ଅନ୍ତର୍ଜାତୀୟ

୧୦ ଦିନରେ ନିର୍ମାଣ ହେଲା ୧୦୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ

ବେଜିଂ,୩।୨: କରୋନା ଭୁତାଣୁ ସଂକ୍ରମଣ ଯୋଗୁ ଇତିମଧ୍ୟରେ ଚାଇନାରେ ୩୬୧ ଜଣଙ୍କ ମୃତ୍ୟୁ ଘଟିଛି। ସର୍ବାଧିକ ମୃତ୍ୟୁ ଘଟଣା କେନ୍ଦ୍ରୀୟ ଚାଇନାର ହୁବେଇ ପ୍ରଦେଶରେ ଘଟିଛି। ସେହିପରି ୧୬ ହଜାର ୬ଶହରୁ ଅଧିକ ଲୋକ ଏହାଦ୍ୱାରା ସଂକ୍ରମିତ ହୋଇଛନ୍ତି। ଏହାକୁ ଦୃଷ୍ଟିରେ…

ପଙ୍ଗପାଳକୁ ନେଇ ପାକ୍‌ରେ ଜରୁରୀ ପରିସ୍ଥିତି

ଇସ୍‌ଲାମାବାଦ,୩ା୨: ପାକିସ୍ତାନକୁ ଲକ୍ଷ ଲକ୍ଷ ସଂଖ୍ୟାରେ ପଙ୍ଗପାଳ ମାଡ଼ିଆସି ଫସଲ ନଷ୍ଟ କରିଚାଲିଥିବାରୁ ସରକାର ଜାତୀୟ ଜରୁରୀ ପରିସ୍ଥିତି ଜାରି କରିଛନ୍ତି। ପଙ୍ଗପାଳ ସିନ୍ଧ୍‌ ପ୍ରଦେଶରେ ଫସଲ ସମ୍ପୂର୍ଣ୍ଣ ନଷ୍ଟ କରିସାରିଲେଣି। ଏବେ ସେମାନେ ପଞ୍ଜାବ ପ୍ରଦେଶରେ ଫସଲ ନଷ୍ଟ କରିଚାଲିଥିବାବେଳେ…

କରୋନାଭାଇରସ ଭୟ: ପାଳିତ ଜୀବଙ୍କୁ ମାରି ଦେଉଛନ୍ତି ଲୋକେ

ବେଜିଂ,୨।୨: କରୋନାଭାଇରସ ସଂକ୍ରମଣରେ ଏବେ ପର୍ଯ୍ୟନ୍ତ ଚାଇନାରେ ୩ଶହରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହେଲାଣି। ଗୋଟିଏ ଦିନ ପୂର୍ବରୁ ଖବର ଆସିଥିଲା କି ଏଠାରେ ଲୋକେ ଚାଲି ଚାଲି ଯିବାବେଳେ ରାସ୍ତାରେ ପଡି ସେମାନଙ୍କ ମୃତ୍ୟୁ ହେଉଛି। ଏବେ ଜାଣିବାକୁ ମିଳିଛି…

ଚମତ୍କାରୀ ତେଲ ନେବାକୁ ଦଳାଚକଟା: ୨୦ ମୃତ

ମୋଶି,୨।୨: ଚମତ୍କାରୀ ତେଲ ନେବାକୁ ତାଞ୍ଜାନିଆରେ ହୋଇଥିବା ଦଳାଚକଟାରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୬ ଜଣ ଆହତ ହୋଇଛନ୍ତି। ତେବେ ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ମୋଶି ସହରରେ ଏକ ଷ୍ଟାଡିୟମ୍‌ରେ…

କରୋନା ଭୟ: ଚାଇନା ନାଗରିକଙ୍କ ଅନ୍‌ଲାଇନ୍‌ ଭିଜା ଆବେଦନ ଉପରେ ସାମୟିକ କଟକଣା ଜାରି କଲା ଭାରତ

ବେଜିଂ,୨।୨: କରୋନା ଭୁତାଣୁ ଯୋଗୁ ଚାଇନାର ବୁହାନରେ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ଲାଗି ଭାରତ ଚାଇନା ନାଗରିକଙ୍କ ଅନ୍‌ଲାଇନ୍‌ ଭିଜା ଆବେଦନ ଉପରେ  ସାମୟିକ କଟକଣା ଜାରି କରିଛି। ଏହା ସହିତ ଚାଇନାରେ ଥିବା…

କରୋନା ଆତଙ୍କ: କୁକୁର ଫେସ୍‌ ମାସ୍କ୍‌ ବିକ୍ରିରେ ୧୦ ଗୁଣା ବୃଦ୍ଧି

ବେଜିଂ, ୨।୨: ଚାଇନାର ବୁହାନରେ କରୋନା ଭୁତାଣୁ ସଂକ୍ରମଣ ମହାମାରୀ ଭଳି ବ୍ୟାପିବାରେ ଲାଗିଛି। ଏଥିରୁ ସୁରକ୍ଷିତ ରହିବା ପାଇଁ ଲୋକେ ଫେସ୍‌ ମାସ୍କ୍‌ ବ୍ୟବହାର କରୁଛନ୍ତି। ନିଜ ପୋଷା କୁକୁରଙ୍କୁ ଏହି ଭୁତାଣୁ ସଂକ୍ରମଣରୁ ସୁରକ୍ଷିତ ରଖିବା ଲାଗି ଲୋକେ…

