ହଂକଂ ପ୍ରତ୍ୟର୍ପଣ ବିଲ୍ ପ୍ରତ୍ୟାହୃତ
ହଂକଂ,୨୪ା୧୦(ଏଏଫ୍ପି): ହଂକଂରେ ୫ ମାସ ଧରି ବିକ୍ଷୋଭର କାରଣ ସାଜିଥିବା ବିବାଦୀୟ ପ୍ରତ୍ୟର୍ପଣ ବିଲ୍କୁ ବୁଧବାର ପ୍ରତ୍ୟାହାର କରାଯାଇଛି। ଲେଜିସ୍ଲେଟିଭ୍ କାଉନ୍ସିଲରେ ଏହି ନିଷ୍ପତ୍ତି ନିଆଯାଇଥିଲେ ହେଁ ବିକ୍ଷୋଭକାରୀଙ୍କ ଆନ୍ଦୋଳନ ଥମିବାର ନାଁ ନେଉନାହିଁ। କାରଣ ପ୍ରତ୍ୟର୍ପଣ ବିଲକୁ ପ୍ରତ୍ୟାହାର କରିବା…
ପୋଲ ତଳେ ଫସିଲା ପ୍ଲେନ
ବେଜିଂ,୨୩।୧୦: ଚାଇନାର ହର୍ବିନ୍ରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି, ଯାହାକୁ ଦେଖି ସମସ୍ତେ ଚକିତ ହୋଇପଡ଼ିଛନ୍ତି। ହର୍ବିନ୍ ସହରର ଏକ ପୋଲ ତଳେ ଟ୍ରକରେ ଯାଉଥିବା ବିମାନଟି ଫସି ଯାଇଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।…
ମୋଦିଙ୍କ ଉପରେ ଆତ୍ମଘାତୀ ଆକ୍ରମଣ କରିବା ଧମକ ଦେଇ ଟ୍ରୋଲ୍ ହେଲେ ପାକିସ୍ତାନୀ ଗାୟିକା
ଇସଲାମାବାଦ୍,୨୩।୧୦: କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଉତ୍ତେଜନା ଦେଖାଦେଇଛି। ପାକିସ୍ତାନ ଆର୍ମି, ଆଇଏସ୍ଆଇ, ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ସଭିଏଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରୁଛନ୍ତି। ଏବେ ପାକିସ୍ତାନୀ ଲୋକଗୀତ ଗାୟିକା…
ନଓ୍ବାଜ୍ ଶରିଫ୍ଙ୍କୁ ଜେଲ୍ରେ ଦିଆଯାଇଛି ଜହର: ପୁଅ ଆଣିଲେ ଅଭିଯୋଗ
ଇସଲାମାବାଦ୍,୨୩।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ୍ଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଏନେଇ ତାଙ୍କ ପୁଅ ହୁସେନ୍ ନଓ୍ବାଜ୍ ଲଣ୍ଡନରୁ ଟୁଇଟ୍ କରି ପାକିସ୍ତାନ ସରକାରଙ୍କ ଉପରେ ଅଭିଯୋଗ ଆଣିିଛନ୍ତି। ତାଙ୍କ ପିତାଙ୍କୁ ଜେଲ୍ରେ ଜହର ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି।…
ପାକିସ୍ତାନ ବଳରେ ବଳୀୟାନ୍ ତୁର୍କୀ: ବଢୁଛି ଆମେରିକା ଚିନ୍ତା
ଆଙ୍କ୍ରା,୨୩।୧୦: ତୁର୍କୀ ପରମାଣୁ ବୋମା ତିଆରି କରିବ ବୋଲି ସୂଚନା ଦେଇଛି। ପୂର୍ବରୁ ତୁର୍କୀ ପାଖରେ ଏହାର ଜ୍ଞାନକୌଶଳ ନ ଥିବାବେଳେ ଏବେ କିଭଳି ପରମାଣୁ ବୋମା କୌଶଳ ହାତେଇଛି ସେ ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। କଶ୍ମୀରରେ ଅନୁଚ୍ଛେଦ…
କାନାଡ଼ାରେ ଜଷ୍ଟିନ୍ ଟ୍ରୁଡୋଙ୍କ ସରକାର: କିଙ୍ଗ୍ମେକର ମୂଳ ଭାରତୀୟ ଜଗମିତ୍ ସିଂ
ଓଟାଓ୍ବା,୨୩।୧୦: କାନାଡ଼ାରେ ହୋଇଥିବା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏଥିରେ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କ ଲିବେରାଲ ପାର୍ଟି ଅଫ୍ କାନାଡ଼ା ଅଧିକ ସଂଖ୍ୟକ ଆସନରେ ସଫଳ ରହିଛି। ତାଙ୍କ ପାର୍ଟିକୁ ୧୫୭ ଆସନ ମିଳିଛି। ତେବେ ସେ ବହୁମତଠାରୁ ୧୩ଟି ଆସନ…
ପିଓକେରେ ପାକିସ୍ତାନର ବର୍ବରତା: ବିକ୍ଷୋଭବେଳେ ଲାଠିମାଡ଼; ୨ ମୃତ, ୮୦ ଆହତ
ମୁଜାଫରାବାଦ,୨୩ା୧୦: ପାକ୍-ଅଧିକୃତ କଶ୍ମୀର(ପିଓକେ)ରେ ଇସ୍ଲାମାବାଦର ବର୍ବରତା ସୀମା ଟିପିଛି। ପିଓକେ ରାଜଧାନୀ ମୁଜାଫରାବାଦରେ ମଙ୍ଗଳବାର ସ୍ବାଧୀନତା ସପକ୍ଷରେ ଆୟୋଜିତ ଏକ ଶୋଭାଯାତ୍ରା ବେଳେ ପୋଲିସ ଲାଠିମାଡ଼ କରିଛି। ଏଥିରେ ୨ ଜଣଙ୍କ ଜୀବନ ଯାଇଥିବାବେଳେ ୮୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଅକ୍ଟୋବର…
ଗୋଟିଏ ମାଛ ବଦଳାଇଦେଲା ମତ୍ସ୍ୟଜୀବୀଙ୍କ ଭାଗ୍ୟ
ରିଓ,୨୨।୧୦:ସମୁଦ୍ରରୁ ଏକ ମାଛ ଧରି ମାଲାମାଲ ହୋଇଯାଇଛନ୍ତି ଜଣେ ମତ୍ସ୍ୟଜୀବୀ। ବ୍ରାଜିଲର ଆମାଜନ ଷ୍ଟେଟ୍ସ୍ଥିତ ଆମନା ସସ୍ଷ୍ଟେନେବଲ୍ ଡେଭଲୋପମେଣ୍ଟ ରିଜର୍ଭରୁ ମାଛଟିକୁ ଧରାଯାଇଛି। ଏହି ମାଛଟିର ନାଁ ପିରାରୁକୁ। ଏହାର ମାଂସ ଦେଖିବାକୁ ଧଳା ଏବଂ ନରମ। ଖାଇବାକୁ ମଧ୍ୟ ସ୍ବାଦିଷ୍ଟ…
ଜଣେ ମହିଳାଙ୍କୁ ବିବାହ କରିବା ଯେଉଁଠି ଅପରାଧ…
ଦୁନିଆରେ ଏମିତି ସ୍ଥାନ ରହିଛି ଯେଉଁଠାରେ ବିଚିତ୍ର ଆଇନ ପ୍ରଚଳିତ। ଏଠାରେ ଜଣେ ମହିଳାଙ୍କୁ ବିବାହ କରିବା ଆଇନ ଅନୁସାରେ ଅପରାଧ। ଇରିଟ୍ରିୟାରେ ପୁରୁଷମାନଙ୍କ ପାଇଁ ଦୁଇଟି ବିବାହ କରିବା ବାଧ୍ୟତାମୂଳକ କରାଯାଇଛି । ପୁରୁଷମାନେ ଗୋଟିଏ ବିବାହ କରିବା ଏଠାକାର…
ଟ୍ରମ୍ପ ପାଳିବେ ଦୀପାବଳି
ଓ୍ବାଶିଂଟନ,୨୨।୧୦: ଆସନ୍ତା ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସରେ ଦୀପାବଳି ପାଳନ କରିବେ ବୋଲି ଜଣାପଡିଛି। ଭାରତରେ ପାଳନ କରାଯାଉଥିବା ଦୀପାବଳି ଉତ୍ସବର ୩ ଦିନ ପୂର୍ବରୁ ସେ ଏହି ଉତ୍ସବ ପାଳନ କରିବେ। ଏହାକୁ ନେଇ ଟ୍ରମ୍ପ…
ସେନା ମୁଖ୍ୟଙ୍କ ବିରୋଧରେ କହି ଗିରଫ ହେଲେ ନଓ୍ବାଜଙ୍କ ଜ୍ୱାଇଁ
ଲାହୋର,୨୨।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କ ଜ୍ୱାଇଁ ମହମ୍ମଦ ଶଫଦର ଏବେ ଅଡୁଆରେ ପଡିଯାଇଛନ୍ତି। ଶଫଦର ପାକିସ୍ତାନ ସେନାମୁଖ୍ୟ ଓ ଦେଶର ଶାଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ କିଛି ମନ୍ତବ୍ୟ ଦେଇଥିବା ବେଳେ ଏବେ ଏହା ଚର୍ଚ୍ଚାକୁ ଆସିଛି। କେବଳ…
ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ନଓ୍ବାଜ
ଇସ୍ଲାମାବାଦ୍,୨୨।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି। ଜେଲ୍ରେ ବନ୍ଦୀ ଥିବା ନଓ୍ବାଜଙ୍କ ସୋମବାର ବିଳମ୍ବିତ ରାତିରେ ବ୍ଲଡ ପ୍ଲେଟଲେଟ କାଉଣ୍ଟ ତଳ ସ୍ତରକୁ ଚାଲିଯାଇଛି। ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ଲାହୋରର ଏକ ଆର୍ମି ହସ୍ପିଟାଲରେ…
Archives


