ବଡ଼ ଖବର: ଭାରତକୁ ପୁଣି ଧମକ ଦେଲେ ଟ୍ରମ୍ପ, ଏଥର କହିଲେ…
ଓ୍ବାଶିଂଟନ,୪।୮: ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଭାରତ ଉପରେ ଟାରିଫ୍ ବୃଦ୍ଧି କରିବାକୁ ଧମକ ଦେଇଛନ୍ତି। ଟ୍ରମ୍ପ ଭାରତ ଉପରେ ରୁଷିଆଠାରୁ ବହୁ ପରିମାଣରେ ତେଲ କିଣି ବିପୁଳ ଲାଭରେ ବିକ୍ରି କରୁଥିବା ଅଭିଯୋଗ କରିଛନ୍ତି। ସେ…
ଟ୍ରମ୍ପଙ୍କ ଭାରତକୁ ଧମକ: ରୁଷିଆରୁ ତେଲ କିଣିବା ପାଇଁ କରିବେ ଟାରିଫ୍ ବୃଦ୍ଧି
ନୂଆଦିଲ୍ଲୀ,୪।୮: ଯୁକ୍ତରାଷ୍ଟ୍ର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାରତ ରୁଷିଆରୁ ‘ପ୍ରଚୁର ପରିମାଣରେ’ ତେଲ କିଣୁଥିବା ଅଭିଯୋଗ କରି ଭାରତ ବିରୋଧରେ ଟାରିଫ୍ (ଶୁଳ୍କ) ବୃଦ୍ଧି କରିବାକୁ ଧମକ ଦେଇଛନ୍ତି। ଟ୍ରମ୍ପ ତାଙ୍କ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟ୍ରୁଥ…
ଚାଇନାରେ ଜନସଂଖ୍ୟା ସଙ୍କଟ: ସରକାର ଚାହୁଁଛନ୍ତି ଅଧିକ ସନ୍ତାନ, କିନ୍ତୁ ଲୋକେ ଅକ୍ଷମ
ନୂଆଦିଲ୍ଲୀ,୪।୮: ଚାଇନା ଆଜି ଅର୍ଥନୈତିକ ଓ ଜନସଂଖ୍ୟା ସଙ୍କଟରେ ଜର୍ଜରିତ। ୨୦୨୫ ଜାନୁଆରୀ ତଥ୍ୟ ଅନୁଯାୟୀ, ଚାଇନାର ଜନସଂଖ୍ୟା ତୃତୀୟ ବର୍ଷ ପାଇଁ କମିଛି, ମୋଟ ୧୩.୯ ଲକ୍ଷ ଜନସଂଖ୍ୟା ହ୍ରାସ ପାଇଛି। ବିବାହ ସଂଖ୍ୟା କମିବା ଓ ଅବସର ବୟସ…
ବୋଇଂ ଭଳି ବିରାଟ କମ୍ପାନୀରେ କାମ ଠପ୍, ଧର୍ମଘଟରେ ଗଲେ ଲଢୁଆ ବିମାନ ତିଆରି କରୁଥିବା କର୍ମଚାରୀ, ଜାଣନ୍ତୁ ଏହା ପଛର ସତ୍ୟତା
ନ୍ୟୁୟର୍କ,୪।୮: ବିମାନ ଚଳାଚଳ କମ୍ପାନୀ ବୋଇଂ ସହିତ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ପ୍ରକୃତରେ, ବୋଇଂ ପ୍ରତିରକ୍ଷାର ୩୦୦୦ରୁ ଅଧିକ କର୍ମଚାରୀ ଧର୍ମଘଟ କରିଛନ୍ତି। ଏହି ଆମେରିକୀୟ କମ୍ପାନୀ F-35 ଏବଂ ଅନ୍ୟାନ୍ୟ ଅନେକ ସାମରିକ ବିମାନ ତିଆରି…
ଉବୁଟୁବୁ ହେଉଛି ପାକିସ୍ତାନ-ଚାଇନା! ଗଲାଣି ଶହ ଶହ ଲୋକଙ୍କ ଜୀବନ
ଇସଲାମାବାଦ/ବେଜିଂ,୪।୮: ବର୍ଷା ଯୋଗୁ ସବୁଠି ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଛି। ଗୋଟିଏ ପଟେ ଭାରତର ବିଭିନ୍ନ ଅଞ୍ଚଳ ପାଣିରେ ବୁଡ଼ି ରହିଥିବା ବେଳେ ପଡ଼ୋଶୀ ଦେଶ ପାକିସ୍ତାନରେ ବନ୍ୟା ତାଣ୍ଡବ ସୃଷ୍ଟି କରିଛି। ଚାଇନା ମଧ୍ୟ ବନ୍ୟା ଯୋଗୁ ବିଚଳିତ…
ଆମେରିକାକୁ ଧୋକା ଦେଲା ପାକିସ୍ତାନ? ଇରାନ ନ୍ୟୁକ୍ଲିୟର ପ୍ରୋଗ୍ରାମକୁ ସପୋର୍ଟ କଲେ ଶହବାଜ
ଇସଲାମାବାଦ,୪।୮: ଆମେରିକା ସମ୍ପ୍ରତି ଇରାନର ଫୋର୍ଡୋ ଏବଂ ଇସଫାହାନ ପରମାଣୁ ସ୍ଥାନ ଉପରେ ଆକ୍ରମଣ କରିଥିଲା। ଏହା B-2 ବୋମାବର୍ଷୀ ବିମାନରୁ ବିଧ୍ୱଂସକାରୀ ବୋମା ପକାଇଥିଲା। ପାକିସ୍ତାନ ଏବେ ସେହି ଉଦ୍ଦେଶ୍ୟ ବିରୋଧରେ ଠିଆ ହୋଇଛି ଯେଉଁ ଉଦ୍ଦେଶ୍ୟରେ ଆମେରିକା ଆକ୍ରମଣ…
ରାଷ୍ଟ୍ରପତିଙ୍କ ସୁରକ୍ଷାରେ ତ୍ରୁଟି, ଥରହର ଆମେରିକା
ଓ୍ବାଶିଂଟନ,୪।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷାରେ ଏକ ତ୍ରୁଟି ସାମ୍ନାକୁ ଆସିଛି। ରବିବାର ଏକ ବେସାମରିକ ବିମାନ ନ୍ୟୁ ଜର୍ସିର ଟ୍ରମ୍ପଙ୍କ ଗଲ୍ଫ କ୍ଲବ ଉପରେ ପ୍ରତିବନ୍ଧିତ ଆକାଶ ସୀମାରେ ପ୍ରବେଶ କରିଥିଲା। ଫକ୍ସ ନ୍ୟୁଜ ଅନୁଯାୟୀ, ଘଟଣାଟି ଅପରାହ୍ନ…
ମଝି ସମୁଦ୍ରରେ ବୁଡ଼ିଗଲା ଜାହାଜ: ୬୮ ମୃତ, ୭୪ ନିଖୋଜ
ୟେମେନ,୪।୮: ୟେମେନର ଅବୟାନ ପ୍ରଦେଶର ଉପକୂଳରେ ପ୍ରବାସୀ ଭର୍ତ୍ତି ଏକ ଜାହାଜ ବୁଡ଼ିଯାଇଛି॥ ଜାହାଜରେ ୧୫୪ ଜଣ ଥିଲେ। ଏଥିରୁ ଅତି କମରେ ୬୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୭୪ ଜଣ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ସ୍ଥାନୀୟ ଅଧିକାରୀଙ୍କ ଅନୁଯାୟୀ,…
ଭ୍ରମଣ ପାଇଁ ଯାଇଥିଲେ ଆମେରିକା: କାର ଦୁର୍ଘଟଣାରେ ଚାଲିଗଲା ୪ ଭାରତୀୟ ବଂଶୋଦ୍ଭବଙ୍କ ଜୀବନ
ନୂଆଦିଲ୍ଲୀ,୩ା୮: ଆମେରିକାରେ ଭ୍ରମଣ ପାଇଁ ଯାଇ ନିଖୋଜ ଥିବା ୪ ଜଣ ଭାରତୀୟ ବଂଶୋଦ୍ଭବ ବରିଷ୍ଠ ନାଗରିକଙ୍କର କାର୍ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଶନିବାର ରାତି ୯ଟା ୩୦ ମିନିଟ୍ ସମୟରେ ଓ୍ବେଷ୍ଟ ଭର୍ଜିନିଆର ମାର୍ଶାଲ କାଉଣ୍ଟି ଅନ୍ତର୍ଗତ ବିଗ୍ ହ୍ବିଲିଂ…
ସବୁ ରେକର୍ଡ ଭାଙ୍ଗିଲା ସାଉଦି ଆରବର ମୃତ୍ୟୁଦଣ୍ଡ, ଗୋଟିଏ ଦିନରେ ଶୁଳିରେ ଚଢିଲେ ୮ଜଣ, ଜାଣନ୍ତୁ ଏହାର କାରଣ
ରିୟାଦ,୩।୮: ସାଉଦି ଆରବ ଶନିବାର ଗୋଟିଏ ଦିନରେ ୮ ଜଣଙ୍କୁ ମୃତ୍ୟୁଦଣ୍ଡ ଦେଇଛି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ନିଶା କାରବାର ସହ ଜଡିତ ମାମଲାରେ ଫାଶି ଦିଆଯାଇଥିଲା ଏବଂ ଜଣେ ବ୍ୟକ୍ତିଙ୍କୁ ତାଙ୍କ ମାଆଙ୍କୁ ହତ୍ୟା କରିବା ପାଇଁ ଫାଶି…
ଫସିଗଲେ ଟ୍ରମ୍ପ! ଏମିତି କ’ଣ କହିଲେ ଯେ ଏଥର କ୍ଲିଣ୍ଟନଙ୍କ ସହ କରାଯାଉଛି ତୁଳନା
ଓ୍ବାଶିଂଟନ,୩।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସାକ୍ଷାତକାରରେ ତାଙ୍କ ହ୍ବାଇଟ ହାଉସ ପ୍ରେସ ସଚିବ କାରୋଲିନ ଲେଭିଟ୍ଙ୍କୁ ପ୍ରଶଂସା କରିଛନ୍ତି। କାରୋଲିନଙ୍କୁ ପ୍ରଶଂସା କରିବା ସମୟରେ ଟ୍ରମ୍ପ ତାଙ୍କ ମୁହଁ ଏବଂ ତାଙ୍କ ଓଠର ମଧ୍ୟ ଖୁବ୍ ପ୍ରଶଂସା କରିଛନ୍ତି।…
ରୁଷିଆରେ ପୁଣିଥରେ ଭୟଙ୍କର ଭୂକମ୍ପ, ଫାଟିଲା ଜ୍ୱାଳାମୁଖୀ
ମସ୍କୋ,୩।୮: ରୁଷିଆର ସେଭେରୋ-କୁରିଲସ୍କର ୧୨୧ କିଲୋମିଟର ପୂର୍ବରେ ୭.୦ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଭୂମିକମ୍ପ ଭାରତୀୟ ସମୟ ପ୍ରାୟ ୧୧ଟାରେ ହୋଇଥିଲା। ଏହି ଭୂମିକମ୍ପ ପରେ କାମଚଟକା ଉପଦ୍ୱୀପରେ ଥିବା କ୍ରାଶେନିନିକୋଭ ଜ୍ୱାଳାମୁଖୀ ସକ୍ରିୟ ହୋଇଛି। ‘ସିହ୍ନୁଆ’…
Archives


