କଶ୍ମୀର ପ୍ରସଙ୍ଗ: ଭାରତକୁ ଫ୍ରାନ୍ସର ସମର୍ଥନ
ପ୍ୟାରିସ୍, ୨୩।୮:ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଭାରତକୁ ସମର୍ଥନ ଜଣାଇଛି ଫ୍ରାନ୍ସ। ଉଭୟ ଭାରତ-ପାକିସ୍ତାନ ଦ୍ୱିପାକ୍ଷୀୟ କଥାବାର୍ତ୍ତା ଜରିଆରେ କଶ୍ମୀର ପ୍ରସଙ୍ଗ ସମାଧାନ ଆବଶ୍ୟକ। ଏଥିରେ ତୃତୀୟ ପକ୍ଷ ପଶିବା ଉଚିତ୍ ନୁହେଁ ବୋଲି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍ ମ୍ୟାକ୍ରୋନ୍ କହିଛନ୍ତି। ପ୍ରଧାନମନ୍ତ୍ରୀ...
‘ଆଇଏସ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉ ଭାରତ’
ଓ୍ବାଶିଂଟନ, ୨୩ା୮(ପି.ଟି.): ଆତଙ୍କବାଦ ବିରୋଧରେ ଲଢେଇ ଜାରି ରଖିଥିବା ଭାରତ ଆଫଗାନିସ୍ତାନରେ ଆଇଏସ୍ ଆତଙ୍କବାଦୀଙ୍କ ବିରୋଧରେ ଦୃଢ ପଦକ୍ଷେପ ଗ୍ରହଣ କରୁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଭାରତ ସହ ଇରାନ, ରୁଷିଆ, ତୁର୍କୀ ଭଳି ଦେଶ...
‘ଭାରତ ସହ ଆଉ ଆଲୋଚନା ଚାହୁଁନୁ’
ନୂଆଦିଲ୍ଲୀ, ୨୩ା୮(ପି.ଟି.):୩୭୦ ଧାରା ଉଚ୍ଛେଦ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିବାବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ହତୋତ୍ସାହିତ ହୋଇପଡ଼ିଛନ୍ତି। ଆମେ ଭାରତ ସହ ଆଉ ଦ୍ୱିପାକ୍ଷିକ ଆଲୋଚନା ଚାହୁଁନାହୁଁ ବୋଲି ସେ ବିଦେଶୀ ମିଡିଆକୁ...
ଘର ପାଖ ପାର୍କ ମାନସିକ ସ୍ବାସ୍ଥ୍ୟ ପାଇଁ ଭଲ
ଲଣ୍ଡନ: ସହରାଞ୍ଚଳରେ ଘର ପାଖରୁ ୩୦୦ ମିଟର ମଧ୍ୟରେ ପାର୍କ କିମ୍ବା ସବୁଜ ପରିବେଶ ରହିଲେ ତାହା ବ୍ୟକ୍ତିଙ୍କୁ ସୁଖଦ ଅନୁଭବ ଦେଇଥାଏ।ଏହାଦ୍ୱାରା ସେମାନଙ୍କ ମାନସିକ ସ୍ବାସ୍ଥ୍ୟ ଭଲ ରହେ ବୋଲି ଗବେଷକମାନେ କହିଛନ୍ତି। ଇଂଲଣ୍ଡର ବାର୍ଷିକ ଜନସଂଖ୍ୟା ସର୍ଭେରେ...
ପ୍ଲାଷ୍ଟିକମୁକ୍ତ ହେବ ଏଭରେଷ୍ଟ୍
କାଠମାଣ୍ଡୁ: ଏଭରେଷ୍ଟ୍ରେ ପ୍ଲାଷ୍ଟିକ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ଏହାକୁ ୨୦୨୦ ସୁଦ୍ଧା ପ୍ଲାଷ୍ଟିକମୁକ୍ତ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଛି ଖୁମ୍ବୁ ପାସଙ୍ଗଲାମୁୁ ରୁରାଲ୍ ମ୍ୟୁନିସିପାଲିଟି(ସୋଲୁଖୁମ୍ବୁ ଜିଲା, ନେପାଳ)ର କାର୍ଯ୍ୟନିର୍ବାହୀ ପରିଷଦ । ସେଠାରେ ପ୍ଲାଷ୍ଟିିକ ବ୍ୟାଗ୍,ଷ୍ଟ୍ର,ସୋଡା ଏବଂ...
ଶୁଦ୍ଧ ବାୟୁମଣ୍ଡଳର ଦେଶ ଫିନ୍ଲ୍ୟାଣ୍ଡ୍
ଭାରତର ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଏବେ ଦିନକୁ ଦିନ ବିଷାକ୍ତ ହେବାରେ ଲାଗିଛି। କେବଳ ଦିଲ୍ଲୀ ନୁହେଁ, ବାୟୁପ୍ରଦୂଷଣ ଦୃଷ୍ଟିରେ ଦୁନିଆର ସବୁଠୁ ଅଧିକ ପ୍ରଦୂଷିତ ୨୦ ସହର ମଧ୍ୟରେ ୧୦ଟି ଭାରତରେ ରହିଛି। ଏହି ବିଷାକ୍ତ ବାୟୁ ଯୋଗୁ...
୭୦ ବର୍ଷ ଧରି ଟ୍ରାଫିକ୍ ଜାମ୍
ଟ୍ରାଫିକ୍ ଜାମ୍ ସମସ୍ୟାକୁ ସମସ୍ତେ ଉଣା ଅଧିକେ ଅଙ୍ଗେଲିଭାଇ ଥିବେ। ହେଲେ ଏମିତି ଏକ ଟ୍ରାଫିକ୍ ଜାମ୍ର କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। କାରଣ ଏଠି ଦୀର୍ଘ ପ୍ରାୟ ୭୪ ବର୍ଷ ହେବ ଲାଗିଛି ଟ୍ରାଫିକ୍ ଜାମ୍। ହଁ ବେଲଜିୟମର...
ମାଲିକଙ୍କ ମୃତ୍ୟୁର ୧୫ ମିନିଟ ଭିତରେ ଜୀବନ ହାରିଲା ପୋଷା କୁକୁର
ମଣିଷ-ପଶୁ ସମ୍ପର୍କ ସବୁବେଳେ ସ୍ବତନ୍ତ୍ର। ଏହା ଏପରି ସମ୍ପର୍କ, ଯାହା କେବେ ସ୍ବାର୍ଥ ଦେଖେନାହଁି ନା ଏଥିରେ ଥାଏ ଛନ୍ଦ କପଟ! ଏଭଳି ଏକ ନିଆରା ସମ୍ପର୍କର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ସ୍କଟଲାଣ୍ଡରେ। ଉଲ୍ଲେଖଯୋଗ୍ୟ, ମାଲିକଙ୍କ ମୃତ୍ୟୁର ୧୫...
ପାର୍ଲିିଆମେଣ୍ଟରେ ଶିଶୁକୁ କ୍ଷୀର ପିଆଇ ଚର୍ଚ୍ଚାରେ ବାଚସ୍ପତି
ଖ୍ରୀଷ୍ଟଚର୍ଚ୍ଚ, ୨୨।୮: ନ୍ୟୁଜିଲାଣ୍ଡ ପାର୍ଲିଆମେଣ୍ଟରୁ ଏକ ହୃଦୟସ୍ପର୍ଶୀ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପାର୍ଲିଆମେଣ୍ଟରେ ଡିବେଟ୍ ଚାଲିଥିବାବେଳେ ବାଚସ୍ପତି ଏକ ଶିଶୁକୁ କ୍ଷୀର ପିଆଉଥିବା ଦେଖାଯାଇଥିଲା। ରିପୋର୍ଟ ମୁତାବକ, ସଦନରେ କାର୍ଯ୍ୟ ଚାଲିଥିବାବେଳେ ଏମ୍ପି ତାମତି କଫି ଗୃହକୁ...
ନ୍ୟୁୟର୍କରୁ ମିଳିଲା ଦୋମୁହାଁ ମାଛ
ନ୍ୟୁୟର୍କ, ୨୨।୮: ନ୍ୟୁର୍କରେ ଜଣେ ମାଛ ଧରାଳି ଦୋମୁହାଁ ମାଛ ଧରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ହୋଇଛି। ନ୍ୟୁୟର୍କରେ ଡେବୀ ଗେଡେସ୍ ନାମକ ଜଣେ ମହିଳା ସମଦ୍ରକୁ ମାଛ ଧରିବାକୁ ଯାଇଥିବାବେଳେ ତାଙ୍କ ଜାଲରେ...
କ୍ୟାନସର୍ ପୀଡ଼ିତ ସ୍ତ୍ରୀଙ୍କ ସହ ଫଟୋଶୁଟ୍ କରି ଚର୍ଚ୍ଚାରେ ସ୍ବାମୀ
କୁହାଯାଏ, ବିବାହ ବନ୍ଧନ ସାତ ଜନ୍ମ ପାଇଁ ହୋଇଥାଏ। କିନ୍ତୁ ଆଜିକାଲି ଗୋଟିଏ ଜନ୍ମ ସୁଖଶାନ୍ତିରେ କାଟିବା ଦମ୍ପତ୍ତିଙ୍କ ପାଇଁ କଷ୍ଟକର ହୋଇପଡିଛି। ମାତ୍ର ଲଣ୍ଡନର ଜଣେ ଦମ୍ପତ୍ତି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। କେଲ୍ସ ଜନସନ୍ ନାମକ...
ଚଳନ୍ତା ଟ୍ରେନ୍ରେ ଫଟୋ ଶୁଟ୍ କରି ଚର୍ଚ୍ଚାକୁ ଆସିଲେ ମହିଳା
ଆଲବାନି,୨୨।୮: ନ୍ୟୁୟର୍କରେ ଜଣେ ମହିଳା ଚଳନ୍ତା ଟ୍ରେନ୍ରେ ଫଟୋ ଶୁଟ୍ କରି ଆସିଛନ୍ତି ଚର୍ଚ୍ଚାକୁ। ଜେସିକା ଜର୍ଜ ନାମକ ଏହି ମହିଳା ଟ୍ରେନ୍ରେ ଯାତ୍ରା କରୁଥିବା ସମୟରେ ଅନ୍ୟ ପାସେଞ୍ଜରଙ୍କ ଉପସ୍ଥିତିରେ ଫଟୋ ଶୁଟ୍ କରିଥିଲେ। ସେ ଏହାର ଏକ...
Archives


