ଅନ୍ତର୍ଜାତୀୟ

ବିଶ୍ୱ ସ୍ତରରେ ବଢ଼ିବେ ୨୫ ଲକ୍ଷ ବେକାର

ଜାତିସଂଘ,୨୨ା୧: ସାରା ବିଶ୍ୱରେ ବେକାରି ସମସ୍ୟା ଏବେ ଉତ୍କଟ ହେଉଛି। ୨୦୨୦ରେ ବେକାରି ହାର ବଢ଼ିବା ସହ ଏହି ସଂଖ୍ୟାରେ ଆଉ ୨୫ ଲକ୍ଷ ବେକରୀ ଯୋଡି ହେବେ। ସେହିଭଳି ପର୍ଯ୍ୟାପ୍ତ କାମ ନ ଥିବା ଯୋଗୁ ପ୍ରାୟ ୫୦ କୋଟି…

କାନାଡା ପହଞ୍ଚିଲେ ପ୍ରିନ୍ସ ହ୍ୟାରୀ

ଲଣ୍ଡନ,୨୧।୧: ରାଜପଦ ଛାଡିବା ପରେ ପ୍ରିନ୍ସ ହ୍ୟାରୀ ନିଜ ପତ୍ନୀ ଓ ପୁଅଙ୍କ ସହ ଆମେରିକା ପହଞ୍ଚିଥିବା ଖବର ମିଳିଛି। ସ୍ବାଧୀନ ଭାବେ ଜୀବନ ବିତାଇବାକୁ ନିଷ୍ପତ୍ତି ନେଇଥିବା ଏହି ଦମ୍ପତି ଶେଷରେ କାନାଡା ପହଞ୍ଚିଥିବା ବେଳେ ବିମାନ ବନ୍ଦରରେ ତାଙ୍କୁ…

ଜଙ୍ଗଲ ରାଜାକୁ ମିଳୁନି ଖାଦ୍ୟ: ବ୍ୟଥିତ କରୁଛି ଭାଇରାଲ ଫଟୋ

ଖାର୍ତୁମ,୨୧।୧: ନର୍ଥ ଆଫିକ୍ରାର ସୁଦାନରେ ଥିବା ଏକ ଚିଡିଆଘରର ଦୃଶ୍ୟ ଏବେ ସମସ୍ତଙ୍କୁ ବ୍ୟଥିତ କରିଛି। ସିଂହ ଜଙ୍ଗଲର ରାଜା ହୋଇଥିବା ବେଳେ ସୁଦାନର ଖାର୍ତୁମରେ ଥିବା ଏକ ଚିଡିଆଖାନାରେ ଏମାନେ ଯେମିତି ଅସହାୟ ହୋଇପଡିଛନ୍ତି। ଏମିତି କିଛି ଫଟୋ ଏବେ…

ହୋଟେଲରେ ୮ ପର୍ଯ୍ୟଟକଙ୍କ ମୃତ୍ୟୁ

କାଠମାଣ୍ଡୁ,୨୧।୧: ନେପାଳର ଦାମନରେ ଏକ ହୋଟେଲରେ ୮ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏମାନେ ସମସ୍ତେ କେରଳର ବୋଲି କୁହାଯାଉଛି। ମକଓ୍ବାନପୁରର ଏସ୍‌ପି ସୁଶୀଲ ସିଂ ରାଥୋଡ ଏହି ସୂଚନା ଦେଇଛନ୍ତି। ଏମାନଙ୍କ ପରିଚୟ ମିଳି ନ ଥିବା…

ଟ୍ରମ୍ପଙ୍କ ଭାରତ ଗସ୍ତକୁ ନେଇ ଚିନ୍ତାରେ ପାକିସ୍ତାନ

ଇସ୍‌ଲାମାବାଦ,୨୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେବୃୟାରୀରେ ଭାରତ ଗସ୍ତ କରିପାରନ୍ତି। ଏବେ ଏହି ଖବର ପାକିସ୍ତାନକୁ ଚିନ୍ତାରେ ପକାଇ ଦେଇଥିବା ଜଣାପଡିଛି। ଏହାକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଚିନ୍ତା ପ୍ରକଟ କରିବା ସହ ଟ୍ରମ୍ପ ଭାରତ ଯିବା…

ମାଲେସିଆ ଭାରତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅକ୍ଷମ: ମୋହାତିର୍‌ ମହମ୍ମଦ୍‌

କୁଆଲାଲମ୍ପୁର,୨୧।୧: ଭାରତ ମାଲେସିଆରୁ ପାମ୍‌ ଅଏଲ୍‌ ଆମଦାନୀ କରିବା ଉପରେ କଡ଼ା କଟକଣା ଜାରି କରିଛି। ତେବେ ଏହାକୁ ନେଇ ମାଲେସିଆ ପ୍ରଧାନମନ୍ତ୍ରୀ ମୋହାତିର୍‌ ମହମ୍ମଦ୍‌ ଏକ ଗଣମାଧ୍ୟମ ସମ୍ମିଳନୀରେ କହିଛନ୍ତି ଯେ, ଭାରତ ଭଳି ବୃହତ୍‌ ଅର୍ଥବ୍ୟବସ୍ଥା ବିରୋଧରେ ଦୃଢ଼…

ଆମେରିକା ଦୂତାବାସ ନିକଟରେ ୩ କ୍ଷେପଣାସ୍ତ୍ର ମାଡ଼

ବାଗଦାଦ୍‌,୨୧।୧: ଆମେରିକା ଏବଂ ଇରାନ୍‌ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଇରାକର ବାଗଦାଦ୍‌ରେ ଆମେରିକା ଦୂତାବାସ ନିକଟରେ ଥିବା ହାଇ ସିକ୍ୟୁରିଟି ଗ୍ରୀନ୍‌ ଜୋନ୍‌ ଅଞ୍ଚଳରେ ଇରାନ୍‌ ୩ଟି କ୍ଷେପଣାସ୍ତ୍ର ମାଡ଼ କରିଛିି। କ୍ଷେପଣାସ୍ତ୍ର ମାଡ଼ ହେବାରୁ ସମଗ୍ର ଅଞ୍ଚଳରେ ସାଇରନ୍‌…

୧୦ ଆତଙ୍କବାଦୀଙ୍କୁ ମୃତ୍ୟୁଦଣ୍ଡାଦେଶ

ଢାକା,୨୧ା୧(ପି.ଟି.): ୨୦୦୧ ଜାନୁୟାରୀ ୨୦ରେ ବାଂଲାଦେଶରେ କମ୍ୟୁନିଷ୍ଟ ପାର୍ଟିର ଏକ ର଼୍ୟାଲିରେ ବୋମା ବିସ୍ଫୋରଣ ହେବାରୁ ୮ ଜଣଙ୍କ ମୃତ୍ୟୁ ଘଟିଥିଲା ଓ ୫୦ ଆହତ ହୋଇଥିଲେ। ଏହି ମାମଲାର ବିଚାର କରି ଢାକା ମେଟ୍ରୋପଲିଟାନ ସେସନ୍ସ କୋର୍ଟ ବେଆଇନ ସଂଗଠନ…

ଗାଡିରେ ବସି ଜଳନ୍ତା ସିଗାରେଟ୍‌ ବାହାରକୁ ଫିଙ୍ଗିଲେ ୫ ଲକ୍ଷ ଟଙ୍କା ଜରିମାନା

ସିଡନୀ,୨୦।୧: ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁ ଯୋଗୁ ପ୍ରାୟ ୫୦ କୋଟିରୁ ଊର୍ଦ୍ଧ୍ୱ ଜୀବଜନ୍ତୁଙ୍କ ମୃତ୍ୟୁ ଘଟିଲାଣି। ହଜାର ହଜାର ଲୋକ ବାସହରା ହୋଇପଡିଛନ୍ତି। ଏବେ ସେଠାକାର ସରକାର ଗାଡି ଡ୍ରାଇଭର ଏବଂ ଯାତ୍ରୀଙ୍କ ପାଇଁ ଏକ ନୂଆ ନିୟମ ଲାଗୁ…

୨ଟି ମାଛ ବିକି ଲକ୍ଷପତି ପାଲଟିଲେ ପାକିସ୍ତାନୀ ଧୀବର

ଇସଲାମାବାଦ୍‌,୨୦।୧: ଜଣେ ପାକିସ୍ତାନୀ ଧୀବର ୨ ଟି ମାଛ ବିକି ରାତାରାତି ଲକ୍ଷପତି ପାଲଟି ଯାଇଛନ୍ତି। କରାଚୀରେ ବାସ କରୁଥିବା ଏହି ଧୀବର ଜଣକ ଆରବ ସାଗରରେ ମାଛ ଧରୁଥିବା ସମୟରେ ୨ଟି ସବା ପ୍ରଜାତିର ମାଛ ଧରିଥିଲେ। ଏହି ପ୍ରଜାତିର…

ଅଷ୍ଟ୍ରେଲିଆର ପରିବେଶ ସ୍ବାଭାବିକ ହେବାକୁ ଲାଗିବ ୧୦୦ ବର୍ଷରୁ ଅଧିକ ସମୟ

ସିଡ୍‌ନୀ,୨୦।୧: ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁ ଯୋଗୁ ପରିବେଶ ନଷ୍ଟ ହୋଇଯାଇଛି। ପୁଣିଥିରେ ନୂଆ ଜଙ୍ଗଲ ସୃଷ୍ଟି ହୋଇ ସ୍ଥିତି ସ୍ବାଭାବିକ ହେବାକୁ ୧୦୦ ବର୍ଷରୁ ଅଧିକ ସମୟ ଲାଗିବ ବୋଲି ପରିବେଶବିତ୍‌ମାନେ ମତାମତ ଦେଇଛନ୍ତି। ଏବେ ଜଳାପୋଡ଼ା ଗଛ ପୁଣି…

ମହାକାଶ ଯାନ ଖରାପ ହେଲେ ଜୀବନ ବଞ୍ଚାଇବ କ୍ରୁ ଡ୍ରାଗନ

ଓ୍ବାଶିଂଟନ, ୨୦।୧: ଏଣିକି ମହାକାଶ ମିଶନରେ କିଛି ଯାନ୍ତ୍ରିକ ଅସୁବିଧା ଉପୁଜିଲେ ଭୟ କରିବାର ନାହିଁ। ମହାକାଶ ଯାନ ଖରାପ ହେଲେ କିଭଳି ମହାକାଶଚାରୀଙ୍କ ଜୀବନ ବଞ୍ଚାଯାଇ ପାରିବ ତାହା ସଫଳତାର ସହିତ ନାସା ପକ୍ଷରୁ ପରୀକ୍ଷା କରାଯାଇଛି। ମହାକାଶ ଯାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri