ଅନ୍ତର୍ଜାତୀୟ

ୟେମେନରେ ଜାତିସଂଘ ମିଶନର ମୁଖ୍ୟ ଅଭିଜିତ୍‌ ଗୁହା

ଜାତିସଂଘ,୧୪ା୯(ପି.ଟି.): ୟେମେନରେ ଜାତିସଂଘ ମିଶନର ମୁଖ୍ୟ ଭାବେ ଅବସରପ୍ରାପ୍ତ ଭାରତୀୟ ସେନା ଅଧିକାରୀ ଲ୍ୟୁଟନାଣ୍ଟ ଜେନେରାଲ ଅଭିଜିତ୍‌ ଗୁହାଙ୍କୁ ଦାୟିତ୍ୱ ମିଳିଛି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ଗୁରୁବାର ତାଙ୍କୁ ଜାତିସଂଘ ମିଶନର ମୁଖ୍ୟ ନିଯୁକ୍ତ କରିଛନ୍ତି।

ଆମେରିକାରେ ‘ମୋଦି ଅଭିନନ୍ଦନ’ କାର୍ଯ୍ୟକ୍ରମ: ଯୋଗଦେବେ ୬୦ କଂଗ୍ରେସ ସଦସ୍ୟ

ହ୍ୟୁଷ୍ଟନ,୧୪ା୯(ପି.ଟି.): ହ୍ୟୁଷ୍ଟନ ସହରରେ ସେପ୍ଟେମ୍ବର ୨୨ରେ ଅନୁଷ୍ଠିତ ହେବାକୁ ଥିବା ମେଗା ପ୍ରବାସୀ ଭାରତୀୟ ସମ୍ମିଳନୀ ‘ହାଓଡି ମୋଦି’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ବାଗତ କରିବା ଲାଗି ୬୦ରୁ ଊର୍ଦ୍ଧ୍ୱ ଆମେରିକା କଂଗ୍ରେସ ଓ ସିନେଟ ସଦସ୍ୟ ଉପସ୍ଥିତ ରହିବେ। ସେମାନଙ୍କ…

ବାଂଲାଦେଶର ସୀମାସ୍ତମ୍ଭରୁ ହଟିଲା ପାକିସ୍ତାନ

ଢାକା,୧୪ା୯(ଆଇଏଏନ୍‌ଏସ୍‌): ବାଂଲାଦେଶ ମୁକ୍ତି ଯୁଦ୍ଧର ୪୮ ବର୍ଷ ପରେ ଏହି ଦେଶର ସମସ୍ତ ସୀମାସ୍ତମ୍ଭ (ବୋର୍ଡର ପିଲାର)ରୁ ପାକିସ୍ତାନର ନାମକୁ ହଟାଇ ଦିଆଯାଇଛି। ୧୯୪୭ରେ ଦେଶ ବିଭାଜନ ବେଳେ ଏହି ସୀମାସ୍ତମ୍ଭଗୁଡ଼ିକୁ ସ୍ଥାପନ କରାଯାଇଥିଲା। ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ନିର୍ଦ୍ଦେଶକ୍ରମେ…

ମୋଦିଙ୍କୁ କାପୁରୁଷ ବୋଲି କହିଲେ ଇମ୍ରାନ

ଇସ୍‌ଲାମାବାଦ,୧୩।୯: କଶ୍ମୀର ପ୍ରସଙ୍ଗକୁ ନେଇ ପୁଣିଥରେ ଗର୍ଜିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ। ପାକ୍‌ ଅଧିକୃତ କଶ୍ମୀର(ପିଓକେ)ର ମୁଜ୍ଜାଫରାବାଦରେ ଶୁକ୍ରବାର ସେ ଏକ ରାଲିକୁ ସମ୍ବୋଧନ ଦେବା ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କାପୁରୁଷ ବୋଲି କହିଛନ୍ତି। ମୋଦିଙ୍କ ଭଳି…

ଭାରତକୁ ଯୁଦ୍ଧ ଧମକ ଦେଲେ ଇମ୍ରାନ

ଇସ୍‌ଲାମାବାଦ,୧୩।୯: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଭାରତ ବିରୋଧରେ ପୁଣି ସ୍ବର ଉଠାଇଛନ୍ତି। ଏଥର ସେ ଭାରତକୁ ଯୁଦ୍ଧ ଧମକ ଦେଇଛନ୍ତି। ଶୁକ୍ରବାର ସେ ପାକ୍‌ ଅଧିକୃତ କଶ୍ମୀର(ପିଓକେ)ର ମୁଜ୍ଜଫରାବାଦରେ ଏକ ରାଲିକୁ ସମ୍ବୋଧନ ଦେବା ଅବସରରେ ପୁଣିଥରେ ଭାରତ ବିରୋଧରେ…

ମୁହଁ ଖୋଲିଲା ପାକିସ୍ତାନ: ଆତଙ୍କବାଦୀ ସୃଷ୍ଟି ପାଇଁ ଆମେରିକା ଦେଇଥିଲା ଆର୍ଥିକ ସହାୟତା

ଇସ୍‌ଲାମାବାଦ,୧୩।୯: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଗୋଟିଏ ପରେ ଗୋଟିଏ ସତ ମାନୁଛନ୍ତି। ଏବେ ଇମ୍ରାନ୍‌ କହିଛନ୍ତି କି ୧୯୮୦ରେ ଆଫଗାନିସ୍ତାନରେ ରୁଷ( ତତ୍କାଳିନ ସୋଭିଏତ୍‌ ସଂଘ)ବିରୋଧରେ ଲଢିବା ପାଇଁ ପାକିସ୍ତାନ ଜେହାଦିଙ୍କୁ ପ୍ରସ୍ତୁତ କରିଥିଲା। ଏମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଥିଲା।…

ପାକିସ୍ତାନ ସଂସଦରେ ହଙ୍ଗାମା: ‘ଗୋ ନିୟାଜି ଗୋ’ ସ୍ଲୋଗାନ ଦେଲେ ବିରୋଧୀ

ଇସ୍‌ଲାମାବାଦ,୧୩।୯: ପାକିସ୍ତାନ ସଂସଦରେ ଗୁରୁବାର ଆୟୋଜିତ ଯୁଗ୍ମ ଅଧିବେଶନରେ ହଙ୍ଗାମା ହୋଇଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କାର୍ଯ୍ୟକାଳ ୧ବର୍ଷ ପୂର୍ତ୍ତି ଅବସରରେ ଏହି ଅଧିବେଶନ ଡକାଯାଇଥିଲା। ଅଧିବେଶନ ଆରମ୍ଭ ହେବା ମାତ୍ରେ ରାଷ୍ଟ୍ରପତି ଆରିଫ ଆଲଓ୍ବି ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଶୁଭେଚ୍ଛା…

ଶେଷରେ ମାନିଲା ପାକିସ୍ତାନ: ଆତଙ୍କବାଦୀ ସଂଗଠନକୁ ପାକିସ୍ତାନରେ ଟ୍ରେନିଂ ଦିଆଯାଉଛି

ଇସାଲାମାବାଦ୍‌,୧୩।୯: ଆତଙ୍କବାଦୀ ସଂଗଠନକୁ ପାକିସ୍ତାନରେ ଟ୍ରେନିଂ ଦିଆଯାଉଛି ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଶେଷରେ ସ୍ବୀକାର କରିଛନ୍ତି। ୮୦ ଦଶକରେ ସୋଭିଏଟ ରୁଷ ଆଫଗାନିସ୍ତାନ ଉପରେ କବ୍ଜା କରିଥିବାବେଳେ ପାକିସ୍ତାନ ଆତଙ୍କବାଦୀ ସଂଗଠନ ମୁଜାହିଦ୍ଦିନଙ୍କୁ ତା’ ବିରୋଧରେ ଜିହାଦ କରିବା…

କୁଳଭୂଷଣଙ୍କୁ ଆଉ ମିଳିବନି ଆଇନଗତ ସହାୟତା

ଇସ୍‌ଲାମାବାଦ,୧୩-୯(ପି.ଟି.):ପାକିସ୍ତାନର ଜେଲରେ ଥିବା ଭାରତର ପୂର୍ବତନ ନୌସେନା ଅଧିକାରୀଙ୍କୁ ଉଚ୍ଚାୟୁକ୍ତଙ୍କ ଜରିଆରେ ଦ୍ୱିତୀୟ ଥର ପାଇଁ ଆଇନଗତ ସହାୟତା ଦେବାକୁ ମନାକରିଦେଇଛି ଇସ୍‌ଲାମାବାଦ। ଆଉ ଥରେ କନ୍‌ସୁଲାର ଆକ୍‌ସେସ୍‌ ପାଇଁ କୌଣସି ଯୋଜନା ନାହିଁ ବୋଲି ଗୁରୁବାର ପାକିସ୍ତାନ ବହିର୍ବ୍ୟାପାର ମୁଖପାତ୍ର…

ସତ ମାନିଲା ପାକ୍‌:ହାଫିଜ୍‌ଙ୍କ ପାଇଁ ଖର୍ଚ୍ଚ କରିଛୁ କୋଟି କୋଟି

ଇସ୍‌ଲାମାବାଦ,୧୩-୯:ଅକଳରେ ପଡ଼ି ଶେଷରେ ସତ ମାନିଛି ପାକିସ୍ତାନ। ବମ୍ବେ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ତାଙ୍କ ସଙ୍ଗଠନ ଜମାତ୍‌-ଉଦ୍‌-ଦାଓ୍ବା (ଜେୟୁଡି) ପଛରେ ପାକିସ୍ତାନ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିବା ସେଠାକାର ସ୍ବରାଷ୍ଟ୍ରମନ୍ତ୍ରୀ ଐଜାଜ୍‌ ଅହମ୍ମଦ ସ୍ବୀକାର କରିଛନ୍ତି। ଘରୋଇ ଟିଭି…

‘ଭାରତର ପଦକ୍ଷେପ ଶାନ୍ତିଭଙ୍ଗ କରିବ’

ଇସ୍‌ଲାମାବାଦ,୧୩-୯(ପି.ଟି.): ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରି ନୂଆଦିଲ୍ଲୀ ଭାରତୀୟ ସମ୍ବିଧାନ ଓ ଶିମ୍‌ଲା ଚୁକ୍ତିକୁ ଉଲ୍ଲଂଘନ କରିଛି । କଶ୍ମୀରରେ ଭାରତର ପଦକ୍ଷେପ କ୍ଷେତ୍ରୀୟ ଶାନ୍ତି ପାଇଁ ବିପଦ ବୋଲି ଗୁରୁବାର ପାକିସ୍ତାନ ରାଷ୍ଟ୍ରପତି ଆରିଫ୍‌ ଅଲ୍‌ଓ୍ବି ସମାଲୋଚନା କରିଛନ୍ତି।…

ଆକସ୍ମିକ ଯୁଦ୍ଧର ସଙ୍କେତ ଦେଲା ପାକ୍‌

ଜେନେଭା,୧୩-୯ (ଆଇଏଏନ୍‌ଏସ୍‌):ଭାରତକୁ ଆଣବିକ ଯୁଦ୍ଧାସ୍ତ୍ରର ଭୟ ଦେଖାଉଥିବା ପାକିସ୍ତାନ ଏବେ ‘ଆକସ୍ମିକ ଯୁଦ୍ଧ’ର ସଙ୍କେତ ଦେଇଛି। କଶ୍ମୀର ପ୍ରସଙ୍ଗରେ ଭାରତ ସହ ଯୁଦ୍ଧର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ୍‌ କୁରେଶୀ କହିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?