ଅନ୍ତର୍ଜାତୀୟ

ଶେଖ ହାସିନାଙ୍କୁ ହତ୍ୟା ଧମକ ଦେଇଥିବା ନେତା ଦୋଷୀ ସାବ୍ୟସ୍ତ

ବାଲାଂଦେଶ,୩୧।୧୦: ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ହତ୍ୟା ଧମକ ଦେଇଥିବା ବିରୋଧୀ ଦଳର ଜଣେ ନେତାଙ୍କୁ ଏବେ ୩ ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡିବ। ବୁଧବାର କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଗତବର୍ଷ ଏକ…

ପରିବେଶ ପୁରସ୍କାରକୁ ଗ୍ରେଟାଙ୍କ ନା

ଷ୍ଟକ୍‌ହୋମ୍‌ : ବିଶ୍ୱକୁ ଜଳବାୟୁ ପରିବର୍ତ୍ତନର ବିଷ ବଳୟ ମଧ୍ୟରୁ ମୁକାଳିବା ସହ ଏହାର ପ୍ରଭାବ ହ୍ରାସ ଲାଗି ବିଶ୍ୱ ସମୁଦାୟ ଉପରେ ଚାପ ପକାଇଥିବା ସ୍ବିଡେନ୍‌ର ପରିବେଶବିତ୍‌ ଗ୍ରେଟା ଥନ୍‌ବର୍ଗ ମଙ୍ଗଳବାର ପରିବେଶ ପୁରସ୍କାର ନେବାକୁ ମନା କରିଦେଇଛନ୍ତି। ପjରିବେଶ…

୨୨ ନଭେମ୍ବରରୁ ଟୁଇଟରରେ ରାଜନୈତିକ ବିଜ୍ଞାପନ ବନ୍ଦ

କାଲିଫର୍ନିଆ,୩୧।୧୦: ଟୁଇଟରରେ ଏଣିକି ରାଜନୈତିକ ବିଜ୍ଞାପନ ବନ୍ଦ କରାଯିବ। ଏନେଇ ଟୁଇଟର ସିଇଓ ଜ୍ୟାକ୍‌ ଡୋରସେ ସୂଚନା ଦେଇଛନ୍ତି। ନଭେମ୍ବର ୨୨ରୁ ସମସ୍ତ ରାଜନୈତିକ ବିଜ୍ଞାପନକୁ ଏହି ସୋସିଆଲ୍‌ ମିଡ଼ିଆ ସାଇଟ୍‌ରେ ନିଷେଧ କରାଯିବ। ରାଜନୈତିକ ବିଜ୍ଞାପନରେ ମିଥ୍ୟା ସୂଚନା ଦିଆଯିବା…

ବାଗ୍‌ଦାଦିଙ୍କ ଏନ୍‌କାଉଣ୍ଟର ସମୟର ଭିଡ଼ିଓ ଏବଂ ଫଟୋ ଜାରି କଲା ପେଣ୍ଟାଗନ୍‌

ଓ୍ବାଶିଂଟନ,୩୧।୧୦: ଇସଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ଆତଙ୍କବାଦୀ ସଂଗଠନ ମୁଖ୍ୟ ଅବୁ ବକର ଅଲ୍‌ ବାଗ୍‌ଦାଦିଙ୍କ ଏନ୍‌କାଉଣ୍ଟର ସମୟର ଭିଡ଼ିଓ ଏବଂ ଫଟୋ ପେଣ୍ଟାଗନ ପକ୍ଷରୁ ଜାରି କରାଯାଇଛି। କଳାଧଳାରେ ଏହି ଫଟୋ ପେଣ୍ଟାଗନ ଜାରି କରିଛି। ସିରିୟାର ଉତ୍ତର-ପଶ୍ଚିମ ଅଞ୍ଚଳରେ ଥିବା…

ତେଜଗାମ ଏକ୍ସପ୍ରେସରେ ନିଆଁ

କରାଚି,୩୧।୧୦: ପାକିସ୍ତାନର କରାଚି-ରାଓ୍ବଲପିଣ୍ଡି ତେଜଗ୍ରାମ ଏକ୍ସପ୍ରେସରେ ଗୁରୁବାର ସକାଳେ ନିଆଁ ଲାଗିଯାଇଛି। ରହିମ୍‌ ୟାର ଖାନ୍‌ ନିକଟ ଲିଆକତପୁରର ତାଲଓ୍ବାରି ଷ୍ଟେଶନଠାରେ ଉକ୍ତ ଟ୍ରେନରେ ଭୟଙ୍କର ନିଆଁ ଲାଗିଥିବା ଜଣାପଡିଛି। ଏହି ନିଆଁ ଟ୍ରେନର ୩ଟି ବଗିରେ ଲାଗିଥିବା କୁହାଯାଉଛି। ଏବେସୁଦ୍ଧା…

କାଲିଫର୍ନିଆ ଜଙ୍ଗଲରେ ନିଆଁ : ଜଳିଗଲା ବହୁ ହଲିଉଡ୍‌ ଷ୍ଟାରଙ୍କ ଘର

ସାକ୍ରାମେଣ୍ଟୋ,୩୦।୧୦: ଗତ ସପ୍ତାହରୁ ଆମେରିକାର କାଲିଫର୍ନିଆ ଜଙ୍ଗଲରେ ଲାଗିଥିବା ନିଆଁ ଥମିବାର ନାଁ ନେଉନି। ପବନର ତୀବ୍ର ଗତି ଯୋଗୁ ଏହି ନିଆଁ ଏବେ ପ୍ରସିଦ୍ଧ ସହର ଲସ୍‌ଏଞ୍ଜେଲସ୍‌କୁ ବ୍ୟାପିଛି। ଏହି ଅଗ୍ନିକାଣ୍ଡ ଯୋଗୁ ୩ଜଣଙ୍କ ଜୀବନ ଯାଇଥିବା ବେଳେ ବହୁ…

ବ୍ରିଟେନ୍‌ରେ ସାଧାରଣ ନିର୍ବାଚନ ୧୨ ଡିସେମ୍ବରରେ: ବୋରିସ୍‌ଙ୍କ ପ୍ରସ୍ତାବ ପାରିତ

ଲଣ୍ଡନ,୩୦।୧୦: ବ୍ରିଟେନ୍‌ରେ ସାଧାରଣ ନିର୍ବାଚନ ସମୟ ପୂର୍ବରୁ ୧୨ ଡିସେମ୍ବରରେ ହେବ। ଏନେଇ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ଦ୍ୱାରା ଆଗତ ହୋଇଥିବା ପ୍ରସ୍ତାବ ହାଉସ୍‌ ଅଫ୍‌ କମନ୍ସ୍‌ରେ ପାରିତ ହୋଇଛି। ପ୍ରସ୍ତାବ ସପକ୍ଷରେ ୪୧୮ ଭୋଟ ପଡ଼ିଥିବାବେଳେ ଏହାର ବିରୋଧରେ ୨୦…

ମୁମ୍ବାଇ ଭଳି ବହୁ ସହର ସମୁଦ୍ର ଆଁରେ: ୨୦୫୦ ସୁଦ୍ଧା ପ୍ରଭାବିତ ହେବେ ୩ ଶହ ନିୟୁତ !

ନ୍ୟୁୟର୍କ,୩୦।୧୦: ଆସନ୍ତା ୩୦ ବର୍ଷ ମଧ୍ୟରେ ମୁମ୍ବାଇ ଭଳି ପୃଥିବୀର ବହୁ ସହର ସମୁଦ୍ର ଆଁରେ ଲୀନ ହେବ। ଏନେଇ ନ୍ୟୁଜର୍ସି ସ୍ଥିତ ସଂସ୍ଥା କ୍ଲାଇମେଟ୍‌ ସେଣ୍ଟ୍ରାଲ୍‌ ପକ୍ଷରୁ ପ୍ରକାଶିତ ନେଚର କମ୍ୟୁନିକେଶନ୍‌ରେ ପତ୍ରିକାରେ ପ୍ରକାଶ ପାଇଛି। ବହୁ ପରିବେଶ ବିଜ୍ଞାନୀ…

ଗୁରୁ ନାନକ ଦେବଙ୍କ ୫୫୦ତମ ଜୟନ୍ତୀ: ପାକିସ୍ତାନ ଜାରି କଲା କଏନ୍‌

ଇସଲାମାବାଦ୍‌,୩୦।୧୦: ଗୁରୁ ନାନକ ଦେବଙ୍କ ୫୫୦ତମ ଜୟନ୍ତୀ ଉପଲକ୍ଷେ ପାକିସ୍ତାନ ୫୦ ଟଙ୍କିଆ କଏନ୍‌ ଜାରି କରିଛି। ଏହାର ଗୋଟିଏ ପାର୍ଶ୍ୱରେ କରତାରପୁର କରିଡୋର ଥିବାବେଳେ ଅନ୍ୟ ପାର୍ଶ୍ୱରେ ଚନ୍ଦ୍ର ଏବଂ ତାରା ସହିତ ଏହାର ମୂଲ୍ୟ ଖୋଦିତ ହୋଇଛି। ଏଥିରେ…

କଶ୍ମୀର ପ୍ରସଙ୍ଗରେ ଯେଉଁ ଦେଶ ଭାରତକୁ ସମର୍ଥନ କରିବ, ତା’ ଉପରେ କ୍ଷେପଣାସ୍ତ୍ର ମାଡ ହେବ: ପାକିସ୍ତାନ ମନ୍ତ୍ରୀ

ଇସଲାମାବାଦ,୩୦।୧୦:ଜମ୍ମୁ-କଶ୍ମୀରରୁ ୩୭୦ ଅନୁଚ୍ଛେଦ ଉଠିବା ପରେ ଉତ୍ତେଜିତ ହୋଇପଡିଛି ପାକିସ୍ତାନ। ଦେଶର ଅନେକ ନେତା ଏବଂ ମନ୍ତ୍ରୀ ଭାରତ ବିରୋଧୀ ମନ୍ତବ୍ୟମାନ ଦେଉଛନ୍ତି। ଏବେ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ମନ୍ତ୍ରୀ ଅଲ୍ଲୀ ଅମିନ ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାର ପରିସରକୁ…

ଚୋରି ଅନ୍ତର୍ବସ୍ତ୍ରରୁ ମିଳିଥିଲା ବାଗ୍‌ଦାଦିଙ୍କ ପରିଚୟ

ଓ୍ବାଶିଂଟନ,୩୦ା୧୦: ସିରିଆରେ ଦୁର୍ଦ୍ଧର୍ଷ ଆତଙ୍କବାଦୀ ସଙ୍ଗଠନ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ମୁଖ୍ୟ ଅବୁ ବକର ଅଲ୍‌-ବାଗ୍‌ଦାଦି ଆମେରିକା ସ୍ବତନ୍ତ୍ର ବଳର ଅପରେଶନରେ ନିହତ ହେବା ପରେ ଅନେକ ଚୋରକ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ବାଗ୍‌ଦାଦିଙ୍କ ପରିଚୟ ସ୍ପଷ୍ଟକରିବା ପାଇଁ ଯେଉଁ…

ଏହି ଭୂତ କୋଠରୀରେ କିଛି ଘଣ୍ଟା ବିତାଇଲେ ମିଳିବ ୧୪ ଲକ୍ଷ ଟଙ୍କା

ବିଶ୍ୱରେ ଅନେକ ପ୍ରକାଶ ଲୋକ ଅଛନ୍ତି। ସେମାନଙ୍କ ମଧ୍ୟରେ କେହି ଭୂତପ୍ରେତ ଉପରେ ବିଶ୍ୱାସ କରୁଥିଲାବେଳେ ଆଉ କେହି ଏହାକୁ ମନଗଢା କାହାଣୀ କହି ଏଡାଇ ଯାଆନ୍ତି। ଆମେରିକାର ଟେନେସି ସହରରେ ଏମିତି ଏକ ଭୂତ କୋଠରୀ ଅଛି, ଯେଉଁଠିକି ଗଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?