ଅନ୍ତର୍ଜାତୀୟ

ସ୍ବାମୀଙ୍କ ଭଲ ପାଇବାରେ ଅତିଷ୍ଠ ହୋଇ ସ୍ତ୍ରୀ ଛାଡ଼ପତ୍ର ପାଇଁ କୋର୍ଟର ହେଲେ ଦ୍ୱାରସ୍ଥ

ଆବୁଧାବି, ୨୫।୮: ସ୍ତ୍ରୀ ସ୍ବାମୀଙ୍କ ମଧ୍ୟରେ ଭଲ ପାଇବା ରହିବା ସ୍ବାଭାବିକ କଥା। ତେବେ ସ୍ବାମୀଙ୍କ ଭଲ ପାଇବାରେ ଅତିଷ୍ଠ ହୋଇ ଜଣେ ମହିଳା ଛାଡ଼ପତ୍ର ପାଇଁ କୋର୍ଟରେ ଆବେଦନ କରିଛନ୍ତି। ଏହି ଘଟଣା ୟୁଏଇରେ ଘଟିଛି। ସ୍ତ୍ରୀ ସ୍ଥାନୀୟ ଫୁଜୈରାସ୍ଥିତ…

ବାହାରିନ୍‌ରେ ଜେଟଲୀଙ୍କୁ ମନେପକାଇ କିଛି ସମୟ ନିରବି ଗଲେ ମୋଦି

ମାନାମା,୨୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ବାହାରିନ୍‌ ଗସ୍ତରେ ଅଛନ୍ତି। ରବିବାର ବାହାରିନ୍‌ ନ୍ୟାଶନାଲ ଷ୍ଟାଡିୟମରେ ପ୍ରାୟ ୧୫ ହଜାର ଭାରତୀୟଙ୍କୁ ଉଦ୍‌ବୋଧନ ଦେବା ସମୟରେ ସେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ମନେ ପକାଇ କିଛି ସମୟ ନିରବି ଯାଇଥିବା…

୧୬-ସାଇକ୍‌ ଗ୍ରହାଣୁରେ ଭରି ରହିଛି ଟନ୍‌ ଟନ୍‌ ସୁନା ଓ ପ୍ଲାଟିନମ୍‌

ଓ୍ବାଶିଂଟନ୍‌,୨୫।୮: ପୃଥିବୀ ନିକଟକୁ ଗ୍ରହାଣୁ ଆସିଲେ ମହାକାଶ ବିଜ୍ଞାନୀଙ୍କ ମନରେ ଶଙ୍କା ଜାତ ହୋଇଥାଏ। ଯଦି ଦୈବାତ୍‌ ଏହା ପୃଥିବୀ ସହ ଧକ୍କା ଲାଗିଲା ତେବେ ବହୁ ଧନ ଜୀବନ ନଷ୍ଟ ହେବାର ଆଶଙ୍କା ରହିଥାଏ। ତେବେ ମଙ୍ଗଳ ଏବଂ ବୃହସ୍ପତି…

ଦୁର୍ଘଟଣାଗ୍ରସ୍ତ ବିମାନର ଡେଣା ଉପରେ ରହି ଭିଡିଓ ଶୁଟ୍‌ କଲେ ପାଇଲଟ୍‌

କାଲିଫର୍ନିଆ,୨୫।୮: ଆମେରିକାର ଉତ୍ତର କାଲିଫର୍ନିଆରେ ହୋଇଥିବା ଏକ ବିମାନ ଦୁର୍ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ବିମାନର ପାଇଲଟ୍‌ ତା’ର ଡେଣା ଉପରେ ରହି ଭିଡିଓ ପ୍ରସ୍ତୁତ କରୁଥିବା ନଜର ଆସିଛି। ସୂଚନାଯୋଗ୍ୟ, ଆମେରିକାର ବିଇ-୩୬…

ବାହାରିନ୍‌ର ୨ ଶହ ବର୍ଷ ପୁରାତନ ମନ୍ଦିରରେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଦର୍ଶନ କଲେ ମୋଦି

ମାନାମା,୨୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାହାରିନ୍‌ ଗସ୍ତରେ ଯାଇଛନ୍ତି। ସେ ରବିବାର ରାଜଧାନୀ ମାନାମାଠାରେ ଥିବା ୨ଶହ ବର୍ଷ ପୁରାତନ ଶ୍ରୀନାଥଜୀ ମନ୍ଦିରରେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଛନ୍ତି। ଏହାର ନିର୍ମାଣ ୧୮ ଶତାବ୍ଦୀର ଦ୍ୱିତୀୟ ଦଶକରେ…

୮୦୦କି.ମି. ପଛେଇ ଚାଲିଲେ ଇଣ୍ଡୋନେସୀୟ ବ୍ୟକ୍ତି

ଜାକର୍ତ୍ତା: ପୂର୍ବ ଜାଭାର ଜଣେ ବ୍ୟକ୍ତି ଅବିଚାରିତ ଗଛକଟା ବିରୋଧରେ ସଚେତନତା ସୃଷ୍ଟିଲାଗି ପଛେଇ ପଛେଇ ଚାଲି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ସେ ଏଭଳି ଚାଲିି ଶୁକ୍ରବାର ୮୦୦କିଲୋମିଟର ସମ୍ପୂର୍ଣ୍ଣ କରିଛନ୍ତି। ନିଜ ପ୍ରଦେଶର ଜଙ୍ଗଲ ସୁରକ୍ଷା ପାଇଁ…

ରୁଷିଆର ପ୍ରଥମ ଭାସମାନ ନ୍ୟୁକ୍ଲିୟର ପ୍ଲାଣ୍ଟ

ରୁଷିଆ ପ୍ରଥମେ ତା’ର ଭାସମାନ ନ୍ୟୁକ୍ଲିୟର ପ୍ଲାଣ୍ଟ ନିର୍ମାଣ ଶେଷ କରି ସେଥିରୁ ବିଦ୍ୟୁତ ଉପତ୍ାଦନ ଲାଗି ଯୋଜନା ବି ଚୂଡାନ୍ତ କରିଛି। ସୁନାମୀ ଓ ବଡ଼ ବଡ଼ ଭାସମାନ ବରଫ ଖଣ୍ଡ ଯେପରି ପ୍ଲାଣ୍ଟ୍‌ର କିଛି କ୍ଷତି ନ କରିପାରିବ…

ଯକ୍ଷ୍ମା ଲାଗି ନୂଆ ଟିକା

ସିଡ୍‌ନୀ: ସେଣ୍ଟ୍‌ନାରୀ ଇନ୍‌ଷ୍ଟିଚ୍ୟୁଟ ଏବଂ ସିଡ୍‌ନୀ ୟୁନିଭର୍ସିଟି (ଅଷ୍ଟ୍ରେଲିଆ)ର ଗବେଷକମାନେ ଯକ୍ଷ୍ମାର ସଫଳ ଉପଚାର ଲାଗି ଏକ ପ୍ରକାର ଟିକା ଉଦ୍ଭାବନ କରିଛନ୍ତି। ଏ ସମ୍ପର୍କିତ ତଥ୍ୟ ଦି ଜର୍ନାଲ ଅଫ୍‌ ମେଡିସିନାଲ କେମେଷ୍ଟ୍ରିରେ ପ୍ରକାଶ ପାଇଛି। ବିଶ୍ୱରେ ଏବେ ବର୍ଷକୁ…

ଚନ୍ଦ୍ରରେ ମଣିଷଙ୍କୁ ପହଞ୍ଚାଇବାରେ ସାହାଯ୍ୟ କରିବ ସୁପର୍‌ କମ୍ପ୍ୟୁଟର

ସନଫ୍ରାନ୍‌ସିସ୍କୋ: ଆମେରିକାର ଅନ୍ତରୀକ୍ଷ ଏଜେନ୍ସି ନାସା ଓ ହ୍ୟୁଲେଟ ପାକାର୍ଡ ଏଣ୍ଟରପ୍ରାଇଜ୍‌(ଏଚ୍‌ପିଇ) ସହଭାଗିତାରେ ନିର୍ମାଣ କରାଯାଇଥିବା ଏକ ନୂଆ ସୁପର୍‌ କମ୍ପ୍ୟୁଟର ନାସାର ଅନ୍ତରୀକ୍ଷ ଅଭିଯାନରେ ସାହାଯ୍ୟ କରିବ । ୨୦୨୪ରେ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ମଣିଷ ଅବତରଣ କରାଇବା…

ଗଛରେ ଝୁଲୁଛନ୍ତି ଶହ ଶହ ନିବସ୍ତ୍ର ନାରୀ

ଥାଇଲାଣ୍ଡର ହିମାଫନ ଜଙ୍ଗଲ ଆଜିବି ରହସ୍ୟ ହୋଇ ରହିଯାଇଛି। ଏଠାରେ ଥିବା ଏକ ଗଛରେ ଆଶ୍ଚର୍ଯ୍ୟ କଲାଭଳି ଫଳକୁ ଦେଖି ଯେ କେହି ଚମକି ଯାଉଛନ୍ତି। ଗଛରେ ଝୁଲୁଛନ୍ତି ଶହ ଶହ ନିବସ୍ତ୍ର ନାରୀ। ଏମାନଙ୍କ ମୁଣ୍ଡର ଚୁଟି ଗଛରେ ବନ୍ଧା…

ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନୀତ ହେଲେ ମୋଦି

ଆବୁଧାବି,୨୪।୮: କ୍ରାଉନ୍‌ ପ୍ରିନ୍ସ ଶେଖ୍‌ ମହମ୍ମଦ ବିନ ଜାୟଦ ଅଲ ନାହୟନ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍‌ ଜାୟଦ’ରେ ସମ୍ମାନୀତ କରିଛନ୍ତି। ମୋଦି ତାଙ୍କର ୨ ଦିନିଆ ଫ୍ରାନ୍ସ ଗସ୍ତ ଶେଷ କରି…

ଅନୁଚ୍ଛେଦ ୩୭୦ ଥିଲା ଆତଙ୍କବାଦର ମୁଖ୍ୟ କାରଣ: ୟୁଏଇରେ କହିଲେ ମୋଦି

ଆବୁଧାବି, ୨୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁଏଇ ଗସ୍ତ ସମୟରେ ଜମ୍ମୁ-କଶ୍ମୀରରୁ ଉଚ୍ଛେଦ ହୋଇଥିବ ଅନୁଚ୍ଛେଦ ୩୭୦ ଉପରେ ସୂଚନା ଦେଇଛନ୍ତି। ଏକ ସାକ୍ଷାତ୍‌କାରରେ ମୋଦି କହିଛନ୍ତି, ଏହି ଅନୁଚ୍ଛେଦ ଯୋଗୁ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଉଥିଲା। ଏହା ଆତଙ୍କବାଦର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?