ଅନ୍ତର୍ଜାତୀୟ

ପାକିସ୍ତାନରେ ହିନ୍ଦୁ ଶିକ୍ଷକଙ୍କ ଉପରେ ଆକ୍ରମଣ, ମନ୍ଦିର ଭଙ୍ଗାରୁଜା

ଇସ୍‌ଲାମାବାଦ୍‌,୧୫।୯: ପାକିସ୍ତାନରେ ପୁଣି ହିନ୍ଦୁଙ୍କ ଉପରେ ଆକ୍ରମଣ। ସିନ୍ଧ୍‌ ପ୍ରାନ୍ତରେ ଜଣେ ହିନ୍ଦୁ ଶିକ୍ଷକଙ୍କ ଉପରେ କିଛି କଠୋରପନ୍ଥୀ ବ୍ୟକ୍ତି ଆକ୍ରମଣ କରିଛନ୍ତି। ସେଠାରେ ଥିବା ଏକ ମନ୍ଦିରରେ ମଧ୍ୟ ଭଙ୍ଗାରୁଜା କରିଛନ୍ତି। ଏସବୁ ଦେଖି ସ୍ଥାନୀୟ ପୋଲିସ ନୀରବ ରହିଛି।…

ଡାକ୍ତରଙ୍କ ମୃତ୍ୟୁ ପରେ ଘରୁ ମିଳିଲା ୨ହଜାରରୁ ଅଧିକ ଭ୍ରୁଣ

ଓ୍ବାଶିଂଟନ,୧୫।୯: ଓ୍ବିଲ କାଉଣ୍ଟି ଶୋରିଫ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ଏକ ସୂଚନା ଅନୁଯାୟୀ, ଜଣେ ଡାକ୍ତରଙ୍କ ମୃତ୍ୟୁ ପରେ ତାଙ୍କ ଘରୁ ପ୍ରାୟ ୨ହଜାର ୨ଶହ ସଂରକ୍ଷିତ ଭ୍ରୁଣ ଉଦ୍ଧାର କରାଯାଇଛି। ଡାକ୍ତର ଜଣକ ଗର୍ଭପାତ କରାଉଥିବା ବେଳେ ତାଙ୍କ ମୃତ୍ୟୁ…

ଚୋରି ହେଲା ୩୫କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ସୁନା ନିର୍ମିତ ଟଏଲେଟ୍‌

ଲଣ୍ଡନ,୧୫।୯:ବ୍ରିଟେନର ଅକ୍ସଫୋର୍ଡଶାୟରରେ ଥିବା ବ୍ଲେନହେମ୍‌ ପ୍ୟାଲେସ୍‌ରେ ଥିବା ୩୫କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ସୁନା ନିର୍ମିତ ଟଏଲେଟ୍‌ଟି ଚୋରି ହୋଇଯାଇଛି। ୧୮ କ୍ୟାରେଟ୍‌ ସୁନାରେ ନିର୍ମିତ ଏହି ଟଏଲେଟଟି ଇଟାଲୀର ଜଣେ କଳାକାର ମ୍ୟାରିଜିଓ କ୍ୟାଟେଲେନ୍‌ ନିର୍ମାଣ କରିଥିଲେ। ଶନିବାର ଭୋର ୪ଟା…

ଭାରତ ସହ ଯୁଦ୍ଧ ହେଲେ ହାରିବ ପାକିସ୍ତାନ: ଇମ୍ରାନ୍‌

ଇସ୍‌ଲାମାବାଦ,୧୫।୯: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପରଠାରୁ ପାକିସ୍ତାନ ଏକ ପ୍ରକାର କାନ୍ଦିବାରେ ଲାଗିଛି। ଏହାକୁ ନେଇ ସେ ବିଶ୍ୱ ଦରବାରରେ ନିନ୍ଦାର ପାତ୍ର ହୋଇସାରିଛି। ଦିନେ ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଉଥିବା ପାକିସ୍ତାନ ଏବେ କିନ୍ତୁ ତା’…

ଓସାମାଙ୍କ ପୁଅ ହମ୍‌ଜା ନିହତ

ଓ୍ବାଶିଂଟନ,୧୫।୯: ଅଲ୍‌-କାଏଦାର ପ୍ରତିଷ୍ଠାତା ଓସାମା ବିନ ଲାଡେନଙ୍କ ପୁଅ ହମ୍‌ଜା ନିହତ ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଶନିବାର ସ୍ପଷ୍ଟ କରିଛନ୍ତି। ପାକ୍‌-ଆଫଗାନିସ୍ତାନ ସୀମାରେ ଆତଙ୍କବାଦ ନିରୋଧୀ ଅଭିଯାନ ବେଳେ ହମ୍‌ଜା ନିହତ ହୋଇଥିଲେ। ଫଳରେ ଅଲ୍‌ କାଏଦା ଜଣେ…

ସମର୍ଥନ ଜୁଟାଇବାରେ ପାକ୍‌ ବିଫଳ

ଜାତିସଂଘ,୧୫।୯: କଶ୍ମୀର ପ୍ରସଙ୍ଗରେ ଅନ୍ତର୍ଜାତୀୟ ହସ୍ତକ୍ଷେପ ପାଇଁ ଜୋରଦାର ଉଦ୍ୟମ ଚଳାଇଥିବା ପାକିସ୍ତାନ ଗୋଟିଏ ପରେ ଗୋଟିଏ ଫୋରମରେ ବିଫଳ ହେବାରେ ଲାଗିଛି। ଏହାକୁ ନେଇ ଭାରତ ଇସ୍‌ଲାମାବାଦକୁ ତୀବ୍ର ସମାଲୋଚନା କରିଛି। ଜାତିସଂଘ ସୁରକ୍ଷା ପରିଷଦ ଓ ମାନବାଧିକାର ପରିଷଦରେ…

ଜାପାନରେ ୭୧ ହଜାରରୁ ଊର୍ଦ୍ଧ୍ୱ ଲୋକ ଦେଖି ସାରିଲେଣି ଶହେ ବସନ୍ତ

ଟୋକିଓ,୧୪।୯: ଜପାନରେ ଜନ୍ମହାର କମ୍‌ ହେବା ଓ ବୟସ୍କଙ୍କ ସଂଖ୍ୟା ବୃଦ୍ଧି ପାଇବା ଏବେ ଚିନ୍ତାର କାରଣ ପାଲଟିଛି। ଏଠାରେ ପ୍ରଥମ ଥର ଶହେ ବର୍ଷ ଅତିକ୍ରମ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୭୧ ହଜାର ଟପି ଯାଇଛି। ଦେଶରେ ଲାଗାତାର ୪୯…

ଗଧ ମେଳା କରି ଆର୍ଥିକ ସ୍ଥିତି ସୁଧାରିବାକୁ ଚାହୁଁଛି ପାକିସ୍ତାନ

ଇସ୍‌ଲାମାବାଦ,୧୪।୯: ଭାରତରେ କାହାକୁ ଗଧ କହିଦେଲେ ପରିସ୍ଥିତି ଖରାପ ହୋଇଯାଇଥାଏ। ହେଲେ ପାକିସ୍ତାନ ଏବେ ଏହି ଗଧକୁ ତା’ର ରୋଜଗାରର ପ୍ରମୁଖ ମାଧ୍ୟମ ବୋଲି ଧରି ନେଇଛି। କାରଣ ଗଧ ମେଳା ଲଗାଇ ଏବେ ପାକିସ୍ତାନ ତା’ର ଅର୍ଥ ବ୍ୟବସ୍ଥାକୁ ସୁଧାରିବାକୁ…

ସୌଦି ଆରମକୋ ଅଏଲ ପ୍ଲାଣ୍ଟରେ ଡ୍ରୋନ୍‌ ଆକ୍ରମଣ: ଲାଗିଲା ନିଆଁ

ରିୟାଦ,୧୪।୯: ସୌଦି ଆରବରେ ଥିବା ବିଶ୍ୱର ସବୁଠାରୁ ବଡ ସୌଦି ଆରମକୋ ଅଏଲ ପ୍ଲାଣ୍ଟରେ ଶନିବାର ଡ୍ରୋନ୍‌ ଆକ୍ରମଣ ଫଳରେ ନିଆଁ ଲାଗି ଯାଇଛି। ସୌଦି ଆରବର ଗୃହମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ତେବେ ଡ୍ରୋନ୍‌ ଆକ୍ରମଣ ଫଳରେ ପ୍ଲାଣ୍ଟରେ…

ଲୋ-କ୍ୟାଲୋରିରୁ ହାଡ଼ ଦୁର୍ବଳ

ଓ୍ବାଶିଂଟନ, ୧୪ା୯: ଓଜନ ବଢ଼ିବାକୁ ନେଇ ଏବେ ସବୁଠି ଚିନ୍ତା। ବ୍ୟାୟାମ କରିବା ଆଉ ତା’ ସାଙ୍ଗକୁ କମ୍‌ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇବା ଅଭ୍ୟାସ ହୁଏତ ଜଣକୁ ଘାତକ ବ୍ୟାଧିରେ ପକାଇ ଦେଇପାରେ। ବୋନ୍‌ ଆଣ୍ଡ ମିନେରାଲ ରିସର୍ଚ୍ଚ ଜର୍ନାଲ…

ବୈଠକରେ ଯୋଗ ଦେଲାନି ହେଲେ ରାତ୍ର ଭୋଜନ ପାଇଁ ପହଞ୍ଚିଲା ଦରିଦ୍ର ପାକିସ୍ତାନ

ନୂଆଦିଲ୍ଲୀ,୧୪।୯: ଜମ୍ମୁ-କଶ୍ମୀର ମାମଲାକୁ ନେଇ ପାକିସ୍ତାନ ଯେଉଁଭଳି ବିରୋଧୀ ମତ ଦେଉଛି ତା’ର ଏକ ସ୍ପଷ୍ଟ ଚିତ୍ର ପୁଣି ଦେଖିବାକୁ ମିଳିଛି। ନିଜର ପୂର୍ବ ପ୍ରକୃତିକୁ ନେଇ ଏବେ ବଦନାମ ହୋଇଛି ପାକିସ୍ତାନ। ଭାରତ ଦ୍ୱାରା ଦିଲ୍ଲୀରେ ଆୟୋଜିତ ଦୁଇ ଦିବସୀୟ…

ଆଉ ଜଣେ ପାକ୍‌ ଚରମପନ୍ଥୀଙ୍କୁ ଗ୍ଲୋବାଲ୍‌ ଟେରରିଷ୍ଟ ଘୋଷଣା କଲା ଆମେରିକା

ଓ୍ବାଶିଂଟନ,୧୪।୯: ପାକିସ୍ତାନର ଆଉ ଜଣେ ଚରମପନ୍ଥୀଙ୍କୁ ଆମେରିକା ୨ ଦିନ ତଳେ ଗ୍ଲୋବାଲ୍‌ ଟେରରିଷ୍ଟ ଘୋଷଣା କରିଛି। ଏହାସହ ଆମେରିକା ଉକ୍ତ ଆତଙ୍କବାଦୀଙ୍କ ଉପରେ ୫୦ ଲକ୍ଷ ଡଲାର ପୁରସ୍କାର ମଧ୍ୟ ଘୋଷଣା କରିଛି। ତେବେ ଆମେରିକା ଯାହାଙ୍କୁ ଗ୍ଲୋବାଲ୍‌ ଟେରରିଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?