ଅନ୍ତର୍ଜାତୀୟ

ଛୋଟ ପିଲାଙ୍କ ସ୍ମରଣଶକ୍ତି ବଢ଼ାଇବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ଭିଟାମିନ୍‌ ବି-୧୨ ଶରୀର ପାଇଁ ବେଶ୍‌ ଉପଯୋଗୀ। ଏହାର ସ୍ତର ହ୍ରାସପାଇଲେ ସ୍ମରଣଶକ୍ତି ଦୁର୍ବଳ ହୋଇଯାଇଥାଏ। ଅଳ୍ପ କିଛି କାମକଲେ ହାଲିଆ ଲାଗେ। ଏହାର ଅଭାବରେ ଡିପ୍ରେସନ ହେବାର ଆଶଙ୍କା ବଢ଼ିଥାଏ। ଛୋଟ ପିଲାଙ୍କ କ୍ଷେତ୍ରରେ ଭିଟାମିନ୍‌ ବି-୧୨ ମସ୍ତିଷ୍କକୁ କ୍ରିୟାଶୀଳ…

ଅନୁଚ୍ଛେଦ ୩୭୦ ଉଚ୍ଛେଦ: ଭାରତକୁ ସମର୍ଥନ କଲା ରୁଷିଆ

ମସ୍କୋ,୨୮।୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ମାମଲାରେ ପାକିସ୍ତାନକୁ ପୁଣି ଏକ ଝଟକା ଲାଗିଛି। ବୁଧବାର ରୁଷିଆ ରାଜନେତା ନିକୋଲେ କୁଦାଶେଭ୍‌ କହିଛନ୍ତି ଯେ, ଏହା ସମ୍ପୂର୍ଣ୍ଣ ଭାବେ ଭାରତର ଆଭ୍ୟନ୍ତରୀଣ ମାମଲା। ଭାରତର ନିଷ୍ପତ୍ତି ଯୁକ୍ତିଯୁକ୍ତ ତଥା ନ୍ୟାୟ ସଙ୍ଗତ।…

କରାଚୀ ଉପର ଦେଇ ଆକାଶ ମାର୍ଗକୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ବନ୍ଦ କଲା ପାକିସ୍ତାନ

ଇସଲାମାବାଦ,୨୮।୮: ପାକିସ୍ତାନ କରାଚୀ ଉପରେ ଦେଇ ୩ଟି ଅନ୍ତର୍ଜାତୀୟ ଆକାଶ ମାର୍ଗରେ ବିମାନ ଉଡ଼ାଣ ବନ୍ଦ କରିଛି। ଏହା ଅଗଷ୍ଟ ୩୧ ପର୍ଯ୍ୟନ୍ତ ଜାରି ରହିବ ବୋଲି ପାକିସ୍ତାନ ଗଣମାଧ୍ୟମ ସୂତ୍ରରୁ ବୁଧବାର ଜଣାପଡ଼ିଛି। ସାମୟିକ ଭାବେ ଏସବୁ ଆକାଶ ମାର୍ଗକୁ…

‘ଗୋରେ ରଙ୍ଗ୍‌ କା ଜମାନା’କୁ ନେଇ ବିବାଦ : ଗୀତ ଚୋରି ଅଭିଯୋଗ ଆଣିଲେ ପାକ୍‌ ଅଭିନେତ୍ରୀ

କରାଚୀ/ମୁମ୍ବାଇ, ୨୮ା୮(ଆଇଏଏନ୍‌ଏସ୍‌): ବଲିଉଡ ସଂଗୀତ ଜଗତ ପାକିସ୍ତାନୀ ଗୀତ ଚୋରି କରୁଛି ବୋଲି ସେ ଦେଶର ଅଭିନେତ୍ରୀ ମେହଓ୍ବିଶ ହାୟତ ଅଭିଯୋଗ କରିଛନ୍ତି। ନିକଟରେ ଆଲିଆ ଭଟ୍ଟଙ୍କ ସଂଗୀତଭିତ୍ତିକ ଭିଡିଓ ପଞ୍ଜାବୀ ସଙ୍ଗ୍‌ ‘ପ୍ରଦା’ ମୁକ୍ତିଲାଭ କରିବା ପରେ ଏଥିରେ ପାକିସ୍ତାନର…

ଆମାଜନ ଜଳୁଥିବ ସ୍ତ୍ରୀଙ୍କୁ ନେଇ :ଜି-୭ର ୨୦ ନିୟୁତ ଡଲାର ସହାୟତାକୁ ବ୍ରାଜିଲର ପ୍ରତ୍ୟାଖ୍ୟାନ

ପୋର୍ଟ ଭେଲ୍‌ହୋ,୨୮ା୮: ଆମାଜନ ଜଙ୍ଗଲରେ ଲାଗିଥିବା ନିଆଁ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ସାଜିଛି। ଏହାକୁ ଲିଭାଇବା ପାଇଁ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁ ବ୍ରାଜିଲକୁ ୨୦ ନିୟୁତ ଡଲାର ସହାୟତା ଦେବା ଲାଗି ଜି-୭ ସମ୍ମିଳନୀରେ ଘୋଷଣା କରିଛନ୍ତି।…

ଚାଇନା-ପାକିସ୍ତାନ ସେନା ମନ୍ତ୍ରଣା

ଇସ୍‌ଲାମାବାଦ,୨୮ା୮(ପି.ଟି.): ଜମ୍ମୁ-କଶ୍ମୀରକୁ ନେଇ ନୂଆଦିଲ୍ଲୀ ଓ ଇସ୍‌ଲାବାବାଦ ମଧ୍ୟରେ ଉତ୍ତେଜନା ଲାଗିରହିଥିବାବେଳେ ମଙ୍ଗଳବାର ଏନେଇ ପାକିସ୍ତାନ ଓ ଚାଇନା ସେନା ମଧ୍ୟରେ ମନ୍ତ୍ରଣା ହୋଇଛି। ଚାଇନା ସେନାର ସେଣ୍ଟ୍ରାଲ୍‌ ମିଲିଟାରି କମିଶନ ଉପାଧ୍ୟକ୍ଷ ଜୁ କିଲିଆଙ୍ଗ୍‌ ରାଓ୍ବଲପିଣ୍ଡିସ୍ଥିତ ପାକିସ୍ତାନୀ ସେନା ମୁଖ୍ୟାଳୟକୁ…

ଇମ୍ରାନ୍‌ଙ୍କୁ ପାକ୍‌ ବିରୋଧୀ ଦଳର ପରାମର୍ଶ: କଶ୍ମୀର ଭୁଲିଯାଇ ପିଓକେ କଥା ଚିନ୍ତାକର

ଇସ୍‌ଲାମାବାଦ, ୨୮ା୮: ୩୭୦ ଧାରା ଉଚ୍ଛେଦ ସହ ଜମ୍ମୁ-କଶ୍ମୀରକୁ ଦୁଇ କେନ୍ଦ୍ରଶାସିତ ଅଞ୍ଚଳ କରିବାକୁ ନେଇ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଭାରତ ବିରୋଧରେ ପରମାଣୁ ଯୁଦ୍ଧର ଧମକ ଦେଉଥିବାବେଳେ ନିଜ ଦେଶରେ ସମାଲୋଚନାର ଶିକାର ହୋଇଛନ୍ତି। କଶ୍ମୀର କଥା ଭୁଲିଯାଇ…

ପାକିସ୍ତାନ କ୍ୟାବିନେଟ୍‌ର ନିଷ୍ପତ୍ତି: ପ୍ରତି ଶୁକ୍ରବାର ‘କଶ୍ମୀର ସଂହତି ଦିବସ’

ଇସ୍‌ଲାମାବାଦ, ୨୮ା୮ (ଆଇଏଏନ୍‌ଏସ୍‌): କଶ୍ମୀରକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ମୁଣ୍ଡବ୍ୟଥା ବଢ଼ିବାରେ ଲାଗିଛି। ଏଥିପାଇଁ ସେ ଏହି ପ୍ରସଙ୍ଗରେ କ୍ୟାବିନେଟ ବୈଠକ କରି ନିଜକୁ କଶ୍ମୀରୀମାନଙ୍କର ସ୍ବର ଭାବେ ଅଭିହିତ କରିଛନ୍ତି। ଇମ୍ରାନ୍‌ କହିଛନ୍ତି, କଶ୍ମୀରୀଙ୍କ ଅଧିକାର ପାଇଁ…

ମନକୁ ହାଲକା କରିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ବିଭିନ୍ନ ସମସ୍ୟା ଯୋଗୁ ମନ ବେଳେବେଳେ ଭାରାକ୍ରାନ୍ତ ହୋଇଯାଇଥାଏ। ମାନସିକ ଅବସ୍ଥାର ସାଧାରଣ ସ୍ଥିତି ଫେରାଇ ଆଣିବାରେ ଭାବର ଆଦାନପ୍ରଦାନ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ବନ୍ଧୁ ବାନ୍ଧବଙ୍କ ସହିତ କଥାବାର୍ତ୍ତା ହେଲେ ମନର ବୋଝ ହାଲକା ହୋଇଯାଇଥାଏ। ସେହିପରି କର୍ମକ୍ଷେତ୍ରରେ…

ବ୍ୟାୟାମ କଲେ ବୃଦ୍ଧିପାଏ ବୟସ୍କଙ୍କ ସ୍ମରଣ ଶକ୍ତି

ନ୍ୟୁୟର୍କ: ବ୍ୟାୟାମ କଲେ ବୟସ୍କମାନଙ୍କ ମସ୍ତିଷ୍କର କାର୍ଯ୍ୟଦକ୍ଷତା ଓ ସ୍ମରଣ ଶକ୍ତି ବୃଦ୍ଧି ପାଏ । ଆମେରିକାରେ ହୋଇଥିବା ଏକ ଗବେଷଣାରୁ ଏହା ଜାଣିବାକୁ ମିଳିଛି। ଗବେଷଣାରେ ୬୦ରୁ ୮୦ ବର୍ଷ ବୟସ ମଧ୍ୟରେ ୩୪ ଜଣଙ୍କୁ ସାମିଲ କରାଯାଇଥିଲା। ଏହି…

ଏପରି ଅଫିସ୍‌ ଯେଉଁଠି କର୍ମଚାରୀଙ୍କୁ ଶୌଚାଳୟ ଯିବା ମନା…

ଆମେରିକାରେ ଅନେକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଶୌଚାଳୟ ଯିବାକୁ ବାରଣ କରାଯାଇଥାଏ । ବାରମ୍ବାର ଶୌଚାଳୟ ଯିବାଦ୍ୱାରା କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବାରୁ କମ୍ପାନୀରେ ଏଭଳି ନିୟମ ପ୍ରଣୟନ କରାଯାଇଛି। କର୍ମଚାରୀଙ୍କୁ କମ୍ପାନୀ ପକ୍ଷରୁ ହଗିସ୍‌ ଏବଂ ନ୍ୟାପକିନ୍‌…

ସୁଦାନରେ ଆଦିବାସୀଙ୍କ ମଧ୍ୟରେ ରକ୍ତ ସଂଘର୍ଷ:୩୭ ମୃତ, ୨୦୦ରୁ ଅଧିକ ଆହତ

ଖାର୍ଟୁମ,୨୭।୮: ପୂର୍ବ ସୁଦାନରେ ଦୁଇ ଆଦିବାସୀଙ୍କ ମଧ୍ୟରେ ରକ୍ତ ସଂଘର୍ଷ ଘଟି ୩୭ ଜଣଙ୍କ ମୃତ୍ୟୁ ଘଟିଛି ଓ ୨୦୦ରୁ ଊଦ୍ଧର୍‌ବ ଆହତ ହୋଇଛନ୍ତି। ଏହି ରକ୍ତାକ୍ତ ସଂଘର୍ଷ ବାନି ଅମେର ଏବଂ ନୁବା ଆଦିବାସୀ ସମ୍ପଦ୍ରାୟ ମଧ୍ୟରେ ଘଟିଛିି। ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?