ଚାଇନାରେ ଫଶିଥିବା ପାକିସ୍ତାନ ଛାତ୍ର ଇମ୍ରାନଙ୍କୁ କହିଲେ ଭାରତଠାରୁ କିଛି ଶିଖ

ବେଜିଂ,୨।୨: କରୋନାଭାଇରସ କାରଣରୁ ଚାଇନାର ଉହାନ ସହରରେ ବହୁଲୋକ ଫଶି ରହିଛନ୍ତି। ଏବେ ସେଠାକୁ ଯିବାକୁ ଚାଇନା ପକ୍ଷରୁ ବାରଣ କରାଯାଇଛି। କାରଣ ଉହାନ ସହରରେ ହିଁ ସବୁଠାରୁ ଅଧିକ ଲୋକ କରୋନାଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ତେବେ ସେଠାରେ ଥିବା ଅଧିକାଂଶ…

ଫିଲିପାଇନ୍ସରେ ପ୍ରଥମ କରୋନାଭାଇରସ ସଂକ୍ରମିତଙ୍କ ମୃତ୍ୟୁ

ମାନିଲା,୨।୨: ସାରା ବିଶ୍ୱରେ କରୋନାଭାଇରସର ଭୟ। ଏହା ଏବେ ଚାଇନାରେ ମହାମାରୀର ରୂପ ନେଇଥିବା ବେଳେ ସାରା ବିଶ୍ୱକୁ ଏହା କାୟା ବିସ୍ତାର କରି ଚାଲିଛି। ଫିଲିପାଇନ୍ସରେ କରୋନାଭାଇରସରେ ସଂକ୍ରମିତ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ତେବେ ଫିଲିପାଇନ୍ସର କରୋନାଭାଇରସ…

କରୋନାଭାଇରସ: ଚାଲୁ ଚାଲୁ ଟଳି ପଡୁଛନ୍ତି ଲୋକେ

ବେଜିଂ,୧।୨: ସମଗ୍ର ଚାଇନା ଏବେ କରୋନାଭାଇରସ କବଳରେ। ଏବେସୁଦ୍ଧା ସେଠାରେ ପ୍ରାୟ ୨୫୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକ ଆକ୍ରାନ୍ତ ଅଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଏବେ ଶୁଣିବାକୁ ମିଳିଛି କି ଏଠାରେ ଏବେ…

୧୦ ହଜାର ୫୫ ବର୍ଷରୁ ଅଧିକ ବୟସ୍କ ଲୋକ ଚାହୁଁଛନ୍ତି ଇଛା ମୃତ୍ୟୁ

ଆମଷ୍ଟରଡାମ,୧।୨: ନେଦରଲାଣ୍ଡର ବରିଷ୍ଠ ନାଗରିକ ଇଛା ମୃତ୍ୟୁ ଚାହୁଁଛନ୍ତି। ସେମାନଙ୍କର ବୟସ ୫୫ ବର୍ଷରୁ ଅଧିକ ରହିଛି। ଦେଶର ୧୦ ହଜାର ଶହେ ୫୬ ଲୋକ ଇଛାମୃତ୍ୟୁ ଆବେଦନ ସରକାରଙ୍କ ପାଖକୁ ପଠାଇଛନ୍ତି। ଦେଶରେ ଇଛାମୃତ୍ୟୁ ଚାହୁଁଥିବା ଏଭଳି ଲୋକଙ୍କ ସଂଖ୍ୟା…

କରୋନାରୁ ବର୍ତ୍ତିବା ପାଇଁ ଭାରତକୁ ଏନ୍‌-୯୫ ମାସ୍କ ମାଗିଲା ଚାଇନା

ବେଜିଂ,୧।୨: ଚାଇନାରେ କରୋନା ଭୂତାଣୁ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଏଥିଯୋଗୁ ଏବେ ପର୍ଯ୍ୟନ୍ତ ୨୫୯ ଜଣଙ୍କର ଜୀବନ ଗଲାଣି। ଏହି ରୋଗରେ ପ୍ରାୟ ୧୨ହଜାରରୁ ଊର୍ଦ୍ଧ୍ୱ ଚାଇନା ନାଗରିକ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏପରିସ୍ଥିତିରେ ଏବେ ଚାଇନା ସମ୍ମୁଖରେ…

ଚାଇନାରୁ ନିଜ ନାଗରିକଙ୍କୁ ଫେରାଇ ଆଣିବନି ପାକିସ୍ତାନ

ଇସ୍‌ଲାମାବାଦ,୧।୨: ଚାଇନାରେ ଏବେ କରୋନା ଭୂତାଣୁ ମହାମାରୀର ରୂପ ନେଇଛି। ଏବେ ଏଠାକୁ କିଛି ଦେଶ ସେମାନଙ୍କ ବିମାନ ସେବା ବନ୍ଦ କରିଦେଇଥିବା ବେଳେ ଆଉ କିଛି ଦେଶ ସେମାନଙ୍କ ବିମାନ ସେବାକୁ କମାଇ ଦେଇଛନ୍ତି। ଭାରତ ସମେତ କିଛି ଦେଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri