ଲଞ୍ଚ ହେଲା ବିଶ୍ୱର ପ୍ରଥମ ଫ୍ଲାଏ ଆଣ୍ଡ ଡ୍ରାଇଭ୍ କାର୍
ଓ୍ବାଶିଂଟନ: ବିଶ୍ୱର ପ୍ରଥମ ଫ୍ଲାଏ ଆଣ୍ଡ ଡ୍ରାଇଭ୍ କାର୍ ବୁଧବାର ପ୍ରଥମ କରି ମିଆମିରେ ଏକ ଇଭେଣ୍ଟରେ ଲଞ୍ଚ ହୋଇଛି। ଏହାକୁ ପାୟନିୟର ପର୍ସନାଲ ଏୟାର ଲ୍ୟାଣ୍ଡିଂ ଭେଇକିଲ (Personal Air Landing Vehicle, PAL-V) ନାମ ଦିଆଯାଇଛି। ଏହାର ଦାମ୍…
ଝିଅଙ୍କୁ ପାଠ ପଢାଇବାକୁ ପ୍ରତିଦିନ ୧୨ କିଲୋମିଟର ଯାତ୍ରା କରନ୍ତି ପିତା
କାବୁଲ,୬।୧୨: ଆଫଗାନିସ୍ତାନରେ ଏବେ ଝିଅ ଓ ମହିଳାଙ୍କ ପ୍ରତି ଥିବା ଚିନ୍ତାଧାରାରେ ପରିବର୍ତ୍ତନ ଆସିଛି। ଏହାର ଉଦାହରଣ ହେଉଛନ୍ତି ମିୟା ଖାଁ। ଏବେ ସମସ୍ତେ ତାଙ୍କୁ ଅସଲ ହିରୋ ବୋଲି କହୁଛନ୍ତି। କାରଣ ସେ ତାଙ୍କ ଝିଅମାନଙ୍କ ପାଠପଢା ପାଇଁ ପ୍ରତିଦିନ…
ସରକାରୀ ସମ୍ପତ୍ତି ବିକ୍ରି କରି ପାକିସ୍ତାନକୁ ବଞ୍ଚାଇବେ ଇମ୍ରାନ
ଇସ୍ଲାମାବାଦ,୬।୧୨: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ଏହି ସମସ୍ୟାରୁ ବାହାର କରିବା ପାଇଁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଉଦ୍ୟମ ଚଳାଇଛନ୍ତି। ପୂର୍ବରୁ ପିଏମ୍ଓରେ ରହୁଥିବା କାର ଓ ମଇଁଷିଗୁଡିକୁ ବିକ୍ରି କରିସାରିଥିବା ବେଳେ ଏବେ ଦେଶର ବହୁ ମୂଲ୍ୟ…
୧୮ ଭାରତୀୟ ନାବିକଙ୍କୁ ଅପହରଣ କଲେ ଜଳଦସ୍ୟୁ
ଅବୁଜା,୫।୧୨: ନାଇଜେରିଆର ବୋନି ଅଫ୍ଶୋର୍ ଟର୍ମିନାଲ୍ରୁ ଏକ କଞ୍ଚାମାଲ ବୋଝେଇ ଜାହାଜରୁ ଜଳଦସ୍ୟୁମାନେ ୧୮ ଭାରତୀୟ ନାବିକଙ୍କୁ ଅପହୃତ କରିଛନ୍ତି। ସେମାନେ ଗତ ମଙ୍ଗଳବାର ରାତିରେ ଜାହାଜରୁ ୧୯ ଜଣଙ୍କୁ ଅପହରଣ କରି ନେଇଛନ୍ତି। ଅପହୃତଙ୍କ ମଧ୍ୟରେ ଜଣେ ତୁର୍କୀ ନାଗରିକ…
ଯାତ୍ରା ହେଲା ଶେଷ ଯାତ୍ରା: ମଝି ସମୁଦ୍ରରେ ଓଲଟିଲା ଡଙ୍ଗା; ୫୮ ମୃତ
ଡାକାର,୫।୧୨: ଆଟଲାଣ୍ଟିକ୍ ମହାସାଗରରେ ଶରଣାର୍ଥୀଙ୍କୁ ନେଇ ଯାଉଥିବା ଏକ ଯନ୍ତ୍ରଚାଳିତ ଡଙ୍ଗା ଓଲଟି ପଡ଼ିଛି। ଏଥିରେ ୫୮ ଜଣଙ୍କ ମୃତ୍ୟୁ ଘଟିଛି। ଶରଣାର୍ଥୀମାନେ ପଶ୍ଚିମ ଆଫ୍ରିକାର ଗାମ୍ବିଆରୁ ୟୁରୋପରେ ଶରଣ ନେବାକୁ ଯାଉଥିଲେ। ଡଙ୍ଗାରେ ୧୫୦ ଜଣ ଶରଣାର୍ଥୀ ଥିଲେ। ସେମାନଙ୍କ…
‘ଲିଲି ବବ୍’ ମୃତ୍ୟୁରେ ନାସାର ଶ୍ରଦ୍ଧାଞ୍ଜଳି: ୬୭ ଲକ୍ଷ ଫଲୋଅର୍ସ ଥିଲେ
ଓ୍ବାଶିଂଟନ: ସୋସିଆଲ ମିଡିଆରେ ପ୍ରଶଂସା ସାଉଣ୍ଟୁଥିବା ଚର୍ଚ୍ଚିତ ବିଲେଇ ‘ଲିଲି ବବ୍’ର ରବିବାର ମୃତ୍ୟୁ ହୋଇଯାଇଛି। ୮ବର୍ଷୀୟ ଏହି ବିଲେଇର ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ, ଟୁଇଟର ଏବଂ ୟୁଟ୍ୟୁବରେ ୬୭ ଲକ୍ଷରୁ ଊର୍ଦ୍ଧ୍ୱ ଫଲୋଅର୍ସ ଅଛନ୍ତି। କେବଳ ଏତିକି ନୁହେଁ, ଲିଲି ବବ୍…
ପର୍ଲ ହାର୍ବର ଗୁଳିକାଣ୍ଡରୁ ଅଳ୍ପକେ ବର୍ତ୍ତିଲେ ଭାରତୀୟ ବାୟୁସେନା ମୁଖ୍ୟ
ଓ୍ବାଶିଂଟନ,୫।୧୨: ଆମେରିକାର ହାଓ୍ବାଇ ନିକଟରେ ଗୁରୁବାର ହୋଇଥିବା ଗୁଳିକାଣ୍ଡରେ ସେଠାରେ ଉପସ୍ଥିତ ଥିବା ଭାରତୀୟ ବାୟୁସେନା ମୁଖ୍ୟ ଆର୍କେଏସ୍ ଭଦୌରିଆ ଓ ତାଙ୍କ ଟିମ୍ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି। ସେଠାରେ ଏକ ସମ୍ମିଳନୀରେ ଯୋଗ ଦେବାକୁ ଭଦୌରିଆ ପହଞ୍ଚିଥିଲେ।…
ରାଷ୍ଟ୍ରପତି ପ୍ରାର୍ଥୀ ଦୌଡ଼ରୁ ଓହରିଲେ କମଲା ହାରିସ୍
ଓ୍ବାଶିଂଟନ,୫ା୧୨: ଭାରତୀୟ ବଂଶୋଦ୍ଭବ ଆମେରିକା ସିନେଟର କମଲା ହାରିସ୍ ଡେମୋକ୍ରାଟ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଦୌଡ଼ରୁ ଓହରିଯାଇଛନ୍ତି। ସେ ଜୋର୍ଦାର ପ୍ରଚାର ଆରମ୍ଭ କରିଥିଲେ ହେଁ ପାଣ୍ଠି ଅଭାବରୁ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ଗଭୀର ଦୁଃଖ ଓ କୃତଜ୍ଞତା ସହ ନିର୍ବାଚନ…
ବିବାହ ନାମରେ ମାନବ ଚାଲାଣ : ୬୨୯ ପାକିସ୍ତାନୀ ଝିଅଙ୍କୁ ଚାଇନାରେ ବିକ୍ରି
ଲାହୋର,୫ା୧୨(ଏ.ପି.): ବିବାହ ନାମରେ ଚାଲିଛି ସାଂଘାତିକ ମାନବ ଚାଲାଣ। ଚାଇନାରେ ବାହାହେବା ପାଇଁ ପୁଅଙ୍କୁ ଝିଅ ମିଳୁ ନ ଥିବାବେଳେ ପାକିସ୍ତାନରୁ ପ୍ରତାରଣା କରି ଅଣାଯାଉଛି ଯୁବତୀମାନଙ୍କୁ। ବର୍ଷକ ମଧ୍ୟରେ ୬୨୯ ପାକିସ୍ତାନୀ ଯୁବତୀ ଓ ମହିଳାଙ୍କୁ ବିବାହ ପାଇଁ ଚାଇନାର…
ଚାଇନା ମାଟି କାରଖାନାରେ ବିସ୍ଫୋରଣ: ୨୩ ଶ୍ରମିକ ମୃତ; ୧୩୦ରୁ ଅଧିକ ଆହତ
ଖାର୍ତୁମ୍,୪।୧୨: ସୁଦାନରେ ଏକ ଚାଇନା ମାଟି କାରଖାନାରେ ବିସ୍ଫୋରଣ ଘଟି ୨୩ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ରାଜଧାନୀ ଖାର୍ତୁମ ନିକଟରେ ଥିବା କାରଖାନାରେ ଏଭଳି ଘଟିଛି। ଏଥିରେ ୧୩୦ରୁ ଅଧିକ ଆହତ ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଆହତଙ୍କୁ…
ତିମି ମାଛ ପେଟରୁ ବାହାରିଲା ୧୦୦ କିଲୋ ପ୍ଲାଷ୍ଟିକ୍
ସ୍କଟଲାଣ୍ଡ,୪।୧୨: ଏକ ତିମି ମାଛ ପେଟରୁ ୧୦୦ କିଲୋ ପ୍ଲାଷ୍ଟିକ ବାହାରିଛି। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ସ୍କଟଲାଣ୍ଡରେ ଏଭଳି ଘଟଣା ଘଟିଛି। ଲୁସକେନଟାୟାର ବିଚ୍ରୁ ଏହି ତିମି ମାଛଟିକୁ ମୃତ ଅବସ୍ଥାରେ ଧରାଯାଇଛି। ତିମି ମାଛ ପେଟରେ ଜାଲ,…
ଦିନେ ବିମାନ ଟିକେଟ ପାଇଁ ନେଇଥିଲେ ଉଧାର: ଏବେ ଗୁଗଲ, ଆଲ୍ଫାବେଟ୍ର ସିଇଓ
ଓ୍ବାଶିଂଟନ,୪।୧୨: ବିଶ୍ୱର ସବୁଠାରୁ ବଡ ସର୍ଚ୍ଚ ଇଞ୍ଜିନ ଭାବରେ ଜଣାଶୁଣା ‘ଗୁଗଲ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ସୁନ୍ଦର ପିଚାଇଙ୍କୁ ଆଉ ଏକ ଦାୟିତ୍ୱ ମିଳିଛି। ତାଙ୍କୁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ଆଲ୍ଫାବେଟ୍ର ସିଇଓ ନିଯୁକ୍ତ କରାଯାଇଛି। ସର୍ଗେ ବ୍ରିନ୍ଙ୍କଠାରୁ ସେ…
Archives


