ଅନ୍ତର୍ଜାତୀୟ

ସୋମାଲିଆରେ ୨୦ଲକ୍ଷ ଲୋକଙ୍କ ମୃତ୍ୟୁ ଭୋକରେ ହେବା ଆଶଙ୍କା: ଜାତିସଂଘ

ଜେନେଭା,୬।୬: ଆଗାମୀ ଦିନରେ ଆବଶ୍ୟକ ଖାଦ୍ୟ ପଦାର୍ଥ ଯୋଗାଇ ଦିଆ ନ ଗଲେ ସୋମାଲିଆରେ ୨୦ ଲକ୍ଷ ଲୋକଙ୍କର ଭୋକରେ ମୃତ୍ୟୁ ହେବାର ଆଶଙ୍କା ରହିଛି। ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏନେଇ ସୂଚନା ଦିଆଯାଇଛି। ସ୍ଥିତି ସୁଧାର ଳାଗି…

ବାଟହୁଡ଼ା ପିଲାଦିନ: ପୃଥିବୀରେ ୬୯ କୋଟି ଶିଶୁ ଅବହେଳିତ

ଓ୍ବାଶିଂଟନ, ୬।୬: ପୃଥିବୀର ୧୭୬ ଦେଶରେ ଶିଶୁଙ୍କ ପିଲାଦିନ ବାଟ ହୁଡ଼ିଛି। ପ୍ରାୟ ୬୯ କୋଟି ଶିଶୁଙ୍କର ପିଲାଦିନ ହଜିଯାଇଥିବା ସେଭ୍‌ ଦି ଚିଲଡ୍ରେନ୍‌ ସଂସ୍ଥା ଦ୍ୱାରା ପ୍ରକାଶିତ ‘ଦି ଏଣ୍ଡ ଅଫ୍‌ ଚାଇଲ୍ଡହୁଡ୍‌ ଇଣ୍ଡେକ୍ସ୍‌’ରେ ପ୍ରକାଶ ପାଇଛି। ସେଥି ମଧ୍ୟରୁ…

ପ୍ରତିରକ୍ଷା ବଜେଟ କମାଇବ ପାକ୍‌

ଇସ୍‌ଲାମାବାଦ,୬ା୬(ପି.ଟି.)-ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ପକ୍ଷରୁ ଏକ ଅପ୍ରତ୍ୟାଶିତ ପଦକ୍ଷେପ ନିଆଯିବା ପାଇଁ ସ୍ଥିର କରାଯାଇଛି। ଆସନ୍ତା ଆର୍ଥତ୍କବର୍ଷରେ ପାକିସ୍ତାନର ପ୍ରତିରକ୍ଷା ବଜେଟ ହ୍ରାସ କରିବା ପାଇଁ ସେଠାକାର ସେନା ଓ ସରକାର ନିଷ୍ପତ୍ତି ନେଇଛନ୍ତି। ପାକିସ୍ତାନୀ ସେନାର…

ଯୌନ ନିର୍ଯାତନା ସହିପାରିଲେନି ୧୭ବର୍ଷୀୟ ଯୁବତୀ: ମାଗିଲେ ଇଚ୍ଛାମୃତ୍ୟୁ

ପିଲାଦିନେ ବାରମ୍ବାର ବଳାତ୍କାର ଯନ୍ତ୍ରଣା ସହିଆସୁଥିବା ଯୁବତୀ ଶେଷରେ ମୃତ୍ୟୁର ବାଟ ଆପଣାଇଛନ୍ତି। ନେଦରଲାଣ୍ଡରେ ଘଟିଛି ଏଭଳି ଅଭାବନୀୟ ଘଟଣା। ୧୧ ବର୍ଷ ବୟସର ହୋଇଥିବାବେଳେ ଯୁବତୀ ଜଣଙ୍କ ବଳାତ୍କାରର ଶିକାର ହୋଇଥିଲେ। ଯୌନ ନିର୍ଯାତନାର ଶିକାର ହେବା ପରେ ୧୭ବର୍ଷୀୟ…

ଯନ୍ତ୍ରଣା ସହି ନପାରି ମାତ୍ର ୧୭ ବର୍ଷ ବୟସରେ ନାବାଳିକା ବାଛିନେଲେ ‘ଇଛାମୃତ୍ୟୁ’

ଆମଷ୍ଟରଡମ୍‌,୫।୬: ମାନସିକ ଯନ୍ତ୍ରଣା ଓ ଡିପ୍ରେସନରୁ ବାହାରି ନ ପାରି ଶେଷରେ ‘ଇଛାମୃତ୍ୟୁ’ ଦ୍ୱାରା ନାବାଳିକା ଜଣଙ୍କ ଜୀବନ ହାରିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ନେଦରଲ୍ୟାଣ୍ଡ ଅର୍ନହୋମରେ। ଉକ୍ତ ସହରର ୧୭ ବର୍ଷର ଝିଅ ପିିଲାଦିନେ ବଳାତ୍କାରର ଶୀକାର ହୋଇଥିଲେ।…

ଇରାନରେ ଭୂକମ୍ପ ଝଟକା

ତେହରାନ,୫।୬: ଇରାନର ପଶ୍ଚିମ ଭାଗ କରମନଶାହ ସହରରେ ବୁଧବାର ୨ଥର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ଓ ୪.୯ ରହିଛି। ପ୍ରଥମ ଭୂକମ୍ପର କେନ୍ଦ୍ର ୧୦ କିଲୋମିଟର ଓ ଦ୍ୱିତୀୟଟିର କେନ୍ଦ୍ର ୧୧ କିଲୋମିଟର ଗଭୀରତା…

ବ୍ରିଟେନରେ ମହିଳାଙ୍କୁ ବଳାତ୍କାର କରି ଭାରତ ଚାଲିଆସିଥିଲେ ଯୁବକ: ମିଳିଲା ୭ ବର୍ଷ ଜେଲ୍‌ ଦଣ୍ଡାଦେଶ

ଲଣ୍ଡନ, ୫।୬: ବ୍ରିଟେନରେ ଜଣେ ମହିଳାଙ୍କୁ ବଳାତ୍କାର କରି ଭାରତ ପଳାଇଆସିଥିବା ଜଣେ ବ୍ୟକ୍ତିଙ୍କୁ ୭ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି ଅଦାଲତ। ଅଜୟ ରାଣା(୩୫) ନାମକ ଜଣେ ଯୁବକ ୨୦୧୭, ଡିସେମ୍ବର ୯ରେ ଇଂଲଣ୍ଡର ଲୋବସ୍ଫୋଟ ସହରରେ ଲିଫ୍ଟ ଦେବାକୁ କହି…

ପାକିସ୍ତାନର ଖରାପ ଅର୍ଥ ବ୍ୟବସ୍ଥାକୁ ସଜାଡିବାକୁ ଚାହୁଁଛନ୍ତି ଇମ୍ରାନ୍‌

ଇସଲାମାବାଦ,୫।୬: ପାକିସ୍ତାନର ଖରାପ ଅର୍ଥ ବ୍ୟବସ୍ଥାକୁ ନେଇ ଏବେ ଚିନ୍ତାରେ ପଡି ଯାଇଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ। ଏବେ ସେ ଏହାକୁ ସଜାଡିବାକୁ ଚେଷ୍ଟା କରୁଥିବା ଜଣାପଡିଛି। ଏଥିପାଇଁ ସେ ସମସ୍ତ ବିଭାଗର ବଜେଟରେ କାଣ୍ଟଛାଟ କରିବେ ବୋଲି ସୂଚନା ମିଳିଛି।…

ଘରୁ ବାହାରୁଥିବା ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରୁ ତିଆରି ହେବ ଜେଟ୍‌ ଇନ୍ଧନ

ଓ୍ବାଶିଂଟନ,୫।୬: ବୈଜ୍ଞାନିକମାନେ ପ୍ରତିଦିନ ଘରୁ ବାହାରୁ ଥିବା ପ୍ଲାଷ୍ଟିକ ପାଣି ବୋତଲ, ବ୍ୟାଗ ଭଳି ବର୍ଜ୍ୟବସ୍ତୁକୁ ନେଇ କିପରି କାମରେ ଲଗାଯାଇ ପାରିବ ତା’ ଉପରେ ଗବେଷଣା କରି ଚାଲିଛନ୍ତି। ଏବେ ଏହିସବୁ ବର୍ଜ୍ୟବସ୍ତୁରୁ ଜେଟ୍‌ ଇନ୍ଧନ ତିଆରି ହୋଇପାରିବ ବୋଲି…

ୟୁଟ୍ୟୁବରେ ଲାଇକ୍‌ ପାଇବା ପାଇଁ ଅସହାୟ ବ୍ୟକ୍ତିଙ୍କୁ ବିସ୍କୁଟରେ ଟୁଥ୍‌ପେଷ୍ଟ ମିଶାଇ ଖୁଆଇଲେ ୟୁଟ୍ୟୁବର୍ସ

ମାଦ୍ରିଦ୍‌,୪।୬: ଆଜିକାଲି ଯୁବପୀଢ଼ିଙ୍କ ଭିତରେ ସୋସିଆଲ ମିଡିଆକୁ ନେଇ କ୍ରେଜ ବଢ଼ିବାରେ ଲାଗିଛି। ଲାଇକ ଓ କମେଣ୍ଟ ପାଇବା ପାଇଁ ନିଜର ଜୀବନ ସହ ଅନ୍ୟର ଜୀବନକୁ ବାଜି ଲଗାଇବାକୁ ମଧ୍ୟ ପଛଉ ନାହାନ୍ତି। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି…

ତିଆନାନ୍‌ମେନ୍‌ ନରସଂହାରକୁ ପୂରିଲା ୩୦ ବର୍ଷ

ବେଜିଂ,୪।୬: ଚାଇନାର ରାଜଧାନୀ ବେଜିଂର ତିଆନାନ୍‌ମେନ୍‌ ଛକ ନରସଂହାରକୁ ମଙ୍ଗଳବାର ୩୦ ବର୍ଷ ପୂରଣ ହୋଇଛି। ୧୯୮୯ ଜୁନ୍‌ ୪ରେ ଏଠାରେ ସମବେତ ଛାତ୍ର କମ୍ୟୁନିଷ୍ଟ ଶାସକଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ଦେଶରେ ଗଣତନ୍ତ ଶାସନ ପାଇଁ ଦାବୀ ହୋଇଥିଲା।…

ଅକ୍ସଫୋର୍ଡ ୟୁନିଭର୍ସିଟିରେ ଲାଗିବ ରୋବୋ ଦ୍ୱାରା ପ୍ରସ୍ତୁତ ପେଣ୍ଟିଂ

ଲଣ୍ଡନ, ୪।୬: ବୈଜ୍ଞାନିକମାନେ ଏବେ ଏମିତି ରୋବୋ ତିଆରି କରିଛନ୍ତି ଯେଉଁ ରୋବୋ ଚିତ୍ର ଆଙ୍କି ପାରିବ ଏହି ରୋବୋର ନାଁ ଦିଆଯାଇଛି ଆଇଡା (Ai-Da)। ରୋବୋଟିକୁ ଏକ ସୁନ୍ଦର ଯୁବତୀର ରୂପ ଦିଆଯାଇଛି। ଏହା ତା’ର ରୋବୋଟିକ୍‌ ହାତ ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri