ଅନ୍ତର୍ଜାତୀୟ

ସମସ୍ତ ପଣବନ୍ଦୀଙ୍କୁ ମୁକ୍ତି କର, ନଚେତ୍‌ ପରିଣତି ଭୋଗିବ: ଟ୍ରମ୍ପ୍‌

ଓ୍ବାଶିଂଟନ,୭।୩: ଗାଜାରେ ଥିବା ସମସ୍ତ ପଣବନ୍ଦୀଙ୍କୁ ମୁକ୍ତ କରିଦେବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ହମାସ୍‌କୁ କଡ଼ା ଚେତାବନୀ ଦେଇଛନ୍ତି। ହମାସ୍‌ ଆତଙ୍କବାଦୀ ସଂଗଠନ ସହ ସିଧାସଳଖ ଆଲୋଚନା ପାଇଁ ଏକ ପ୍ରତିନିଧି ଦଳ ପଠାଯାଇଥିବା ହ୍ବାଇଟ୍‌ ହାଉସ୍‌ ସ୍ପଷ୍ଟ...

ପ୍ୟାରିସର ବ୍ୟସ୍ତବହୁଳ ଷ୍ଟେସନରେ ମିଳିଲା ଦ୍ୱିତୀୟ ବିଶ୍ୱଯୁଦ୍ଧର ଅଫୁଟା ବୋମା, ଟ୍ରେନ ଚଳାଚଳ ବନ୍ଦ

ପ୍ୟରିସ,୭ା୩: ଫ୍ରାନ୍ସ ଜାତୀୟ ରେଳ କମ୍ପାନୀ ଟ୍ରାନ୍ସପୋର୍ଟ ଏକ୍ସପ୍ରେସ ରିଜିଓନାଲ (TER) କହିଛି ଯେ ଶୁକ୍ରବାର ସକାଳେ ପ୍ୟାରିସର ଵ୍ୟସ୍ତବହୁଳ ‘ଗାରେ ଡୁ ନୋର୍ଡ’ ଷ୍ଟେସନରେ ଟ୍ରେନ ସେବା ବାଧାପ୍ରାପ୍ତ ହୋଇଥିଲା, ଟ୍ରାକ ନିକଟରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ଏକ ଅଫୁଟା...

ଟ୍ରମ୍ପଙ୍କ ପାଇଁ କ୍ୟାମେରା ଆଗରେ କାନ୍ଦି ପକାଇଲେ ଜଷ୍ଟିନ ଟ୍ରୁଡୋ, ଦେଖନ୍ତୁ ଭାଇରାଲ ଭିଡିଓ

ଓଟାଓ୍ବା,୭।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡା ଉପରେ ଟାରିଫ୍‌ ଘୋଷଣା କରିଛନ୍ତି। ଯାହା ପରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ଭାବପ୍ରବଣ କରିଦେଇଛି ଏବଂ ସେ କ୍ୟାମେରା ସାମ୍ନାରେ କାନ୍ଦୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। କାନାଡାର ପ୍ରଧାନମନ୍ତ୍ରୀ...

ମୁମ୍ବାଇ ଆକ୍ରମଣର ଅଭିଯୁକ୍ତଙ୍କୁ ଭାରତ ଆଣିବା ରାସ୍ତା ପରିଷ୍କାର: ଆମେରିକା ସୁପ୍ରିମକୋର୍ଟରେ ପ୍ରତ୍ୟର୍ପଣ ରୋକିବା ଦାବି ଖାରଜ

ଓ୍ବାଶିଂଟନ/ମୁମ୍ବାଇ,୭।୩: ୨୬/୧୧ ମୁମ୍ବାଇ ଆକ୍ରମଣର ଅଭିଯୁକ୍ତ ତହଉର ରାଣାଙ୍କୁ ଭାରତ ଆଣିବା ପାଇଁ ପଥ ପରିଷ୍କାର ହୋଇଛି। ଆମେରିକାର ସୁପ୍ରିମକୋର୍ଟ ତହଉରଙ୍କ ଭାରତ ପ୍ରତ୍ୟର୍ପଣକୁ ରୋକିବା ପାଇଁ ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଭାରତକୁ ପ୍ରତ୍ୟର୍ପଣ ନ କରିବା ପାଇଁ ତହଉର...

୫୬ ହଜାର ଜନସଂଖ୍ୟା ବିଶିଷ୍ଟ ଦେଶ ଦେଲା ଟ୍ରମ୍ପଙ୍କୁ ଧମକ: ଆମେ କେବେ ବି…

ଓ୍ବାଶିଂଟନ୍‌,୭।୩: ଗ୍ରୀନଲାଣ୍ଡକୁ ଆମେରିକାରେ ମିଶାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂତନ ପ୍ରୟାସକୁ ଡେନମାର୍କ ପ୍ରତ୍ୟାଖ୍ୟାନ କରିଛି। ଟ୍ରମ୍ପ ଘୋଷଣା କରିଛନ୍ତି, ତାଙ୍କ ପ୍ରଶାସନ ଗ୍ରୀନଲାଣ୍ଡର ଲୋକଙ୍କ ନିଜ ଭବିଷ୍ୟତ ନିର୍ଣ୍ଣୟ କରିବାର ଅଧିକାରକୁ ‘ଦୃଢ଼ ସମର୍ଥନ’ କରିବ।...

ଏଲନ ମସ୍କଙ୍କୁ ଜୋରଦାର ଝଟ୍‌କା: SpaceX Starship ରକେଟ୍‌ ଫେଲ୍‌

ଓ୍ବାଶିଂଟନ୍‌,୭।୩: ସ୍ପେସଏକ୍ସର ମାଲିକ ଏଲନ ମସ୍କଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। ଲଞ୍ଚ ହେବାର କିଛି ମିନିଟ ପରେ ତାଙ୍କ କମ୍ପାନୀ ସ୍ପେସଏକ୍ସର ଷ୍ଟାରସିପ ରକେଟ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି ଯାହା ଫଳରେ ଏହା ଖଣ୍ଡ ଖଣ୍ଡ ହୋଇ ଦକ୍ଷିଣ...

ଯୁଦ୍ଧବିମାନରୁ ଜନବସତି ଅଞ୍ଚଳରେ ଖସିଲା ୮ ବୋମା

ସିଓଲ,୬।୩: ଆମେରିକା ସେନା ସହ ମିଳିତ ସମରାଭ୍ୟାସ ବେଳେ ଦକ୍ଷିଣ କୋରିଆର ୨ଟି ଯୁଦ୍ଧବିମାନ ଭୁଲ୍‌ବଶତଃ ୮ଟି ବୋମା ଜନବସତି ଅଞ୍ଚଳରେ ଖସାଇଥିଲେ। ଏଥିରେ ୧୫ ଜଣ ଆହତ ହେବା ସହ କେତେକ ଘର କ୍ଷତିଗ୍ରସ୍ତ ହୋଇଛି। କେଏଫ୍‌-୧୬ ଯୁଦ୍ଧବିମାନରୁ...

Global Terrorism Index 2025 ଜାରି: ଜାଣନ୍ତୁ କେଉଁ ଦେଶ କେଉଁ ସ୍ଥାନରେ…

ନୂଆଦିଲ୍ଲୀ,୬।୩: ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଇକୋନୋମିକ୍ସ ଆଣ୍ଡ୍‌ ପିସ୍‌ (ଆଇଇପି) ପକ୍ଷରୁ ବିଶ୍ୱ ଆତଙ୍କବାଦ ସୂଚକାଙ୍କ (ଜିଟିଆଇ), ୨୦୨୫ ଜାରି କରାଯାଇଛି। ଏଥିରେ ପାକିସ୍ତାନ ଦ୍ୱିତୀୟ ସ୍ଥାନରେ ରହିଥିବା ଦର୍ଶାଯାଇଛି। ୨୦୨୪ରେ ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ଯୋଗୁ ପୂର୍ବାପେକ୍ଷା ୪୫ ପ୍ରତିଶତ...

ଆମେରିକାକୁ ପ୍ରବେଶ କରିପାରିବେନି ପାକିସ୍ତାନ, ଆଫଗାନିସ୍ତାନ ଲୋକେ, ଟ୍ରମ୍ପ ନେଇପାରନ୍ତି ବଡ଼ ନିଷ୍ପତ୍ତି

ଓ୍ବାଶିଂଟନ୍‌,୬।୩: ପାକିସ୍ତାନ ଏବଂ ଆଫଗାନିସ୍ତାନର ଲୋକଙ୍କ ଆମେରିକା ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇପାରେ। ପ୍ରକୃତରେ, ସୁରକ୍ଷା ଏବଂ ତଦନ୍ତ ବିପଦକୁ ଦୃଷ୍ଟିରେ ରଖି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଭୟ ଦେଶ ଉପରେ ଯାତ୍ରା ପ୍ରତିବନ୍ଧକ ଲଗାଇବାକୁ ଯୋଜନା କରୁଥିବା...

ଜୟଶଙ୍କରଙ୍କ ମନ୍ତବ୍ୟ ଶୁଣି ରାଗରେ ନିଆଁବାଣ ପାକିସ୍ତାନ: କହିଦେଲା ଏମିତି କଥା

ଶ୍ରୀନଗର,୬।୩: କଶ୍ମୀର ଉପରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ମନ୍ତବ୍ୟ ଉପରେ ପାକିସ୍ତାନ ବିରକ୍ତ ପ୍ରକାଶ କରିଛି। ପାକିସ୍ତାନ ଏହି ବକ୍ତବ୍ୟକୁ ଭିତ୍ତିହୀନ ବୋଲି କହି ଜାତିସଂଘକୁ ଦୋଷ ଦେଇଛି। ଥେମ୍ସ ହାଉସ ଥିଙ୍କ-ଟ୍ୟାଙ୍କ ଅଧିବେଶନକୁ ସମ୍ବୋଧିତ କରି...

କିଏ ଅଧିକ ପାଠ ପଢିଛନ୍ତି ଟ୍ରମ୍ପ ନା ପୁଟିନ୍‌: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ୍‌,୬।୩: ବିଶ୍ୱର ଶକ୍ତିଶାଳୀ ଦେଶଗୁଡ଼ିକ ବିଷୟରେ ଆଲୋଚନାବେଳେ ଲୋକଙ୍କ ମନରେ ଆମେରିକା ଏବଂ ରୁଷିଆ ନାମ ନିଶ୍ଚିତ ଭାବରେ ଆସେ। ଏହି ଦୁଇଟି ଦେଶକୁ ବହୁତ ଶକ୍ତିଶାଳୀ ବୋଲି ବିବେଚନା କରାଯାଏ। ଏହା ବ୍ୟତୀତ, ଏହି ଦେଶଗୁଡ଼ିକର ରାଷ୍ଟ୍ରପତିମାନେ ମଧ୍ୟ...

ଭାରତ ଗଲେ ମୁଁ ମରିଯିବି: ଆମେରିକା ସୁପ୍ରିମକୋର୍ଟରେ ଗୁହାରି କଲେ ମୁମ୍ବାଇ ଆକ୍ରମଣର ଷଡଯନ୍ତ୍ରକାରୀ

ୱାଶିଂଟନ,୬।୩: ୨୬/୧୧ ମୁମ୍ବାଇ ଆକ୍ରମଣର ଷଡଯନ୍ତ୍ରକାରୀ ପାକିସ୍ତାନୀ ବଂଶୋଦ୍ଭବ ଆତଙ୍କବାଦୀ ଏବଂ କାନାଡିୟ ନାଗରିକ ତହୱୁର ହୁସେନ ରାଣା ଭାରତକୁ ପ୍ରତ୍ୟର୍ପଣ ହେବାର ଭୟ କରୁଛନ୍ତି। ସେ ତାଙ୍କ ପ୍ରତ୍ୟର୍ପଣ ଉପରେ ସ୍ଥଗିତାଦେଶ ଲଗାଇବା ପାଇଁ ଆମେରିକୀୟ କୋର୍ଟରେ ଏକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri