ଅନ୍ତର୍ଜାତୀୟ

ଏଠାରେ ଭଡାରେ ମିଳନ୍ତି ସ୍ତ୍ରୀ, ଚୁକ୍ତିରେ କରାଯାଏ…

ଥାଇଲାଣ୍ଡ,୩।୯: ଥାଇଲାଣ୍ଡ ଦକ୍ଷିଣ-ପୂର୍ବ ଏସିଆର ଏକ ମନୋରମ ଦେଶ, ଯାହା ସବୁବେଳେ ଏହାର ସୁନ୍ଦର ବେଳାଭୂମି, ମନ୍ଦିର ଏବଂ ନାଇଟ୍‌ ଆଉଟ୍‌ ପାଇଁ ସାରା ବିଶ୍ୱର ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସିଛି। କିନ୍ତୁ ସମ୍ପ୍ରତି ଏହି ଦେଶ ଏକ ସମ୍ପୂର୍ଣ୍ଣ ଭିନ୍ନ କାରଣ…

ଜିନ୍‌ପିଙ୍ଗଙ୍କ ସହ ହାତ ମିଳାଇଲେ ନାହିଁ ଏହି ଦେଶର ପ୍ରଧାନମନ୍ତ୍ରୀଙ୍କ ସ୍ତ୍ରୀ, ଜାଣନ୍ତୁ କାହିଁକି କଲେ ଏପରି…

ବେଜିଂ,୩ା୯: ଚାଇନାର ତିଆଞ୍ଜିନ୍‌ରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀ ସମୟରେ ଏକ ଅଜବ ଘଟଣା ସାମ୍ନାକୁ ଆସିଥିଲା। ମାଲେସିଆର ପ୍ରଧାନମନ୍ତ୍ରୀ ଅନଓ୍ବର ଇବ୍ରାହିମଙ୍କ ସ୍ତ୍ରୀ ଓ୍ବାନ ଅଜିଜା ଓ୍ବାନ ଇସମାଇଲ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗଙ୍କ ସହ…

କୌଣସି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ନୁହେଁ, ଏହି କାରଣରୁ ୭୫୦ ସ୍କୁଲ ବନ୍ଦ, କାରଣ ଜାଣିଲେ…

ଏଥେନ୍ସ,୩ା୯: ଦେବତାଙ୍କ ଭୂମି କୁହାଯାଉଥିବା ଗ୍ରୀସ୍‌ରେ ୭୫୦ରୁ ଅଧିକ ସ୍କୁଲ ବନ୍ଦ କରାଯାଇଛି। କୌଣସି ବିପର୍ଯ୍ୟୟ କିମ୍ବା ବନ୍ୟା କି ବାତ୍ୟା ସତର୍କତା ଯୋଗୁ ଏହି ନିଷ୍ପତ୍ତି ନିଆଯାଇନାହିଁ ବରଂ ଏହାର କାରଣ ହେଉଛି ଗ୍ରୀସ୍‌ରେ ଜନ୍ମହାର ଗମ୍ଭୀର ସଙ୍କଟ ହେଉଛି।…

ଏକାଠି ହେଲେ ପୁଟିନ-କିମ ଜଙ୍ଗ ଉନ: ଭୟଭୀତ ହୋଇ ଟ୍ରମ୍ପ କହିଲେ…

ଓ୍ବାଶିଂଟନ,୩।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନାର ବିଜୟ ପରେଡ ପୂର୍ବରୁ ରାଷ୍ଟ୍ରପତି ସି ଜିନପିଙ୍ଗ, ଭ୍ଲାଦିମିର ପୁଟିନ ଏବଂ କିମ ଜଙ୍ଗ ଉନଙ୍କୁ କଟାକ୍ଷ କରିଛନ୍ତି। ଟ୍ରମ୍ପ କହିଛନ୍ତି, ଆମେରିକା ଚାଇନାର ସ୍ବାଧୀନତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଏବଂ…

