ଅନ୍ତର୍ଜାତୀୟ

ମରିୟମଙ୍କ ସାକ୍ଷାତ୍‌କାରକୁ ଜବରଦସ୍ତ ବନ୍ଦ କରି ଦିଆଗଲା

ଇସଲାମାବାଦ,୧୨।୭: ପାକିସ୍ତାନ ମିଡିଆ ସେନସରଶିପ୍‌କୁ ନେଇ ଏକ ନୂଆ ଘଟଣା ସାମ୍ନାକୁ ଆସିଛି। ପାକିସ୍ତାନ ମୁସଲିମ ଲିଗ-ନଓ୍ବାଜ(ପିଏମ୍‌ଏଲ୍‌-ଏନ୍‌)ନେତା ମିରିୟମ ନଓ୍ବାଜଙ୍କ ସାକ୍ଷାତ୍‌କାରକୁ ପାକିସ୍ତାନ ନ୍ୟୁଜ ଚ୍ୟାନେଲ ବ୍ରଡକାଷ୍ଟ ସମୟରେ ଜୋର ଜବରଦସ୍ତ ବନ୍ଦ କରି ଦେଇଥିବା ସୂଚନା ମିଳିଛି। ହମ୍‌ ନ୍ୟୁଜରେ…

ରାସ୍ତାରେ ବର୍ଷିଲା ଟଙ୍କା

ଓ୍ବାଶିଂଟନ, ୧୨।୭: ଆମେରିକାର ନର୍ଥ ଆଟଲାଣ୍ଟାର ଇଣ୍ଟରଷ୍ଟେଟ୍‌ ହାଇଓ୍ବେ ନମ୍ବର ୨୮୫ରେ ଡଲାର ବର୍ଷା ହେଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଲୋକମାନେ ଉକ୍ତ ଟଙ୍କାକୁ ଗୋଟାଉ ଥିବାର ଭିଡିଓରେ ଦେଖାଯାଇଛି। ସୂଚନାଯୋଗ୍ୟ, ଏକ କମ୍ପାନୀ ପକ୍ଷରୁ ଟ୍ରକରେ…

ମାଲିକଙ୍କୁ ଖାଇଗଲେ କୁକୁର

ଡଲାସ, ୧୨।୭:ଟେକ୍ସାସ୍‌ର ୫୭ ବର୍ଷୀୟ ଫ୍ରେଡି ମାକ୍‌ଙ୍କୁ ତାଙ୍କର ୧୮ଟି ପୋଷାକୁକୁର ଖାଇଦେଇଛନ୍ତି। କିଛି ମାସ ହେଲା ମାକ୍‌ ନିଖୋଜ ଥିଲେ। ଡିଏନ୍‌ଏ ପରୀକ୍ଷାରୁ ତାଙ୍କୁ କୁକୁର ଖାଇଦେଇଥିବା ଜଣାପଡିଥିଲା। ଏପରିକି ସେମାନେ ମାଲିକ ପିନ୍ଧିଥିବା ପୋଷାକକୁ ମଧ୍ୟ ଖାଇଦେଇଥିଲେ ବୋଲି…

ମଝିଆକାଶରେ ବିମାନ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି

ଆଟ୍‌ଲାଣ୍ଟା,୧୧।୭: ଡେଲ୍‌ଟା ଏୟାରଲାଇନ୍ସ ବିମାନ ୧୪୨୪ ଆଟ୍‌ଲାଣ୍ଟାରୁ ବାଲ୍‌ଟିମୋରକୁ ଉଡାଣ କରିଥିଲା। ହେଲେ ମଝିଆକାଶରେ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ବିମାନ କାର୍ଯ୍ୟକ୍ଷମ ହୋଇପାରି ନ ଥିଲା। ଇଞ୍ଜିନରେ ନିଆଁ ଲାଗିଯାଇଥିବା ବେଳେ ବିମାନ ଭିତରେ ତାପମାତ୍ରା ବୃଦ୍ଧି ପାଇବା ସହ…

ମସ୍କୋ ଥର୍ମାଲ ପାଓ୍ବାର ଷ୍ଟେଶନରେ ଭୟାବହ ଅଗ୍ନିକାଣ୍ଡ: ୫୦ ମିଟର ଉଚ୍ଚକୁ ଉଠିଲା ନିଆଁ

ମସ୍କୋ,୧୧।୭: ରୁଷ ରାଜଧାନୀ ମସ୍କୋର ମିଟିଶ୍ଚି ନିକଟରେ ଥିବା ଥର୍ମାଲ ପାଓ୍ବାର ପ୍ଲାଣ୍ଟରେ ଗୁରୁବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ସମୟରେ ଏହି ନିଆଁ ଏତେ ଭୟଙ୍କର ଥିଲା ଯେ, ୫୦ ମିଟର ଉଚ୍ଚ ଉପରକୁ ଏହାର ଧଁାସ ଉଠିଥିଲା। ଏହି…

ଶୋଇବା ପାଇଁ ଏଠାରେ ଲୋକେ ଭଡାରେ ନିଅନ୍ତି କାର୍‌

ଟୋକିଓ,୧୧।୭: ଅନେକ ଦେଶରେ ଲୋକେ ଯାତ୍ରା କରିବା ପାଇଁ କାର୍‌ ଭଡାରେ ନେଇଥାଆନ୍ତି। ହେଲେ ଜାପାନରେ ଅଧିକାଂଶ ଲୋକେ କାର୍‌ ଭଡାରେ ନେଇ ରାସ୍ତା କଡରେ ପାର୍କିଂ କରି କାର୍‌ର ଏସି ଅନ୍‌ କରି ସେଠାରେ ଦୁଇ ତିନି ଘଣ୍ଟା ଶୋଇ…

ବ୍ରିଟିଶ ତେଲ ଟ୍ୟାଙ୍କରକୁ ଅପହରଣ ଉଦ୍ୟମ କରି ଅଡୁଆରେ ଇରାନ

ଦୁବାଇ,୧୧।୭: ତେଲ ଟ୍ୟାଙ୍କରକୁ ନେଇ ବ୍ରିଟେନ ଓ ଇରାନ ମଧ୍ୟରେ ଲାଗି ରହିଥିବା ବିବାଦ ମଧ୍ୟରେ ଏବେ ଇରାନ ଅଡୁଆରେ ପଡିଯାଇଛି। ବୁଧବାର ପର୍ସିୟାନ ଗଲ୍ଫ ଏରିଆରେ ଇରାନ ଏକ ବ୍ରିଟିଶ ତେଲ ଟ୍ୟାଙ୍କରକୁ ନିଜ କବ୍‌ଜାକୁ ଆଣିବାକୁ ଚେଷ୍ଟା କରିଥିଲା।…

ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଲା ପାସେଞ୍ଜର୍‌ ଟ୍ରେନ୍‌: ୧୧ ମୃତ, ୬୦ ଆହତ

ଲାହୋର,୧୧।୭: ପାକିସ୍ତାନର ପୂର୍ବ ପଞ୍ଜାବ ପ୍ରଦେଶରେ ଏକ ମାଲବାହୀ ଟ୍ରେନ୍‌ ଏବଂ ପାସେଞ୍ଜର ଟ୍ରେନ୍‌ ମଧ୍ୟରେ ଧକ୍କାରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୬୦ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ସାଦିକାବାଦ୍‌ ତହସିଲ୍‌ରେ ଥିବା ବହ୍ଲାର ଷ୍ଟେଶନର ଲୁପ୍‌ ଲାଇନ୍‌ରେ…

ଭାରତର ଦେଢ଼ କୋଟି ଆଣ୍ଡ୍ରଏଡ୍‌ ଫୋନ୍‌ରେ ଏଜେଣ୍ଟ ସ୍ମିଥ୍‌ ଭାଇରସ୍‌: ଚେକ୍‌ ପଏଣ୍ଟ୍‌ ରିପୋର୍ଟ

ନୂଆଦିଲ୍ଲୀ/ଜେରୁଜେଲମ୍‌, ୧୧।୭: ଭାରତରେ ଦେଢ଼ କୋଟି ଆଣ୍ଡ୍ରଏଡ୍‌ ଫୋନ୍‌ରେ ଭାଇରସ୍‌ ରହିଛି। ଏହି ଭାଇରସ୍‌ର ନାମ ଏଜେଣ୍ଟ୍‌ ସ୍ମିଥ୍‌। ଏନେଇ ଇସ୍ରାଏଲ୍‌ ସାଇବର ସୁରକ୍ଷା ଗବେଷଣା କମ୍ପାନୀ ଚେକ୍‌ ପଏଣ୍ଟ୍‌ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ଏହାଦ୍ୱାରା ହ୍ବାଟସ୍‌ଆପ୍‌ ମାଧ୍ୟମରେ…

୬ବର୍ଷର ବାଳକ: ୨ଘଣ୍ଟାରେ ୩ହଜାର ଥର ଦଣ୍ଡ ବୈଠକ କରି ଜିତିଲେ ବିଳାସମୟ ଘର

ମସ୍କୋ,୧୧।୭: ବ୍ୟାୟାମ କରିବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ବୁଦ୍ଧି ଓ ମନ ଶାନ୍ତ ରହିଥାଏ। ପ୍ରତିଦିନ ଦଣ୍ଡ ବୈଠକ କରିବା ଦ୍ୱାରା ମାଂସପେଶୀ ଓ ଶରୀରରେ ଥିବା ସମସ୍ତ ଗଣ୍ଠି ମଜଭୁତ ହୋଇଥାଏ। କେବଳ ସେତିକି ନୁହେଁ, ଯଦି…

ଏକ ଛତ୍ରବାଦୀ ଶାସକ କିମ୍‌ କଲେ ଉତ୍ତରକୋରିଆ ସମ୍ବିଧାନ ସଂଶୋଧନ: ହେଲେ ଦେଶର ସର୍ବୋଚ୍ଚ ଅଧିକାରୀ

ପୋୟାଙ୍ଗ୍‌ୟାଙ୍ଗ୍‌,୧୧।୭: ଉତ୍ତରକୋରିଆର ଏକ ଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌-ଉନ୍‌ ଗୁରୁବାର ଦେଶର ସମ୍ବିଧାନ ସଂଶୋଧନ କରିଛନ୍ତି। ଏହାଦ୍ୱାରା କିମ୍‌ ଦେଶର ସର୍ବୋଚ୍ଚ ଅଧିକାରୀ ଭାବେ ଏବେ କାର୍ଯ୍ୟ କରିବେ। ବର୍ତ୍ତମାନ ସୁଦ୍ଧା କିମ୍‌ ଷ୍ଟେଟ୍‌ ଆଫେୟାରର୍ସ କମିଶନ ଅଧ୍ୟକ୍ଷ ଭାବେ କାର୍ଯ୍ୟ…

୩୧ ବର୍ଷ ପରେ ପୃଥିବୀରେ ବୟସ୍କଙ୍କ ସଂଖ୍ୟା ଛୁଇଁବ ୨୧୦ କୋଟି

ନୂଆଦିଲ୍ଲୀ/ଜେନେଭା,୧୧।୭: ଆସନ୍ତା ୩୧ ବର୍ଷ ପରେ ୨୦୫୦ ବେଳକୁ ପୃଥିବୀରେ ବୟସ୍କଙ୍କ ସଂଖ୍ୟା ଛୋଟ ପିଲାଙ୍କ ତୁଳନାରେ ଦୁଇଗୁଣା ହେବ। ମୋଟ ଜନସଂଖ୍ୟା ୯୭୦ କୋଟିରେ ପହଞ୍ଚିବ। ସେମାନଙ୍କ ମଧ୍ୟରୁ ବୟସ୍କଙ୍କ ସଂଖ୍ୟା ୨୧୦କୋଟି ହେବ ବୋଲି ଜାତିସଂଘ ପ୍ରକ୍ଷରୁ ପ୍ରକାଶିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?