ଅନ୍ତର୍ଜାତୀୟ

ଭାରତ ଆସିବା ପାଇଁ ମୋଦିଙ୍କୁ ଚିଠି ଲେଖିଲେ ପୋଲାଣ୍ଡର ୧୧ ବର୍ଷର ବାଳିକା

ଫନମ ପେନ,୩।୬: ପୋଲାଣ୍ଡର ୧୧ ବର୍ଷୀୟା ବାଳିକା ଏଲିଜା ଓ୍ବାନାତକୋ ଭାରତ ଆସିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କରିଛନ୍ତି। ଏକ ହାତ ଲେଖା ଚିଠି ମାଧ୍ୟମରେ ସେ ମୋଦିଙ୍କୁ ନିଜର ଗୁହାରି କରିଛନ୍ତି। ଏଲିଜା ହାତରେ ଲେଖିଥିବା ଚିଠିଟିକୁ ତାଙ୍କ…

ଝରକା ବାଟେ ଘରେ ପଶିଲା ୧୧ ଫୁଟ କୁମ୍ଭୀର

ଫ୍ଲୋରିଡା,୩।୬: ଏକା ଥିବା ଜଣେ ୭୭ ବର୍ଷ ବୟସ୍କା ବୃଦ୍ଧାଙ୍କ ଘରେ ୧୧ ଫୁଟ ଲମ୍ବା କୁମ୍ଭୀର ପଶିଥିବା ଖବର ଏବେ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଝରକା ବାଟେ ଏହି ବିରାଟକାୟ କୁମ୍ଭୀର ଘରେ ପଶିଥିବା ମାରୀ…

ଆମେରିକାକୁ ଚାଇନା ଦେଖାଇଲା ନାଲି ଆଖି

ବେଜିଂ,୨।୬: ତାଇଓ୍ବାନ ସମ୍ପର୍କରେ ଆମେରିକା ଦେଇଥିବା ମନ୍ତବ୍ୟ ନେଇ ଚାଇନା ନାଲି ଆଖି ଦେଖାଇଛି। ଏଭଳି ମନ୍ତବ୍ୟ ଯୋଗୁ ଚାଇନା ଆମେରିକା ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ବୋଲି ଚାଇନା ତାଗିଦ୍‌ କରିଛି। ତାଇଓ୍ବାନ ସମସ୍ୟାରେ କୌଣସି ବାହ୍ୟ ହସ୍ତକ୍ଷେପକୁ…

ସେପ୍ଟେମ୍ବର ସୁଦ୍ଧା ସରିବ କରତାରପୁର କରିଡର

ଇସଲାମାବାଦ,୨।୬: ପାକିସ୍ତାନ କହିଛି କରତାରପୁର କରିଡରର ନିର୍ମାଣ କାର୍ଯ୍ୟ ୯୦ ପ୍ରତିଶତ ସରିଛି। ତେଣୁ ଆସନ୍ତା ସେପ୍ଟେମ୍ବର ୩୦ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଯିବ। ଗୁରୁ ନାନକଙ୍କର ୫୫୦ ତମ ପ୍ରକାଶ ପର୍ବକୁ ଆଖି ଆଗରେ ରଖି ଏହି…

ଭାରତୀୟ ଉଚ୍ଚାୟୁକ୍ତଙ୍କ ଇଫତାର୍‌ ପାର୍ଟିରେ ଅତିଥିଙ୍କୁ ଧମକାଇଲେ ପାକିସ୍ତାନ ଅଧିକାରୀ

ଇସଲାମାବାଦ୍‌,୨।୬: ପାକିସ୍ତାନରେ ଥିବା ଭାରତୀୟ ଉଚ୍ଚାୟୁକ୍ତଙ୍କ ପକ୍ଷରୁ ଆୟୋଜିତ ହୋଇଥିବା ଇଫତାର୍‌ ପାର୍ଟିରେ ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ଯୋଗଦେଇଥିବା ଅତିଥିମାନଙ୍କୁ ପାକିସ୍ତାନ ଅଧିକାରୀମାନେ ଧମକାଇବା ସହିତ ଏକ ଘରେ ବନ୍ଦ କରିଦେଇଥିବା ଅଭିଯୋଗ ହୋଇଛି। ଏନେଇ ପାକିସ୍ତାନରେ…

ଆମେରିକା ଭିଜା: ଆବେଦନକାରୀଙ୍କୁ ଦେବାକୁ ହେବ ୫ ବର୍ଷର ସୋସିଆଲ ମିଡ଼ିଆ ତଥ୍ୟ

ଓ୍ବାଶିଂଟନ,୨।୬: ଆମେରିକା ଭିଜା ବ୍ୟବସ୍ଥାରେ ଏବେ ନୂଆ ନିୟମ ସଂଯୁକ୍ତ କରାଯାଇଛି। ଏବେ ଏଥିପାଇଁ ଆବେଦନକାରୀଙ୍କୁ ସୋସିଆଲ୍‌ ମିଡ଼ିଆ ତଥ୍ୟ, ଇମେଲ୍‌ ଠିକଣା ତଥା ଫୋନ୍‌ ନମ୍ବର ସୂଚନା ଦେବାକୁ ପଡ଼ିବ। ଗତ ୫ ବର୍ଷ ଧରି ଆବେଦନକାରୀ ବ୍ୟବହାର କରୁଥିବା…

ଲିବିୟା ବିସ୍ଫୋରଣ: ୧୮ ଆହତ

ଡେରନା,୨।୬: ଲିବିୟାନ୍‌ ନ୍ୟାଶନାଲ୍‌ ଆର୍ମି(ଏଲ୍‌ଏନ୍‌ଏ)ର ହେଡ୍‌କ୍ୱାଟର ନିକଟରେ ରବିବାର ହୋଇଥିବା ୨ଟି ବିସ୍ଫୋରଣରେ ଅତିକମ୍‌ରେ ୧୮ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଖଲିଫା ହଫ୍‌ତାର ସେନା ଓ ଆମେରିକା ସେନା ମଧ୍ୟରେ ଲାଗିରହିଥିବା ଅସନ୍ତୋଷ ଯୋଗୁ ସେଠାରୁ ୯୦ ହଜାର…

ରୁଷିଆ ପ୍ଲାଣ୍ଟରେ ବିସ୍ଫୋରଣ

ମସ୍କୋ,୨ା୬(ଏଏଫ୍‌ପି): କେନ୍ଦ୍ରୀୟ ରୁଷିଆର ଏକ ପ୍ଲାଣ୍ଟରେ ଏକ ବଡ଼ଧରଣର ବିସ୍ଫୋରଣ ଘଟିଛି। ଏଥିରେ ୪୨ ଆହତ ହୋଇଥିବାବେଳେ ଆଖପାଖର ୨୦୦ କୋଠା ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ଏହାସହ ୨ ଜଣ ନିଖୋଜ ହୋଇଯାଇଛନ୍ତି। ବିସ୍ଫୋରଣ ଯୋଗୁ ସମ୍ପୂର୍ଣ୍ଣ ଅଞ୍ଚଳ ଧୂଆଁରେ ଆଚ୍ଛାଦିତ ହୋଇଯାଇଛି।…

୫ ମହିଳାଙ୍କୁ ଚୁମ୍ବନ ଦେଲେ ଡୁଟେର୍ଟେ

ଟୋକିଓ,୨ା୬(ଆଇଏଏନ୍‌ଏସ୍‌ ): ଫିଲିପାଇନ୍ସ ରାଷ୍ଟ୍ରପତି ରୋଡ୍ରିଗୋ ଡୁଟେର୍ଟେ ଏକ ବିଚିତ୍ର କାରନାମାକୁ ନେଇ ଏବେ ଚର୍ଚ୍ଚାରେ। ସେ ଜାପାନର ରାଜଧାନୀ ଟୋକିଓରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେବାବେଳେ ମଞ୍ଚ ଉପରେ ଲଗାତର ୫ ମହିଳାଙ୍କୁ ଚୁମ୍ବନ ଦେଇଛନ୍ତି। ସେହି ସୁନ୍ଦରୀ ମହିଳାମାନେ…

ଚନ୍ଦ୍ରକୁ ଉପକରଣ ପଠାଇବ ନାସା

ଓ୍ବାଶିଂଟନ୍‌: ୧୯୭୦ ପରେ ପ୍ରଥମଥର ପାଇଁ ଆମେରିକା ଚନ୍ଦ୍ରପୃଷ୍ଠକୁ ବୈଜ୍ଞାନିକ ଉପକରଣ ପଠାଇବା ପାଇଁ ଯୋଜନା ପ୍ରସ୍ତୁତ କରୁଛି। ୨୦୨୦ ଓ ୨୦୨୧ରେ ଏହି ଉପକରଣ ପଠାଯିବା ପରେ ୨୦୨୪ରେ ଚନ୍ଦ୍ରପୃଷ୍ଠକୁ ମାନବ ପଠାଯାଇ ସେଠାରେ ଜୀବସତ୍ତା ତିଷ୍ଠିବ କି ନା…

ଭର୍ଜିନିଆରେ ଗୁଳିକାଣ୍ଡ : ୧୨ ଜଣଙ୍କ ପ୍ରାଣ ହାନି, ୬ ଗୁରୁତର

ଓ୍ବାଶିଂଟନ,୧ା୬: ଆମେରିକାସ୍ଥିତ ଭର୍ଜିନିଆର ଏକ ସରକାରୀ ଅଟ୍ଟାଳିକାରେ ଗୁଳିକାଣ୍ଡ ଯୋଗୁ ଜଣେ ବନ୍ଧୁକଧାରୀଙ୍କ ସମେତ ୧୨ ଜଣଙ୍କର ପ୍ରାଣ ହାନି ଘଟିଥିବାବେଳେ ୬ ଜଣ ଗୁରୁତର ହୋଇଛନ୍ତି। ଶୁକ୍ରବାର ରାତିରେ ଭର୍ଜିନିଆ ସମୁଦ୍ରକୂଳରେ ଥିବା ମ୍ୟୁନିସପାଲିଟି କାର୍ଯ୍ୟାଳୟରେ ଏହି ଘଟଣା ଘଟିଥିଲା।…

ଲଣ୍ଡନରେ ଟ୍ରମ୍ପଙ୍କୁ ବିରୋଧ ପ୍ରଦର୍ଶନ

ଓ୍ବାଶିଂଟନ,୧।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ବଙ୍କିମହାମ୍‌ ପ୍ୟାଲେସରେ ଆୟୋଜିତ ଏକ ରାଜକୀୟ ଭୋଜିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ହେଲେ ଏହାକୁ ବିରୋଧ କରି କିଛି ସଙ୍ଗଠନ ଶନିବାର ବିରୋଧ ପ୍ରଦର୍ଶନ କରି ଏକ ରାଲିର ଆୟୋଜନ କରିଥିଲେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri