ଭାରତକୁ ସଶସ୍ତ୍ର ଡ୍ରୋନ ବିକିବ ଆମେରିକା
ଓ୍ବାଶିଂଟନ,୯ା୬(ପି.ଟି.): ଭାରତକୁ ଆମେରିକା ସଶସ୍ତ୍ର ଡ୍ରୋନ ବିକ୍ରି କରିବାକୁ ଯାଉଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଡ୍ରୋନ ବିକ୍ରି ପ୍ରସ୍ତାବକୁ ଅନୁମୋଦନ କରିଛି। ଏଥିସହିତ ଭାରତର ସାମରିକ ସାମର୍ଥ୍ୟ ବୃଦ୍ଧିରେ ସହାୟକ ହେବା ଲାଗି ସମନ୍ବିତ ମିସାଇଲ ଡିଫେନ୍ସ ସିଷ୍ଟମ ଯୋଗାଇଦେବାକୁ…
ମାଲଦ୍ୱୀପରେ ମୋଦି: ସର୍ବୋଚ୍ଚ ସମ୍ମାନରେ ହେବେ ସମ୍ମାନିତ
ମାଲେ,୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କେରଳର କୋଚିରୁ ମାଲଦ୍ୱୀପ ଗସ୍ତ କରିଛନ୍ତି। ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ପଦ ପାଇବା ପରେ ମୋଦିଙ୍କର ଏହା ପ୍ରଥମ ବିଦେଶ ଗସ୍ତ। ଶନିବାର ସେ କେରଳର ମାଲି ବିମାନ ବନ୍ଦରରୁ ମାଲଦ୍ୱୀପ ଅଭିମୁଖେ…
ସୌରମଣ୍ଡଳ ବାହାରେ ଥିବା ଚନ୍ଦ୍ରମାରେ ଏଲିଏନ୍ ରହିଥିବା ସମ୍ଭାବନା !
ଲଣ୍ଡନ,୮।୬: ସୌରମଣ୍ଡଳ ବାହାରେ ଥିବା ଚନ୍ଦ୍ରମାରେ ଏଲିଏନ୍ ରହିଥିବାର ସମ୍ଭାବନା ରହିଛି। ଏନେଇ ମହାକାଶ ବିଜ୍ଞାନୀ ଯୁକ୍ତି ବାଢ଼ିଛନ୍ତି। ଏସବୁ ଚନ୍ଦ୍ରମାରେ ଥିବା ତରଳ ଜଳ ଏଠାରେ ଜୀବନସତ୍ତାର ସମ୍ଭାବନାକୁ ଦୃଢ଼ୀଭୁତ କରିଛି। ବ୍ରିଟେନ୍ର ଲିଙ୍କନ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ଅନୁସାରେ ଏପର୍ଯ୍ୟନ୍ତ…
ସୁନ୍ଦରୀ ମହିଳାଙ୍କୁ ଦେଖି ଗାଡି ଅଟକାଇଲେ ଟ୍ରାଫିକ ପୋଲିସ: ଚାଲାଣ କାଟି ଲେଖିଲେ ‘ଆଇ ଲଭ୍ ୟୁ’
ଉରୁଗୁୟେ,୮।୬: ଟ୍ରାଫିକ୍ ନିୟମ ଭାଙ୍ଗିଲେ ସାଧାରଣତଃ ଚାଲାଣ କଟାଯାଇଥାଏ। କେବେ କେବେ ଦ୍ରୁତ ଗତିରେ ଗାଡି ଚଳାଇବା, ସିଟ୍ ବେଲ୍ଟ ନ ବାନ୍ଧିବା, ନିଶାସକ୍ତ ଅବସ୍ଥାରେ ଡ୍ରାଇଭିଂ କରିବା, ଟ୍ରାଫିକ୍ ଅଟକାଇଥିବା ବେଳେ ନିୟମ ଭାଙ୍ଗି ଆଗକୁ ମାଡିଯିବା ଆଦି କ୍ଷେତ୍ରରେ…
ଭାରତ ସହ କଥାହେବାକୁ ବ୍ୟଗ୍ର ହେଉଛି ପାକିସ୍ତାନ: ମୋଦିଙ୍କୁ ଚିଠି ଲେଖିଲେ ଇମ୍ରାନ
ଇସଲାମାବାଦ,୮।୬: ସୁଧୁରିନି ପାକିସ୍ତାନ। ଗୋଟିଏ ପଟେ ସୀମାରେ ଲଗାତାର ଭାବେ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରୁଥିବା ବେଳେ ଅନ୍ୟପଟେ ଭାରତ ସହ ଆଲୋଚନା ପାଇଁ ସେଠାକାର ସରକାର ଉଦ୍ୟମ ଚଳାଇଛନ୍ତି। ଏହି କ୍ରମରେ ପୁଣି ଥରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ…
ବିଶ୍ୱ ମହାସାଗର ଦିବସ: ପ୍ରଦୂଷଣ ଯୋଗୁ ପ୍ରତିବର୍ଷ ୧୦ ଲକ୍ଷ ପକ୍ଷୀ ଏବଂ ଏକ ଲକ୍ଷ ସାମୁଦ୍ରିକ ଜୀବଙ୍କ ମୃତ୍ୟୁ ଘଟୁଛି
ଓ୍ବାଶିଂଟନ,୮।୬: ବୃଦ୍ଧି ପାଉଥିବା ପ୍ରଦୂଷଣର ପ୍ରଭାବ ମହାସାଗର ଉପରେ ପଡ଼ିବାରେ ଲାଗିଛି। ଏଥିଯୋଗୁ ପ୍ରତିବର୍ଷ ୧୦ ଲକ୍ଷ ପକ୍ଷୀ ଏବଂ ଏକ ଲକ୍ଷ ସାମୁଦ୍ରିକ ଜୀବଙ୍କ ମୃତ୍ୟୁ ଘଟୁଛି। ଏନେଇ ଜାତିସଂଘ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ପ୍ରକାଶ ପାଇଛି। ୨୦୫୦ସୁଦ୍ଧା…
ପୃଥିବୀରେ ୨ କୋଟି ୩୦ଲକ୍ଷରୁ ଅଧିକ ବାଳିକା ବଧୂ: ୟୁନିସେଫ୍ ରିପୋର୍ଟ
ନ୍ୟୁୟର୍କ,୮।୬: ପୃଥିବୀରେ ଶିଶୁ କନ୍ୟା ଏବେ ମଧ୍ୟ ଅବହେଳିତ। ନାନା ପ୍ରକାର ସତେଚନତା କାର୍ଯ୍ୟକ୍ରମ ପରେ ବି ବିଭିନ୍ନ ରାଷ୍ଟ୍ରରେ ବାଳିକାଙ୍କୁ ବିବାହଯୋଗ୍ୟା ବୟସ ପୂର୍ବରୁ ଦାମ୍ପତ୍ୟ ଜୀବନର ବେଡିରେ ବାନ୍ଧି ଦିଆଯାଉଛି। ଏଥି ପାଇଁ ସାମାଜିକ ବ୍ୟବସ୍ଥା ତଥା ମାତାପିତା…
ସୌରମଣ୍ଡଳ ବାହାର ଉପଗ୍ରହରେ ଜଳ
ଲଣ୍ଡନ,୮ା୬(ପି.ଟି.): ଆମ ସୌରମଣ୍ଡଳ ବାହାରେ ଗ୍ରହ ଚାରିପାଖେ ଘୂରିବୁଲୁଥିବା ଉପଗ୍ରହ(ଚନ୍ଦ୍ର)ରେ ଜଳ ତରଳ ଅବସ୍ଥାରେ ଥାଇପାରେ। ଏଥିପାଇଁ ପୃଥିବୀ ବାହାରେ ଜୀବନ ତିଷ୍ଠିବା ସମ୍ଭବପର ବୋଲି ଏକ ଅଧ୍ୟୟନରେ କୁହାଯାଇଛି। ବର୍ତ୍ତମାନ ସୁଦ୍ଧା ଆମ ସୌରମଣ୍ଡଳ ବାହାରେ ପାଖାପାଖି ୪,୦୦୦ ଉପଗ୍ରହ…
ପଗଡି ପିନ୍ଧା ଶିଖ୍ ଯୁବକଙ୍କୁ ଆମେରିକା ସେନାରେ ଭର୍ତ୍ତି ପାଇଁ ମିଳିଲା ଅନୁମତି
ଓ୍ବାଶିଂଟନ,୭।୬: ଆମେରିକାରେ ପ୍ରଥମ ଥର ଲାଗି ଜଣେ ଶିଖ୍ ଯୁବକଙ୍କୁ ଧାର୍ମିକ ପ୍ରତିକ ଥାଇ ବାୟୁସେନାରେ ଭର୍ତ୍ତି ଲାଗି ଅନୁମତି ମିଳିଛି। ଓ୍ବାଶିଂଟନର ମୌକାର୍ଡ ଏୟାର ବେସ୍ରେ ଏୟାରମ୍ୟାନ ହରମନପ୍ରିତ ସିଂହ ବାଜଓ୍ବା ଏବେ ପଗଡି ଓ ଦାଢି ରଖି ବାୟୁସେନା…
ରାତାରାତି ଗାୟବ ହୋଇଗଲା ବ୍ରିଜ
ମସ୍କୋ,୭।୬: ଘର ଓ ଦୋକାନରେ ଚୋରି ହେବା କଥା ଶୁଣିଥିବେ। ହେଲେ ରେଲଓ୍ବେର ବ୍ରିଜ୍ ଚୋରି ହେବା କଥା କେହି କେବେ ଶୁଣି ନ ଥିବେ। ପୁଣି ଛୋଟମୋଟ ନୁହେଁ, ୨୩ ମିଟର ଲମ୍ବା ଓ ୫୬ ଟନ୍ ଓଜନର। ଏହି…
ଏସ୍. ଜୟଶଙ୍କରଙ୍କୁ ଶୁଭେଚ୍ଛା ଜଣାଇଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ
ଇସଲାମାବାଦ,୭।୬: ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବେ ଏସ୍. ଜୟଶଙ୍କର ଦାୟିତ୍ୱ ଗ୍ରହଣ କରିବା ପରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମୁଦ କ୍ୟୁରେସି ପତ୍ର ଲେଖି ଅଭିନନ୍ଦନ ଜଣାଇଛନ୍ତି। ସୁଷମା ସ୍ବରାଜଙ୍କ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାରରେ ଜୟଶଙ୍କରଙ୍କୁ ଏହି…
ୟୁଏଇରେ ବସ୍ ଦୁର୍ଘଟଣା: ୮ ଭାରତୀୟଙ୍କ ସମେତ ୧୭ ମୃତ
ଦୁବାଇ, ୭।୬: ୟୁଏଇରେ ଭୟାନକ ବସ୍ ଦୁର୍ଘଟଣା ଘଟି ୧୭ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୮ ଜଣ ଭାରତୀୟ ରହିଛନ୍ତି ବୋଲି ଦୁବାଇସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଇଦ୍ ଉତ୍ସବ ପାଳନ ସାରି ମଓ୍ବାସଲଟ…
Archives