ଭାରତ ଉପରେ ସବୁ ଦୋଷ ଝାଡ଼ିଦେଲେ ଟ୍ରମ୍ପ: କହୁ କହୁ ସାଂଘାତିକ କଥା କହିଦେଲେ…

ଓ୍ବାଶିଂଟନ,୩।୯: ଚାଇନାରେ ଅନୁଷ୍ଠିତ SCO ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି, ପୁଟିନ ଏବଂ ସି ଜିନପିଙ୍ଗଙ୍କ ମଧ୍ୟରେ ମିଳନ ଟ୍ରମ୍ପଙ୍କୁ ବିରକ୍ତ କରିଛି। SCO ପରେ ତୁରନ୍ତ ଟ୍ରମ୍ପ ତାଙ୍କ ଟାରିଫ୍‌ ପଦକ୍ଷେପକୁ ସମର୍ଥନ କରି ଏକ ବିବୃତ୍ତି ଜାରି କରିଥିଲେ।…

ଚାଇନାରେ ହୋଇଗଲା ବଡ଼ ଖେଳ: ଟ୍ରମ୍ପଙ୍କ ପିଠି ପଛରେ ବଡ଼ ଡିଲ୍‌ କଲେ ପୁଟିନ୍‌ -ଜିନପିଙ୍ଗ, ଆମେରିକା କାବା

ନୂଆଦିଲ୍ଲୀ, ୩।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ରୁଷିଆ ଉପରେ ବାରମ୍ବାର ପ୍ରତିବନ୍ଧକ ଧମକ ମଧ୍ୟରେ, ଭ୍ଲାଦିମିର ପୁଟିନ୍‌ ଏବଂ ସି ଜିନପିଙ୍ଗଙ୍କ ମଧ୍ୟରେ ଏକ ବଡ଼ ଚୁକ୍ତି ହୋଇଛି। SCO ସମ୍ମିଳନୀ ପରେ, ରୁଷିଆ ମଙ୍ଗୋଲିଆ ଦେଇ ଚାଇନାକୁ…

ଟ୍ରମ୍ପଙ୍କ ୫୦% ଟାରିଫ୍‌ ଉପରେ ବଡ଼ ବଡ଼ ଯୋଜନା କଲେ ମୋଦି ସରକାର! କରିବାକୁ ଯାଉଛନ୍ତି ଏହି ୪ କାମ…

ଓ୍‌ବାଶିଂଟନ,୩।୯: ଡୋନାଲ୍ଡ ଟ୍ରମ୍ପ ଭାରତର ରପ୍ତାନି ଉପରେ ୫୦%ଟାରିଫ୍‌ ଲାଗୁ କରିଛନ୍ତି, ଯାହା ସିଧାସଳଖ ଭାରତୀୟ ରପ୍ତାନିକାରୀ ଏବଂ ଶ୍ରମିକଙ୍କୁ ପ୍ରଭାବିତ କରିବ ଏବଂ ଲକ୍ଷ ଲକ୍ଷ ଚାକିରି ପାଇଁ ବିପଦ ସୃଷ୍ଟି କରିପାରେ। ତଥାପି, ଏହି ପରିସ୍ଥିତିର ମୁକାବିଲା ପାଇଁ…

ଭାରତକୁ ଖୋଲା ଧମକ ଦେଲେ ଡୋନାଲ୍ଡ ଟ୍ରମ୍ପ: କିଛି ରହିବ ନାହିଁ…

ଓ୍ବାଶିଂଟନ୍‌,୩।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଟାରିଫ୍‌ ପ୍ରସଙ୍ଗରେ ଭାରତକୁ ଖୋଲା ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି, ଆମେରିକା ବହୁତ ଶକ୍ତିଶାଳୀ ଏବଂ ଏହା ବିନା ବିଶ୍ୱରେ କିଛି ରହିବ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚାଇନା ଗସ୍ତ…

ସ୍ବଳ୍ପବୟସ୍କଙ୍କ ଆତ୍ମହତ୍ୟା ପ୍ରବଣତା ବଢୁଛି: ବଡ଼ କାରଣ କହିଲେ ବିଶେଷଜ୍ଞ

ଜେନେଭା/ଭୁବନେଶ୍ୱର/କଟକ/ ବ୍ରହ୍ମପୁର,୩ା୯ (ବନ୍ଦନା ସେଠୀ/ ଶିଳ୍ପା ପ୍ରିୟଦର୍ଶିନୀ/ ଅଶୋକ ସାହୁ) ବିଶ୍ୱରେ ବର୍ଷକୁ ୭.୨୭ ଲକ୍ଷ ଲୋକ ଆମତ୍ହତ୍ୟା କରୁଛନ୍ତି। ପ୍ରତି ୧୦୦ ଜଣରେ ଜଣେରୁ ଊର୍ଦ୍ଧ୍ୱ (୧.୧%) ବ୍ୟକ୍ତି ଜୀବନ ହାରୁଛନ୍ତି। ପ୍ରତି ୨୦ଜଣଙ୍କ ଆମତ୍ହତ୍ୟା ଉଦ୍ୟମରେ ଜଣେ ବ୍ୟକ୍ତିଙ୍କ…

ୟୁରୋପରେ ହେବ କି ବଡ଼ ଯୁଦ୍ଧ ? ହସ୍ପିଟାଲଗୁଡ଼ିକୁ ‘ବଡ଼ ଯୁଦ୍ଧ’ ପାଇଁ ପ୍ରସ୍ତୁତ ହେବାକୁ ନିର୍ଦ୍ଦେଶ ଦେଲା ଫ୍ରାନ୍ସ

ନୂଆଦିଲ୍ଲୀ,୨।୯: ରୁଷିଆ ଓ ନାଟୋ ସହଯୋଗୀ ଦେଶଗୁଡ଼ିକ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ ୟୁରୋପରେ ଏକ ବିରାଟ ଯୁଦ୍ଧର ଆଶଙ୍କା ଦେଖାଦେଇଛି। ଫ୍ରାନ୍ସର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଶର ହସ୍ପିଟାଲଗୁଡ଼ିକୁ ୨୦୨୬ ମାର୍ଚ୍ଚ ସୁଦ୍ଧା ଏକ “ବୃହତ୍ ଯୁଦ୍ଧ” ପାଇଁ ପ୍ରସ୍ତୁତ…

ଟ୍ରମ୍ପକୁ ନେଇ ଆସିଲା ବଡ଼ ଖବର, ରାତି ୧୧.୩୦ରେ ଦେବେ ଇସ୍ତଫା!

ଓ୍ବାଶିଂଟନ୍‌,୨।୯: ଟାରିଫକୁ ନେଇ ଏବେ ଦେଶ ବିବାଦରେ ଅଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହାରି ଭିତରେ ଗତ କିଛି ଦିନ ହେବ ଦେଖିବାକୁ ମିଳୁଛି, ଅନେକ ସାର୍ବଜନୀନ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହୁଛନ୍ତି ଟ୍ରମ୍ପ । ଏହି କାରଣରୁ ତାଙ୍କ…

ପୁଟିନ୍‌-ଶେହବାଜ ବଡ଼ ଡିଲ୍‌! ଚମକିପଡିଲା ଭାରତ…

ବେଜିଂ,୨।୯: ଚାଇନାର ତିଆନଜିନରେ ଚାଲିଥିବା ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀ ପାଇଁ ବିଶ୍ୱର ଉଦୀୟମାନ ଅର୍ଥନୀତିର ମୁଖ୍ୟମାନେ ଏକତ୍ରିତ ହୋଇଛନ୍ତି। ଏହି ଅବସରରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏବଂ ସେନା ମୁଖ୍ୟ ଅସୀମ ମୁନିର ମଧ୍ୟ ଚୀନରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri