ଅନ୍ତର୍ଜାତୀୟ

ଭାରତକୁ ବଡ଼ ଝଟକା ଦେଲେ ଟ୍ରମ୍ପ: ପ୍ରଭାବିତ ହେବେ ମଧ୍ୟବିତ୍ତ, ମହଙ୍ଗା ହୋଇଯିବ ଏସବୁ…

ନୂଆଦିଲ୍ଲୀ,୩।୨: ଆଜି ଡଲାର ତୁଳନାରେ ଭାରତୀୟ ଟଙ୍କା ହ୍ରାସ ପାଇଛି। ପ୍ରଥମ ଥର ପାଇଁ, ଡଲାର ତୁଳନାରେ ଟଙ୍କା ୮୭ ଅତିକ୍ରମ କରିଛି। ମୁଦ୍ରା ବଜାର ଖୋଲିବା ମାତ୍ରେ ଟଙ୍କା ୪୨ ପଇସା ହ୍ରାସ ପାଇ ୮୭.୦୬ରେ ଖୋଲିଛି। ଯେତେବେଳେ ବ୍ୟବସାୟ…

ଟ୍ରମ୍ପଙ୍କ ଧମକ ପରେ ପଛକୁ ଫେରିଲା ପାନାମା

ଓ୍ବାଶିଂଟନ,୩।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାନାମାକୁ ନିରନ୍ତର ଧମକ ଦେଉଛନ୍ତି। ଏବେ ତାଙ୍କର ଧମକର ପ୍ରଭାବ ପାନାମା ଉପରେ ପଡୁଥିବା ପରି ମନେ ହେଉଛି। ଏହି କାରଣରୁ ରାଷ୍ଟ୍ରପତି ଜୋସେ ରାଉଲ ମୁଲିନୋଙ୍କ ସରକାର କହିଛନ୍ତି ଯେ ପାନାମା ଚାଇନାର…

ବଜେଟରେ ପଡ଼ୋଶୀ ଦେଶ ପାଇଁ ଟ୍ରେଜେରୀ ଖୋଲିଦେଲା ଭାରତ, ଏହି ଦେଶକୁ ଦେଲା ଅଧିକ

ନୂଆଦିଲ୍ଲୀ,୩।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶନିବାର କେନ୍ଦ୍ର ବଜେଟ ୨୦୨୫-୨୬ ଉପସ୍ଥାପନ କରିଛନ୍ତି, ଯେଉଁଥିରେ ୫୦,୬୫,୩୪୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଏହି ପରିମାଣ ଚଳିତ ଆର୍ଥିକ ବର୍ଷ ତୁଳନାରେ ୭.୪ ପ୍ରତିଶତ ଅଧିକ। ବୈଦେଶିକ ମନ୍ତ୍ରଣାଳୟ…

ଚାଇନାକୁ ଆଉ ଏକ ଝଟକା, ଟ୍ରମ୍ପଙ୍କ ଧମକ ପରେ ଏହି ଛୋଟ ଦେଶ ନେଲା ଆକ୍ସନ

ଓ୍ବାଶିଂଟନ,୩।୨: ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରେ ଚାଇନାର ଚିନ୍ତା ବୃଦ୍ଧି ପାଉଛି। ଆମେରିକା ଚାଇନାରୁ ଆମଦାନୀ ଉପରେ ୧୦ ପ୍ରତିଶତ ଶୁଳ୍କ ଲଗାଇବାକୁ ନିଷ୍ପତ୍ତି ନେଇଛି। ଏବେ, ପାନାମା ଚାଇନାକୁ ଏକ ବଡ଼ ଝଟକା ଦେଇଛି। ପାନାମା ରାଷ୍ଟ୍ରପତି…

ଟ୍ରମ୍ପଙ୍କ ଏହି ନିଷ୍ପତ୍ତିରେ ବର୍ବାଦ ହୋଇଯିବ ଆମେରିକା! ଲକ୍ଷ ଲକ୍ଷ ଡଲାର ବାଜିରେ…

ଓ୍ବାଶିଂଟନ୍‌,୩।୨: ଆମେରିକାର ନୂତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ମେକ୍ସିକୋ, କାନାଡା ଏବଂ ଚାଇନା ଉପରେ ଶୁଳ୍କ ଲାଗୁ କରିଛନ୍ତି। ତାଙ୍କର ଏହି ନିଷ୍ପତ୍ତି ଉପରେ ସାରା ବିଶ୍ୱର ବିଶେଷଜ୍ଞମାନେ ଚିନ୍ତା ପ୍ରକାଶ କରୁଛନ୍ତି। ’ରିପୋର୍ଟ ଅନୁଯାୟୀ,…

କେନ୍‌ ମାର୍ଟିନ୍‌ ଆମେରିକା ଡେମୋକ୍ରାଟ୍‌ ନେତା ନିର୍ବାଚିତ

ଓ୍ବାଶିଂଟନ,୩।୨: ଆମେରିକାର ଡେମୋକ୍ରାଟ୍‌ମାନେ ୫୧ ବର୍ଷୀୟ ପ୍ରଗତିଶୀଳ ଆକ୍ଟିଭିଷ୍ଟ କେନ୍‌ ମାର୍ଟିନ୍‌ଙ୍କୁ ଶନିବାର ସେମାନଙ୍କ ନେତା ନିର୍ବାଚିତ କରିଛନ୍ତି। ଗତବର୍ଷ ରାଷ୍ଟ୍ରପତି ନିର୍ବାଚନରେ ଦଳୀୟ ପ୍ରାର୍ଥୀ ପରାଜିତ ହେବା ପରେ ସ୍ଥିତି ସୁଧାରିବା ପାଇଁ ମାର୍ଟିନ୍‌ ଦଳର ପୁନର୍ଗଠନ କରିବେ। ଏଥିସହିତ ରିପବ୍ଲିକାନ…

କଙ୍ଗୋରେ ବିଦ୍ରୋହୀଙ୍କ ତାଣ୍ଡବ: ଭାରତୀୟ ଦୂତାବାସର ଆଡ଼ଭାଇଜରୀ ଜାରି

ନୂଆଦିଲ୍ଲୀ, ୨ା୨: କଙ୍ଗୋର କିନଶାସା ରାଜ୍ୟରେ ଥିବା ଭାରତୀୟ ଦୂତାବାସ ବୁକାଭୁରେ ଥିବା ସମସ୍ତ ଭାରତୀୟ ନାଗରିକଙ୍କୁ “ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ” ପରାମର୍ଶ ଜାରି କରିଛି। ରୱାଣ୍ଡା-ସମର୍ଥିତ ଏମ-୨୩ ବିଦ୍ରୋହୀମାନେ ପୂର୍ବ କଙ୍ଗୋର ଗୋମା ସହରକୁ କବଜା କରିଛନ୍ତି। ଏହା…

ବନ୍ଧୁତ୍ୱ ରକ୍ଷା କଲେ ଟ୍ରମ୍ପ! କାନାଡା-ମେକ୍ସିକୋକୁ ଦେଲେ ଝଟକା, ହେଲେ ତାଲିକାରେ ନାହିଁ ଭାରତ

ଓ୍ବାଶିଂଟନ,୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡା, ମେକ୍ସିକୋ ଏବଂ ଚାଇନାରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଶୁଳ୍କ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହା ଶନିବାର ସାରୁ କାର୍ଯ୍ୟକାରୀ ହୋଇଛି। ଏହି ନିଷ୍ପତ୍ତି ସହିତ, ଆମେରିକା ଏବଂ ଏହି ଦେଶଗୁଡ଼ିକ…

ଆମେରିକା ଉପରେ୨୫ ପ୍ରତିଶତ ଟାରିଫ ଲଗାଇଲା କାନାଡା, କାନ୍ଦିବେ ଟ୍ରମ୍ପ!

ଓ୍ବାଶିଂଟନ,୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର କାନାଡା, ମେକ୍ସିକୋ ଏବଂ ଚାଇନା ଉପରେ ଶୁଳ୍କ ଲାଗୁ କରିବା ପାଇଁ ଏକ ଆଦେଶରେ ସ୍ବାକ୍ଷର କରିଛନ୍ତି। ଟ୍ରମ୍ପ ପ୍ରଶାସନ କହିଛି ଯେ ଏହାର ଲକ୍ଷ୍ୟ ହେଉଛି ଦେଶରେ ନିଶାଦ୍ରବ୍ୟ ଏବଂ ଅବୈଧ…

ଟ୍ରମ୍ପଙ୍କ ଟାରିଫ ଘୋଷଣା ପରେ ରାଗିଲା ଚାଇନା, WTOରେ ଦାୟର କରିବ ମାମଲା

ବେଜି,୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଶୁଳ୍କ ଯୁଦ୍ଧ ବା ଟେରିଫ ଓ୍ବାର ଧୀରେ ଧୀରେ ଗମ୍ଭୀର ହେବାରେ ଲାଗିଛି। ଟ୍ରମ୍ପ କାନାଡା, ମେକ୍ସିକୋ ଏବଂ ଚାଇନା ଉପରେ ଶୁଳ୍କ ଘୋଷଣା କରିଥିଲେ। ଏହାର ଜବାବରେ, ଏହି…

ଭାରତର ବଜେଟକୁ ନେଇ ପ୍ରତିକ୍ରିୟା ରଖିଲେ ପାକିସ୍ତାନୀ, ଏମିତି କହିଲେ ଯେ ଶହବାଜ ସରିଫ ଶୁଣିଲେ…

ଇସଲାମାବାଦ,୨।୨: ଭାରତ ସରକାର ଶନିବାର (ଫେବୃଆରୀ ୧)ରେ ୨୦୨୫-୨୬ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି, ଯାହା ୫୦.୬୫ ଲକ୍ଷ କୋଟି ଟଙ୍କାର ଏକ ବିଶାଳ ବଜେଟ। ଏଥିରେ ଅନେକ ଜିନିଷ ଅନ୍ତର୍ଭୁକ୍ତ, ଯାହା ଏହି ସାଧାରଣ ବଜେଟକୁ ସ୍ବତନ୍ତ୍ର କରିଥାଏ।…

‘ଆମେ ତୁମକୁ ଖୋଜି ଖୋଜି ମାରିବୁ’, ଆମେରିକା ଏୟାର ଷ୍ଟ୍ରାଇକ ପରେ କାହା ଉପରେ ରାଗିଲେ ଟ୍ରମ୍ପ

ଓ୍ବାଶିଂଟନ,୨।୨: ସୋମାଲିଆରେ ଆଇଏସ୍‌ ଘାଟି ଉପରେ ଆମେରିକା ବିମାନ ଆକ୍ରମଣ କରିଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ଏହି ସୂଚନା ଦେଇଛନ୍ତି। ଏହି ଆକ୍ରମଣରେ, ଆମେରିକୀୟ ସେନା ସୋମାଲିଆର ଗୁମ୍ଫାରେ ଲୁଚି ରହିଥିବା ଆଇଏସ୍‌ ଆତଙ୍କବାଦୀଙ୍କୁ ଟାର୍ଗେଟ କରିଥିଲା। ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri