ଅନ୍ତର୍ଜାତୀୟ

ବେଲଜିୟମର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ

ବ୍ରୁସେଲସ୍ସ,୨୭।୧୦: ବେଲଜିୟମର ଅର୍ଥମନ୍ତ୍ରୀ ଥିବା ସୋଫି ଓ୍ବିଲିୟମ୍ସ ଏବେ ବେଲଜିୟମର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି। ଏବେ ସେ କାମଚଳା ପ୍ରଧାନମନ୍ତ୍ରୀ ହୋଇ ରହିବେ ବୋଲି କହିଛନ୍ତି ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଚାର୍ଲସ ମିଶେଲ। ୪୪ ବର୍ଷୀୟା ଓ୍ବିଲଇୟମ୍ସଙ୍କୁ…

ଆମେରିକା ଟାର୍ଗେଟ୍‌ରେ ଆଇଏସ୍‌ ଆତଙ୍କବାଦୀ ବଗଦାଦି

ଓ୍ବାଶିଂଟନ,୨୭।୧୦: ଆଇଏସ୍‌ ଆତଙ୍କବାଦୀ ଅବୁ ବକର ଅଲ୍‌ ବଗଦାଦି ଆମେରିକା ସୈନ୍ୟ ବାହିନୀ ଟାର୍ଗେଟ୍‌ରେ ରହିଛନ୍ତି। ସିରିୟାରେ ଜାରି ରହିଥିବା ମିଳିତ ସର୍ଚ୍ଚ ଅପରେଶନ୍‌ରେ କିଛି ବଡ଼ ଖବର ମିଳିବାର ଆଶା ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ଟୁଇଟ୍‌ କରି…

ହ୍ବାଇଟ୍‌ ହାଉସରେ ଟ୍ରମ୍ପ ପାଳିଲେ ଦୀପାବଳି

ଓ୍ବାଶିଂଟନ,୨୬।୧୦: ଆମେରିକାର ରାଷ୍ଟ୍ରପତି ଭବନ ହ୍ବାଇଟ ହାଉସରେ ରାଷ୍ଟ୍ରପତି ଡୋନାଡ ଟ୍ରମ୍ପ ଶୁକ୍ରବାର ଦୀପାବଳି ଉତ୍ସବ ପାଳନ କରିଛନ୍ତି। ଭାରତରେ ପାଳନ କରାଯାଉଥିବା ଦୀପାବଳିର ୩ ଦିନ ପୂର୍ବରୁ ଟ୍ରମ୍ପ ଏହି ପର୍ବକୁ ପାଳନ କରିଛନ୍ତି। ଏହି ଅବସରରେ ସେ ହିନ୍ଦୁ…

ଶରିଫ ଅସୁସ୍ଥ

ଇସ୍‌ଲାମାବାଦ,୨୬।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କୁ ଶନିବାର ଏକ ହୃଦଘାତ ହୋଇଥିବା ସୂଚନା ମିଳିଛି। ସେ ଚିକିତ୍ସିତ ହେଉଥିବା ସର୍ଭିସେସ୍‌ ହସ୍ପିଟାଲ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗତ ସପ୍ତାହରେ ତାଙ୍କର ପ୍ଲେଟଲେଟ୍‌ କାଉଣ୍ଟ କମ୍‌ ହୋଇ ଯିବାରୁ ସେ…

ସର୍ବ ବୃହତ୍ତମ ତାରକାପୁଞ୍ଜର ସନ୍ଧାନ ମିଳିଲା: ବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଏବେ ଜଣାପଡ଼ିବ

ବୋଷ୍ଟନ,୨୬।୧୦: ସର୍ବ ବୃହତ୍ତମ ତାରକାପୁଞ୍ଜର ସନ୍ଧାନ ମିଳିଛି। ଆମେରିକା ମାସାଚ୍ୟୁସେଟ୍‌ସର ଟେଲିସ୍କୋପ୍‌ ଆଲ୍ମା-୬୬ ଦ୍ୱାରା ଏହି ତାରକାପୁଞ୍ଜ ସମ୍ପର୍କରେ ଜଣାପଡ଼ିଛି। ଏହାର ଅନୁଧ୍ୟାନ ଦ୍ୱାରା ବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଜଣାପଡ଼ିବ ବୋଲି ମହାକାଶ ବିଜ୍ଞାନୀ ସୂଚନା ଦେଇଛନ୍ତି। ଏହି ନକ୍ଷତ୍ରପୁଞ୍ଜର ଗତିଶୀଳତା…

ବିଲେଇଙ୍କ ପାଇଁ ବିଳାସପୂର୍ଣ୍ଣ ହୋଟେଲ

ସାଧାରଣତଃ ମଣିଷମାନଙ୍କ ପାଇଁ ବିଳାସପୂର୍ଣ୍ଣ ହୋଟେଲର ବ୍ୟବସ୍ଥା କରାଯାଇଥାଏ। ହେଲେ ଇରାକର ଜଣେ ଭେଟନାରୀ ମେଡିସିନର ଛାତ୍ର ଅହମ୍ମଦ ତାହେର ମକ୍କି ବିଲେଇଙ୍କ ପାଇଁ ତିଆରି କରିଛନ୍ତି ଏକ ବିଳାସପୂର୍ଣ୍ଣ ହୋଟେଲ। ନିଜ ଘରେ ସେ ଏହି ହୋଟେଲ ତିଆରି କରିଛନ୍ତି।…

ଶରିଫଙ୍କୁ ମିଳିଲା ଜାମିନ

ଇସ୍‌ଲାମାବାଦ,୨୫।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କୁ ଜାମିନ ମିଳିଛି। ଲାହୋର ହାଇକୋର୍ଟ ତାଙ୍କୁ ସ୍ବାସ୍ଥ୍ୟଗତ କାରଣ ପାଇଁ ଶୁକ୍ରବାର ଏହି ଜାମିନ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ଚୌଧୁରୀ ସୁଗାର ମିଲ୍‌ ମାମଲାରେ ଶରିଫ ଜେଲ୍‌ରେ ରହିଥିଲେ। ସେଠାରେ ତାଙ୍କ ସ୍ବାସ୍ଥ୍ୟ…

କାଲିଫର୍ନିଆ ଜଙ୍ଗଲରେ ନିଆଁ: ଅନ୍ଧାରରେ ୨ ଲକ୍ଷ ପରିବାର

କଲିଫର୍ନିଆ,୨୫।୧୦: ଆମେରିକାର କାଲିଫର୍ନିଆରେ ଥିବା ଜଙ୍ଗଲରେ ଗତ ବୁଧବାର ଲାଗିଥିବା ନିଆଁ ବେଳକୁ ବେଳ ବଢିବାରେ ଲାଗିଛି। ଏହା ଏବେ ଏତେ ଭୟଙ୍କର ହୋଇଯାଇଛି ଯେ ସୁରକ୍ଷା ଦୃଷ୍ଟିରୁ ଏହାର ଆଖପାଖରେ ରହୁଥିବା ପ୍ରାୟ ୨ ଲକ୍ଷ ପରିବାରଙ୍କ ବିଦ୍ୟୁତ ସଂଯୋଗକୁ…

ବ୍ରାଜିଲ୍‌ ଯିବା ପାଇଁ ଭାରତୀୟ ବ୍ୟବସାୟୀଙ୍କୁ ଦେଖାଇବାକୁ ପଡିବନି ଭିଜା

ବ୍ରାସିଲିଆ,୨୫।୧୦: ଭାରତୀୟଙ୍କ ପାଇଁ ଭିଜା ନୀତି କୋହଳ କରିଛି ବ୍ରାଜିଲ। ଏଣିକି ବ୍ରାଜିଲ୍‌ ଯିବା ପାଇଁ ଭାରତୀୟ ବ୍ୟବସାୟୀଙ୍କୁ ଦେଖାଇବାକୁ ପଡିବ ନାହିଁ ବୋଲି ଘୋଷଣା କରିଛନ୍ତି ବ୍ରାଜିଲ୍‌ ରାଷ୍ଟ୍ରପତି ଜୈର ବୋଲ୍‌ସନାରୋ। ଚୀନ ଏବଂ ଭାରତୀୟଙ୍କ ପାଇଁ ଭିସା ନୀତି…

ପାକ୍‌ ବିଦେଶ ମନ୍ତ୍ରଣାଳୟ ଅଫିସରେ ଟିକ୍‌ଟକ୍‌ ଷ୍ଟାରଙ୍କ ଭିଡିଓ ଭାଇରାଲ

ଇସ୍‌ଲାମାବାଦ,୨୫।୧୦: ପପୁଲାର ଟିକ୍‌ଟକ୍‌ ଷ୍ଟାର ହରିମ ଶାହଙ୍କ ଭିଡିଓକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ପାକିସ୍ତାନର ବିଦେଶ ମନ୍ତ୍ରଣାଳୟ କାର୍ଯ୍ୟାଳୟରେ ହରିମ ଟିକ୍‌ଟକ୍‌ ଭିଡିଓ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ…

ଶ୍ରୀଲଙ୍କା ବିସ୍ଫୋରଣ:ଆତଙ୍କବାଦୀଙ୍କ ଟାର୍ଗେଟରେ ଥିଲେ ଭାରତୀୟ ଉଚ୍ଚାୟୁକ୍ତ

ନୂଆଦିଲ୍ଲୀ,୨୫।୧୦: ଶ୍ରୀଲଙ୍କାରେ ଗତ ଏପ୍ରିଲ ୨୧ରେ ଚର୍ଚ୍ଚ ଏବଂ ହୋଟେଲରେ ହୋଇଥିବା ସିରିଜ ବିସ୍ଫୋରଣର ଯାଞ୍ଚ ରିପୋର୍ଟ ସାମ୍ନାକୁ ଆସିଛି। ଶ୍ରୀଲଙ୍କାର ପାର୍ଲିଆମେଣ୍ଟ ସିଲେକ୍ସନ କମିଟି(ପିଏସସି) ୧୬୪୯ପୃଷ୍ଠାର ଏହି ଯାଞ୍ଚ ରିପୋର୍ଟ ଜାରି କରିଛି। ଏହି ରିପୋର୍ଟରେ ଆତଙ୍କବାଦୀଙ୍କ ଟାର୍ଗେଟରେ ଭାରତୀୟ…

୩୯ ମୃତକ ଚାଇନା ନାଗରିକ

ଲଣ୍ଡନ,୨୫-୧୦:ବ୍ରିଟେନରେ ଏକ ଟ୍ରକ୍‌ କଣ୍ଟେନରରୁ ୩୯ ମୃତଦେହ ଜବତ ହୋଇଥିଲା। ମୃତକମାନେ ଚାଇନା ନାଗରିକ ବୋଲି ବ୍ରିଟିଶ ଗଣମାଧ୍ୟମ ପ୍ରକାଶ କରିଛି। ତେବେ ଏନେଇ ସ୍ଥାନୀୟ ପୋଲିସ କିମ୍ବା ଚାଇନା ଦୂତାବାସ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ। ବୁଧବାର ଲଣ୍ଡନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?