ଅନ୍ତର୍ଜାତୀୟ

ପାନାମାରେ ପହଞ୍ଚିଲେ ଆମେରିକାରୁ ବିତାଡ଼ିତ ଭାରତୀୟ: ସହାୟତା ପାଇଁ ନିବେଦନ

ପାନାମା ସିଟି,୨୦।୨: ଆମେରିକାରୁ ବିତାଡ଼ିତ ହୋଇଥିବା ବେଆଇନ ପ୍ରବାସୀ ଭାରତୀୟମାନଙ୍କର ଆଉ ଏକ ଗ୍ରୁପ୍‌ ପାନାମାରେ ନିରାପଦର ସହ ପହଞ୍ଚି ଥିବା ସେଠାକାର ସରକାର ନୂଆଦିଲ୍ଲୀକୁ ଜଣାଇଛି। ସେଠାରେ ଥିବା ଭାରତୀୟ ମିଶନ କନ୍‌ସୁଲାର ଆକ୍ସେସ୍‌ ପାଇବା ପରେ ସେମାନଙ୍କ...

୪ ଇସ୍ରାଏଲୀ ପଣବନ୍ଦୀଙ୍କ ମୃତଦେହ ହସ୍ତାନ୍ତର କଲା ହମାସ୍‌

ତେଲ୍‌ ଆଭିଭ୍‌,୨୦।୨: ଗାଜାର ଶାସକ ହମାସ୍‌ ଗୁରୁବାର ୪ଜଣ ଇସ୍ରାଏଲୀ ପଣବନ୍ଦୀଙ୍କ ମୃତଦେହ ହନ୍ତାନ୍ତର କରିଛି। ୨୦୨୩ ଅକ୍ଟୋବର ୭ରେ ହମାସ୍‌ ଆତଙ୍କବାଦୀମାନେ ଇସ୍ରାଏଲ୍‌ ଉପରେ ଅଚାନକ ଆକ୍ରମଣ କରି ସେମାନଙ୍କ ସହ ୨୫୦ ଜଣଙ୍କୁ ପଣବନ୍ଦୀ କରିନେଇଥିଲେ। ହନ୍ତାନ୍ତର...

୪ ଇସ୍ରାଏଲୀ ପଣବନ୍ଦୀଙ୍କ ମୃତଦେହ ହସ୍ତାନ୍ତର କଲା ହମାସ୍‌

ତେଲ୍‌ ଆଭିଭ୍‌,୨୦।୨: ଗାଜାର ଶାସକ ହମାସ୍‌ ଗୁରୁବାର ୪ ଜଣ ଇସ୍ରାଏଲୀ ପଣବନ୍ଦୀଙ୍କ ମୃତଦେହ ହନ୍ତାନ୍ତର କରିଛି। ୨୦୨୩ ଅକ୍ଟୋବର ୭ରେ ହମାସ୍‌ ଆତଙ୍କବାଦୀମାନେ ଇସ୍ରାଏଲ୍‌ ଉପରେ ଅଚାନକ ଆକ୍ରମଣ କରି ସେମାନଙ୍କ ସହ ୨୫୦ ଜଣଙ୍କୁ ପଣବନ୍ଦୀ କରିନେଇଥିଲେ।...

ରାଷ୍ଟ୍ରପତି ହେବା ପରେ ଭାରତକୁ ଏହି ୫ ଝଟକା ଦେଇଛନ୍ତି ଟ୍ରମ୍ପ, ଜାଣନ୍ତୁ କ’ଣ କ’ଣ…

ନୂଆଦିଲ୍ଲୀ/ଓ୍‌ବାଶିଂଟନ୍‌,୨୦।୨: ଗତ ବର୍ଷ ଯେତେବେଳେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାର କରୁଥିଲେ, ସେତେବେଳେ ଭାରତର ଲୋକମାନେ ଆଶା କରିଥିଲେ ଯେ ଜଣେ ବନ୍ଧୁ ଭାବରେ ସେ ଏପରି ଅନେକ ପଦକ୍ଷେପ ନେବେ ଯାହା ଭାରତକୁ ଲାଭ...

ବିଶ୍ୱର ଏହି ୨୦ ଦେଶ ପାଖରେ ସବୁଠାରୁ ଅଧିକ ସୁନା ଗଚ୍ଛିତ, ଆମେରିକାଠୁ ଭାରତ ପର୍ଯ୍ୟନ୍ତ ର଼୍ୟାଙ୍କିଙ୍ଗ୍‌ ଦେଖନ୍ତୁ…

ନୂଆଦିଲ୍ଲୀ,୨୦।୨: ଯେକୌଣସି ଦେଶର ଆର୍ଥିକ ସ୍ଥିରତା ଏବଂ ବିଶ୍ୱ ଆର୍ଥିକ ଅନିଶ୍ଚିତତାର ମୁକାବିଲା ପାଇଁ ସୁନା ଭଣ୍ଡାରକୁ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଭାବରେ ବିବେଚନା କରାଯାଏ। ସୁନା କେବଳ ଏକ ମୂଲ୍ୟବାନ ଧାତୁ ନୁହେଁ, ବରଂ ଏହା ଆନ୍ତର୍ଜାତୀୟ ବାଣିଜ୍ୟ...

କୋଟି କୋଟି ଟଙ୍କାର Foreign Currency ନେଇ ଶ୍ରୀଲଙ୍କା ଯାଉଥିବା ବ୍ୟକ୍ତିଙ୍କୁ ଧରିଲା ଇଡି

ବେଙ୍ଗାଲୁରୁ,୨୦।୨: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ବେଙ୍ଗାଲୁରୁ ବିମାନବନ୍ଦରରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଶ୍ରୀଲଙ୍କା ନାଗରିକ ବିମଲରାଜ ଥୁରାଇସିଂମଙ୍କଠାରୁ ୨.୧୨କୋଟି ଟଙ୍କାର ବିଦେଶୀ ମୁଦ୍ରା ଜବତ କରିଛି। ସେ ଏହାକୁ ବେଆଇନ ଭାବରେ କଲମ୍ବୋ ନେବାକୁ ଚେଷ୍ଟା କରୁଥିଲେ।...

ଜଣଙ୍କ ନାଁ X II… Elon Musk ୧୩ ପିଲାଙ୍କ ନାଁ ଜାଣିଲେ ହେବେ ଆଶ୍ଚର୍ଯ୍ୟ, ଆପଣବି କହିବେ ନାଁ ନା ପାସଓ୍ବାର୍ଡ?

ଓ୍ବାଶିଂଟନ,୨୦।୨: ନିଜ କାମ ବ୍ୟତୀତ, ଏଲୋନ ମସ୍କ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି। ବର୍ତ୍ତମାନ, ସେ ତାଙ୍କର ୧୩ ପିଲାଙ୍କ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କ ପିଲାମାନଙ୍କ ନାମ ମଧ୍ୟ ଅନନ୍ୟ, ଯାହା ଶୁଣି ଆପଣ...

ସମ୍ପର୍କରେ ଫାଟ! ଭାରତକୁ ନେଇ ମସ୍କ ନେଇଥିବା ନିଷ୍ପତ୍ତି ପରେ ରାଗିଲେ ଟ୍ରମ୍ପ

ଓ୍ବାଶିଂଟନ,୨୦।୨: ଟେସଲା ଭାରତ ଆସିବାର ରିପୋର୍ଟ ଆସିଛି। ଯଦିଓ ସରକାର ଏପର୍ଯ୍ୟନ୍ତ ଏ ବିଷୟରେ କିଛି କହିନାହାଁନ୍ତି, କିନ୍ତୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଲୋନ ମସ୍କଙ୍କ ଏହି ପଦକ୍ଷେପରେ ଖୁସି ମନେ ହେଉନାହାଁନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ...

ରାଜନୈତିକ କାରଣରୁ ସୁନୀତାଙ୍କୁ ମହାକାଶରେ ଛାଡ଼ିଥିଲେ ବାଇଡେନ୍‌: ମସ୍କ

ଓ୍ବାଶିଂଟନ, ୨୦।୨: ନାସା ମହାକାଶଚାରୀ ସୁନୀତା ୟୁଲିୟମ୍ସ ଏବଂ ତାଙ୍କ ସାଥୀ ମହାକାଶଚାରୀ ବୁଚ୍‌ ଓ୍ବିଲ୍‌ମୋର ଗତ ପ୍ରାୟ ୧୦ ମାସରୁ ଅଧିକ ସମୟ ଧରି ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)ରେ ଫସି ରହିଛନ୍ତି। ସୁନୀତାଙ୍କୁ ବିଭିନ୍ନ ରାଜନୈତିକ କାରଣରୁ ବାଇଡେନ୍‌...

ଅନ୍‌ଲାଇନ ଟ୍ରୋଲ୍‌: ଦକ୍ଷିଣ କୋରିଆ ଅଭିନେତ୍ରୀଙ୍କ ଆତ୍ମହତ୍ୟା

ସିଓଲ, ୨୦।୨: ଦକ୍ଷିଣ କୋରିଆର ଅଭିନେତ୍ରୀ କିମ୍‌ ସେ-ରନ୍‌(୨୪)ଙ୍କ ମୃତ୍ୟୁକୁ ନେଇ କୋରିଆନ୍‌ ଫିଲ୍ମ ଇଣ୍ଡଷ୍ଟ୍ରି ସ୍ତବ୍ଧ ହୋଇଛି। ରବିବାର ରାତିରେ ସିଓଲସ୍ଥିତ ବାସଭବନରୁ ତାଙ୍କର ମୃତଦେହ ମିଳିଥିଲା। ତେବେ କିମ୍‌ ଆତ୍ମହତ୍ୟା କରିଛନ୍ତି ବୋଲି ମଙ୍ଗଳବାର ସିଓଲର ସେଓଙ୍ଗ୍‌ଡୋଙ୍ଗ୍‌ ପୋଲିସ...

ଟାରିଫ୍‌ ଉପରେ ମୋ ସହ କେହି ଯୁକ୍ତି କରିପାରିବେ ନାହିଁ: ଟ୍ରମ୍ପ୍‌

ଓ୍ବାଶିଂଟନ୍‌,୨୦ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୧୩ ତାରିଖରେ ଓ୍ବାଶିଂଟନ୍‌ ଗସ୍ତବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ହ୍ବାଇଟ୍‌ ହାଉସ୍‌ରେ ଭେଟିଥିଲେ। ମୋଦିଙ୍କ ସହ ସାକ୍ଷାତର ଠିକ୍‌ ପୂର୍ବରୁ ଟ୍ରମ୍ପ୍‌ ଏକ ନୂଆ ଟାରିଫ୍‌ ଅର୍ଡରରେ ସ୍ବାକ୍ଷର କରିଥିଲେ। ତଦନୁଯାୟୀ...

ଜେଲେନସ୍କି ଜଣେ ‘ଏକଛତ୍ରବାଦୀ’, ଏମିତ ନ କଲେ ନିଶ୍ଚିହ୍ନ ହୋଇଯିବ ୟୁକ୍ରେନ: ଟ୍ରମ୍ପ

ନୂଆଦିଲ୍ଲୀ,୧୯ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଭୋଲୋଡିମିର ଜେଲେନସ୍କିଙ୍କ ପ୍ରତି ତାଙ୍କର ସମାଲୋଚନାକୁ ଆହୁରି କଠୋର କରିଛନ୍ତି। ସେ ଜେଲେନସ୍କିଙ୍କୁ ଜଣେ ‘ଏକଛତ୍ରବାଦୀ’ ବୋଲି କହିଛନ୍ତି ଏବଂ ୟୁକ୍ରେନର ରାଷ୍ଟ୍ରପତି ଭାବରେ ତାଙ୍କର ବୈଧତା ଉପରେ ପ୍ରଶ୍ନ ଉଠାଇଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri