ଅନ୍ତର୍ଜାତୀୟ

ଧର୍ମପତ୍ନୀଙ୍କ ସହ ଫୁଟବଲ ଷ୍ଟାଡିୟମ ପହଞ୍ଚିଥିଲେ ରାଷ୍ଟ୍ରପତି, ସେଠାରେ ଏମିତି କାମ କଲେ ଯେ ଭିଡ଼ିଓ ହେଉଛି ଭାଇରାଲ

ଓ୍ବାଶିଂଟନ,୧୪।୭: ୧୩ ଜୁଲାଇ ୨୦୨୪… ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ରାଲି ଚାଲିଥିଲା ଏବଂ ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ନିର୍ବାଚନୀ ମଇଦାନରେ ଥିଲେ। ପେନସିଲଭାନିଆରେ ଏକ ରାଲିକୁ ସମ୍ବୋଧିତ କରୁଥିବା ସମୟରେ ଟ୍ରମ୍ପଙ୍କ ଉପରେ ଆକ୍ରମଣ ହୋଇଥିଲା।…

ଶାନ୍ତି ଶାନ୍ତି ବୋଲି ଚିତ୍କାର କରୁଛନ୍ତି ଶହବାଜ! କଶ୍ମୀର ପ୍ରସଙ୍ଗକୁ ନେଇ ପୁଣି…

ନୂଆଦିଲ୍ଲୀ/ଇସଲାମାବାଦ,୧୪।୭: କଶ୍ମୀର ସହିଦ ଦିବସ ଅବସରରେ ରବିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ପୁଣିଥରେ ସେହି ସମାନ କଥା ଦୋହରାଇଛନ୍ତି ଯାହା ପାକିସ୍ତାନ ବର୍ଷ ବର୍ଷ ଧରି କରିଆସୁଛି। ସେ କହିଛନ୍ତି ଯେ ପାକିସ୍ତାନ ଜମ୍ମୁ ଏବଂ କଶ୍ମୀରର ଲୋକଙ୍କୁ ରାଜନୈତିକ,…

ମହାକାଶରୁ ଫେରୁଛନ୍ତି ଶୁଭାଂଶୁ, ସାଙ୍ଗରେ ଆଣୁଛନ୍ତି…

ନୂଆଦିଲ୍ଲୀ,୧୪।୭: ଆନ୍ତର୍ଜାତୀୟ ମହାକାଶ ଷ୍ଟେଶନ (ISS) ରେ ୧୮ ଦିନ ବିତାଇବା ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ବୈଜ୍ଞାନିକ ପରୀକ୍ଷଣ କରିବା ପରେ, ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଏବେ ପୃଥିବୀକୁ ଫେରିବାକୁ ପ୍ରସ୍ତୁତ। Axiom-4 ମିଶନ ଅଧୀନରେ, ସେ ଏବଂ…

ଅହମ୍ମଦାବାଦ ପରି ଆଉ ଏକ ବିମାନ ଦୁର୍ଘଟଣା, ଉଡ଼ାଣ ପରେ ପାଲଟିଲା ନିଆଁ ପିଣ୍ଡୁଳା

ଲଣ୍ଡନ,୧୪ା୭: ଲଣ୍ଡନ ବିମାନବନ୍ଦରରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। କୁହାଯାଉଛି ଯେ, ଅହମ୍ମଦାବାଦରେ ଘଟିଥିବା ବିମାନ ଦୁର୍ଘଟଣା ପରି ଏହି ଦୁର୍ଘଟଣା ଘଟିଛି। ରବିବାର ଅପରାହ୍ନରେ ଉଡ଼ାଣର କିଛି ସେକେଣ୍ଡ ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଯେପରି ଏକ ଅଗ୍ନିପିଣ୍ଡୁଳାରେ…

ଚାଇନାକୁ ଲାଗିବ ଜବରଦସ୍ତ ଝଟକା! ଲଦାଖ ପହଞ୍ଚିଲେ ଦଲାଇ ଲାମା

ନୂଆଦିଲ୍ଲୀ/ବେଜିଂ,୧୨।୭: ଦଲାଇ ଲାମାଙ୍କ ଉତ୍ତରାଧିକାରୀ ବିବାଦରେ ରାଗି ଥିବା ଚାଇନା, ଲଦାଖରେ ହୋଇଥିବା ଏକ ନୂଆ ଘଟଣାକୁ ନେଇ ପୁଣି ରାଗିଯାଇପାରେ। ଦଲାଇ ଲାମା ଏକ ମାସ ଧରି ଲଦାଖରେ ରହିବା ପାଇଁ ହିମାଚଳ ପ୍ରଦେଶର ଧର୍ମଶାଳାରୁ ଭାରତୀୟ ବାୟୁସେନାର ଏକ…

ରାଗିଲେ ଟ୍ରମ୍ପ, ଲଗାଇଲେ ୩୦ ପ୍ରତିଶତ ଶୁଳ୍କ

ଓ୍ବାଶିଂଟନ,୧୨।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର (୧୨ ଜୁଲାଇ, ୨୦୨୫) ମେକ୍ସିକୋ ଏବଂ ୟୁରୋପୀୟ ସଂଘ ଉପରେ ତାଙ୍କର ଶୁଳ୍କ ବୋମା ପକାଇଛନ୍ତି। ଟ୍ରମ୍ପ ମେକ୍ସିକୋ ଏବଂ ୟୁରୋପୀୟ ସଂଘ ପାଇଁ ନୂତନ ଶୁଳ୍କ ସମ୍ପର୍କରେ ଏକ ଚିଠି ଜାରି…

ପାଗ ଠିକ୍‌ ରହେ ଏହି ଦିନ ପୃଥିବୀକୁ ଫେରିବେ ଶୁଭାଂଶୁ

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ, ୧୨ା୭: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)ରେ ୧୮ ଦିନ ରହିବା ପରେ ବାୟୁସେନା ଗ୍ରୁପ୍‌ କ୍ୟାପ୍ଟେନ ତଥା ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ଆସନ୍ତା ୧୫ ତାରିଖ ଭାରତୀୟ ସମୟ ଅପରାହ୍ନ ୩ଟାରେ ଆକ୍ସିଓମ-୪ ମିଶନର ନିଜର ୩ ସାଥୀ…

ୟୁକ୍ରେନ ଉପରେ ସବୁଠାରୁ ବଡ଼ ଆକ୍ରମଣ କଲା ରୁଷିଆ, ଇରାନର ଡ୍ରୋନ-ଘାତକ ମିଶାଇଲ ଉଡାଇଲା ହୋସ୍‌

ମସ୍କୋ,୧୨।୭: ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି କହିଛନ୍ତି ଯେ ଶୁକ୍ରବାର ରାତିରେ ରୁଷିଆ ୟୁକ୍ରେନ ଉପରେ ୫୯୭ ଡ୍ରୋନ ଏବଂ 26 କ୍ଷେପଣାସ୍ତ୍ର ମାଡ଼ କରିଛି। ସେ କହିଛନ୍ତି ଯେ ଏହା ସାମ୍ପ୍ରତିକ ସମୟରେ ରୁଷିଆର ସବୁଠାରୁ ବଡ଼ ଆକ୍ରମଣ। ଜେଲେନ୍ସକିଙ୍କ…

ଇସ୍ତଫା ଦେଇପାରନ୍ତି FBI ମୁଖ୍ୟ, ଟ୍ରମ୍ପ ପ୍ରଶାସନ ନିକଟରେ ପହଞ୍ଚିଲା ଏପଷ୍ଟିନ ଫାଇଲ ବିବାଦ ମାମଲା

ଓ୍ବାଶିଂଟନ,୧୨।୭: ଆମେରିକାରେ କୁଖ୍ୟାତ ଜେଫ୍ରି ଏପଷ୍ଟିନ ମାମଲାର ତଦନ୍ତ ନିରନ୍ତର ଆଗକୁ ବଢୁଛି। କୁହାଯାଉଛି ଯେ ଏହି ମାମଲା ଟ୍ରମ୍ପ ପ୍ରଶାସନ ପର୍ଯ୍ୟନ୍ତ ପହଞ୍ଚିବା ଆରମ୍ଭ କରିଛି। ସମ୍ପ୍ରତି ଏକ ଖବର ଆସିଥିଲା ଯେ ଏଫବିଆଇ ଡେପୁଟି ଡାଇରେକ୍ଟର ଡାନ ବୋଙ୍ଗିନୋ…

କମେଡି କିଙ୍ଗଙ୍କୁ ଧମକ ଦେଲେ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ

ଓଟାଓ୍ବା,୧୨।୭: କାନାଡାରେ ହାସ୍ୟ ଅଭିନେତା କପିଲ ଶର୍ମାଙ୍କ କାଫେରେ ଗୁଳିକାଣ୍ଡ ଘଟଣାର ତଦନ୍ତ କରୁଛି କାନାଡା ପୋଲିସ। ପ୍ରାରମ୍ଭିକ ତଦନ୍ତରେ ଖଲିସ୍ତାନୀ ସମର୍ଥକଙ୍କ ସମ୍ପୃକ୍ତି ସନ୍ଦେହ ସୃଷ୍ଟି ହୋଇଛି। ଏହି ସମୟରେ, ଖଲିସ୍ତାନୀ ସଂଗଠନ ଶିଖ ଫର ଜଷ୍ଟିସ (SFJ)ର ପ୍ରତିଷ୍ଠାତା…

ରୁଷିଆରୁ ତୈଳ କିଣିବା ପଡିବ ମହଙ୍ଗା, ଭାରତ ଉପରେ ୫୦୦ ପ୍ରତିଶତ ଟାରିଫ୍‌ ଲଗାଇବେ ଟ୍ରମ୍ପ!

ଓ୍ବାଶିଂଟନ୍‌,୧୨।୭: ଭାରତ ଏବଂ ରୁଷିଆ ମଧ୍ୟରେ ବନ୍ଧୁତା ଯୋଗୁ ଆମେରିକା ଏବେ ଅଧିକ ବିରକ୍ତ। ଦୁଇ ବଡ଼ ଆମେରିକୀୟ ନେତା ଲିଣ୍ଡସେ ଗ୍ରାହାମ (ରିପବ୍ଲିକାନ) ଏବଂ ରିଚାର୍ଡ ବ୍ଲୁମେନ୍ଥଲ (ଡେମୋକ୍ରାଟ) ମିଳିତ ଭାବରେ ଏକ ବିଲ ଆଗତ କରିଛନ୍ତି, ଯେଉଁଥିରେ ରୁଷିଆରୁ…

ପାକିସ୍ତାନ ହୋଇଯିବ ଛାରଖାର୍‌: ରକ୍ତମୁଖା ହେଲାଣି ବଲୁଚ୍‌ ଲିବରେଶନ୍‌ ଆର୍ମି

ଇସଲାମାବାଦ୍‌,୧୨।୭: ପାକିସ୍ତାନୀ ସେନା ବିରୋଧରେ ବଲୁଚ ବିଦ୍ରୋହୀ ଗୋଷ୍ଠୀ ବଲୁଚ୍‌ ଲିବରେଶନ୍‌ ଆର୍ମି (BLF)ର ୩ ଦିନିଆ ଅପରେଶନ BAM ନାମରେ ଚାଲିଥିବା ଅପରେଶନ ଏବେ ଶେଷ ହୋଇଛି। BLF ଦାବି କରିଛି ଯେ, ୯ ଜୁଲାଇରୁ ୧୧ ଜୁଲାଇ ପର୍ଯ୍ୟନ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri