ଅନ୍ତର୍ଜାତୀୟ

ଆମେରିକାରେ କରୋନା ଲହର: ଇଜି.୫-ଏଫଏଲ.୧.୫.୧-ବିଏ.୨.୮୬ ଭାରିଆଣ୍ଟ ସକ୍ରିୟ…

ଓ୍ବାଶିଂଟନ,୨୨।୮ : କୋଭିଡ-୧୯ ଆମେରିକାରେ ଏକ ନୂଆ ଲହର ଭାବରେ ଫେରି ଆସିିଛି ବୋଲି ଚର୍ଚ୍ଚା ହେଉଛି। ଏନେଇ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଦେଶରେ ଇଜି.୫-ଏଫଏଲ.୧.୫.୧-ବିଏ.୨.୮୬ ଭାରିଆଣ୍ଟ ସକ୍ରିୟ ହେବାରେ ଲାଗିଛନ୍ତିି। ଫଳରେ ସ୍ଥାନୀୟ ଲୋକେ ସତର୍କ ହେବାରେ...

ବିବାଦରେ ମାଲେସିଆ ପ୍ରଧାନମନ୍ତ୍ରୀ ଇବ୍ରାହିମ, ଯୁବକଙ୍କ ଧର୍ମାନ୍ତରିକରଣ କରିଥିବା ଅଭିଯୋଗ

କୁଆଲା ଲୁମପୁର,୨୨।୮:ମାଲେସିଆର ପ୍ରଧାନମନ୍ତ୍ରୀ ଅନବର ଇବ୍ରାହିମ ବିବାଦ ଘେରରେ ଅଛନ୍ତି। ଅଣ-ମୁସଲମାନ ସମ୍ପ୍ରଦାୟ ତାଙ୍କୁ କଡ଼ା ସମାଲୋଚନା କରୁଛନ୍ତି। କାରଣ ପ୍ରଧାନମନ୍ତ୍ରୀ ଇବ୍ରାହିମ କିଛି ଦିନ ପୂର୍ବରୁ ସେଲାଙ୍ଗୋର ଜୁମାରେ ନମାଜ ପଢିବା ପରେ ଜଣେ ହିନ୍ଦୁ ଯୁବକଙ୍କୁ ଇସଲାମରେ...

ଜିନପିଙ୍ଗଙ୍କ ଭାବମୂର୍ତ୍ତି ବଞ୍ଚାଇବାକୁ ଚେଷ୍ଟା କରୁଛି ଚାଇନା, ନୈରାଶ୍ୟଜନକ ତଥ୍ୟ ଲୁଚାଯାଉଛି…

ବେଜିଂ,୨୨।୮ : ଏକ ଦଶନ୍ଧି ଧରି ଲାଗୁଥିଲା ରାଷ୍ଟ୍ରପତି ଶି ଜିନପିଙ୍ଗ କୌଣସି ଭୁଲ କରିପାରିବେ ନାହିଁ। ଚାଇନାର କମ୍ୟୁନିଷ୍ଟ ପାର୍ଟି (ସିପିସି) ଦ୍ୱାରା ନିୟନ୍ତ୍ରିତ ଗଣମାଧ୍ୟମ ତାଙ୍କୁ ପ୍ରଶଂସା କରିଥିଲେ। ସେ ସାରା ଦେଶରେ ଖବରକାଗଜର ପ୍ରଥମ ପୃଷ୍ଠାରେ...

ଗୃହଯୁଦ୍ଧ ଗ୍ରସ୍ତ ସୁଦାନରେ ଅନାହାରରେ ୫୦୦ ଶିଶୁ ମୃତ…

ଖାର୍ତୁମ,୨୨।୮ : ସୁଦାନ ସେନା ଏବଂ ସାମରିକ ବାହିନୀ ମଧ୍ୟରେ ଚାଲିଥିବା ଯୁଦ୍ଧ ପାଇଁ ଶିଶୁମାନେ ମୂଲ୍ୟ ଦେଉଛନ୍ତି। ରାଜଧାନୀ ଖାର୍ତୁମରେ ଥିବା ଏକ ସରକାରୀ ଅନାଥ ଆଶ୍ରମରେ ପ୍ରାୟ ୫୦୦ ଶିଶୁଙ୍କର ଅନାହାରରେ ମୃତ୍ୟୁ ଘଟିଛି ବୋଲି ଏକ...

ପୁଟିନ୍‌ଙ୍କୁ ଘାରୁଛି ଗିରଫ ହେବାର ଡର! ବ୍ରିକ୍ସ ସମ୍ମିଳନୀରେ ଦେବେନି ଯୋଗ

ମସ୍କୋ,୨୨।୮: ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ପହଞ୍ଚିଛନ୍ତି। କୋଭିଡ-୧୯ ପରେ ଭାରତ ସମେତ ୫ଟି ଦେଶ ବ୍ରାଜିଲ, ଋଷ, ଚାଇନା ଓ ଦକ୍ଷିଣ ଆଫ୍ରିକାର ଶୀର୍ଷ ନେତାଙ୍କ ଉପସ୍ଥିତିରେ ପ୍ରଥମ ବୈଠକ...

ଅଧିକ ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି ତେବେ ଏକ୍ସରେ କରନ୍ତୁ ଏପରି…କହିଲେ ଏଲନ ମସ୍କ

ଓ୍ବାଶିଂଟନ୍‌,୨୨।୮: ସାମ୍ବାଦିକଙ୍କୁ ଏକ ଭଲ ଅଫର ଦେଇଛନ୍ତି ଏକ୍ସ(ପୂର୍ବ ଟ୍ବିଟର) ସିଇଓ ଏଲନ ମସ୍କ। ଏକ୍ସରେ ସିଧାସଳଖ ଭାବେ ସେମାନଙ୍କ ଲେଖା କିମ୍ବା ଆର୍ଟିକିଲ ପ୍ରକାଶ କରିବାକୁ ସେ ସାମ୍ବାଦିକମାନଙ୍କୁ କହିଛନ୍ତି। ମସ୍କ ଟ୍ବିଟକ କରି କହିଛନ୍ତି, ସାମ୍ବାଦିକମାନେ ଯଦି...

ସିଙ୍ଗାପୁର ରାଷ୍ଟ୍ରପତି ପଦ ଦୌଡରେ ଭାରତୀୟ ବଂଶୋଦ୍ଭବ ଥର୍ମନ ଶନମୁଗରତ୍ନ

ସିଙ୍ଗାପୁର,୨୨।୮: ସିଙ୍ଗାପୁରରେ ରାଷ୍ଟ୍ରପତି ପଦ ଦୌଡରେ ଭାରତୀୟ ବଂଶୋଦ୍ଭବ। ସେ ହେଉଛନ୍ତି ଥର୍ମନ ଶନମୁଗରତ୍ନ। ମଙ୍ଗଳବାର ସିଙ୍ଗାପୁରରେ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥି ନାମ ଘୋଷଣା ହୋଇଛି। ଶନମୁଗରତ୍ନଙ୍କ ସହିତ ଚାଇନାର ଦୁଇଜଣ ପୂର୍ବତନ ବ୍ୟବସାୟୀ ମଧ୍ୟ ଏଥିରେ ସାମିଲ...

ଜୋହାନ୍ସବର୍ଗରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି

ଜୋହାନ୍ସବର୍ଗ,୨୨।୮: ୧୫ ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ପହଞ୍ଚିଛନ୍ତି।   #WATCH | PM Narendra Modi arrives in South Africa’s Johannesburg for the...

୮ଲକ୍ଷ ପାକିସ୍ତାନୀ ଛାଡିଲେଣି ଦେଶ

ଇସଲାମବାଦ,୨୨।୮: ବର୍ତ୍ତମାନ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ। ତେବେ ଏଭଳି ଖରାପ ସମୟରେ ଲୋକମାନେ ପାକିସ୍ତାନ ଛାଡିବାକୁ ବାଧ୍ୟ ହେଉଛନ୍ତି। ଚଳିତ ବର୍ଷ ୬ମାସରେ ପ୍ରାୟ ୮ଲକ୍ଷ ନାଗରିକ ଦେଶ ଛାଡିଛନ୍ତି। ପାକିସ୍ତାନର ବିପର୍ଯ୍ୟସ୍ତ ଅର୍ଥନୀତି ଯୋଗୁଁ...

ହତ୍ୟା ଅଭିଯୋଗରେ ଭାରତୀୟ ବଂଶୋଦ୍ଭବଙ୍କୁ ସିଙ୍ଗାପୁରରେ ମିଳିପାରେ ମୃତ୍ୟୁଦଣ୍ଡ

ସିଙ୍‌ଗାପୁର,୨୨।୮: ଭାରତୀୟ ବଂଶୋଦ୍ଭବ ଅସୱେନ ପଚନ ପିଲ୍ଲାଇ ସୁକୁମାରନଙ୍କୁ ମିଳିବ ମୃତ୍ୟୁଦଣ୍ଡ। ଦୁଇ ନାଗରିକଙ୍କ ହତ୍ୟା ଅଭିଯୋଗରେ ସେ ଗିରଫ ହୋଇଛନ୍ତି। ସିଙ୍ଗାପୁରର କନକର୍ଡ ହୋଟେଲ ଏବଂ ସପିଂ ମଲରେ ମୋହଦ ଇସ୍ରାଟ ଓ ମୋହଦ ଇସମାଇଲଙ୍କୁ ହତ୍ୟା କରିଥିବା...

ପାକିସ୍ତାନର ସୁରକ୍ଷା ବାହିନୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ, ୬ଯବାନ ମୃତ

ଇସଲାମବାଦ,୨୨।୮: ପୁଣି ପାକିସ୍ତାନର ସୁରକ୍ଷା ବାହିନୀଙ୍କୁ ଆକ୍ରମଣ ଆତଙ୍କବାଦୀ। ତେହେରିକ-ଏ-ତାଲିବାନ ପାକିସ୍ଥାନ(ଟିଟିପି)ର ଆତଙ୍କବାଦୀମାନେ ପାକିସ୍ତାନର ଖେବର ପଖତୁନଖଓ୍ବାରେ ସୁରକ୍ଷା ବାହିନୀର ଏକ ଦଳ ଉପରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ୬ ପାକିସ୍ତାନୀ ଯବାନ ଓ ୪ ଜଣ ଆତଙ୍କବାଦୀ...

ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ: ଭାରତର ଉଦ୍ୟମକୁ ଝଟକା, ଆମେରିକା କୋର୍ଟ ଅଭିଯୁକ୍ତ ତାହୱୁରଙ୍କ ପ୍ରତ୍ୟର୍ପଣକୁ କଲେ ସ୍ଥଗିତ…

ଓ୍ବାଶିଂଟନ,୨୨।୮ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନର ଆବେଦନକୁ ପ୍ରତ୍ୟାଖ୍ୟାନ କରି ମୂଳ ପାକିସ୍ତାନୀ କାନାଡାର ନାଗରିକ ବ୍ୟବସାୟୀ ତାହୱୁର ରାଣାଙ୍କୁ ଭାରତକୁ ପ୍ରତ୍ୟର୍ପଣ ଉପରେ ଆମେରିକାର କୋର୍ଟ ସ୍ଥଗିତାଦେଶ ନିର୍ଦ୍ଦେଶ ଦେଇଛନ୍ତି। ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri