ଅନ୍ତର୍ଜାତୀୟ

ହସ୍ପିଟାଲର ୩୬ ଗର୍ଭବତୀ ନର୍ସଙ୍କ ମଧ୍ୟରୁ ୨୦ ଜଣ ମା’ହେଲେ

ଗୋଟିଏ ବର୍ଷରେ ଏକ ହସ୍ପିଟାଲର ୩୬ଜଣ ନର୍ସ ଗର୍ଭବତୀ ହୋଇଥିବା ଖବର ସାମ୍ନାକୁ ଆସିଥିବା ବେଳେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସୋସିଆଲ ମିଡିଆରେ ମା’ ହୋଇସାରିଥିବା ୨୦ ଓ ଅବଶିଷ୍ଟ ୧୬ ନର୍ସଙ୍କ ଖବର ଭାଇରାଲ ହେବାରେ ଲାଗିଛି। ହସ୍ପିଟାଲ…

ଯୁବକଙ୍କୁ ମାତ୍ର ୫୦ ମିନିଟ୍‌ ଜେଲ୍‌ ଦଣ୍ଡାଦେଶ ଶୁଣାଇଲେ କୋର୍ଟ, ଜାଣନ୍ତୁ କ’ଣ ଥିଲା ଅପରାଧ

ଲଣ୍ଡନ, ୧।୮: ଲଣ୍ଡନରେ ଏକ ଅଜବ ଘଟଣା ଘଟିଛି। ଏଠାରେ ଜଣେ ଯୁବକଙ୍କ ଛୋଟ ଭୁଲ ପାଇଁ ତାଙ୍କୁ ମାତ୍ର ୫୦ ମିନିଟ୍‌ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ଶେନ୍‌ ଜେନକିଙ୍ଗ୍ସ ନିଜ ସାଙ୍ଗ କେନେଥ ବେଲଙ୍କ ଘରକୁ ଯାଇ ତାଙ୍କ…

ପିଲାଙ୍କୁ ବ୍ୟବହାର କରୁଛନ୍ତି ଆତଙ୍କବାଦୀ, ମାଓବାଦୀ

ଜାତିସଂଘ,୧ା୮(ପି.ଟି. ): ଆତଙ୍କବାଦୀ ଓ ମାଓବାଦୀ କାର୍ଯ୍ୟକଳାପ ପାଇଁ ପିଲାମାନଙ୍କୁ ବ୍ୟବହାର କରାଯାଉଥିବାରୁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ଚିନ୍ତାବ୍ୟକ୍ତ କରିଛନ୍ତି। ଜମ୍ମୁ-କଶ୍ମୀରରେ ହିଜ୍‌ବୁଲ ମୁଜାହିଦ୍ଦିନ ଓ ଲଶ୍କର-ଇ-ତୋଇବା (ଏଲ୍‌ଇଟି) ଭଳି ଆତଙ୍କବାଦୀ ସଙ୍ଗଠନ ଏବଂ ଭାରତର ଅନ୍ୟ କେତେକ ଭାଗରେ…

ଓସାମା ବିନ୍‌ ଲାଦେନଙ୍କ ପୁଅ ହମଜାଙ୍କ ପରଲୋକ

ଓ୍ବାଶିଂଟନ,୧।୮: ଅଲକାଏଦାର ମୁଖ୍ୟ ତଥା ବହୁ ଚର୍ଚ୍ଚିତ ଆତଙ୍କବାଦୀ ଓସାମା ବିନ୍‌ ଲାଦେନଙ୍କ ପୁଅ ହମଜା ବିନ୍‌ ଲାଦେନଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି ଆମେରିକା ଗଣମାଧ୍ୟମ। ଏନ୍‌ବିସି ନ୍ୟୁଜର ସୂଚନା ଅନୁଯାୟୀ, ଆମେରିକାର ୩ ଅଧିକାରୀ ହମଜାଙ୍କ ପରଲୋକ ହୋଇଥିବା…

ପିଲାମାନେ କେତେ ସମୟ ବ୍ୟାୟାମ କରିବା ଦରକାର

ଓ୍ବାଶିଂଟନ : ପିଲାମାନେ ସୁସ୍ଥ ରହିବା ପାଇଁ ସପ୍ତାହକୁ ତିନି ଦିନ ମଧ୍ୟମ କିମ୍ବା କଠିନ ବ୍ୟାୟାମ କରିବାକୁ ପଡିବ। ୟୁଏସ୍‌ ଡିପାର୍ଟମେଣ୍ଟ ଅଫ୍‌ ହେଲ୍‌ଥ ଆଣ୍ଡ୍‌ ହ୍ୟୁମାନ ସର୍ଭିିସ ଗାଇଡ୍‌ ଲାଇନ ଅନୁଯାୟୀ ୬ କିମ୍ବା ଏହାଠାରୁ ଅଧିକ ବୟସର…

ପୃଥିବୀଠାରୁ ୭୩ ଆଲୋକବର୍ଷ ଦୂରରେ ବାସୋପଯୋଗୀ ଗ୍ରହର ସନ୍ଧାନ

ଓ୍ବାଶିଂଟନ:ଆମେରିକୀୟ ମହାକାଶ ସଂସ୍ଥା ନାସା ସୌରମଣ୍ଡଳ ବାହାରେ ତିନୋଟି ବାସୋପଯୋଗୀ ଗ୍ରହ ଠାବ କରିଛି। ପୃଥିବୀଠାରୁ ୭୩ ଆଲୋକବର୍ଷ ଦୂରରେ ଥିବା ଗ୍ରହଗୁଡିକ ଏକ ନକ୍ଷେତ୍ର ଚାରିପାଖରେ ଘୂରୁଛନ୍ତି। ଏହିି ତିନୋଟି ଗ୍ରହ ମଧ୍ୟରୁ ଗୋଟିଏରେ କଠିନ ପୃଷ୍ଠଭୂମି ଥିବାବେଳେ ଅନ୍ୟ…

ବଲୁଚିସ୍ତାନରେ ବୋମା ବିସ୍ଫୋରଣ: ୫ ମୃତ; ୩୮ ଆହତ

ଇସଲାମାବାଦ୍‌,୩୧।୭: ପାକିସ୍ତାନ ବଲୁଚିସ୍ତାନ ପ୍ରଦେଶରେ ବୋମା ବିସ୍ଫୋରଣରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୩୮ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା…

ଆଫଗାନିସ୍ତାନରେ ବୋମା ବିସ୍ଫୋରଣ: ୩୪ ମୃତ

କାବୁଲ,୩୧।୭: ଆଫଗାନିସ୍ତାନରେ ବୋମା ବିସ୍ଫୋରଣରେ ୩୪ ଜଣଙ୍କ ମୃତ୍ୟୁ ଘଟିଛି। ବୁଧବାର ହେରାତ୍‌-କନ୍ଧାହର ଜାତୀୟ ରାଜପଥ ନିକଟରେ ଏହି ବିସ୍ଫୋରଣ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ ଶିଶୁ ରହିଥିବା କୁହାଯାଉଛି। ଏହି ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ଚିକିତ୍ସା…

୧୨ କୋଟିରେ ବିକ୍ରି ହେବ ୬୬୦ ଏକର ପରିମିତ ଅଞ୍ଚଳରେ ଥିବା ନିର୍ଜନ ଦ୍ୱୀପ

ଏଡ଼ିନବରା, ୩୧।୭: ସ୍କଟ୍‌ଲାଣ୍ଡରେ ଥିବା ଏକ ନିର୍ଜନ ଦ୍ୱୀପ ୧୨ କୋଟି ଟଙ୍କାରେ ବିକ୍ରି ହେବ। ଏନେଇ ଘୋଷଣା ପ୍ରକାଶ ପାଇଛି। ଦ୍ୱୀପଟି ୬୬୦ ଏକର ପରିମିତ ଅଞ୍ଚଳରେ ରହିଛି। ଏହି ଦ୍ୱୀପ ହେଉଛି ଇଞ୍ଚ୍‌ମାନରୋକ୍‌। ଏଠାରେ ୪ ବେଡ୍‌ ରୁମ୍‌…

ସିଦ୍ଧାର୍ଥଙ୍କ ସହ ଯାହା ଘଟିଛି, ମୋ ସହ ବି ସେମିତି ହୋଇଥିଲା:ମାଲ୍ୟା

ଲଣ୍ଡନ, ୩୧।୭: ସୋମବାରଠାରୁ ନିଖୋଜ ଥିବା ‘କାଫେ କଫି ଡେ’ (ସିସିଡି)ର ପ୍ରତିଷ୍ଠାତା ୬୦ ବର୍ଷୀୟ ଭିଜି ସିଦ୍ଧାର୍ଥଙ୍କ ମୃତଦେହ ଉଦ୍ଧାର କରଯାଇଛି। ବ୍ୟବସାୟରେ କ୍ଷତି ହେଉଥିବାବେଳେ ବାରମ୍ବାର ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟର ଚଢଉ ଯୋଗୁ ସେ ଆତ୍ମହତ୍ୟା କରିଥିବା ଏକ…

ଏଠି ପ୍ରତିବର୍ଷ ମହିଳାଙ୍କ ପାଇଁ ଆୟୋଜିତ ହୁଏ ହର୍ସ ରେସ୍‌

ବ୍ରିଟେନରେ ଏମିତି ଏକ ହର୍ସ ରେସ୍‌ ବା ଘୋଡା ଦୌଡ ଆୟୋଜନ କରାଯାଇଥାଏ ଯେଉଁଥିରେ କେବଳ ମହିଳାମାନେ ହିଁ ଭାଗ ନେଇଥାଆନ୍ତି। ଏଥିରେ ଟେଲିଭିଜନ୍‌ ଆଙ୍କର, ଫ୍ୟାଶନ୍‌ ଏକ୍ସପର୍ଟ, ମଡେଲ, ଛାତ୍ରୀ ତଥା ଗୃହିଣୀ ସମସ୍ତେ ଭାଗ ନେବାର ସୁବିଧା ଥାଏ।…

କାନ୍ଦାହାର ବିସ୍ଫୋରଣ: ୩ ଶିଶୁ ମୃତ

କାନ୍ଦାହାର,୩୦।୭: ଆଫଗାନିସ୍ତାନର କାନ୍ଦାହାର ଅଞ୍ଚଳରେ ଥିବା ଏକ ଜନଗହଳିପୂର୍ଣ୍ଣ ରାସ୍ତାରେ ମଙ୍ଗଳବାର ଆତ୍ମଘାତୀ ବିସ୍ଫୋରଣ ଫଳରେ ୩ ଶିଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ବିସ୍ଫୋରଣରେ ଅନ୍ୟ ୬ ଜଣ ଶିଶୁଙ୍କ ସମେତ ୨୩ ଜଣ ଆହତ ହୋଇଥିବା ଜଣାପଡିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri