ଟ୍ରମ୍ପଙ୍କ ଟାରିଫ୍, ମୋଦିଙ୍କ Make in Indiaକୁ ଜୋରଦାର୍ ଝଟ୍କା!
ନୂଆଦିଲ୍ଲୀ,୬।୪:ଏପ୍ରିଲ ୨ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସମେତ ବିଶ୍ୱର ଅନେକ ଦେଶ ଉପରେ ପାରସ୍ପରିକ ଶୁଳ୍କ ଘୋଷଣା କରିଛନ୍ତି। ଯାହା ପରେ ସାରା ବିଶ୍ୱରେ ଷ୍ଟକ ମାର୍କେଟ ଏବଂ କମୋଡିଟି ବଜାରରେ ହଇଚଇ ସୃଷ୍ଟି ହୋଇଛି। ଏହାର ପ୍ରଭାବ…
ଶେଖ ହାସିନାଙ୍କ ପ୍ରତ୍ୟର୍ପଣକୁ ନେଇ ବାଂଲାଦେଶର ବୟାନ ଆଧାରହୀନ, ସୂତ୍ର କହୁଛି…
ଢାକା,୫।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର (୪ ଏପ୍ରିଲ, ୨୦୨୫) ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ସହିତ ହିନ୍ଦୁଙ୍କ ସମେତ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇଥିଲେ। ଭାରତ ଆଶା ପ୍ରକାଶ କରିଛି ଯେ ବାଂଲାଦେଶ ସରକାର…
ନାଁ ନ ନେଇ ଚାଇନାକୁ ଚେତାଇଲା ଶ୍ରୀଲଙ୍କା, ମୋଦିଙ୍କ ସାମ୍ନାରେ ରାଷ୍ଟ୍ରପତି କହିଲେ, ଭାରତ ବିରୋଧରେ ଏପରି…
କଲମ୍ବୋ,୫।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଶ୍ରୀଲଙ୍କା ଗସ୍ତରେ ଅଛନ୍ତି। ତାଙ୍କର ଗସ୍ତ ୪ ରୁ ୬ ଏପ୍ରିଲ ପର୍ଯ୍ୟନ୍ତ ରହିଛି। ପ୍ରଧାନମନ୍ତ୍ରୀ ମୋଦି ଏବଂ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଦିସାନାୟକେ ଭାରତ-ଶ୍ରୀଲଙ୍କା ସମ୍ପର୍କକୁ ଆହୁରି ମଜବୁତ କରିବା ବିଷୟରେ…
ଟାରିଫ ଓ୍ବାରରେ ଚାଇନାକୁ ଲାଗିଛି ଜବରଦସ୍ତ ଝଟକା, କାହିଁକି ଏମିତି ଦାବି କଲେ ଟ୍ରମ୍ପ
ଓ୍ବାଶିଂଟନ,୫।୪: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକା ଦ୍ୱାରା ଲାଗୁ କରାଯାଇଥିବା ଶୁଳ୍କ ବିଷୟରେ ନିଜ ଲୋକଙ୍କୁ ଚେତାବନୀ ଦେଇଛନ୍ତି। ଭବିଷ୍ୟତରେ ଆମେରିକାର ଲୋକମାନେ ଯେଉଁ ସମସ୍ୟାର ସମ୍ମୁଖୀନ ହେବେ ସେ ବିଷୟରେ ସେ କହିଥିଲେ ଯେ ଆମେ ପୂର୍ବରୁ ବହୁତ ଅସହାୟ…
କାନାଡ଼ାରେ ଭାରତୀୟଙ୍କୁ ହତ୍ୟା
ଓଟାଓ୍ବା,୫।୪: କାନାଡାର ଓଟାୱା ସହର ନିକଟରେ ଜଣେ ଭାରତୀୟ ନାଗରିକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ଏହି ଘଟଣାରେ ପୋଲିସ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖିଛି। କାନାଡାର ରାଜଧାନୀ ଓଟାୱାରେ ଥିବା ଭାରତୀୟ ହାଇ କମିଶନ କହିଛନ୍ତି ଯେ ଘଟଣାଟି…
Barack Obama Divorce Rumours: ପତ୍ନୀ ମିଶେଲଙ୍କ ସହ ଓବାମାଙ୍କର କେମିତି ରହିଛି ସମ୍ପର୍କ? ଗୁମର କହିଲେ ପୂର୍ବତନ ରାଷ୍ଟ୍ରପତି
ଓ୍ବାଶିଂଟନ,୫।୪: ଆମେରିକାର ହାମିଲଟନ କଲେଜରେ ଏକ କାର୍ଯ୍ୟକ୍ରମରେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ତାଙ୍କ ଜୀବନର ଏପରି ଏକ ଦିଗ ବିଷୟରେ କହିଥିଲେ ଯାହାକୁ ରାଜନେତାମାନେ ସାଧାରଣତଃ ସାର୍ବଜନୀନ କରନ୍ତି ନାହିଁ। ସେ କହିଥିଲେ ଯେ ମିଶେଲ ଓବାମାଙ୍କ ସହ ତାଙ୍କର…
୨୩ ସୈନିକଙ୍କୁ ପଥରରେ ପରିଣତ କରିଦେଇଥିଲା ଏଲିଅନ, ୩୫ ବର୍ଷ ପରେ ଚାଞ୍ଚଲ୍ୟକର ଖୁଲାସା
ଓ୍ବାଶିଂଟନ୍,୫।୪:ଆମେରିକୀୟ ଗୁଇନ୍ଦା ସଂସ୍ଥା CIA ଦ୍ୱାରା ସାର୍ବଜନୀନ କରାଯାଇଥିବା ଏକ ଆଶ୍ଚର୍ଯ୍ୟଜନକ ଦଲିଲରେ ଏପରି ଘଟଣା ପ୍ରକାଶ ପାଇଛି ଯାହାକୁ ରୁଷିଆ କେବେ ସାର୍ବଜନୀନ କରି ନ ଥିଲା। ଆମେରିକୀୟ ଗୁପ୍ତଚରମାନେ ପ୍ରାୟ ୩୫ ବର୍ଷ ପୂର୍ବର ଘଟଣାର ବିସ୍ତୃତ ଭାବରେ…
ସ୍ନାଇପର ନେଇ ମଇଦାନକୁ ଓହ୍ଲାଇଲେ କିମ ଜୋଙ୍ଗ ଉନ, ଯୁଦ୍ଧର ଦେଲେ ସଙ୍କେତ!
ନୂଆଦିଲ୍ଲୀ,୫।୪: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ପୁଣି ଥରେ ସାମରିକ ଶକ୍ତି ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି। ଏଥର ସେ ନିଜେ ଦାୟିତ୍ୱ ନେଇ ନୂଆ ସ୍ନାଇପର ରାଇଫଲର ପରୀକ୍ଷଣ କରିଛନ୍ତି। କିମ ଏକ ସ୍ବତନ୍ତ୍ର ବାହିନୀ…
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ଏହି ଦେଶର ସର୍ବୋଚ୍ଚ ସମ୍ମାନ: ଖୁସିରେ ଗଦ୍ଗଦ୍ ହୋଇ କହିଲେ,ଏହି ସମ୍ମାନ ୧୪୦ କୋଟି ଭାରତୀୟଙ୍କର
କଲମ୍ବୋ,୫।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଦିନିଆ ଗସ୍ତରେ କଲମ୍ବୋରେ ପହଞ୍ଚିଛନ୍ତି। ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ ବିଜିତା ହେରାଥ, ସ୍ବାସ୍ଥ୍ୟ ମନ୍ତ୍ରୀ ନଲିଣ୍ଡା ଜୟତିସା ଏବଂ ମତ୍ସ୍ୟ ସମ୍ପଦ ମନ୍ତ୍ରୀ ରାମଲିଙ୍ଗମ ଚନ୍ଦ୍ରଶେଖରଙ୍କ ସମେତ ପାଞ୍ଚ ଜଣ ପ୍ରମୁଖ ମନ୍ତ୍ରୀ ତାଙ୍କୁ…
Modi SriLanka visit: ପ୍ରଥମ ଥର ପାଇଁ ଜଣେ ବିଦେଶୀ ନେତାଙ୍କୁ ଭବ୍ୟ ସ୍ବାଗତ, ଶ୍ରୀଲାଙ୍କାରେ ରାଜନୀତି ସରଗରମ
କଲମ୍ବୋ,୫।୪: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଦିନିଆ ଗସ୍ତରେ ଶ୍ରୀଲଙ୍କାରେ ପହଞ୍ଚିଛନ୍ତି। ଏହି ଗସ୍ତ ସମୟରେ ଶ୍ରୀଲଙ୍କା ସରକାର ତାଙ୍କୁ ଏକ ଅଭୂତପୂର୍ବ ଓ ଭବ୍ୟ ସ୍ବାଗତ କରିଛନ୍ତି, ଯାହା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ଗାଢ଼ କରିବାରେ…
US strikes on Houthi: ମାତ୍ର ୨୫ ସେକେଣ୍ଡରେ ହୁତିଙ୍କୁ ଧ୍ବଂସ କରିଦେଲା ଆମେରିକା! ଭିଡ଼ିଓ ଶେୟାର କଲେ ଟ୍ରମ୍ପ
ଓ୍ବାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ପ୍ରତି ଭିଡିଓ ଶେୟାର କରିଛନ୍ତି। ଏଥିରେ ୟେମେନରେ ହୁତି ବିଦ୍ରୋହୀଙ୍କ ଉପରେ ଆମେରିକାର ବିମାନ ଆକ୍ରମଣ ଦର୍ଶାଯାଇଛି। ଏହି ଭିଡିଓ କେବଳ ରାଜନୈତିକ ଦୃଷ୍ଟିକୋଣରୁ ନୁହେଁ ବରଂ ବିଶ୍ୱ ରଣନୀତି ଦୃଷ୍ଟିକୋଣରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ…
ଆମେରିକାକୁ ପାନେ ଦେଲା ଚାଇନା: ଆପଣାଇଲା ଯେସାକୁ ତେସା ନୀତି
ବେଜିଂ,୫।୪:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଇନାରୁ ଆମଦାନୀ ସାମଗ୍ରୀ ଉପରେ ୩୪ ପ୍ରତିଶତ ପାରସ୍ପରିକ ଶୁଳ୍କ ଲଗାଇବାକୁ ଘୋଷଣା କରିବାର ଦିନକ ପରେ ବେଜିଂ ମଧ୍ୟ ଯେସାକୁ ତେସା ନୀତି ଗ୍ରହଣ କରିଛି। ଆମେରିକାରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଚାଇନା…
Archives


