ଅନ୍ତର୍ଜାତୀୟ

ଜୟଶଙ୍କରଙ୍କ ମାଷ୍ଟରଷ୍ଟୋକ୍; ଭାରତ-ଆଫଗାନିସ୍ତାନ ସମ୍ପର୍କ ବିଗାଡିବା ପ୍ରୟାସକୁ ଦେଲେ ଚକମା

ନୂଆଦିଲ୍ଲୀ,୧୬।୫: ଗୁରୁବାର ଭାରତ ଆଫଗାନିସ୍ତାନର ଦୁଇ ଦେଶ ମଧ୍ୟରେ “ଅବିଶ୍ୱାସ ସୃଷ୍ଟି” କରିବାର ପ୍ରୟାସକୁ ପ୍ରତ୍ୟାଖ୍ୟାନ କରିବାକୁ ସ୍ୱାଗତ କରିଛି, ଯେତେବେଳେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ତାଲିବାନର ଅସ୍ଥାୟୀ ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତ୍ତାକିଙ୍କ ସହ ପ୍ରଥମ ଥର…

ପୁଣିଥରେ ଭାରତକୁ ଧମକାଇଲାଣି ପାକିସ୍ତାନ, କହିଲା ଏଥର ଆହୁରି କ୍ରୁର ହେବ ଜବାବ

ଇସଲାମାବାଦ,୧୬।୫: ଆତଙ୍କବାଦକୁ ଉଚିତ ଜବାବ ଦେବା ପାଇଁ ଭାରତ ଅପରେଶନ ସିନ୍ଦୂର ଆରମ୍ଭ କରିଥିଲା। ଏଥିରେ ପାକିସ୍ତାନ ଏବଂ ପିଓକେରେ ଅବସ୍ଥିତ ୯ଟି ଆତଙ୍କବାଦୀ ଆଡ୍ଡା ଧ୍ୱଂସ କରାଯାଇଥିଲା। ଏହାପରେ ପାକିସ୍ତାନ ଆକ୍ରମଣାତ୍ମକ ମନୋଭାବ ଗ୍ରହଣ କରିଥିଲା ଏବଂ ଦୁଇ ଦେଶ…

ପାକ୍‌ ହାତରେ ଅଣୁଅସ୍ତ୍ର ବିପଜ୍ଜନକ

ଶ୍ରୀନଗର,୧୬ା୫(ପି.ଟି.): ପାକିସ୍ତାନ ନିକଟରେ ଥିବା ଅଣୁଅସ୍ତ୍ରଗୁଡ଼ିକର ନିରାପତ୍ତାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୁରୁବାର ପ୍ରଶ୍ନ ଉଠାଇଛନ୍ତି। ସେଗୁଡ଼ିକ ଅନ୍ତର୍ଜାତୀୟ ପରମାଣୁ ଶକ୍ତି ସଂସ୍ଥା (ଆଇଏଇଏ)ର ପର୍ଯ୍ୟବେକ୍ଷଣରେ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି। ଭାରତୀୟ ସେନାର ଅପରେଶନ ସିନ୍ଦୂରର…

ପାକ୍‌ ଆଣବିକ ପ୍ରକଳ୍ପରୁ ତେଜସ୍କ୍ରିୟ ବିକିରଣ ହୋଇନାହିଁ: ଆଇଏଇଏ

ନୂଆଦିଲ୍ଲୀ,୧୬ା୫: ନିକଟରେ ଭାରତ ସହ ହୋଇଥିବା ସାମରିକ ସଂଘର୍ଷ ବେଳେ ପାକିସ୍ତାନର କୌଣସି ଆଣବିକ ପ୍ରକଳ୍ପରୁ ତେଜସ୍କ୍ରିୟ ବିକିରଣ ହୋଇ ନ ଥିବା ଅନ୍ତର୍ଜାତୀୟ ଆଣବିକ ଶକ୍ତି ସଂସ୍ଥା (ଆଇଏଇଏ) କହିଛି। ଅପରେଶନ ସିନ୍ଦୂର ବେଳେ ଭାରତୀୟ ସଶସ୍ତ୍ର ବଳ ପାକିସ୍ତାନର…

ଇସ୍ରାଏଲ ଏୟାର ଷ୍ଟ୍ରାଇକ୍‌ରେ ୧୧୪ ମୃତ

ଖାନ୍‌ ୟୁନିସ୍‌, ୧୬।୫: ଗାଜା ଷ୍ଟ୍ରିପ୍‌ରେ ଗୁରୁବାର ଇସ୍ରାଏଲ ପକ୍ଷରୁ ଏୟାର ଷ୍ଟ୍ରାଇକ କରାଯାଇଛି, ଯେଉଁଥିରେ ୧୧୪ ଜଣ ପାଲେଷ୍ଟିନୀୟଙ୍କର ମୃତ୍ୟୁ ଘଟିଛି। ଗାଜାସ୍ଥିତ ସ୍ବାସ୍ଥ୍ୟ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଦକ୍ଷିଣ ଗାଜାର ଖାନ୍‌ ୟୁନିସ ସହରରେ ବିଭିନ୍ନ ବିସ୍ଥାପିତ…

ବଡ଼ କଥା କହିଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରୀଫ, ‘ଭାରତ ସହ ଏପରି କରିବାକୁ ପ୍ରସ୍ତୁତ’

ନୂଆଦିଲ୍ଲୀ,୧୬।୫: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରୀଫ ଗୁରୁବାର କହିଛନ୍ତି ଯେ ସେ ଭାରତ ସହିତ ଶାନ୍ତି ଆଲୋଚନାରେ ଭାଗ ନେବାକୁ ପ୍ରସ୍ତୁତ। ‘ଅପରେସନ ସିନ୍ଦୂର’ ପରେ ଦୁଇ ଦେଶ ମଧ୍ୟରେ ସୀମାରେ ଉତ୍ତେଜନା ସୃଷ୍ଟି ହୋଇଥିଲା, କିନ୍ତୁ ପରେ ଯୁଦ୍ଧବିରତି ହୋଇଥିଲା।…

ପାକିସ୍ତାନକୁ ଖୋଲାଖୋଲି ସମର୍ଥନ ଜଣାଇଲେ ତୁର୍କୀ ରାଷ୍ଟ୍ରପତି ଏର୍ଡୋଗାନ

ନୂଆଦିଲ୍ଲୀ,୧୫।୫: ଭାରତରେ ବୟକଟ ତୁର୍କୀର ଟ୍ରେଣ୍ଡ ଚାଲିଥିବା ବେଳେ ଗୁରୁବାର ତୁର୍କୀ ରାଷ୍ଟ୍ରପତି ରେସେପ ତୟିପ ଏର୍ଡୋଗାନ ପୁଣିଥରେ ପାକିସ୍ତାନକୁ ଖୋଲାଖୋଲି ସମର୍ଥନ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଏକ୍ସ’ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ଏକ ପୋଷ୍ଟକୁ ରି-ପୋଷ୍ଟ କରି…

ପୁଣି କଟିଲା ଟ୍ରମ୍ପଙ୍କ ନାକ: ପାକିସ୍ତାନ ବୈଦେଶିକ ମନ୍ତ୍ରୀ କହିଲେ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୧୫ା୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆମେରିକାର ମଧ୍ୟସ୍ଥତାରେ ହୋଇଥିବା ଯୁଦ୍ଧବିରତିକୁ ୧୮ ମେ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପାକିସ୍ତାନର ଉପ ପ୍ରଧାନମନ୍ତ୍ରୀ ଇଶାକ ଡାର ଗୁରୁବାର (୧୫ ମେ) ଏହି ଘୋଷଣାର ପୁଷ୍ଟି କରିଛନ୍ତି। ପାକିସ୍ତାନର ଉପ ପ୍ରଧାନମନ୍ତ୍ରୀ ଇଶାକ…

ଭାରତ ବିରୋଧରେ ବଡ଼ ଉପଦେଶ ଦେଇଥିଲେ ଟ୍ରମ୍ପ, ରଖିଲାନି ଆପଲ!

ଓ୍ବାଶିଂଟନ,୧୫।୫: ଆଇଫୋନ ନିର୍ମାତା ଆପଲର ଭାରତରେ ନିବେଶ ଯୋଜନା ଅକ୍ଷୁର୍ଣ୍ଣ ରହିଛି ଏବଂ କମ୍ପାନୀ ଦେଶରେ ଏହାର ଉତ୍ପାଦ ପାଇଁ ଏକ ପ୍ରମୁଖ ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବାକୁ ପ୍ରସ୍ତାବ ଦେଇଛି। ସରକାରୀ ସୂତ୍ରଗୁଡ଼ିକ ଗୁରୁବାର (୧୫ ମଇ, ୨୦୨୫) ଏହି…

ତୁର୍କୀରେ ଭୂମିକମ୍ପ: ଦେଶକୁ ଥରାଇଦେଲା ୫.୨ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ

ଇସ୍ତାନବୁଲ,୧୫।୫: ତୁର୍କୀରେ ଗୁରୁବାର ସନ୍ଧ୍ୟାରେ ୫.୨ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଦେଶକୁ ଥରାଇ ଦେଇଛି। ରିକ୍ଟର ସ୍କେଲରେ ୫.୨ ମାପରେ ଏହି ଭୂକମ୍ପ ଇସ୍ତାନବୁଲ ଏବଂ ଆଖପାଖ ଅଞ୍ଚଳରେ ଅନୁଭୂତ ହୋଇଛି। ତୁର୍କୀର ବିପର୍ଯ୍ୟୟ ଏବଂ ଜରୁରୀକାଳୀନ ପରିଚାଳନା ଏଜେନ୍ସି…

ପୁଣିଥରେ ତୁର୍କୀକୁ ବଡ଼ ଝଟକା ଦେଲା ଭାରତ! ବାତିଲ କଲା…

ନୂଆଦିଲ୍ଲୀ,୧୫।୫: ଆତଙ୍କବାଦର କେନ୍ଦ୍ର ଭାବରେ ଜଣାଶୁଣା ପାକିସ୍ତାନକୁ ତୁର୍କୀରୁ ଖୋଲା ସମର୍ଥନ ମିଳିଛି। ଏହି ସମୟରେ, ତୁର୍କୀକୁ ଏକ ବଡ଼ ଝଟକା ଦେଇ, ଭାରତ ତୁରନ୍ତ ପ୍ରଭାବରୁ ତୁର୍କୀ ବିମାନବନ୍ଦରର ଗ୍ରାଉଣ୍ଡ ହ୍ୟାଣ୍ଡଲିଂ କମ୍ପାନୀ ସେଲେବିର ସୁରକ୍ଷା କ୍ଲିୟରାନ୍ସକୁ ବାତିଲ କରିଦେଇଛି।…

‘ମୁଁ ଯୁଦ୍ଧ ବିରତିରେ ମଧ୍ୟସ୍ଥତା କରିନାହିଁ, ହେଲେ…,’ ପୁଣିଥରେ ୟୁଟର୍ନ ନେଲେ ଟ୍ରମ୍ପ, ସମସ୍ତେ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୫।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ନେଇ ଦାବି କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ବକ୍ତବ୍ୟ ସ୍ପଷ୍ଟ କରିଛନ୍ତି। ଟ୍ରମ୍ପ କହିଥିଲେ ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶତ୍ରୁତା ବୃଦ୍ଧି ପାଉଛି, ତେଣୁ ଆମେ ସମସ୍ୟାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri