ଅନ୍ତର୍ଜାତୀୟ

ମିଛ ପ୍ରଚାର କରୁଛନ୍ତି ଶାହିଦ ଆଫ୍ରିଦି: ପାକିସ୍ତାନ ଯୁଦ୍ଧ ବିଜୟ ରାଲିରେ ଯୋଗ ଦେଇ କହିଲେ…

କରାଚୀ,୧୩।୫: କରାଚୀରେ ଅନୁଷ୍ଠିତ ‘ବିଜୟ ରାଲି’ରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଶାହିଦ ଆଫ୍ରିଦି ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ତାଙ୍କର ଉପସ୍ଥିତିର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଆଉ ଏକ ମିଥ୍ୟା ଦାବି…

ପୁଣି ଥରି ଉଠିଲା ପାକିସ୍ତାନ

ଇସ୍‌ଲାମାବାଦ,୧୨।୫: ସୋମବାର ଅପରାହ୍ନରେ ପାକିସ୍ତାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଜାତୀୟ ଭୂକମ୍ପ କେନ୍ଦ୍ରର ସୂଚନା ମୁତାବକ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୬ ରହିଥିଲା। ଭୂକମ୍ପରେ କୌଣସି ଧନ ଜୀବନ କ୍ଷୟକ୍ଷତି ହୋଇଥିବା ଖବର ଆସିପାରି ନାହିଁ। ଭୂକମ୍ପ…

ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପରେ ଆସିଲା ଭଲ ଖବର: ଚାଇନା-ପାକିସ୍ତାନ ବିଚଳିତ

ନୂଆଦିଲ୍ଲୀ,୧୨।୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ପାଇଁ ଭାରତ ପାକିସ୍ତାନକୁ ଉଚିତ ଜବାବ ଦେଇଛି। ୨୨ ଏପ୍ରିଲରେ ପହଲଗାମ ଆକ୍ରମଣ ପରେ, ଭାରତ ୭ ମଇରେ ମିଳିତ ଅପରେସନ ସହିତ ପାକିସ୍ତାନର ଗର୍ବକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛି। ଏସବୁ ମଧ୍ୟରେ, ଘରୋଇ କ୍ଷେତ୍ରରେ…

ନବନୀତ ରାଣାଙ୍କୁ ପାକିସ୍ତାନରୁ ଆସିଲା ହତ୍ୟା ଧମକ, ନା ରହିବ ସିନ୍ଦୂର ନା ରହିବ ତୁମେ

ନୂଆଦିଲ୍ଲୀ,୧୨ା୫(.): ଭାଜପା ନେତ୍ରୀ ନବନୀତ ରାଣା ଏବଂ ତାଙ୍କ ସ୍ବାମୀ ବିଧାୟକ ରବି ରାଣାଙ୍କୁ ପାକିସ୍ତାନରୁ ହତ୍ୟା ଧମକ ମିଳିଛି। ସେ ଏନେଇ ଖାର ଥାନାରେ ଅଭିଯୋଗ କରିଛନ୍ତି। ଧମକପୂର୍ଣ୍ଣ କଲ୍‌ରେ ତାଙ୍କୁ ହିନ୍ଦୁ ସିଂହୀ ବୋଲି ସମ୍ବୋନ କରାଯାଇଥିଲା ଏବଂ…

କାଙ୍ଗାଳ ପାକିସ୍ତାନ ଫାଇଟର ଜେଟ, ବୋମା, ଡ୍ରୋନ କିଣିବାକୁ କେଉଁଠୁ ଆଣୁଛି ଟଙ୍କା? ଜାଣନ୍ତୁ ଏହା ପଛର ସତ୍ୟତା..

ଇସଲାମାବାଦ,୧୨।୫: ପାକିସ୍ତାନରେ ଏବେ ଲୋକମାନେ ଖାଦ୍ୟ ଅଭାବର ସମ୍ମୁଖୀନ ହେଉଛନ୍ତି। ଦେଶ ଚଳାଇବା ପାଇଁ ସରକାରଙ୍କୁ ବାରମ୍ବାର ହାତରେ ପାତ୍ର ଧରି ସାରା ବିଶ୍ୱ ବୁଲିବାକୁ ପଡୁଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ପାକିସ୍ତାନ, ଯାହା ନିଜ ଲୋକଙ୍କ ଭୋକ…

ସତରେ କ’ଣ କଶ୍ମୀର ସମସ୍ୟାର ସମାଧାନ କରିପାରିବେ ଟ୍ରମ୍ପ? ରୁଷିଆ-ୟୁକ୍ରେନ, ହମାସ-ଇସ୍ରାଏଲ ଯୁଦ୍ଧକୁ ରୋକି ପାରି ନାହାଁନ୍ତି…

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୨।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଚୁକ୍ତି ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଶ୍ମୀର ଉପରେ ଆଉ ଏକ ବିବାଦୀୟ ବୟାନ ଦେଇଛନ୍ତି। ରୁଷିଆ-ୟୁକ୍ରେନ ଏବଂ ଇସ୍ରାଏଲ-ହମାସ ଯୁଦ୍ଧକୁ ରୋକିବାରେ ବିଫଳ ହୋଇଥିବା ଟ୍ରମ୍ପ ଏବେ କଶ୍ମୀର ସମସ୍ୟାର…

ଥରି ଉଠିଲା ପାକିସ୍ତାନ, ଆତ୍ମଘାତି ବିସ୍ଫୋରଣରେ ୨ ପୋଲିସ ମୃତ

ଇସଲାମାବାଦ,୧୨।୫: ଭାରତର ଆକ୍ରମଣ ପରେ ପାକିସ୍ତାନ ଆତଙ୍କିତ ଅବସ୍ଥାରେ ଅଛି। ଦୁଇ ଦିନ ପୂର୍ବରୁ ଭାରତ ଏବଂ ପାକିସ୍ତାନ ଯୁଦ୍ଧବିରତି ପାଇଁ ରାଜି ହୋଇଥିଲେ। ଏହି ସମୟରେ, ପାକିସ୍ତାନର ଖାଇବର ପଖତୁନଖ୍ବାରୁ ଏକ ଆତ୍ମଘାତୀ ବିସ୍ଫୋରଣ ହୋଇଥିବା ଖବର ଆସୁଛି। କୁହାଯାଉଛି…

ପୁଣି ଭାରତ ବିରୋଧରେ ବିଷ ଓଗାଳିଲେ ଶାହିଦ ଆଫ୍ରିଦି: ମୋଦି ଏବେ…

ଇସଲାମାବାଦ୍‌,୧୨।୫: ଭାରତୀୟ ସେନା ଅପରେଶନ ସିନ୍ଦୂର ମାଧ୍ୟମରେ ପାକିସ୍ତାନକୁ ଏକ ଶିକ୍ଷା ଦେଇଥିଲା। କିନ୍ତୁ ପାକିସ୍ତାନ ଏବେ ବି ତାର ପରାଜୟକୁ ହଜମ କରିପାରୁନାହିଁ। ପୁଣିଥରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଶାହିଦ ଆଫ୍ରିଦି ଭାରତ ବିରୋଧରେ ଗୋଟିଏ ପରେ ଗୋଟିଏ ବିଷ…

ବିନା ସର୍ତ୍ତାବଳୀରେ ୟୁକ୍ରେନ୍‌ ସହ ଶାନ୍ତି ଆଲୋଚନା ପାଇଁ ପୁଟିନ୍‌ଙ୍କ ପ୍ରସ୍ତାବ

ମସ୍କୋ,୧୧ା୫: ବିନା ସର୍ତ୍ତାବଳୀରେ ୟୁକ୍ରେନ୍‌ ସହ ଆସନ୍ତା ୧୫ରେ ଇସ୍ତାନବୁଲ୍‌ରେ ସିଧାସଳଖ ଶାନ୍ତି ଆଲୋଚନା ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ରବିବାର ପ୍ରସ୍ତାବ ଦେଇଛନ୍ତି। ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଏହାକୁ ସ୍ବାଗତ କରିଥିବା ବେଳେ ମସ୍କୋ ପ୍ରଥମେ ଅସ୍ତ୍ରବିରତି…

ପାକିସ୍ତାନୀ ସାମରିକ ଘାଟିଗୁଡ଼ିକୁ ଭାରତର ସଫଳ ଲକ୍ଷ୍ୟଭେଦ ବଢ଼ାଇଥିଲା ଆମେରିକାର ଚିନ୍ତା, ପରମାଣୁ ମୁଖ୍ୟାଳୟ ଆକ୍ରାନ୍ତ ହେବାର ଥିଲା ଆଶଙ୍କା: ରିପୋର୍ଟ

ନୂଆଦିଲ୍ଲୀ,୧୧ା୫: ରାୱାଲପିଣ୍ଡିରେ ଅବସ୍ଥିତ ପାକିସ୍ତାନର ନୁର ଖାନ ବାୟୁସେନା ଘାଟି ଉପରେ ଭାରତର ଆକ୍ରମଣ ଆମେରିକାକୁ ମଧ୍ୟସ୍ଥତା ପ୍ରୟାସକୁ ତ୍ୱରାନ୍ୱିତ କରିବାକୁ ବାଧ୍ୟ କରିଥିଲା, ଯଦିଓ ପ୍ରାରମ୍ଭରେ ଆମେରିକା ଏହି ସଂଘର୍ଷରୁ ଦୂରେଇ ରହିବାକୁ ପସନ୍ଦ କରିଥିଲା। ରିପୋର୍ଟ ଅନୁଯାୟୀ ଭାରତ…

ପାକିସ୍ତାନରେ କ୍ଷେପଣାସ୍ତ୍ର ଆକ୍ରମଣରୁ ଅଳ୍ପକେ ବର୍ତ୍ତିଗଲେ ଅଷ୍ଟ୍ରେଲୀୟ କ୍ରିକେଟର: ରିପୋର୍ଟ

ନୂଆଦିଲ୍ଲୀ,୧୧।୫: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ସାମରିକ ଉତ୍ତେଜନା ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ପାକିସ୍ତାନର ନୁର ଖାନ ବାୟୁସେନା ଘାଟି ନିକଟରେ ଭାରତୀୟ କ୍ଷେପଣାସ୍ତ୍ର ଆକ୍ରମଣରୁ ଚାରି ଜଣ ଅଷ୍ଟ୍ରେଲୀୟ କ୍ରିକେଟର ଅଳ୍ପକେ ବର୍ତ୍ତି ଯାଇଥିବା…

‘ପାକିସ୍ତାନ ଗୁଳି ଚଲାଇଲେ, ପରିଣାମ ବିନାଶକାରୀ ହେବ: ଆମେରିକା ଉପରାଷ୍ଟ୍ରପତିଂକୁ ସିଧା ଶୁଣାଇଦେଲେ ମୋଦି

ନୂଆଦିଲ୍ଲୀ,୧୧।୫: ଅପରେଶନ ସିନ୍ଦୁର ଶେଷ ହୋଇନାହିଁ; ଯଦି ସେମାନେ ଗୁଳି ଚଳାନ୍ତି, ଆମେ ଗୋଲା ଚଳାଇବୁ, ଏବଂ ଯଦି ସେମାନେ ଆକ୍ରମଣ କରନ୍ତି, ଆମେ ପାଲଟା ଆକ୍ରମଣ କରିବୁ। ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି: ‘ସେଠାରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri