ମଝି ଆକାଶରେ ଯାତ୍ରୀବାହୀ ବିମାନର ଭାଙ୍ଗିଲା ଡେଣା
ମସ୍କୋ,୧୫।୮: ରୁଷିଆରେ ଏକ ଯାତ୍ରୀବାହୀ ବିମାନର ଡେଣା ମଝି ଆକାଶରେ ଭାଙ୍ଗିଯିବାରୁ ଏହାର ଜରୁରୀ ଅବତରଣ କରାଯାଇଛି। ବିମାନରେ ୨୨୬ ଯାତ୍ରୀ ଥିବା କୁହାଯାଉଛି। ସେମାନଙ୍କ ମଧ୍ୟରୁ ୨୩ ଯାତ୍ରୀ ଆହତ ହୋଇଛନ୍ତି। ଝୁକୋବକ୍ସି ବିମାନ ବନ୍ଦରରେ ଜରୁରୀ ଅବତରଣ ପରେ…
ଅଗଷ୍ଟ ୧୫ରେ ପାକିସ୍ତାନରେ ବି ଗୁଞ୍ଜି ଉଠିଲା ସମବେତ ‘ଜୟ ହିନ୍ଦ୍’ ସ୍ବର
ଇସଲାମାବାଦ୍, ୧୫।୮: ଅଗଷ୍ଟ ୧୫ରେ ଭାରତର ସ୍ବାଧୀନତା ଦିବସ ପାଳିତ ଅବସରରେ ପାକିସ୍ତାନରେ ମଧ୍ୟ ଗୁଞ୍ଜି ଉଠିଛି ସମବେତ ଜୟ ହିନ୍ଦ୍ ସ୍ବର। ପାକିସ୍ତାନର ବାଲୁଚିସ୍ତାନ ବାସିନ୍ଦା ଭାରତକୁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କୁ ମୁକ୍ତ କରିବା ପାଇଁ ଅନୁରୋଧ କରିଛନ୍ତି।…
ଡରିଗଲାଣି ପାକିସ୍ତାନ: ଅଧଘଣ୍ଟା ଭାଷଣରେ ୧୨ଥର ମୋଦିଙ୍କ ନାଁ ନେଲେ ଇମ୍ରାନ୍
ଇସଲାମାବାଦ,୧୫।୮: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖଁା ଏବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏମିତି ଡରି ଯାଇଛନ୍ତି ଯେ ସେ ତାଙ୍କର ଅଧ ଘଣ୍ଟାର ଭାଷଣରେ ପ୍ରାୟ ୧୨ ଥର ମୋଦିଙ୍କ ନାଁ ନେଇଛନ୍ତି। ସୂଚନାଯୋଗ୍ୟ, ଅଗଷ୍ଟ ୧୪ ଅର୍ଥାତ୍ ବୁଧବାର…
ସ୍ବାଧୀନତା ଦିବସରେ ବାଂଲାଦେଶକୁ ମିଠା ପ୍ୟାକେଟ ଦେଲା ଭାରତ
ଫୁଲଓ୍ବାରୀ,୧୫।୮: ଭାରତ ୭୩ ତମ ସ୍ବାଧୀନତା ଦିବସ ଅବସରରେ ବାଂଲାଦେଶକୁ ମିଠା ପ୍ୟାକେଟ ଦେଇଛି। ପଶ୍ଚିମବଙ୍ଗ ଫୁଲଓ୍ବାରୀଠାରେ ବିଏସ୍ଏଫ୍ ଉଚ୍ଚ କର୍ତ୍ତୃପକ୍ଷ ବାଂଲାଦେଶ ସୀମା ସୁରକ୍ଷା ବାହିନୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବାଂଲାଦେଶ ପକ୍ଷରୁ ମଧ୍ୟ ଏହି ଅବସରରେ ଭାରତୀୟ ଯବାନଙ୍କୁ ମିଠା…
ସ୍ବାଧୀନତା ଦିବସ ଅବସରରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ପୁଟିନ
ମସ୍କୋ,୧୫।୮: ଭାରତର ୭୩ ତମ ସ୍ବାଧୀନତା ଦିବସ ଅବସରରେ ରୁଷ ରାଷ୍ଟ୍ରପତି ଭ୍ଲାଡିମିତ ପୁଟିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଚିଠିଲେଖି ପୁଟିନ ଏହି ଶୁଭେଚ୍ଛା ଜଣାଇଥିବା ସୂଚନା ମିଳିଛି। ଭାରତ ଓ ରୁଷ…
ଭାରତକୁ ସ୍ବାଧୀନତା ଦିବସର ଅଭିନନ୍ଦନ ଜଣାଇଲା ଆମେରିକା
ଓ୍ବାଶିଂଟନ,୧୫।୮: ଭାରତ ଗୁରୁବାର ୭୩ତମ ସ୍ବାଧୀନତା ଦିବସ ଆନନ୍ଦ ଉଲ୍ଲାସର ସହ ପାଳନ କରୁଥିବା ବେଳେ ଏହି ଅବସରରେ ଭାରତର ମିତ୍ର ରାଷ୍ଟ୍ର ଆମେରିକା ମଧ୍ୟ ଭାରତକୁ ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇଛି। ଆମେରିକାର ରାଜ୍ୟ ସଚିବ ମିଖାଇଲ ପୋମ୍ପେଓ ଏକ…
ମାଲେସିଆରୁ ଜାକିରଙ୍କ ବହିଷ୍କାର ଦାବି
କୁଆଲାଲମ୍ପୁର,୧୫ା୮: ଭାରତୀୟ ଇସ୍ଲାମୀୟ ଧର୍ମଗୁରୁ ଜାକିର ନାଏକଙ୍କୁ ମାଲେସିଆରୁ ବହିଷ୍କାର କରିବା ଲାଗି ୩ ଜଣ ମନ୍ତ୍ରୀ ଦାବି କରିଛନ୍ତି। ୩ ବର୍ଷ ହେଲା ମାଲେସିଆରେ ରହୁଥିବା ଜାକିରଙ୍କ ବିରୋଧରେ ଭାରତରେ ମନିଲଣ୍ଡରିଂ ଏବଂ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେବା ନେଇ ମାମଲାର…
ଇଟାର ଜବାବ ପଥରରେ ଦିଆଯିବ
ଇସ୍ଲାମାବାଦ,୧୫ା୮(ପି.ଟି./ଆଇଏଏନ୍ଏସ୍):ଭାରତର ପ୍ରତ୍ୟେକ ଇଟା ମାଡ଼ର ଜବାବ ପଥରରେ ଦିଆଯିବ ବୋଲି ଜମ୍ମୁ-କଶ୍ମୀର ସମ୍ପର୍କିତ ନିଷ୍ପତ୍ତିକୁ ନେଇ ବିଚଳିତ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ବୁଧବାର ପୁଣି ଯୁଦ୍ଧ ଧମକ ଦେଇଛନ୍ତି। କଶ୍ମୀର ପ୍ରସଙ୍ଗକୁ ଜାତିସଂଘ ସମେତ ସମସ୍ତ ବିଶ୍ୱ ମଞ୍ଚରେ ଉଠାଯିବ…
ଆଖି ଥାଏ ସବୁବେଳେ ଜାଗ୍ରତ…
ମଣିଷ ଶୋଇଥିବା ସମୟରେ ମଧ୍ୟ ଆଖି ଜାଗ୍ରତ ରହିଥାଏ। ସାରା ଶରୀର ନିଦ୍ରାରେ ଥିବାବେଳେ କେବଳ ଆଖି ରହିଥାଏ ସଜାଗ। ଏନେଇ କାର୍ଲିଫର୍ନିଆ ବିଶ୍ୱବିଦ୍ୟାଳୟର ଗବେଷକ ସୂଚିତ କରିଛନ୍ତି। ଦୀର୍ଘଦିନ ଧରି ଗବେଷଣା କରିବା ପରେ ସେମାନେ ଏସମ୍ପର୍କିତ ରିପୋର୍ଟରେ ଏହା…
ପାକିସ୍ତାନ ରାଷ୍ଟ୍ରପତି ଦେଖାଇଲେ ନାଲିଆଖି: କହିଲେ ଯୁଦ୍ଧ ହେଲେ ଜେହାଦ୍ରେ ଦିଆଯିବ ଉତ୍ତର
ଇସଲାମାବାଦ୍,୧୪।୮: ଅନୁଚ୍ଛେଦ ୩୭୦ ଉଚ୍ଛେଦ ନେଇ ପାକିସ୍ତାନର ଅବସ୍ଥା ଭୋକ ବିକଳରେ ତାଟିଆ କାମୁଡ଼ା ଭଳି ହୋଇଛି। ପୂର୍ବରୁ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ବିଭିନ୍ନ ବିବାଦୀୟ ମନ୍ତବ୍ୟ ଦେଇଥିବାବେଳେ ଏବେ ପାକିସ୍ତାନ ରାଷ୍ଟ୍ରପତି ଆରିଫ୍ ଅଲଓ୍ବୀ ଭାରତକୁ ନାଲି ଆଖି ଦେଖାଇଛନ୍ତି।…
ପିଓକେରେ ସ୍ବାଧୀନତା ଦିବସ ପାଳିବେ ଇମ୍ରାନ୍
ଇସ୍ଲମାବାଦ,୧୪ା୮ (ଆଇଏଏନ୍ଏସ୍): ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ପାକ୍-ଅଧିକୃତ କଶ୍ମୀର (ପିଓକେ)ରେ ବୁଧବାର ସ୍ବାଧୀନତା ଦିବସ ପାଳନ କରିବେ। ଏହାସହ ସେ ସେଠାକାର ବିଧାନସଭାକୁ ସମ୍ବୋଧିତ କରିବେ। ଜମ୍ମୁ-କଶ୍ମୀର ସମ୍ପର୍କରେ ଭାରତର ନିଷ୍ପତ୍ତିକୁ ନେଇ ଅନ୍ତର୍ଜାତୀୟ ସମୁଦାୟଠାରୁ କିଛି ସହଯୋଗ ନ…
କୋଲେଷ୍ଟରଲସ୍ତର କମାଇବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…
ପ୍ରତିଦିନ ସକାଳେ ଅଧା କପ୍ ଗାଜର ରସ ପିଇଲେ ଅନେକ ଉପକାର ମିଳିଥାଏ। ଗାଜର ରସ କୋଲେଷ୍ଟରଲସ୍ତର ହ୍ରାସ କରିଥାଏ। ଫଳରେ ହାର୍ଟ ଆଟାକ୍ ସମସ୍ୟାରୁ ମୁକ୍ତି ମିଳିଥାଏ ବୋଲି ହଷ୍ଟନ ବିଶ୍ୱବିଦ୍ୟାଳୟରେ ହୋଇଥିବ ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି।…
Archives


