ଅନ୍ତର୍ଜାତୀୟ

ନେପାଳ ପରେ ଏହି ଦେଶରେ ମୁଣ୍ଡ ଟେକିଲା Gen-Z ପ୍ରୋଟେଷ୍ଟ, ଦେଶ ଛାଡି ପଳାଇଲେ ରାଷ୍ଟ୍ରପତି

ଆଣ୍ଟାନାନାରଭୋ,୧୪।୧୦: ନେପାଳ ପରେ, ଆଫ୍ରିକୀୟ ଦେଶ ମାଡାଗାସ୍କରରେ ବହୁ ସଂଖ୍ୟକ Gen-Z ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି। ପାଣି ଅଭାବକୁ ନେଇ କ୍ରୋଧ ପ୍ରକାଶ ପାଇଲା ପରେ ସରକାରଙ୍କ ଇସ୍ତଫା ଦାବି କରାଯାଇଛି। ଏହି ସମୟରେ, ମାଡାଗାସ୍କରର ରାଷ୍ଟ୍ରପତି ଆଣ୍ଡ୍ରି ରାଜୋଏଲିନା…

ମସ୍କଙ୍କୁ ମିଳିଲା ବଡ଼ ସଫଳତା! SpaceX ଷ୍ଟାରଶିପର ଲଞ୍ଚିଂ ହେଲା ସଫଳ

ଓ୍ବାଶିଂଟନ,୧୪।୧୦: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରକେଟ ମଧ୍ୟରୁ ଗୋଟିଏ ବୋଲି ବିବେଚିତ ସ୍ପେସଏକ୍ସର ଷ୍ଟାରସିପ ସଫଳତାର ସହ ଏହାର ୧୧ତମ ପରୀକ୍ଷଣ କରିଛି। ମଙ୍ଗଳବାର (୧୪ ଅକ୍ଟୋବର) ସକାଳ ୫ ଟାରେ ଏହା ଟେକ୍ସାସର ବୋକା ଚିକାରୁ ଉତକ୍ଷେପଣ କରାଯାଇଥିଲା। ଏହି…

Video: ‘ଆପଣ ଭଲ ଲାଗୁଛନ୍ତି, ସ୍ମୋକିଂ ଛାଡିଦିଅନ୍ତୁ..’ ତୁର୍କୀ ରାଷ୍ଟ୍ରପତିଙ୍କ ଉପଦେଶ ଶୁଣି ଜାଣନ୍ତୁ କ’ଣ କହିଲେ ମେଲୋନି

ଶର୍ମ-ଅଲ-ଶେଖ,୧୪।୧୦: ସୋମବାର ଇଜିପ୍ଟର ଶର୍ମ-ଅଲ-ଶେଖ ରିସର୍ଟରେ ଗାଜା ଯୁଦ୍ଧର ଅନ୍ତ ପାଇଁ ଏକ ଅନ୍ତର୍ଜାତୀୟ ଶାନ୍ତି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ତୁର୍କୀ ରାଷ୍ଟ୍ରପତି ରେସେପ ତାୟିପ ଏର୍ଦୋଗାନ, ଜର୍ମାନ ଚାନ୍ସେଲର, କତାରର ଆମିର, ଇଜିପ୍ଟର ରାଷ୍ଟ୍ରପତି, ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି…

ଭରା ମଞ୍ଚରେ ମେଲୋନିକୁ ଏମିତି ପ୍ରଶଂସା କଲେ ଟ୍ରମ୍ପ, ଦେଖିବା ଭଳି ଥିଲା ଇଟାଲି ପ୍ରଧାନମନ୍ତ୍ରୀଙ୍କ ରିଆକ୍ସନ, ଭାଇରାଲ ହେଉଛି ଭିଡିଓ

ଶର୍ମ-ଅଲ-ଶେଖ,୧୪।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବର୍ତ୍ତମାନ ମଧ୍ୟପ୍ରାଚ୍ୟ ଗସ୍ତରେ ଅଛନ୍ତି। ସୋମବାର ସେ ଶର୍ମ-ଅଲ-ଶେଖରେ ଗାଜା ଶାନ୍ତି ସମ୍ମିଳନୀରେ ଯୋଗ ଦେଇଥିଲେ। ତାଙ୍କ ଭାଷଣ ସମୟରେ ସେ ଏକ ବକ୍ତବ୍ୟ ଦେଇଥିଲେ ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହି…

