ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶରୁ ୧ ଲକ୍ଷ ଅଣ୍ଡା ଚୋରି
ଓ୍ବାଶିଂଟନ,୫।୨: ଆମେରିକା ହେଉଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ। ଏହା ସତ୍ତ୍ୱେ ଅଣ୍ଡା ପାଇଁ ଏଠାକାର ଲୋକେ ସଂଘର୍ଷ କରୁଛନ୍ତି। ଏଠାରେ ଅଣ୍ଡା ଚୋରି ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ଆମେରିକାର ପେନ୍ସିଲଭାନିଆରେ ଅଣ୍ଡା ଚୋରିର ଏକ ଘଟଣା ସାମ୍ନାକୁ ଆସିଛି…
ଭାରତୀୟଙ୍କ ପାଇଁ ଆଉ ଏକ ସମସ୍ୟା ଛିଡା କରିଦେଲେ ଟ୍ରମ୍ପ, ବଦଳିଯିବ ଏହି ନିୟମ! ପ୍ରଭାବିତ ହେବେ…
ଓ୍ବାଶିଂଟନ୍,୫।୨: ଆମେରିକାର ରିପବ୍ଲିକାନ ସେନେଟର ରିକ ସ୍କଟ ଏବଂ ଜନ କେନେଡି ଏକ ପ୍ରସ୍ତାବ ଆଗତ କରିଛନ୍ତି । ଯାହାର ଉଦ୍ଦେଶ୍ୟ ହେଉଛି ବାଇଡେନ ପ୍ରଶାସନର ନିୟମକୁ ପ୍ରତ୍ୟାହାର କରିବା, ଯେଉଁଥିରେ ଓ୍ବର୍କ ପରମିଟର ସ୍ବୟଂଚାଳିତ ନବୀକରଣ ଅବଧିକୁ ୧୮୦ ଦିନରୁ…
ଟ୍ରମ୍ପଙ୍କ ବୟାନକୁ ନେଇ ହଙ୍ଗାମା: ଗାଜାକୁ ନେଇ ଦେଲେ ବଡ଼ ବୟାନ
ଓ୍ବାଶିଂଟନ,୫।୨: ଡୋନାଲ୍ଡ ଟ୍ରମ୍ପ ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଯେଉଁଥିରେ ସେ କହିଛନ୍ତି ଯେ ସେ ଚାହାଁନ୍ତି ଆମେରିକା ଗାଜା ଷ୍ଟ୍ରିପର ମାଲିକାନା ନେଉ ଏବଂ ଅନ୍ୟ ଦେଶରେ ପାଲେଷ୍ଟାଇନୀ ଲୋକଙ୍କୁ ବସତି ଯୋଗାଇ ଏହି ଅଞ୍ଚଳକୁ ପୁନଃବିକାଶ…
ଆସନ୍ତା ସପ୍ତାହରେ ଟ୍ରମ୍ପଙ୍କୁ ଭେଟିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି: ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି ପାଇଁ ହୋଇପାରେ ଆଲୋଚନା
ନୂଆଦିଲ୍ଲୀ, ୪।୨: ଭାରତ ଏବଂ ଆମେରିକା ଆଗାମୀ ସପ୍ତାହରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତି ପାଇଁ ଆଲୋଚନା ଆରମ୍ଭ କରିବେ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃଆରୀ ୧୨-୧୪ ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବା ପାଇଁ ଆମେରିକା…
ଟ୍ରମ୍ପଙ୍କୁ ବଡ଼ ଝଟକା: ପ୍ରତିଶୋଧ ନେଲା ଚାଇନା, ଆମେରିକା ଛାନିଆ
ଓ୍ବାଶିଂଟନ୍, ଏବେ ବିଶ୍ୱର ଦୁଇ ମହାଶକ୍ତିଶାଳୀ ଦେଶ ଆମେରିକା ଏବଂ ଚାଇନା ମଧ୍ୟରେ ଏକ ଟାରିଫ୍ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଗୋଟିଏ ପଟେ ଶନିବାର (ଫେବୃଆରୀ ୧)ରେ ଆମେରିକାର ଡୋନାଲ୍ଡ ଟ୍ରମ୍ପ ସରକାର ଚାଇନାରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ୧୦…
ବିଶ୍ୱର ସବୁଠାରୁ ଭୟଙ୍କର ଜେଲକୁ ପଠାଯାଉ ଆମେରିକୀୟ ଅପରାଧୀଙ୍କୁ…, ଏହି ଦେଶର ରାଷ୍ଟ୍ରପତି ଦେଲେ ବଡ଼ ଅଫର
ଓ୍ବାଶିଂଟନ,୪।୧: ଏପର୍ଯ୍ୟନ୍ତ ଆମେରିକା କେବଳ ଅନ୍ୟ ଦେଶର ଇଞ୍ଜିନିୟର ଏବଂ ଡାକ୍ତରମାନଙ୍କୁ ଆଉଟସୋର୍ସ କରୁଥିଲା। ଏବେ ଆମେରିକା ତା’ର କଏଦୀମାନଙ୍କ ପାଇଁ ଜେଲଗୁଡ଼ିକୁ ଆଉଟସୋର୍ସ କରିପାରିବ। ଆମେରିକା ଏବଂ ଏଲ ସାଲଭାଡୋର ଏକ ଅତ୍ୟନ୍ତ ସ୍ବତନ୍ତ୍ର ଚୁକ୍ତିରେ ପହଞ୍ଚିଛନ୍ତି। ଆମେରିକାର ବୈଦେଶିକ…
ବହୁତ ଚାଲାକ୍ ଟ୍ରମ୍ପ୍: ୟୁକ୍ରେନକୁ ସାହାଯ୍ୟ ଦେବା ବଦଳରେ ମାଗିଲେ ଏହି ଜିନିଷ
ଓ୍ବାଶିଂଟନ୍,୪।୨: ରୁଷିଆ-ୟୁକ୍ରେନ ଯୁଦ୍ଧରେ, ବାଇଡେନ ପ୍ରଶାସନ ୟୁକ୍ରେନକୁ ଆର୍ଥିକ, କୂଟନୈତିକ ଏବଂ ସାମରିକ କ୍ଷେତ୍ରରେ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେଇଥିଲେ। ଟ୍ରମ୍ପ ହ୍ବାଇଟ ହାଉସକୁ ଫେରିବା ପରେ ୟୁକ୍ରେନକୁ ଦିଆଯିବା ସହାୟତା ଏକପାଖିଆ ହେବ ନାହିଁ। କାରଣ ଟ୍ରମ୍ପ ସୂଚାଇ…
ମାଇକ୍ରୋସଫ୍ଟରେ ପୁଣି ଛଟେଇ ଆରମ୍ଭ: କର୍ମଚାରୀଙ୍କ ମଧ୍ୟରେ ପଡ଼ିଲା ଚହଳ
ଓ୍ବାଶିଂଟନ୍,୪।୨: ଟେକ୍ ଜଗତରେ ଛଟେଇର ଲହର ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଅନେକ ପ୍ରମୁଖ କମ୍ପାନୀ ପୁଣି ଥରେ କର୍ମଚାରୀଙ୍କୁ ଛଟେଇ କରିବା ଆରମ୍ଭ କରିଛନ୍ତି। ଆମାଜନ ପରେ ମାଇକ୍ରୋସଫ୍ଟ ମଧ୍ୟ କାର୍ଯ୍ୟଦକ୍ଷତା ଆଧାରରେ କର୍ମଚାରୀଙ୍କୁ ଛଟେଇ କରିବା ଆରମ୍ଭ କରିଛି ।…
କେତେ ପ୍ରବାସୀ ଭାରତୀୟ ଅବୈଧ ଭାବେ ରହିଛନ୍ତି ଆମେରିକାରେ, ଏବେ ଏମାନଙ୍କ ଚିନ୍ତା ବଢାଇଛି ଟ୍ରମ୍ପ ପ୍ରଶାସନ
ଓ୍ବାଶିଂଟନ,୪।୨: କୌଣସି ବୈଧ କାଗଜପତ୍ର ବିନା ଆମେରିକାରେ ପ୍ରବେଶ କରୁଥିବା ଭାରତୀୟଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ରଏଟର୍ସର ଏକ ରିପୋର୍ଟ ଅନୁଯାୟୀ, ଆମେରିକାର ଏକ ସାମରିକ ବିମାନ ମାଧ୍ୟମରେ ୨୦୫ ଜଣ ଅବୈଧ ପ୍ରବାସୀଙ୍କୁ ଭାରତ ପଠାଯାଉଛି। ଆମେରିକା ରାଷ୍ଟ୍ରପତି…
‘ଆମେ ତୁମକୁ ହତ୍ୟା କରିବାକୁ ଆସୁଛୁ’, ସବୁଠାରୁ ବିପଦଜ୍ଜନକ ଆତଙ୍କବାଦୀ ସଂଗଠନ ଟ୍ରମ୍ପଙ୍କୁ ଦେଲା ଧମକ
ଓ୍ବାଶିଂଟନ୍, ୪।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା ଧମକ ମିଳିଛି। ଏହି ଧମକ ଆତଙ୍କବାଦୀ ସଂଗଠନ ଆଇଏସ୍ଆଇ ଦେଇଛି। ଗୋଟିଏ ଦିନ ପୂର୍ବରୁ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ୍ସରେ ଏକ ପୋଷ୍ଟରେ ଆତଙ୍କବାଦୀମାନଙ୍କୁ ଚେତାବନୀ ଦେଇଥିଲେ ଯେ, ଆମେ ତୁମକୁ…
ବେଳକୁ ବେଳ ଭୟଙ୍କର ହେଉଛି କଙ୍ଗୋର ସ୍ଥିତି, ଏବେ ପର୍ଯ୍ୟନ୍ତ ୯୦୦ଲୋକଙ୍କ ମୃତ୍ୟୁ
କିନଶାସା,୪।୨: କଙ୍ଗୋର ଗୋମା ସହର ଏବଂ ଆଖପାଖ ଅଞ୍ଚଳରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଏମ୨୩ ବିଦ୍ରୋହୀମାନେ ସୋମବାର ମାନବିକତା ଦୃଷ୍ଟିରୁ ଏକପାଖିଆ ଅସ୍ତ୍ରବିରତି ଘୋଷଣା କରିଛନ୍ତି। ଏହି ସଂଘର୍ଷରେ ଏପର୍ଯ୍ୟନ୍ତ ଅତି କମରେ ୯୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ଜାତିସଂଘ ସୂଚନା…
ଭାରତ ବିରୋଧରେ ବଡ଼ ଆକ୍ସନ ନେଲେ ଟ୍ରମ୍ପ, ଅବୈଧ ପ୍ରବାସୀକୁ ନେଇ…
ଓ୍ବାଶିଂଟନ୍,୪।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ ପରେ ଆମେରିକା ଅବୈଧ ପ୍ରବାସୀମାନଙ୍କ ବିରୋଧରେ ଏକ ବଡ଼ ନିର୍ବାସନ ଅଭିଯାନ ଆରମ୍ଭ କରିଛି। ଏହା ଅନ୍ତର୍ଗତ ସୋମବାର (୩ ଫେବୃଆରୀ) ଏକ ଆମେରିକୀୟ ସାମରିକ ବିମାନ ଅବୈଧ ପ୍ରବାସୀମାନଙ୍କୁ ନେଇ ଭାରତ…
Archives


