ବିଭିନ୍ନ ରୋଗରୁ ବି ଦୂରେଇ ରଖେ କାନଫୁଲ…
କାନଫୁଲ ସୌନ୍ଦର୍ଯ୍ୟ ବଢାଇବା ସହିତ ଶରୀର ଉପରେ ଅନେକ ସକାରାତ୍ମକ ପ୍ରଭାବ ପକାଇଥାଏ। ଏହାଦ୍ୱାରା ପ୍ରଜନନ ଓ ମାସିକ ଋତୁସ୍ରାବ ସମସ୍ୟାକୁ ଦୂର ହୁଏ। ଆର୍ୟୁବେଦରେ କୁହାଯାଇଛି, ମହିଳାମାନଙ୍କ କର୍ଣ୍ଣବେଧ ଓ କାନରେ ସୁନା ଲଗାଇବା ଫଳରେ ସେମାନଙ୍କର ମାସିକ...
ଏଲଓସି ଆକ୍ସନ ପରେ ପାକିସ୍ତାନ ଛାନିଆ: ଇମ୍ରାନ ଡକାଇଲେ ବୈଠକ
ଇସଲମାବାଦ୍, ୪।୮: ନିୟନ୍ତ୍ରଣ ରେଖା (ଏଲଓସି)ରେ ପାକିସ୍ତାନ ବର୍ଡର ଆକ୍ସନ ଟିମ (ବିଏଟି)ର ଏକ ଅନୁପ୍ରବେଶ ଯୋଜନାକୁ ଭାରତୀୟ ସେନା ପଣ୍ଡ କରିଛି। ସେନା କହିବା ଅନୁଯାୟୀ ଜୁଲାଇ ୩୧ ତାରିଖ ରାତିରେ ବିଏଟିର ସଦସ୍ୟମାନେ ଜାମ୍ମୁ-କାଶ୍ମୀରର କେରନ ସେକ୍ଟରରେ...
୨୪ ଘଣ୍ଟା ମଧ୍ୟରେ ଆମେରିକାରେ ଦୁଇଟି ବଡ ଧରଣର ଗୁଳିକାଣ୍ଡ
ଓହିଓ,୪।୮: ଆମେରିକାର ଓହିଓରେ ହୋଇଥିବା ଦ୍ୱିତୀୟ ଗୁଳିକାଣ୍ଡରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଗୁଳିକାଣ୍ଡ ଘଟାଇଥିବା ବ୍ୟକ୍ତିଙ୍କର ମଧ୍ୟ ଏଥିରେ ମୃତ୍ୟୁ ହୋଇଥିବା କୁହାଯାଉଛି। ଏଥିରେ ଅନ୍ୟ ୧୬ ଆହତ ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ...
ରେନ୍ବୋ ଭିଲେଜ୍
ପୃଥିବୀରେ ଏଭଳି ଅନେକ ସ୍ଥାନ ରହିଛି, ଯାହା ଦେଖିବାକୁ ଅନ୍ୟ ସ୍ଥାନଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏବଂ ନିଆରା। ସେହିଭଳି ଏକ ସ୍ଥାନ ହେଉଛି ତାଇଓ୍ବାନର ନାନ୍ଟୁନ୍ ଜିଲାରେ ଥିବା ତାଇଚୁଙ୍ଗର ଏକ ଗାଁ। ଏହି ଗାଁ ରେନ୍ବୋ ଭିଲେଜ୍ ଭାବେ...
ସାରା ଜୀବନ ଏକାଠି ରହିବା ସଂକଳ୍ପରେ ୭ ବାନ୍ଧବୀ
୭ ବାନ୍ଧବୀ, ଦୀର୍ଘ ୨୦ ବର୍ଷର ସେମାନଙ୍କ ସମ୍ପର୍କ। ବାନ୍ଧବୀ ନୁହେଁ ତ ସେମାନେ ଭଉଣୀ ପରି। ଆଉ ଏହି ସମ୍ପର୍କକୁ ସାରା ଜୀବନ ବଜାୟ ରଖିବାକୁ ବି ସେମାନେ ସଂକଳ୍ପବଦ୍ଧ। ଚାଇନାର ଏହି ସାତ ବାନ୍ଧବୀ ଖାସ୍ ସେଥିପାଇଁ...
ପିଆନୋ ହାଉସ୍
ଚାଇନାର ଏହା ଏକ ସୁନ୍ଦର ବିଲ୍ଡିଂ, ଯେଉଁମାନେ ଉଭୟ ସଙ୍ଗିତ ଓ ସ୍ଥାପତ୍ୟକୁ ଭଲ ପାଆନ୍ତି, ସେମାନଙ୍କ ପାଇଁ ଏହି ଘର ଏକ ପ୍ରିୟ ଆର୍କିଟେକ୍ଚରାଲ ବିଲ୍ଡିଂ ଡିଜାଇନ୍ ସାବ୍ୟସ୍ତ ହେବ। ଏହାକୁ ଡିଜାଇନ କରିଛନ୍ତି ହେଫେଇ ୟୁନିଭର୍ସିଟି ଅଫ୍...
୭.୫ ଲକ୍ଷ ଟଙ୍କାର ଅଙ୍ଗୁରପେନ୍ଥା
କୁହାଯାଏ ଖାଇ ନ ପାରିଲେ ଅଙ୍ଗୁର ଖଟା। ଏହି ଅଙ୍ଗୁର କ୍ଷେତ୍ରରେ ଠିକ୍ ସେମିତି କିଛି କୁହାଯାଇପାରେ। ଏହି ଅଙ୍ଗୁର ଦାନାର ଆକାର ଏକ ଛୋଟିଆ କ୍ରେଜି ବଲ୍ ଭଳି। ଗୋଟିଏ ଗୋଟିଏ ଅଙ୍ଗୁର ଦାନାର ଓଜନ ପ୍ରାୟ ୨୦...
କାଠଗଣ୍ଡିର ଜୀବଜନ୍ତୁ
କାଠଗଣ୍ଡିର ଅନେକ ସ୍ଥାପତ୍ୟ ଦେଖିଥିବେ। ସ୍ପେନର କଳାକାର ଗେରାର୍ଡ ମାସ୍ କରିଥିବା କଳାକୃତିର କଥା କିନ୍ତୁ ଭିନ୍ନ। ବଡ଼ ବଡ଼ ଗଛର ଗଣ୍ଡି କାଟି ତାକୁ ଖୋଦେଇ କରି ସ୍ଥାପତ୍ୟ ଗଢନ୍ତି। ଆଉ ତାକୁ ସାଣ୍ଡ ପେପର୍ରେ ଘଷି ମସୃଣ...
ଡାଏନୋସର କହିବ ‘ହ୍ୟାଲୋ’!
ଧରାଯାଉ ଆପଣ ଫ୍ୟାମିଲି ସହିତ ଗୋଟିଏ ହୋଟେଲ୍ ବୁକ୍ କଲେ। ପରିବାରକୁ ଧରି ଯାଇ ସେଠାରେ ପହଞ୍ଚତ୍ଲେ। ଆଉ ଆପଣ ଖାଦ୍ୟ ପାଇଁ ବରାଦ କଲେ। କିଛି ସମୟ ପରେ କଲିଂ ବେଲ୍ ବାଜିଲା। ଆପଣ କବାଟ ଖୋଲିଲେ ତ...
ଦାମୀ ବ୍ୟାଗ୍
ଡିଜାଇନର୍ ତଥା ବ୍ରାଣ୍ଡେଡ୍ ହ୍ୟାଣ୍ଡବ୍ୟାଗ୍ର ସଉକ ଅଧିକାଂଶ ମହିଳାଙ୍କ ଭିତରେ ରହିଛି। କିନ୍ତୁ ଏମିତି କିଛି ହ୍ୟାଣ୍ଡବ୍ୟାଗ୍ ଅଛି, ଯାହାର ଦାମ୍ କାହାକୁ ବି କରିଦେବ ଆଶ୍ଚର୍ଯ୍ୟ ଚକିତ। ଗୋଲ୍ଡ ଓ ଡାଇମଣ୍ଡରେ ସଜେଇ ହୋଇଥିବା ଏମିତି କିଛି ହ୍ୟାଣ୍ଡବ୍ୟାଗ୍...
ଦୁଇ ଦେଶର ଲେଖକ
ଜୋସେଫ୍ ବ୍ରୋସ୍କି ଜଣେ କବି ଏବଂ ପ୍ରାବନ୍ଧିକ। ତାଙ୍କୁ ଜଣେ ଦୂରଦର୍ଶୀ ସ୍ରଷ୍ଟା ଭାବରେ ବିବେଚନା କରାଯାଇଥାଏ। ତେବେ କବି କିମ୍ବା ପ୍ରାବନ୍ଧିକ ମଧ୍ୟରେ ତାଙ୍କର ପରିଚୟ ସୀମିତ ନୁହେଁ। ସେ ଜଣେ ଉଚ୍ଚକୋଟୀର ନାଟ୍ୟକାର ମଧ୍ୟ। ସେ ମାତ୍ର...
ସୁପର ଆର୍ଥ ‘ଜିଜେ ୩୫୭-ଡି’ର ମିଳିଲା ସନ୍ଧାନ: ଜୀବନସତ୍ତା ଥିବା ଅନୁମାନ
ଓ୍ବାଶିଂଟନ,୪।୮: ନାସା ପକ୍ଷରୁ ପୃଥିବୀଠାରୁ ବୃହତ୍ତମ ଗ୍ରହର ସନ୍ଧାନ କରାଯାଇଛି। ସୁପର ଆର୍ଥ ‘ଜିଜେ ୩୫୭-ଡି’ରେ ଜୀବନସତ୍ତା ଥିବାର ଅନୁମାନ କରାଯାଉଛି। ଏପରି ହେଲେ ପୃଥିବୀ ଭଳି ଏଠାରେ ମଧ୍ୟ ଜୀବ ଜଗତ ତିଷ୍ଠି ରହିବାର ଯଥେଷ୍ଟ ସମ୍ଭାବନା ରହିଛି...
Archives


