୍ରେରିତ ଥିଲା ବରଂ ରାଜନୈତିକ ପ୍ରକୃତିର ଥିଲା। ଏହି ଦାବି ଏକ ପୋଲିସ ରିପୋର୍ଟରେ କରାଯାଇଛି। ଏପରି…

ଜଳିଗଲା ୧୫୦ ବିଲିୟନ୍‌ ଡଲାର ସମ୍ପତ୍ତି

ଲସ୍‌ଏଞ୍ଜେଲ୍ସ,୧୩ା୧: ଲସ୍‌ଏଞ୍ଜେଲ୍ସ ନିଅଁା ବ୍ୟାପିବାରେ ଲାଗିଥିବାବେଳେ ଶକ୍ତ ସାଣ୍ଟା ଆନା ପବନ ସାଙ୍ଗକୁ ପାଗରେ ଶୁଷ୍କତା ଏହାକୁ ସୁହାଉଛି। ନିଅଁାରେ ବହୁ ଲୋକଙ୍କ ଘରଦ୍ୱାର ଜଳିଯାଇଛି। ୧,୫୦,୦୦୦ ବାସହରାଙ୍କୁ ଇଭାକ୍ୱେଶନ୍‌ ସେଣ୍ଟରରେ ରଖାଯାଇଥିବାବେଳେ ଅତିରିକ୍ତ ୨ ଲକ୍ଷ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା…

ନାରୀଶିକ୍ଷା ଉପରେ ତାଲିବାନ୍‌ର ନିଷେଧାଦେଶକୁ ବିରୋଧ କର

ଇସ୍‌ଲାମାବାଦ,୧୩।୧: ଆଫଗାନିସ୍ତାନର ଶାସକ ତାଲିବାନ ଦେଶରେ ବାଳିକା ଓ ନାରୀଶିକ୍ଷା ଉପରେ କଟକଣା ଲଗାଇଥିବାରୁ ଏହାକୁ ବିରୋଧ ଓ ପ୍ରତ୍ୟାଖ୍ୟାନ କରିବା ପାଇଁ ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ ମାଲାଲା ୟୁସୁଫ୍‌ଜାଇ ମୁସଲମାନ ନେତାମାନଙ୍କୁ ଆହ୍ବାନ ଦେଇଛନ୍ତି। ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦରେ ରବିବାର…

ଭାରତୀୟ ହାଇକମିଶନରଙ୍କୁ ସମନ କଲା ବାଂଲାଦେଶ, ଲଗାଇଲା ଏପରି ଅଭିଯୋଗ

ନୂଆଦିଲ୍ଲୀ,୧୨।୧: ରବିବାର ଭାରତୀୟ ହାଇକମିଶନର ପ୍ରଣୟ ବର୍ମାଙ୍କୁ ସମନ କରିଛି ବାଂଲାଦେଶ ବୈଦେଶିକ ମନ୍ତ୍ରଣାଳୟ। ଭାରତ-ବାଂଲାଦେଶ ସୀମାରେ ପାଞ୍ଚଟି ସ୍ଥାନରେ ବାଡ଼ ନିର୍ମାଣ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିବାର କିଛି ଘଣ୍ଟା ପରେ ଢାକା ଏହି ସମନ ଜାରି କରିଛି,…

ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୨ା୧: ଡୋନାଲ୍ଡ ଟ୍ରମ୍ପ୍‌ ଜାନୁଆରୀ ୨୦ରେ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ତାଙ୍କ ଶପଥ ଗ୍ରହଣ ଉତ୍ସବରେ ବିଶ୍ୱର ଅନେକ ବଡ଼ ନେତା ଯୋଗଦେବେ। ଅନ୍ୟପକ୍ଷରେ ଭାରତ ପକ୍ଷରୁ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍‌.…

ସର୍ବସାଧାରଣ ପରିବହନରେ ଲାଗିପାରିବ ନାହିଁ ଜଙ୍କ ଫୁଡ ବିଜ୍ଞାପନ

କାନବେରା,୧୨।୧: ସୁସ୍ଥ ଖାଦ୍ୟକୁ ପ୍ରୋତ୍ସାହିତ କରିବା ଏବଂ ମୋଟାପଣ ଭଳି ସମସ୍ୟାକୁ ରୋକିବା ପାଇଁ ଦକ୍ଷିଣ ଅଷ୍ଟ୍ରେଲିଆ (ସାଉଥ୍‌ ଅଷ୍ଟ୍ରେଲିଆ) ଏକ ବଡ଼ ପଦକ୍ଷେପ ନେଇଛି। ଅଷ୍ଟ୍ରେଲିଆର ଏହି ରାଜ୍ୟ ସାର୍ବଜନୀନ ପରିବହନରେ ଜଙ୍କଫୁଡ ବିଜ୍ଞାପନକୁ ନିଷେଧ କରିଛି। ୧ ଜୁଲାଇ,…

ପ୍ରଧାନମନ୍ତ୍ରୀ ପଦ ଦୌଡରୁ ଓହରିଗଲେ ଅନିତା ଆନନ୍ଦ

ଓଟାଓ୍ବା,୧୨।୧: କାନାଡାର ପ୍ରଧାନମନ୍ତ୍ରୀ ପଦ ପାଇଁ ଅନିତା ଆନନ୍ଦ ଦୌଡ଼ରୁ ବାଦ ପଡ଼ିଛନ୍ତି। ସେ ସୋସିଆଲ ମିଡିଆରେ ଏ ସମ୍ପର୍କରେ ଏକ ବିବୃତ୍ତି ମଧ୍ୟ ଜାରି କରିଛନ୍ତି। ପରିବହନ ମନ୍ତ୍ରୀ ଅନିତା ଆନନ୍ଦ ଶନିବାର ଅପରାହ୍ନରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଜଷ୍ଟିନ…

ଲସ ଆଞ୍ଜେଲ୍ସରେ ଜଳୁଛି ନିଆଁ ଲିଭାଇବାକୁ ନାକେଦମ ହେଲେଣି ଦମକଳ ବାହିନୀ

ଲସ ଆଞ୍ଜେଲ୍ସ,୧୨।୧: କାଲିଫର୍ନିଆର ଲସ ଆଞ୍ଜେଲ୍ସରେ ଲାଗିଥିବା ନିଆଁ ଶନିବାର (ଜାନୁଆରୀ ୧୧, ୨୦୨୫) ଦିନ ଦିଗ ପରିବର୍ତ୍ତନ କରିଥିଲା, ଯାହା ଫଳରେ ଅନେକ ଅଞ୍ଚଳରେ ପରିସ୍ଥିତି ଅଧିକ ଗମ୍ଭୀର ହୋଇପଡ଼ିଥିଲା। ଅଗ୍ନିଶମ ବିଭାଗ ପାଇଁ ନିଆଁକୁ ନିୟନ୍ତ୍ରଣ କରିବା ଏକ…

ଭାରତକୁ ନେଇ ଆଉ ଏକ ଚମକାଇବା ଭଳି ବୟାନ ଦେଲେ ୟୁନୁସ ସରକାର

ଢାକା,୧୨।୧: ବାଂଲାଦେଶ ସରକାର ଶନିବାର ଏକ ପୋଲିସ ରିପୋର୍ଟକୁ ଉଦ୍ଧୃତ କରି କହିଛନ୍ତି ଯେ ୪ ଅଗଷ୍ଟ, ୨୦୨୪ ପରେ ଦେଶରେ ସଂଖ୍ୟାଲଘୁଙ୍କ ବିରୁଦ୍ଧରେ ହୋଇଥିବା ଆକ୍ରମଣ ଏବଂ ଭଙ୍ଗାରୁଜାର ଅଧିକାଂଶ ଘଟଣାଗୁଡିକ ‘ସାମ୍ପ୍ରଦାୟିକ ନୁହେଁ ବରଂ ରାଜନୈତିକ ପ୍ରକୃତିର’ ଥିଲା।…

୧୮୩୧ରେ ଆଗ୍ନେୟଗିରି ଉଦ୍‌ଗିରଣରୁ ନୀଳ ହୋଇଥିଲା ସୂର୍ଯ୍ୟ

ଏଡିନବର୍ଗ, ୧୨ା୧:ପ୍ରାୟ ୨୦୦ ବର୍ଷ ତଳେ ପୃଥିବୀ ବାୟୁମଣ୍ଡଳରେ ସୂର୍ଯ୍ୟ ନୀଳରଙ୍ଗ ହେବାର ରହସ୍ୟ ଉପରୁ ବୈଜ୍ଞାନିକମାନେ ପରଦା ଉଠାଇଛନ୍ତି। ୧୮୩୧ ମସିହାରେ ହୋଇଥିବା ଏକ ଭୟଙ୍କର ଆଗ୍ନେୟଗିରି ଉଦ୍‌ଗିରଣ ଯୋଗୁ ସୂର୍ଯ୍ୟଙ୍କ ରଙ୍ଗରେ ପରିବର୍ତ୍ତନ ଘଟି ନୀଳରଙ୍ଗ ହୋଇଥିବା ନେଇ…

ଆମେରିକାରେ ତୁଷାରଝଡ଼: ୩,୦୦୦ ବିମାନ ବାତିଲ

ଆଟଲାଣ୍ଟା,୧୨।୧: ଯୁକ୍ତରାଷ୍ଟ୍ର ଆମେରିକାର ଦକ୍ଷିଣ ଭାଗରେ ପ୍ରବଳ ବେଗରେ ପବନ ସାଙ୍ଗକୁ ଭୟାବହ ତୁଷାର ଝଡ଼ ଯୋଗୁ ଶୁକ୍ରବାର ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଫଳରେ ୩,୦୦୦ରୁ ଊର୍ଦ୍ଧ୍ୱ ବିମାନ ଉଡ଼ାଣ ବାତିଲ ହେବା ସହ ଅନେକ ହଜାର ବିମାନ ବିଳମ୍ବିତ ହୋଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri