ଅନ୍ତର୍ଜାତୀୟ

ପ୍ୟାଣ୍ଟ୍‌ ଛାଡ଼ି ଯୁଦ୍ଧ ମଇଦାନରୁ ଦୌଡ଼ିଲେ ପାକିସ୍ତାନ ସୈନିକ: ସେଲିବ୍ରେଶନ କଲେ ତାଲିବାନ

ନୂଆଦିଲ୍ଲୀ,୧୬।୧୧: ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ରହିଛି। କିଛି ସମୟ ଧରି ଉଭୟ ପକ୍ଷରୁ ଆକ୍ରମଣ ଚାଲିଛି, ଯାହା ଫଳରେ ଅନେକ ସୈନିକଙ୍କ ମୃତ୍ୟୁ ଘଟିଛି। ତାଲିବାନ ଏବଂ ପାକିସ୍ତାନ ୪୮ ଘଣ୍ଟାର ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି।…

ରୁଷିଆଠାରୁ ଭାରତ ତେଲ କିଣିବ କି ନାହିଁ ହେଲା ସ୍ପଷ୍ଟ, ପୁଣି ଥରେ ଧରାପଡ଼ିଗଲା ଟ୍ରମ୍ପଙ୍କ ମିଛ

ନୂଆଦିଲ୍ଲୀ,୧୬ା୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରି କହିଛନ୍ତି ଯେ, ଭାରତ ଆଉ ରୁଷିଆରୁ ତେଲ କିଣିବ ନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏହି ବିଷୟରେ ଆଶ୍ୱାସନା ଦେଇଛନ୍ତି। ଟ୍ରମ୍ପଙ୍କ ବୟାନ…

ବିଳିବିଳେଇ ହୋଇ ଏମିତି କଥା କହିଦେଲେ ଟ୍ରମ୍ପ: ସାରା ବିଶ୍ୱରେ ହଲଚଲ

ଓ୍ବାଶିଂଟନ୍‌,୧୬।୧୦: ଆମେରିକାର ରାଷ୍ଟ୍ରପତି ବହୁତ ଦିନ ଧରି ନୋବେଲ ପୁରସ୍କାର ପାଇବାକୁ ଚାହିଁ ରହିଥିଲେ, କିନ୍ତୁ ତାଙ୍କୁ ଏହା ମିଳି ନ ଥିଲା। ଟ୍ରମ୍ପ ଗଭୀର ନିରାଶ ହୋଇଥିଲେ। ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଦାୟୀ ବୋଲି…

ପାକିସ୍ତାନ ସରକାରଙ୍କୁ ବରବାଦ କରିଦେବେ ଏହି ୪ ବ୍ୟକ୍ତି, ଯୁଦ୍ଧ ସ୍ଥିତି ମଧ୍ୟରେ…

ଇସଲାମାବାଦ,୧୫।୧୦: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ପରିସ୍ଥିତି କ୍ରମଶଃ ଉତ୍ତେଜନାପୂର୍ଣ୍ଣ ହେବାରେ ଲାଗିଛି। ପାକିସ୍ତାନ ଏବଂ ଆଫଗାନିସ୍ତାନ ସୀମାରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଚାରି ଜଣ ପ୍ରମୁଖ ବ୍ୟକ୍ତିଙ୍କ ଭୂମିକା ଦେଶ ପାଇଁ ଏକ ଗମ୍ଭୀର ଚ୍ୟାଲେଞ୍ଜ…

ଚାଇନାକୁ ଆମେରିକାର ଗୁପ୍ତ ଦସ୍ତାବିଜ ଦେଇଦେଲେ ଭାରତୀୟ ବଂଶୋଦ୍ଭବ: ବାନ୍ଧିଲା ପୋଲିସ

ଓ୍ବାଶିଂଟନ୍‌,୧୫।୧୦: ଆମେରିକା ଜଣେ ବୈଦେଶିକ ନୀତି ବିଶେଷଜ୍ଞ ଏବଂ ଦେଶ ସହ ଜଡିତ ଗୋପନୀୟ ସୂଚନା ପାଇବାର ଅଧିକାରୀ ଥିବା ବରିଷ୍ଠ ପରାମର୍ଶଦାତା ଆଶଲି ଟେଲିସଙ୍କୁ ପୋଲିସ ଗିରଫ କରିଛି। ଟେଲିସଙ୍କ ଉପରେ ଚାଇନା ପାଇଁ ଗୁପ୍ତଚର କାର୍ଯ୍ୟ କରିବାର ଅଭିଯୋଗ…

ଆମେରିକାକୁ ବଡ଼ ଝଟ୍‌କା: ୨୦ ବର୍ଷରେ ପ୍ରଥମଥର ଘଟିଲା…

ନୂଆଦିଲ୍ଲୀ,୧୫।୧୦: ବିଶ୍ୱର ଶକ୍ତିଶାଳୀ ଦେଶଗୁଡ଼ିକର ପାସପୋର୍ଟକୁ ସ୍ଥାନିତ କରୁଥିବା ସଂସ୍ଥା ହେନଲି ପାସପୋର୍ଟ ଇଣ୍ଡେକ୍ସ ଏହାର ୨୦୨୫ ପାସପୋର୍ଟ ରାଙ୍କିଂ ପ୍ରକାଶ କରିଛି। ଏହି ରିପୋର୍ଟ ଆମେରିକାକୁ ଏକ ବଡ଼ ଝଟକା ଦେଇଛି। ତଥ୍ୟ ଅନୁଯାୟୀ, ୨୦ ବର୍ଷ ମଧ୍ୟରେ ପ୍ରଥମ…

ଚାଇନା କଲା ଏମିତି କାମ, ରାଗିକି ନିଆଁବାଣ ହୋଇଗଲେ ଟ୍ରମ୍ପ, କହିଲେ ଶେଷ କରିଦେବୁ…

ଓ୍ବାଶିଂଟନ,୧୫।୧୦: ଆମେରିକା ଏବଂ ଚାଇନା ମଧ୍ୟରେ ଟାରିଫ୍‌ ଯୁଦ୍ଧ ଆକ୍ରମଣାତ୍ମକ ରୂପ ନେବା ପରି ମନେ ହେଉଛି। ଚାଇନା ପୂର୍ବରୁ ସୋୟାବିନ ନ କିଣିବା ନିଷ୍ପତ୍ତି ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚକିତ କରିଥିଲା। ଏବେ, ଟ୍ରମ୍ପ ବେଜିଂକୁ ରନ୍ଧନ ତେଲ…

‘ସେମାନେ ମୋର ଚୁଟିକୁ ଗାଏବ କରିଦେଲେ’, କାହାକୁ ଏମିତି ରାଗିକି କହିଲେ ଟ୍ରମ୍ପ

ଓ୍ବାଶିଂଟନ,୧୫।୧୦: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟାଇମ ପତ୍ରିକା କଭରରେ ତାଙ୍କର ଏକ ଫଟୋ ପାଇଁ ମାଗାଜିନ୍‌କୁ ସମାଲୋଚନା କରିଛନ୍ତି, ଯେଉଁଥିରେ ତାଙ୍କ କେଶ ଦେଖାଯାଉନାହିଁ। ଟ୍ରମ୍ପ କହିଛନ୍ତି ଯେ ଫଟୋଟି ସେ କେବେ ଦେଖିନଥିବା ସବୁଠାରୁ ଖରାପ। ଆମେରିକାର ରାଷ୍ଟ୍ରପତି…

ଟ୍ରମ୍ପଙ୍କୁ ବଡ଼ ଝଟକା ଦେଲେ ଜିନପିଙ୍ଗ, ଜାଣନ୍ତୁ କେତେ କ୍ଷତିଗ୍ରସ୍ତ ହେବ ଆମେରିକା

ବେଜିଂ,୧୫।୧୦: ଟାରିଫ୍‌ ଯୋଗୁଁ ଆମେରିକା ଏବଂ ଚାଇନା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଚାଇନା ପୂର୍ବରୁ ସୋୟାବିନ ଏବଂ ସେମିକଣ୍ଡକ୍ଟର୍‌ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା, କିନ୍ତୁ ଏବେ ଏହା ଆମେରିକାକୁ ଆହୁରି ଏକ ଗୁରୁତ୍ୱପୂର୍ଣ୍ଣ ଆଘାତ ଦେଇଛି। ରାଷ୍ଟ୍ରପତି ସି…

ହାତ ଯୋଡିଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ, ୩ ଦିନ ପରେ ବି ମିଳିଲା ନାହିଁ ଭିଜା

ଇସଲାମାବାଦ,୧୪।୧୦: ଆଫଗାନିସ୍ତାନ ଉଚ୍ଚସ୍ତରୀୟ ପାକିସ୍ତାନୀ ପ୍ରତିନିଧି ଦଳକୁ କାବୁଲ ଗସ୍ତ କରିବା ପାଇଁ ବାରମ୍ବାର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଆସିଛି। ଗତ ତିନି ଦିନ ମଧ୍ୟରେ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ମହମ୍ମଦ ଆସିଫ, ଆଇଏସଆଇ ମୁଖ୍ୟ ଅସୀମ ମାଲିକ ଏବଂ ଅନ୍ୟ…

Xiaomi କାରରେ ହଠାତ ଲାଗିଲା ନିଆଁ, ଡୋର ଲକ ହେବାରୁ ଜୀବନ୍ତ ଜଳିଗଲେ ଡ୍ରାଇଭର, ଦେଖନ୍ତୁ ଭିଡିଓ

ବେଜିଂ,୧୪।୧୦: ଚାଇନାରେ ଏକ କାର ଦୁର୍ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରାସ୍ତା ମଝିରେ ହଠାତ ଏକ କାର ନିଆଁରେ ଜଳିଯାଇଛି। କାରଟି ହେଉଛି ଚାଇନା ଶାଓମି କାର୍‌। ଏଥିରେ ନିଅଁ ଲାଗିବା ପରେ ହଠାତ ଡୋର୍‌ ଲକ୍‌ ହୋଇଯାଇଥିଲା, ଯାହା ଫଳରେ…

ଗାଜା ହିଂସାରେ ପାଲେଷ୍ଟାଇନର ଜଣାଶୁଣା ଇନଫ୍ଲୁଏନ୍ସର ମୃତ, ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମାସର ଆକ୍ରମଣକୁ ପାଳନ କରିଥିଲେ

ଜେରୁଜେଲମ,୧୪।୧୦: ଜଣେ ଜଣାଶୁଣା ପାଲେଷ୍ଟାଇନୀ ପ୍ରତିବାଦକାରୀ ଏବଂ ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କୁ ହତ୍ୟା କରାଯାଇଛି। ଶ୍ରୀ ଫାଫୋ ନାମରେ ଜଣାଶୁଣା ଇନଫ୍ଲୁଏନ୍ସରଙ୍କୁ ୨୭ ବର୍ଷୀୟ ସାଲେହ ଅଲ-ଜାଫ୍ରାୱି ଭାବରେ ଚିହ୍ନଟ କରାଯାଇଛି। ଗାଜାରେ ହମାସ ଏବଂ ପାଲେଷ୍ଟାଇନୀ ଗୋଷ୍ଠୀ ମଧ୍ୟରେ ହିଂସାତ୍ମକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri