ବାଂଲାଦେଶ ଉପରେ କଟକଣା ଲଗାଇଲା ଭାରତ
ନୂଆଦିଲ୍ଲୀ,୨୮ା୬: ବାଂଲାଦେଶରେ ମହମ୍ମଦ ୟୁନୁସ୍ଙ୍କ ଅନ୍ତରୀଣ ସରକାରରେ ଭାରତ ସହ ସମ୍ପର୍କ ଖରାପ ହୋଇଥିବା ବେଳେ ସେଠାରୁ ଆମଦାନୀ ହେଉଥିବା ଝୋଟ ଓ ଆନୁଷଙ୍ଗିକ ତନ୍ତୁ ଉତ୍ପାଦ ଉପରେ ନୂଆଦିଲ୍ଲୀ କଟକଣା ଲଗାଇଛି। ମହାରାଷ୍ଟ୍ରର ନାଭା ଶେଭା ବନ୍ଦର ବ୍ୟତୀତ ଅନ୍ୟ…
ଶେଷ ହେବ ୟୁକ୍ରେନ ଯୁଦ୍ଧ! ଇସାରା କଲା ରୁଷିଆ, ଆମେରିକା ସହ ସମ୍ପର୍କ ହେବ ମଜଭୁତ
ମସ୍କୋ,୨୮।୬: ରୁଷିଆ ଏବଂ ଆମେରିକା ମଧ୍ୟରେ ସମ୍ପର୍କରେ ଏବେ ନିରନ୍ତର ଉନ୍ନତି ହେଉଛି ଏବଂ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଏବେ ସକାରାତ୍ମକତା ପ୍ରଭାବ ଦେଖାଯାଉଛି। ଏହି ସକାରାତ୍ମକତା ଦିଗ ଆଡ଼କୁ ଇଙ୍ଗିତ କରି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି…
ଇସ୍ରାଏଲ ଆକ୍ରମଣରେ ପୁଣି ଥରି ଉଠିଲା ଗାଜା, ଏବେ ପର୍ଯ୍ୟନ୍ତ ୫୬ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କର ହେଲାଣି ମୃତ୍ୟୁ
ଗାଜା,୨୮।୬: ଶୁକ୍ରବାର ବିଳମ୍ବିତ ରାତିରୁ ଶନିବାର ସକାଳ ପର୍ଯ୍ୟନ୍ତ ଗାଜା ଉପରେ ଇସ୍ରାଏଲୀ ଆକ୍ରମଣରେ ଲୋକଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ଆସିଛି। ଶିଫା ହସ୍ପିଟାଲର କର୍ମଚାରୀଙ୍କ ଅନୁଯାୟୀ, ଗାଜା ସହରର ପାଲେଷ୍ଟାଇନ ଷ୍ଟାଡିୟମରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ସ୍ବାସ୍ଥ୍ୟ କର୍ମୀଙ୍କ…
ସୁଧୁରିବ ନାହିଁ ପାକିସ୍ତାନ! ପୁଣି ଗଢିଲା ଅପରେଶନ ସିନ୍ଦୂରରେ ନଷ୍ଟ ହୋଇଥିବା ଆତଙ୍କବାଦୀ ଶିବିର
ଇସଲାମାବାଦ,୨୮।୬: ଭାରତର ଅପରେଶନ ସିନ୍ଦୂର ସମୟରେ ଧ୍ୱଂସ ହୋଇଥିବା ଆତଙ୍କବାଦୀ ଲଞ୍ଚ ପ୍ୟାଡ ଏବଂ ତାଲିମ ଶିବିରଗୁଡ଼ିକର ପୁନଃନିର୍ମାଣ କାର୍ଯ୍ୟ ପାକିସ୍ତାନ ପୁଣି ଆରମ୍ଭ କରିଛି। ଏହି ପୁନଃନିର୍ମାଣ ପ୍ରକ୍ରିୟାରେ, ଆତଙ୍କବାଦୀମାନଙ୍କୁ ପାକିସ୍ତାନୀ ସେନା, ଇଣ୍ଟର-ସର୍ଭିସେସ ଇଣ୍ଟେଲିଜେନ୍ସ (ISI) ଏବଂ ସରକାରୀ…
ପାକିସ୍ତାନକୁ ଲାଗିଲା ଜବରଦସ୍ତ ଝଟକା, ସେନା କନଭେ ଉପରେ ଆତ୍ମଘାତୀ ଆକ୍ରମଣ, ୧୩ ଯବାନ ମୃତ ୧୦ ଗୁରୁତର
ଇସଲାମାବାଦ,୨୮।୬: ଶନିବାର ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ଏକ ଆତ୍ମଘାତୀ ଆକ୍ରମଣରେ ଅତି କମରେ ୧୩ ଜଣ ଯବାନଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୦ ଜଣ ସେନା ଗୁରୁତର ଆହତ ହୋଇଛନ୍ତି। ଏହି ଆକ୍ରମଣ ସେତେବେଳେ ହୋଇଥିଲା ଯେତେବେଳେ ଏକ ସାମରିକ…
ପାକିସ୍ତାନକୁ ଜୋରଦାର ଝଟ୍କା ଦେଲା ବନ୍ଧୁ ଚାଇନା: ଟେନ୍ସନ୍ରେ ଶେହବାଜ୍ ଶରିଫ
ବେଜିଂ,୨୮।୬: ପାକିସ୍ତାନର ହାଇପରସୋନିକ ମିଶାଇଲ୍ ଏବଂ ଏହାର ଉତ୍ପାଦନ ପ୍ରଯୁକ୍ତିବିଦ୍ୟା (ToT) ପାଇଁ କରିଥିବା ଦାବିକୁ ଚାଇନା ପ୍ରତ୍ୟାଖ୍ୟାନ କରିଛି। ରିପୋର୍ଟ ଅନୁଯାୟୀ, ଚାଇନା ସ୍ପଷ୍ଟ ଭାବରେ କହିଛି ଯେ, ଏହି ମିଶାଇଲ୍ଗୁଡ଼ିକ ଏପର୍ଯ୍ୟନ୍ତ ରପ୍ତାନି ପାଇଁ ଉପଲବ୍ଧ ନାହିଁ ଏବଂ…
ଅଟା ପ୍ୟାକେଟରେ ନିଶା: ଲୋକଙ୍କ ଜୀବନ ନେଉଛି ଆମେରିକୀୟ ସହାୟତା
ଗାଜା ସିଟି,୨୮ା୬:୨୦୨୩ ଅକ୍ଟୋବରରୁ ଗାଜାରେ ହମାସ୍ ସହ ଯୁଦ୍ଧରତ ଇସ୍ରାଏଲୀ ଡିଫେନ୍ସ ଫୋର୍ସେସ୍ (ଆଇଡିଏଫ୍) ବିରୋଧରେ ଗମ୍ଭୀର ଅଭିଯୋଗ ମାମଲା ବଢ଼ିବାରେ ଲାଗିଥିବାବେଳେ ଏହାର ଆଉ ଏକ ସାଙ୍ଘାତିକ ବର୍ବର କାର୍ଯ୍ୟ ସାମନାକୁ ଆସିଛି। କେତେବେଳେ ନିରସ୍ତ୍ର ପାଲେଷ୍ଟିନୀୟଙ୍କୁ ହତ୍ୟା ପାଇଁ…
ଭାରତର ଏହି ଚାଲ୍ ଯୋଗୁ ଫସିଗଲା ଆମେରିକା, ଡ୍ରାଗନ୍ ଚିନ୍ତାରେ
ନୂଆଦିଲ୍ଲୀ,୨୮।୬: ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟାରିଫ୍ ଘୋଷଣା କରିଥିଲେ। ସେ ଭାରତକୁ ଟାରିଫ୍ ରାଜା ବୋଲି ସମ୍ବୋଧିତ କରିଥିଲେ ଏବଂ ଭାରତର ରପ୍ତାନିକୁ ଏକ ବଡ଼ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଟ୍ରମ୍ପଙ୍କ ସମସ୍ତ ଚାଲ୍ ଭାରତ…
ମୋତେ ମାତ୍ର ୫ ମିନିଟ୍ ପୂର୍ବରୁ ଜଣାପଡ଼ିଥିଲା, ଉପରାଷ୍ଟ୍ରପତିଙ୍କୁ ନେଇ ବଡ଼ ଖୁଲାସା କଲେ ସ୍ତ୍ରୀ
ଓ୍ବାଶିଂଟନ୍,୨୮।୬: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ସ୍ତ୍ରୀ ଉଷା ଭାନ୍ସ ଏକ ବଡ଼ ଖୁଲାସା କରିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ତାଙ୍କୁ ତାଙ୍କ ସ୍ବାମୀଙ୍କ ଉପରାଷ୍ଟ୍ରପତି ପଦ ପାଇଁ ମନୋନୟନ ବିଷୟରେ ସୂଚନା ମାତ୍ର ୫ମିନିଟ ପୂର୍ବରୁ ମିଳିଥିଲା। ଉଷା…
ଚାଇନାକୁ ବଡ଼ ଝଟ୍କା ଦେଲା କାନାଡା: ଲଗାଇଦେଲା ବ୍ୟାନ୍
ଓଟାଓ୍ବା,୨୮।୬: କାନାଡା ଚାଇନାକୁ ଏକ ବଡ଼ ଝଟକା ଦେଇଛି। କାନାଡା ସରକାର ଏକ ବଡ଼ ଚାଇନା କମ୍ପାନୀକୁ ଦେଶରେ ସମସ୍ତ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି କାର୍ନି ସରକାର ଏହି ପଦକ୍ଷେପ ନେଇଛନ୍ତି।…
ଆମର ଯାହା ମନ ହେବ, ଆମେ କରିବୁ: ପୁଣି ଖୋଲା ଧମକ ହେଲେ ଟ୍ରମ୍ପ
ଓ୍ବାଶିଂଟନ,୨୮।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟାରିଫ୍କୁ ନେଇ ଚେତାବନୀ ଦେଇଛନ୍ତି। ସେ ସ୍ପଷ୍ଟ କରିଛନ୍ତି, ଜୁଲାଇ ୯ର ଟାରିଫ୍ ସମୟସୀମା ଏକ ସ୍ଥିର ତାରିଖ ନୁହେଁ। ଆମେରିକା ଏହାକୁ ବୃଦ୍ଧି କରିପାରିବ କିମ୍ବା ହ୍ରାସ କରିପାରିବ, ଏହା ସବୁକିଛି ଅନ୍ୟ…
ଭାରତ ବିରୋଧରେ ପାକିସ୍ତାନର ବଡ଼ ଷଡ଼ଯନ୍ତ୍ର; ସୀମା ଆରପଟୁ ଆରମ୍ଭ କଲା…
ଇସଲାମାବାଦ,୨୭।୬: ସୁଧୁରୁନି ପାକିସ୍ତାନ। ପୁଣି ଥରେ ଭାରତ ବିରୁଦ୍ଧରେ ଏକ ବଡ଼ ଷଡ଼ଯନ୍ତ୍ର ରଚୁଛି। ସଦ୍ୟ ସୂଚନା ମୁତାବକ ପାକିସ୍ତାନରେ ଅପରେସନ ସିନ୍ଦୂର ଯୋଗୁ ଧ୍ୱଂସ ହୋଇଥିବା ଆତଙ୍କବାଦୀ ଲଞ୍ଚିଂ ପ୍ୟାଡ ଏବଂ ତାଲିମ କେନ୍ଦ୍ରଗୁଡ଼ିକ ଏବେ ପୁନଃର୍ନିମାଣ କରାଯାଉଛି। ଏହି…
Archives


