ବାଂଲାଦେଶ ସୀମାରେ ମହାଭାରତ
ଢାକା/କୋଲକାତା,୧୮।୧: ପଶ୍ଚିମବଙ୍ଗର ବାଂଲାଦେଶ ସୀମାରେ ଏକ ବଡ଼ ଉତ୍ତେଜନା ଦେଖାଦେଇଥିଲା। ବାଡ଼ ଅଭାବରୁ, ଶହ ଶହ ବାଂଲାଦେଶୀ ଚାଷୀ ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଫସଲ କାଟି ନେଇଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପରେ ସେଠାକାର ଚାଷୀମାନେ ଏହା ଜାଣିପାରିଲେ…
ସୁପ୍ରିମକୋର୍ଟରେ ଫୁଟିଲା ଗୁଳି, ୨ ବିଚାରପତି ମୃତ
ତେହରାନ,୧୮।୧: ଇରାନର ରାଜଧାନୀ ତେହେରାନରେ ଥିବା ସୁପ୍ରିମକୋର୍ଟ କୋଠାରେ ଜଣେ ଆକ୍ରମଣକାରୀ ଗୁଳି ଚଳାଇବାରୁ ୨ଜଣ ବିଚାରପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଇରାନୀ ଗଣମାଧ୍ୟମ ଅନୁସାରେ, ଗୁଳିଚାଳନା ସମୟରେ ଜଣେ ବ୍ୟକ୍ତି ଆହତ ମଧ୍ୟ ହୋଇଛନ୍ତି। ନ୍ୟାୟପାଳିକା ଦ୍ୱାରା ଜାରି ଏକ…
ମା’ଙ୍କ ଉପହାର ସହ ଶପଥ ନେବେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
ଓ୍ବାଶିଂଟନ,୧୮।୧: ସୋମବାର ଜାନୁଆରୀ ୨୦ରେ ଆମେରିକାର ରାଷ୍ଟ୍ରପତି ପଦର ଶପଥ ଗ୍ରହଣ ଉତ୍ସବରେ ଡୋନାଲ୍ଡ ଟ୍ରମ୍ପ ଦୁଇଟି ବାଇବଲ ଧରିବେ। ଏଥିମଧ୍ୟରୁ ଗୋଟିଏ ତାଙ୍କୁ ତାଙ୍କ ମାଆଙ୍କ ଠାରୁ ଉପହାର ସ୍ବରୂପ ମିଳିଥିଲା ଏବଂ ଅନ୍ୟଟି ଲିଙ୍କନ ବାଇବଲ ହେବ। ପ୍ରବଳ…
୪୨ ଦିନରେ ମୁକୁଳିବେ ୩୩ ବନ୍ଧକ ୭୩୭ କଏଦୀ, ବଦଳିବ ଗାଜାର ଚିତ୍ର
ଇସ୍ରାଏଲ,୧୮।୧: ଇସ୍ରାଏଲ କ୍ୟାବିନେଟ ଗାଜାରେ ହମାସ ସହିତ ପ୍ରସ୍ତାବିତ ଯୁଦ୍ଧବିରତି ଚୁକ୍ତିକୁ ପାସ୍ କରିଛି। ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟ ଅସ୍ତ୍ରବିରତି କାର୍ଯ୍ୟକାରୀ ହେବ। ଯଦି ଏହି ପର୍ଯ୍ୟାୟର ପ୍ରାରମ୍ଭିକ ଦିନଗୁଡ଼ିକ ଭଲ ଫଳାଫଳ ଦିଏ, ତେବେ ଆଲୋଚନା ଦ୍ୱିତୀୟ ପର୍ଯ୍ୟାୟକୁ ଆଗକୁ…
ଅଗଷ୍ଟ ୫ରେ କ’ଣ ହୋଇଥିଲା, ସବୁ ସତ ବଖାଣିଲେ ଶେଖ ହାସିନା, କହିଲେ ମୋତେ ହତ୍ୟା କରିଥାନ୍ତେ…
ଢାକା,୧୮।୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଗତ ବର୍ଷ ଅଗଷ୍ଟରେ ନିଜ ଜୀବନ ବଞ୍ଚାଇବା ପାଇଁ ଭାରତ ପଳାଇ ଆସିଥିଲେ। ଏହା ପରେ, ମହମ୍ମଦ ୟୁନୁସ୍ ଦେଶର ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ହୋଇଥିଲେ। ପ୍ରାୟ ପାଞ୍ଚ ମାସ ପରେ, ହାସିନାଙ୍କର ଏକ…
୪୦ ବର୍ଷ ପରେ ପ୍ରଥମଥର ଘଟିଲା ଏମିତି… ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହର ବଦଳିଲା ସ୍ଥାନ
ଓ୍ବାଶିଂଟନ୍,୧୮।୧: ଜାନୁଆରୀ ୨୦ରେ ସାରା ବିଶ୍ୱର ନଜର ଆମେରିକା ଉପରେ ରହିବ। ଏହି ଦିନ ଡୋନାଲ୍ଡ ଟ୍ରମ୍ପ ଆମେରିକାର ନୂତନ ରାଷ୍ଟ୍ରପତି ଭାବରେ ଶପଥ ନେବାକୁ ଯାଉଛନ୍ତି। ପାଣିପାଗ ବିଭାଗ ଦ୍ୱାରା ଜାରି କରାଯାଇଥିବା ଥଣ୍ଡା ସତର୍କତା ଯୋଗୁ ଟ୍ରମ୍ପଙ୍କ ଶପଥ…
ଅଲଗା ହେବେ ଓବାମା ଦମ୍ପତି! ଟ୍ରମ୍ପଙ୍କ ଶପଥ ପୂର୍ବରୁ ଆମେରିକାରେ ଝଡ
ଓ୍ବାଶିଂଟନ୍,୧୭।୧: ଆମେରିକାରୁ ଆସୁଛି ବଡ଼ ଖବର। ପୂର୍ବତନ ରାଷ୍ଟ୍ରପତିଙ୍କ ହୋଇପାରେ ଛାଡପତ୍ର! ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ତାଙ୍କ ସ୍ତ୍ରୀ ମିଶେଲ ଓବାମାଙ୍କ ମଧ୍ୟରେ ଛାଡପତ୍ର ନେଇ ଜୋରଦାର ଚର୍ଚ୍ଚା ହେଉଛି। ଏପରିକି ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ…
ପାକିସ୍ତାନ କୋର୍ଟରୁ ଇମ୍ରାନଙ୍କୁ ଲାଗିଲା ବଡ଼ ଝଟ୍କା
ଇସଲାମାବାଦ,୧୭।୧: ଅଲ-କାଦିର ଟ୍ରଷ୍ଟ ସହ ଜଡିତ ଜମି ଦୁର୍ନୀତି ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୧୪ ବର୍ଷ ଜେଲଦଣ୍ଡ ଦିଆଯାଇଛି। ଏହା ବ୍ୟତୀତ ବୁଶରା ବିବିଙ୍କୁ ୭ ବର୍ଷ ଜେଲଦଣ୍ଡ ଦିଆଯାଇଛି। ଆର୍ଯ୍ୟ ନ୍ୟୁଜର ରିପୋର୍ଟ ଅନୁଯାୟୀ, ରାୱଲପିଣ୍ଡିର…
ଯୁଦ୍ଧ ବିରତି ଚୁକ୍ତିନାମା ଉପରେ ଲାଗିଲା ଚୁଡ଼ାନ୍ତ ମୋହର, ଇସ୍ରାଏଲ ପିଏମ କହିଲେ, ହମାସ ସହ ଡିଲ ଫାଇନାଲ
ଜେରୁଜେଲମ,୧୭।୧: ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଶୁକ୍ରବାର ନିଶ୍ଚିତ କରିଛନ୍ତି ଯେ କାତାରରେ ଇସ୍ରାଏଲୀ ଏବଂ ହମାସ ଦଳ ମଧ୍ୟରେ ବନ୍ଧକମାନଙ୍କୁ ମୁକ୍ତ କରିବା ଏବଂ ଗାଜାରେ ଯୁଦ୍ଧବିରତି କାର୍ଯ୍ୟକାରୀ କରିବା ପାଇଁ ଏକ ଚୁକ୍ତି ହୋଇଛି। ଇସ୍ରାଏଲୀ ଗଣମାଧ୍ୟମ ଏହି…
ହ୍ବାଇଟ ହାଉସରେ ଆକ୍ରମଣ କରିବା ମହଙ୍ଗା ପଡିଲା ଏହି ଭାରତୀୟ ମୂଳ ବାସିନ୍ଦାଙ୍କୁ! ହେଲା ୮ ବର୍ଷ ଜେଲ
ଓ୍ବାଶିଂଟନ,୧୭।୧: ଆମେରିକାର ରାଷ୍ଟ୍ରପତି ଭବନ ହ୍ବାଇଟ ହାଉସ ଉପରେ ଆକ୍ରମଣ କରିବା ଅଭିଯୋଗରେ ୨୦ ବର୍ଷୀୟ ମୂଳ ଭାରତୀୟ ନାଗରିକ ସାଇ ବର୍ଷିତ କଣ୍ଡୁଲାଙ୍କୁ ୮ ବର୍ଷ ଜେଲଦଣ୍ଡ ଦିଆଯାଇଛି। ୨୨ ମଇ, ୨୦୨୩ରେ, କଣ୍ଡୁଲା ଏକ ଟ୍ରକରେ ହ୍ବାଇଟ ହାଉସ…
ସମୁଦ୍ରରେ ବୁଡ଼ିଗଲା ପ୍ରବାସୀଙ୍କ ଡ଼ଙ୍ଗା, ୪୦ ପାକିସ୍ତାନୀ ମୃତ
ରାବତ,୧୭।୧: ଉତ୍ତର ଆଫ୍ରିକୀୟ ଦେଶ ମରକ୍କୋରେ ଗୁରୁବାର ଏକ ବଡ଼ ଦୁର୍ଘଟଣା ଘଟିଛି। ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ସମୁଦ୍ରରେ ଓଲଟି ପଡ଼ିଥିଲା। ଯେଉଁଥିରେ ୪୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। କୁହାଯାଉଛି ଯେ ଏହି ଡଙ୍ଗାରେ ୮୦…
ଜର୍ଜିଆ ମେଲୋନିଙ୍କ ପାଇଁ ଆଣ୍ଠୁମାଡ଼ି ଏପରି କଲେ ଆଲବାନିଆର ପ୍ରଧାନମନ୍ତ୍ରୀ, ସମସ୍ତେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ,୧୬।୧: ଆଲବାନିଆର ପ୍ରଧାନମନ୍ତ୍ରୀ ଏଡି ରାମା ତାଙ୍କ ୪୮ତମ ଜନ୍ମଦିନରେ ଇଟାଲୀର ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କୁ ଆଶ୍ଚର୍ଯ୍ୟ ଜଣକ ଢଙ୍ଗରେ ସ୍ୱାଗତ କରିଛନ୍ତି। ମେଲୋନୀଙ୍କୁ ସ୍ୱାଗତ କରି ତାଙ୍କୁ ଏକ ସୁନ୍ଦର ସ୍କାର୍ଫ ପ୍ରଦାନ କରିଥିଲେ, ଯେତେବେଳେ ସେମାନେ ବୁଧବାର ଆବୁଧାବିରେ…
Archives


