ଖାଦ୍ୟ ପାଇଁ ଯାଉଥିବାବେଳେ ଗୁଳି: ୩୨ ମୃତ
ରାଫାହ,୨ା୬: ଗାଜା ଷ୍ଟ୍ରିପ୍ର ଏକ ସହାୟତା କେନ୍ଦ୍ରରୁ ଭୋକିଲା ଲୋକମାନେ ରବିବାର ଖାଦ୍ୟ ସଂଗ୍ରହ କରୁଥିବାବେଳେ ଇସ୍ରାଏଲ୍ ସେନା ଆକ୍ରମଣ କରିବାରୁ ଅନୂ୍ୟନ ୩୨ ଜଣଙ୍କ ମୃତ୍ୟୁ ଘଟିବା ସହ ୧୭୦ ଜଣ ଆହତ ହୋଇଛନ୍ତି। ଆମେରିକାର ଏକ ଘରୋଇ ସଂଗଠନ ପକ୍ଷରୁ…
ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୨୨ କ୍ରିଡ଼ାବିତ୍ଙ୍କ ଜୀବନ
ଅବୁଜା (ନାଇଜେରିଆ),୧ା୬: ନାଇଜେରିଆର ଉତ୍ତର ଭାଗରେ ଥିବା କାନୋ ପ୍ରଦେଶରେ ଏକ ବସ୍ ବ୍ରିଜ୍ ତଳକୁ ଖସିପଡ଼ିବାରୁ ୨୨ଜଣ କ୍ରୀଡ଼ାବିତ୍ଙ୍କ ମୃତ୍ୟୁ ଘଟିବା ସହ ଅନେକ ଆହତ ହୋଇଛନ୍ତି। ଖେଳାଳିମାନେ ଏକ କ୍ରୀଡ଼ା ଉତ୍ସବରେ ଯୋଗଦେଇ ବସ୍ ଯୋଗେ ଘରକୁ ଫେରୁଥିବାବେଳେ…
ରୁଷିଆକୁ ବୁଦ୍ଧିରେ ଚକମା ଦେଲା ୟୁକ୍ରେନ୍: କାଠ ଭିତରେ ଲୁଚାଇ ଟ୍ରକରେ ଆଣି ଉଡାଇଦେଲେ ୪୧ ଯୁଦ୍ଧ ବିମାନ
ନୂଆଦିଲ୍ଲୀ,୧।୬: ୟୁକ୍ରେନର ସିକ୍ରେଟ ସର୍ଭିସ ରବିବାର ଏକ ଜଟିଳ ଓ ଅତ୍ୟନ୍ତ ଗୋପନୀୟ ଅପରେଶନ କରି ରୁଷିଆ ଅଞ୍ଚଳରେ ଥିବା ଏକାଧିକ ବିମାନ ଘାଟିରେ ୪୧ଟି ରୁଷିଆ ଯୁଦ୍ଧ ବିମାନକୁ କ୍ଷତିଗ୍ରସ୍ତ କରିଛି। ଦୂରତ୍ୱ ସୀମାବଦ୍ଧତାକୁ ଏଡ଼ାଇବା ପାଇଁ ଏକ ଅଭିନବ…
ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବଡ଼ ସ୍ୱୀକାରୋକ୍ତି: ”ମିତ୍ରଦେଶ ମାନେ ଆଉ ଭିକ୍ଷା ଦେବାକୁ ରାଜି ନୁହନ୍ତି”
ନୂଆଦିଲ୍ଲୀ,୧।୬: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ତାଙ୍କ ଦେଶର ଆର୍ଥିକ ସଙ୍କଟକୁ ସ୍ୱୀକାର କରି ଏକ ସ୍ପଷ୍ଟ ବୟାନରେ କହିଛନ୍ତି ଯେ, ଏବେ ନିକଟତମ ମିତ୍ରମାନେ ମଧ୍ୟ ଇସଲାମାବାଦକୁ “ଭିକ୍ଷାପାତ୍ର” ଧରି ବିଶ୍ୱରେ ବୁଲୁଥିବାର ଆଶା କରୁନାହାନ୍ତି। ଭାରତ ସହ ବିବାଦ…
ରୁଷିଆକୁ ବଡ ଝଟକା ଦେଲା ୟୁକ୍ରେନ: ଡ୍ରୋନ୍ ମାରି ଧ୍ବଂସ କଲା ୪୦ଟି ଯୁଦ୍ଧ ବିମାନ
ନୂଆଦିଲ୍ଲୀ,୧ା୬: ୟୁକ୍ରେନ ରୁଷିଆର ଚାରୋଟି ପ୍ରମୁଖ ବାୟୁସେନା ଘାଟି ଉପରେ ଏକ ବଡ ଡ୍ରୋନ୍ ଆକ୍ରମଣ କରିଛି, ଯେଉଁଥିରେ ୪୦ରୁ ଅଧିକ ରୁଷୀୟ ଯୁଦ୍ଧ ବିମାନ ଧ୍ୱଂସ ହୋଇଥିବା ଦାବି କରାଯାଇଛି। ୟୁକ୍ରେନର ସୁରକ୍ଷା ସେବା (ଏସବିୟୁ) ଦ୍ୱାରା ଏହି ଆକ୍ରମଣକୁ…
ଶେଖ ହାସିନାଙ୍କୁ ଦିଆଯିବ ମୃତ୍ୟୁଦଣ୍ଡ! ବାଲାଂଦେଶରେ ଏଭଳି ଭାବେ ଚାଲିଛି ରୀତିମତ ଯୋଜନା
ଢାକା,୧।୬: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସମସ୍ୟା ବୃଦ୍ଧି ପାଇଛି। ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ (ICT)ର ପ୍ରସିକ୍ୟୁସନ ଜୁଲାଇ ମାସରେ ହୋଇଥିବା ଗଣ ବିଦ୍ରୋହକୁ ଦମନ କରିବା ପାଇଁ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନରେ ମାନବତା ବିରୋଧୀ ଅପରାଧ କରିଥିବାର ଆନୁଷ୍ଠାନିକ ଭାବରେ…
ପାକିସ୍ତାନର ଆଉ ଏକ ଇଲାକା କବଜା କଲା ବାଲୋଚ ଆର୍ମି, ଆଣ୍ଠୁ ମାଡିଲା…
ଇସଲାମବାଦ,୧।୬: ପାକିସ୍ତାନ ସେନା ପାଇଁ ବାଲୁଚ ସେନା ସହିତ ଲଢ଼ିବା ଏକ କଷ୍ଟକର କାମ ହୋଇଗଲାଣି। ବାଲୁଚ ଲିବରେସନ ଆର୍ମି (BLA) ଗୋଟିଏ ପରେ ଗୋଟିଏ ସହର ଏବଂ ସହର ଉପରେ ନିୟନ୍ତ୍ରଣ ଦାବି କରୁଛି। BLA ଦାବି କରିଛି ଯେ…
ଶେଖ୍ ହାସିନାଙ୍କ ବିରୋଧରେ ଚାର୍ଜଶିଟ୍ ଦାଖଲ, ଜାଣନ୍ତୁ କ’ଣ ଅଭିଯୋଗ ଆଣିଥିଲେ ୟୁନୁସ୍ ସରକାର…
ଢାକା,୧ା୬: ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ (ICT)ର ପ୍ରସିକ୍ୟୁସନ ଜୁଲାଇ ଗଣ ବିଦ୍ରୋହ ସମୟରେ ମାନବତା ବିରୋଧୀ ଅପରାଧ ପାଇଁ ପଦଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କୁ ଆନୁଷ୍ଠାନିକ ଭାବରେ ଅଭିଯୁକ୍ତ କରିଛି। ପ୍ରସକ୍ୟୁସନ ରବିବାର ଚାର୍ଜଶିଟ୍ ଦାଖଲ କରିଛି। ଏକ ରିପୋର୍ଟ ଅନୁଯାୟୀ,…
ଭାରତ ବର୍ଡରକୁ ଯାଆନ୍ତୁନି…ଚେତାବନୀ ଦେଲା ଚାଇନା; ପୁଣି ହେବ କି ଯୁଦ୍ଧ?
ବେଜିଂ,୧।୬: ଭାରତ ଏବଂ ଚାଇନା ମଧ୍ୟରେ ଚାଲିଥିବା ଉତ୍ତେଜନାପୂର୍ଣ୍ଣ ସମ୍ପର୍କ ମଧ୍ୟରେ, ଚାଇନା ତାର ନାଗରିକମାନଙ୍କ ପ୍ରତି ଏକ ବଡ଼ ସତର୍କତା ଜାରି କରିଛି। ନେପାଳରେ ଥିବା ଚୀନ ଦୂତାବାସ ଚୀନ ନାଗରିକମାନଙ୍କୁ ଭାରତ-ନେପାଳ ସୀମା ନିକଟକୁ ଯିବାରୁ ନିବୃତ୍ତ ରହିବାକୁ…
ପାକିସ୍ତାନ ସହ ବଡ଼ ଡିଲ୍ କରିବେ ଟ୍ରମ୍ପ, ଏଥର ଭାରତକୁ ନେଇ କହିଦେଲେ ବଡ଼କଥା
ଓ୍ବାଶିଂଟନ, ୧।୬: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ପାକିସ୍ତାନୀ ଅଧିକାରୀମାନେ ଆଗାମୀ ସପ୍ତାହରେ ଆମେରିକା ଆସୁଛନ୍ତି ବାଣିଜ୍ୟ ଆଲୋଚନା ପାଇଁ। ଏହା ସହିତ ସେ କହିଛନ୍ତି ଯେ ଆମେରିକା ଭାରତ ସହିତ ଏକ ବାଣିଜ୍ୟ ଚୁକ୍ତି ବହୁତ…
ତାଲିବାନ ଷ୍ଟାଇଲରେ ପାକିସ୍ତାନକୁ କବଜା କରିବ ବାଲୋଚ ଆର୍ମି? ଜୋର ଧରିଲା ଚର୍ଚ୍ଚା
ଇସଲାମବାଦ,୧।୬: ପାକିସ୍ତାନ ଆଜିକାଲି ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱରେ ଅସ୍ତବ୍ୟସ୍ତ ହୋଗଲାଣି। ତେବେ ବେଲୁଚିସ୍ତାନ ଏବଂ ସିନ୍ଧ ପ୍ରଦେଶକୁ ପୃଥକ ଦେଶ ଘୋଷଣା କରିବାକୁ ଦାବି ବୃଦ୍ଧି ପାଉଛି। ପ୍ରତିଦିନ ହଜାର ହଜାର ଲୋକ ପାକିସ୍ତାନର ରାସ୍ତାରେ ପ୍ରତିବାଦ କରୁଛନ୍ତି, ଯାହା ଫଳରେ ଗୃହଯୁଦ୍ଧର…
ଯୁଦ୍ଧବେଳେ ଚାଇନା ଠାରୁ ଟଙ୍କା ନେବା ନେଇ ସାଂଘାତିକ ଖୁଲାସା କଲେ ଶେହବାଜ! କହିଲେ…
ଇସଲାମବାଦ,୧।୬: ପାକିସ୍ତାନର ଭିକ ମାଗିବାର ଏକ ପୁରୁଣା ଅଭ୍ୟାସ ଅଛି। ସାରା ବିଶ୍ୱ ସମୟ ସମୟରେ ଦେଖୁଛି ଯେ ହାତରେ ଭିକ୍ଷା ପାତ୍ର ନେଇ କିପରି ଭିକ୍ଷା ମାଗୁଛି। କେତେବେଳେ ସାହାଯ୍ୟ ମିଳେ ଏବଂ କେତେବେଳେ ଏହି ଭିକ୍ଷା ସାହାଯ୍ୟ ବହୁତ…
Archives


