ଅନ୍ତର୍ଜାତୀୟ

ଚୋରି କରିବାକୁ ଯାଇଥିବା ବ୍ୟକ୍ତିଙ୍କ ଟ୍ରକ ହୋଇଗଲା ଚୋରି

ଓ୍ବାଶିଂଟନ୍‌,୨୭।୮: କଥାରେ ଅଛି ଯେମିତି କର୍ମ କରିବ ସେମିତିି ଫଳ ପାଇବ। ଏହି ଉକ୍ତିଟିର ସଫଳ ରୂପାୟନ ଦେଖିବାକୁ ମିଳିଛି ଓ୍ବାଶିଂଟନ୍‌ର କେନ୍ନଓ୍ବେିକ୍‌ରେ। ଜଣେ ଟ୍ରକ ଡ୍ରାଇଭର ରାସ୍ତା କଡ଼ରେ ନିଜ ଟ୍ରକକୁ ରଖି ପାଖ ଦୋକାନକୁ ଚୋରି କରିବାକୁ ଯାଇଥିଲେ।…

ଅଣୁ ଯୁଦ୍ଧର ଧମକ ଦେଲେ ଇମ୍ରାନ୍‌

ଇସ୍‌ଲାମାବାଦ, ୨୭ା୮: କଶ୍ମୀର ପ୍ରସଙ୍ଗରେ ସବୁଆଡୁ ବାଟ ବନ୍ଦ ହୋଇଯିବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଭାରତକୁ ଅଣୁ ଯୁଦ୍ଧର ଧମକ ଦେଇଛନ୍ତି। ଏହି ପ୍ରସଙ୍ଗରେ ପାକିସ୍ତାନ ଚୂଡ଼ାନ୍ତ ନିଷ୍ପତ୍ତି ନେବାର ସମୟ ଆସିଛି ବୋଲି ସେ ସୋମବାର କହିଛନ୍ତି।…

ମୋଦିଙ୍କ ଇଂରାଜୀ କହିବା ଶୈଳୀକୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରପତି

ବାଇରିଜ୍‌,୨୭।୮: ଫ୍ରାନ୍ସର ବାଇରିଜଠାରେ ଜି-୭ ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଦୀର୍ଘ ୪୫ ମିନିଟ୍‌ ଆଲୋଚନା ହୋଇଥିଲା। କଥାବାର୍ତ୍ତା ମଝିରେ ହଠାତ୍‌ ମୋଦି ହିନ୍ଦୀରେ…

ପ୍ରଶାନ୍ତ ମହାସାଗରରେ ବିରାଟ ଆଗ୍ନେୟ ଶିଳା

କାନବେରା: ପ୍ରଶାନ୍ତ ମହାସାଗରରେ ଏକ ବିରାଟ ଆଗ୍ନେୟ ଶିଳାଥିବା ଏବେ ବୈଜ୍ଞାନିକମାନେ ଦେଖିବାକୁ ପାଇଛନ୍ତି। ଏହା ୧୫୦ ବର୍ଗ କିଲୋମିଟର ଯାଏ ପାଣି ଭିତରେ ବ୍ୟାପିଛି। ଅଗଷ୍ଟ ମାସ ପ୍ରଥମ ସପ୍ତାହରେ ଏକ ଆଗ୍ନେୟଗିରିରୁ ଉଦ୍‌ଗିରଣ ହୋଇଥିବା ଲାଭା ଦ୍ୱାରା ଏହା…

ଡାଇବେଟିସ ପୀଡିତଙ୍କୁ କାହିଁକି କ୍ୟାନ୍‌ସର ଆଶଙ୍କା ବେଶି

ନ୍ୟୁୟର୍କ: ଓଭାରିଆନ୍‌ କ୍ୟାନ୍‌ସର, ବ୍ରେଷ୍ଟ କ୍ୟାନସର ସହ ଆଉ କିଛି କ୍ୟାନସର କାହିଁକି ବେଶି ଟାଇପ୍‌-୧ ଓ ଟାଇପ୍‌-୨ ଡାଇବେଟିସ ପୀଡ଼ିତଙ୍କୁ ହୁଏ ତାହାର କାରଣ ଅନେକ ଦିନ ହେବ ଜାଣିବାକୁ ଗବେଷକମାନେ ଅନୁଧ୍ୟାନ କରୁଥିଲେ । ଏବେ ଆମେରିକାର ଗବେଷକମାନେ…

ଇମ୍ରାନଙ୍କୁ ଉବେର୍‌ ଡ୍ରାଇଭର୍‌ କହିଲେ ପାକିସ୍ତାନ ମହିଳା ଏମ୍‌ପି

ଇସଲାମାବାଦ୍‌,୨୬।୮:ପାକିସ୍ତାନର ଆର୍ଥିକ ସ୍ଥିତି ଦିନକୁ ଦିନ ଦେବାଳିଆ ହେବାରେ ଲାଗିଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ନିଜ ଦେଶରେ ଗାଳି ପଡୁଛି। କିଛିଦିନ ତଳେ ମହିଳା ଏମ୍‌ପି ମରିୟମ ଔରାଙ୍ଗଜେବ୍‌ ଇମ୍ରାନଙ୍କୁ ସମାଲୋଚନା କରି କହିଛନ୍ତି, ଇମ୍ରାନ ଉବେର୍‌ ଡ୍ରାଇଭର୍‌ ସହ…

କ୍ଷୀରରୁ ତିଆରି ହେଉଛି ଭୋଡ୍‌କା

ଗହମ, ଅଙ୍ଗୁର ଓ କିସ୍‌ମିସ୍‌ରୁ ମଦ ତିଆରି ହୋଇଥାଏ। ହେଲେ କ୍ଷୀରରୁ ମଦ ତିଆରି ହେବା କଥା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏହି ଦୁଇଟି ପଦାର୍ଥ ସମ୍ପୂର୍ଣ୍ଣ ଭିନ୍ନ। କାହାର କାହା ସହିତ କୌଣସି ସମ୍ପର୍କ ନାହିଁ।…

କଶ୍ମୀର ଉପରେ ଟୁଇଟ କରି ବିବାଦରେ ପାକିସ୍ତାନ ରାଷ୍ଟ୍ରପତି

ଇସ୍‌ଲାମାବାଦ,୨୬।୮: ଜମ୍ମୁ-କଶ୍ମୀରରେ ଭାରତ ସରକାରଙ୍କ ପକ୍ଷରୁ ଅନୁଚ୍ଛେଦ ୩୭୦କୁ ହଟାଇ ଦିଆଯିବା ପରେ ବିଚଳିତ ହୋଇପଡ଼ିଥିବା ପାକିସ୍ତାନ ସୋସିଆଲ ମିଡିଆ ଜରିଆରେ ସୀମାରେ ଉତ୍ତେଜନା ସୃଷ୍ଟି କରିବାକୁ ଲଗାତାର ଭାବେ ଉଦ୍ୟମ ଚଳାଇଛି। ଏହି କ୍ରମରେ ପାକିସ୍ତାନ ରାଷ୍ଟ୍ରପତି ଅରିଫ ଅଲଭି…

ଜି-୭ ସମ୍ମିଳନୀ: କଶ୍ମୀର ମାମଲାରେ ମଧ୍ୟସ୍ଥତା କରିବନି ଆମେରିକା

ବିଆରିଜ୍‌,୨୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୭ ସମ୍ମିଳନୀରେ ଯୋଗ ଦେବାପାଇଁ ଫ୍ରାନ୍ସ ପହଞ୍ଚିଛନ୍ତି। ସୋମବାର ସେଠାରେ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସାକ୍ଷାତ୍‌ କରିଛନ୍ତି। ଏହି ଅବସରରେ ଦୁଇ ନେତାଙ୍କ ମଧ୍ୟରେ କଶ୍ମୀର ସମସ୍ୟାକୁ ନେଇ ଆଲୋଚନା ହୋଇଛି।…

ଆଇନର ଊର୍ଦ୍ଧ୍ୱରେ କେହି ନୁହେଁ, ଜାକିର ନାଇକ ବି ନୁହେଁ: ମାଲେସିଆ ଗୃହମନ୍ତ୍ରୀ

କୁଆଲାଲାମପୁର,୨୬।୮: ଭାରତରୁ ପଳାୟନ କରି ମାଲେସିଆରେ ଶରଣ ନେଇଥିବା ବିବାଦୀୟ ଇସଲାମିକ ଧର୍ମ ପ୍ରଚାରକ ଜାକିର ନାଇକଙ୍କ ବିରୋଧରେ ସେଠାକାର ସରକାରଙ୍କ ପକ୍ଷରୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। କିଛିଦିନ ତଳେ ମାଲେସିଆରେ ଜାକିର ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେବାର…

‘ଏଲେକ୍ସ’ ଘୂର୍ଣ୍ଣିଝଡ଼କୁ ନ୍ୟୁକ୍ଲିୟର ବମ୍‌ରେ ଉଡାଇଦେବାକୁ କହିଲେ ଟ୍ରମ୍ପ

ଓ୍ବାଶିଂଟନ,୨୬।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କେତେବେଳେ କ’ଣ କୁହନ୍ତି ତା’ର କିଛି ଠିକଣା ନ ଥାଏ। ସେଥିପାଇଁ ସେ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ। ଏବେ ଏହାର ଏକ ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି। ନିକଟରେ ଆମେରିକାର ଏକ ଓ୍ବେବସାଇଟ୍‌ରେ ଖବର…

ଇରାନରେ ଆମ୍ବୁଲାନ୍ସକୁ ବାଟ ଛାଡୁ ନାହାନ୍ତି ଲୋକେ

ଇରାନରେ ଆମ୍ବୁଲାନ୍ସକୁ ବାଟ ଛାଡୁ ନାହାନ୍ତି ଲୋକେ ତେହରାନ,୨୬।୮: ଗୋଟିଏ ଦେଶର ଏଭଳି ଏକ ସହର ରହିଛି ଯେଉଁଠାରେ ଆମ୍ବୁଲାନ୍ସକୁ ଲୋକେ ବାଟ ଛାଡୁ ନାହାନ୍ତି। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ କଥାଟି ସତ। ଏହା ପଛରେ ଏକ ବଡ଼ କାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?