ମୋଦିଙ୍କ ନାଁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଏମିତି ପ୍ରଶ୍ନ ପଚାରିଦେଲେ ଟ୍ରମ୍ପ: ଜବାବ ମିଳିଲା…ଦେଖନ୍ତୁ ଭିଡିଓ

ଓ୍ବାଶିଂଟନ୍‌,୧୪।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୋଲାଖୋଲି ପ୍ରଶଂସା କରିଛନ୍ତି। ସେ ଇଜିପ୍ଟରେ ଅନୁଷ୍ଠିତ ଗାଜା ଶାନ୍ତି ସମ୍ମିଳନୀ ସମୟରେ ଏହି ବକ୍ତବ୍ୟ ଦେଇଥିଲେ। ଏଠାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ମଧ୍ୟ ଉପସ୍ଥିତ ଥିଲେ।…

ବିଦେଶ ମାଟିରେ ମୋଦିଙ୍କୁ ପ୍ରଶଂସା କରୁଥିଲେ ଟ୍ରମ୍ପ, ପଛରେ ଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ: ଆଉ ତା’ପରେ ଘଟିଲା

ଓ୍ବାଶିଂଟନ୍‌,୧୪।୧୦:ମିଶରର ଶାର୍ମ ଏଲ-ଶେଖରେ ଗାଜା ଶାନ୍ତି ଚୁକ୍ତିନାମା ସ୍ବାକ୍ଷର କରିବା ପୂର୍ବରୁ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରାୟ ଅଧ ଘଣ୍ଟାର ଭାଷଣ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଅନୁପସ୍ଥିତି ସତ୍ତ୍ୱେ ସେ ଭାରତକୁ ଏକ ମହାନ ଦେଶ ଭାବରେ ପ୍ରଶଂସା କରିଥିଲେ…

ପାକିସ୍ତାନର ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲା ଆଫଗାନିସ୍ତାନ, ରକ୍ଷମନ୍ତ୍ରୀ-ISI ମୁଖିଆଙ୍କୁ ଦେଲା ନାହିଁ ଭିସା

ନୂଆଦିଲ୍ଲୀ,୧୩।୧୦: ଇସ୍ଲାମାବାଦର ଆଫଗାନିସ୍ତାନକୁ ଶାନ୍ତିର ପ୍ରୟାସରେ ବଡ଼ ବିଫଳତା ମିଳିଛି। ଆଫଗାନିସ୍ତାନ ପାକିସ୍ତାନର ରକ୍ଷଣାମନ୍ତ୍ରୀ ଖ୍ୱାଜା ଆସିଫ, ଆଇଏସ୍‌ଆଇ ମୁଖ୍ୟ ଆସିମ୍ ମାଲିକ ସହ ଅନ୍ୟ ଦୁଇ ଜେନେରାଲଙ୍କ ଭିସା ଆବେଦନକୁ ପ୍ରତ୍ୟାଖ୍ୟାନ କରିଛି। ରିପୋର୍ଟ୍ ଅନୁଯାୟୀ, ଗତ ୩ ଦିନରେ…

ଚାଇନାର ବିଶାଳ ଡ୍ୟାମ ଯୋଜନାକୁ ଟକ୍କର ଦେବ ଭାରତର ୭୭ ବିଲିୟନ ଡଲାରର ଜଳବିଦ୍ୟୁତ ଯୋଜନା

ନୂଆଦିଲ୍ଲୀ,୧୩।୧୦: ବିଦ୍ୟୁତ ଆବଶ୍ୟକତା ବୃଦ୍ଧି ପାଇଁ ଭାରତ ବ୍ରହ୍ମପୁତ୍ର ନଦୀ ଅବବାହିକାରେ ୭୬ ଗିଗାୱାଟରୁ ଅଧିକ ଜଳବିଦ୍ୟୁତ ଉତ୍ପାଦନ ପାଇଁ ୬.୪ ଲକ୍ଷ କୋଟି ଟଙ୍କା (୭୭ ବିଲିୟନ ଡଲାର)ର ଯୋଜନା ପ୍ରସ୍ତୁତ କରିଛି। କେନ୍ଦ୍ରୀୟ ବିଦ୍ୟୁତ କର୍ତ୍ତୃପକ୍ଷ (ସିଇଏ) ସୋମବାର…

ଭାରତ-ଚାଇନା ସହ କାହିଁକି ସମ୍ପର୍କ ବଢାଉଛି କାନାଡା? ଟ୍ରମ୍ପଙ୍କ ଟାରିଫ ଓ୍ବାର ଭିତରେ ନେଲା ଏମିତି ନିଷ୍ପତ୍ତି

ନୂଆଦିଲ୍ଲୀ,୧୩।୧୦: କାନାଡା ଏବେ ଚାଇନା ଏବଂ ଭାରତ ସହିତ ସମ୍ପର୍କକୁ ମଜବୁତ କରିବା ପାଇଁ କାମ କରୁଛି, ଯେତେବେଳେ ଆମେରିକା ସହିତ ଏହାର ବାଣିଜ୍ୟ ସମ୍ପର୍କ ଏକ ବିପଦପୂର୍ଣ୍ଣ ସ୍ଥିତିରେ ଅଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ପ୍ରତି ଚାଇନା ଉପରେ…

ଅର୍ଥଶାସ୍ତ୍ରରେ ୩ଜଣଙ୍କୁ ନୋବେଲ

ଷ୍ଟକହୋମ,୧୩।୧୦: ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଆଲଫ୍ରେଡ ନୋବେଲଙ୍କ ସ୍ମୃତିରେ ଅର୍ଥନୀତି ବିଜ୍ଞାନରେ ୨୦୨୫ ସ୍ବେରିଜେସ ରିକ୍ସବ୍ୟାଙ୍କ ପୁରସ୍କାର କିମ୍ବା ଅର୍ଥନୀତିରେ ନୋବେଲ ପୁରସ୍କାର ଘୋଷଣା କରିଛି। ଏହି ବର୍ଷ, ଜୋଏଲ ମୋର୍କି, ଫିଲିପ ଆଗିଅନ ଏବଂ ପିଟର୍‌ ହାୱିଟଙ୍କୁ…

ନେତାନ୍ୟାହୁଙ୍କ ସ୍ବାଗତରେ ଗଦଗଦ ହେଲେ ଟ୍ରମ୍ପ, କାହିଁକି ଟ୍ରମ୍ପଙ୍କୁ ଏମିତି ସ୍ବାଗତ କଲେ ନେତାନ୍ୟାହୁ? ଜାଣନ୍ତୁ…

ଇସ୍ରାଏଲ,୧୩।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ବନ୍ଧକ ବିନିମୟ ଜାରି ରହିଛି। ହମାସ ସାତ ଜଣ ଇସ୍ରାଏଲୀ ବନ୍ଧକଙ୍କୁ ମୁକ୍ତ କରିଛି। ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ ଗସ୍ତ ପାଇଁ ପହଞ୍ଚିଛନ୍ତି। ଇସ୍ରାଏଲୀ ରାଷ୍ଟ୍ରପତି ବେଞ୍ଜାମିନ ନେତାନ୍ୟାହୁ…

ପାକିସ୍ତାନରେ ନର ସଂହାର! ୨୮୦ ମୃତ

ଇସଲାମାବାଦ,୧୩।୧୦: ସୋମବାର (୧୩ ଅକ୍ଟୋବର, ୨୦୨୫) ରେ ପାକିସ୍ତାନୀ ରେଞ୍ଜର୍ସ ଏବଂ ପାକିସ୍ତାନୀ ପୋଲିସ ପାକିସ୍ତାନର ମୁରିଦକେ ସହରରେ ଏକ ବଡ଼ ଧରଣର ହତ୍ୟାକାଣ୍ଡ ଘଟାଇଥିଲେ, ଯେଉଁଥିରେ ମାତ୍ର ତିନି ଘଣ୍ଟା ମଧ୍ୟରେ ୨୮୦ ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?