କୁଳଭୂଷଣଙ୍କୁ ଆଜି ମିଳିବ କୂଟନୈତିକ ସହାୟତା
ଇସ୍ଲାମାବାଦ,୨ା୯ପି.ଟି.): ପାକିସ୍ତାନରେ ବନ୍ଦୀ ଥିବା ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ଇସ୍ଲାମାବାଦ ସୋମବାର ଭାରତୀୟ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ ଜରିଆରେ ଆଇନଗତ ସହାୟତା ଯୋଗାଇଦେବ ବୋଲି ରବିବାର ଘୋଷଣା କରିଛି। କନ୍ସୁଲାର ସମ୍ପର୍କିତ ଭିଏନା ଚୁକ୍ତିନାମା, ଅନ୍ତର୍ଜାତୀୟ ନ୍ୟାୟିକ...
ଟେକ୍ସାସ୍ରେ ଗୁଳି: ୭ ମୃତ
ହଷ୍ଟନ,୨ା୯(ପି.ଟି.): ଆମେରିକାର ଟେକ୍ସାସରେ ଗୁଳିକାଣ୍ଡ ଘଟି ୭ ଜଣ ନିହତ ହୋଇଥିବାବେଳେ ୨୧ ଆହତ ହୋଇଛନ୍ତି। ଆକ୍ରମଣକାରୀଙ୍କୁ ଟ୍ରାଫିକ୍ ଅଧିକାରୀମାନେ ଅଟକାଇବା ପରେ ସେ ଆଖିବୁଜା ଗୁଳି ଚଳାଇଥିଲା। ମିଡ୍ଲ୍ୟାଣ୍ଡ ଏବଂ ଓଡେସା ସହରରେ ଏହି ଗୁଳିକାଣ୍ଡ ଘଟିଛି। ପୋଲିସ ଗୁଳିରେ...
ଶିରୀନ୍ ହେବେ ଆମେରିକା ବିଚାରପତି
ଓ୍ବାଶିଂଟନ,୨ା୯(ପି.ଟି.): ଭାରତୀୟ ବଂଶୋଦ୍ଭବ ଆଟର୍ନି ଶିରୀନ୍ ମାଥ୍ୟୁସ୍ ଆମେରିକାର ଏକ ଜିଲା କୋର୍ଟ ବିଚାରପତି ହେବାକୁ ଯାଉଛନ୍ତି। କାଲିଫର୍ନିଆ ସଦର୍ନ ଜିଲା କୋର୍ଟର ବିଚାରପତି ଭାବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କୁ ମନୋନୀତ କରିଛନ୍ତି। ସଦର୍ନ ଜିଲାରେ ସଂଘୀୟ ବିଚାରପତି...
ୟେମେନ ଜେଲକୁ ସୌଦିର ଟାର୍ଗେଟ: ବୋମାମାଡ଼ରେ ଶତାଧିକ ଯୁଦ୍ଧବନ୍ଦୀ ନିହତ
ସନା,୨ା୯(ଏଏଫ୍ପି): ହଉତି ବିଦ୍ରୋହୀଙ୍କ ଦଖଲରେ ଥିବା ୟେମେନର ଧମାରସ୍ଥିତ ଏକ ଜେଲକୁ ସୌଦି ନେତୃତ୍ୱାଧୀନ ସେନା ରବିବାର ଟାର୍ଗେଟ କରିଛି। ଆକାଶମାର୍ଗରୁ ବୋମାମାଡ଼ କରାଯିବା ଫଳରେ ଶତାଧିକ ଯୁଦ୍ଧବନ୍ଦୀ ନିହତ ହୋଇଛନ୍ତି। ଏହାକୁ ସାମରିକ ମେଣ୍ଟର ସବୁଠୁ ଘାତକ ଆକ୍ରମଣ...
ଭାଟିକାନ୍ ସିଟିରେ ବିଜୁଳି ସମସ୍ୟା, ଲିଫ୍ଟରେ ଫଶିଗଲେ ପୋପ୍ ଫ୍ରାନ୍ସିସ୍
ଭାଟିକାନ୍ ସିଟି,୧।୯: ଭାଟିକାନ୍ ସିଟିରେ ଏବେ ବିଜୁଳି ସମସ୍ୟା ଦେଖାଦେଇଛି। ରବିବାର ବିଜୁଳି ହଠାତ୍ ଚାଲଯିବାରୁ ଫଶିଯାଇଛନ୍ତି ପୋପ୍ ଫ୍ରାନସିସ୍୍। ଫଳରେ ଦମକଳ ବାହିନୀର ଏକ ଟିମ୍ ୨୫ମିନିଟ୍ ପରେ ତାଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ। ସୂଚନାଯୋଗ୍ୟ, ପୋପ୍ ଫ୍ରାନ୍ସିସ୍...
କଶ୍ମୀରକୁ ନେଇ ଖଣ୍ଡା ବୁଲାଇଲେ ମିଆଁଦାଦ୍:କହିଲେ ଆଗରୁ ଛକା ମାରୁଥିଲି, ଏବେ ଜୀବନରୁ ମାରିଦେବି
ଶ୍ରୀନଗର, ୧।୯: ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ବିଚଳିତ ହୋଇପଡିଛି ପାକିସ୍ତାନ। ଏହି ପ୍ରସଙ୍ଗକୁ ନେଇ ଦେଶର ନେତାଙ୍କଠାରୁ ଆରମ୍ଭ କରି ଖେଳାଳିମାନଙ୍କ ପର୍ଯ୍ୟନ୍ତ ଭାରତକୁ ବିଭିନ୍ନ ଧମକ ଦେଉଛନ୍ତିି। ଏହି କ୍ରମରେ ସାମିଲ ହୋଇଛନ୍ତି ପାକିସ୍ତାନର ପୂର୍ବତନ...
ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ଡୋରିୟନ୍: ୨୪୧ କିଲୋମିଟର ବେଗରେ ବହିବ ପବନ
ଓ୍ବାଶିଂଟନ,୧।୯: ସାମୁଦ୍ରିକ ଝଡ଼ ଡୋରିୟନ ମାଡ଼ି ଆସୁଛି। ଏହା ଆମେରିକାର ଫ୍ଲୋରିଡ଼ାରେ ତାଣ୍ଡବ ରଚିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହାର ପ୍ରଭାବରେ ଘଣ୍ଟାପ୍ରତି ୨୪୧ କିଲୋମିଟର ବେଗରେ ପବନ ବହିବ। ଏହାସହିତ କେତେକ...
ବାଂଲାଦେଶ ମନ୍ତ୍ରୀଙ୍କ ଉପରକୁ ଆଇଏସ୍ର ଆକ୍ରମଣ: ୨ ପୋଲିସ ଆହତ
ଢାକା,୧।୯: ବାଂଲାଦେଶର ଢାକାରେ ଶନିବାର ରାତିରେ ଜଣେ ମନ୍ତ୍ରୀଙ୍କ ଉପରକୁ ଆଇଏସ୍ ଆତଙ୍କବାଦୀମାନେ ଆକ୍ରମଣ କରିଥିବା ସୂଚନା ମିଳିଛି। ଏହି ଆକ୍ରମଣରେ ମନ୍ତ୍ରୀ ଜଣଙ୍କ ବର୍ତ୍ତି ଯାଇଥିବା ବେଳେ ୨ ପୋଲିସକର୍ମୀ ଆହତ ହୋଇଛନ୍ତି। ତେବେ ମନ୍ତ୍ରୀ ଯେଉଁବାଟ ଦେଇ...
କରାଚି ନେତା ଗାଇଲେ ‘ସାରେ ଜହାଁସେ ଆଚ୍ଛା, ହିନ୍ଦୁସ୍ତାନ୍ ହମାରା’
କରାଚି,୧।୯: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଯେଉଁଠି ପାକିସ୍ତାନ ଭାରତକୁ ନିନ୍ଦା କରିବା ସହ ବହୁ ଭାରତ ବିରୋଧୀ କଥା କହି ଚାଲିଛି। ସେତେବେଳେ ଜଣେ ପାକିସ୍ତାନୀ ନେତା ‘ସାରେ ଜହାଁସେ ଆଚ୍ଛା, ହିନ୍ଦୁସ୍ତାନ୍ ହମାରା’ ଗାଇବା ଏବେ...
ଉପଯୁକ୍ତ ଜୀବନସାଥୀ ଖୋଜିବାକୁ ଚାଇନାରେ ଚାଲିଲା ସ୍ବତନ୍ତ୍ର ଲଭ୍ ଟ୍ରେନ୍
ବେଜିଂ,୩୧।୮: ଚାଇନାରେ ଆମେ ଦୁଇ ଆମର ଏକ ନୀତି ଏବେ ଚାଇନା ବାସୀଙ୍କୁ ଅଡୁଆରେ ପକାଇଛି। କାରଣ ଏଠାରେ ଏବେ ଅନେକ ଯୁବତୀ ଯୁବକ ଅବିବାହିତ ରହି ଯାଉଛନ୍ତି। ଏଥିପାଇଁ ଏବେ ସେଠାରେ ପ୍ରଚଳିତ ହୋଇଛି ଲଭ୍ ଟ୍ରେନ୍। ଆଉ...
କାହିଁକି ଶୌଚାଳୟରେ ହେଲା ବିବାହ
ବିବାହ ଜୀବନର ଟର୍ଣ୍ଣିଂ ପଏଣ୍ଟ ବୋଲି କୁହାଯାଏ। କାରଣ ବିବାହ ପରେ ଉଭୟ ବରକନ୍ୟା ଆଉ ଏକ ନୂଆ ଜୀବନ ଆରମ୍ଭ କରିଥାଆନ୍ତି। ତେଣୁ କେତେକେ ବିବାହର ମୁହୂର୍ତ୍ତକୁ ଅଭୁଲା କରିବା ଲାଗି ଚେଷ୍ଟା କରିଥାଆନ୍ତି। ଏଥିପାଇଁ କିଏ ବଡ...
ଆମେରିକା-ତାଲିବାନ ଶାନ୍ତି ଆଲୋଚନା: ଆତଙ୍କବାଦୀ ଆକ୍ରମଣରେ ୧୦ ପୋଲିସ କର୍ମୀ ନିହତ
କାବୁଲ୍,୩୧।୮: ଆମେରିକା-ତାଲିବାନ ଶାନ୍ତି ଆଲୋଚନା ଶେଷ ପର୍ଯ୍ୟାୟରେ ଥିବାବେଳେ ଶନିବାର ଆତଙ୍କବାଦୀ ଆକ୍ରମଣରେ ୧୦ ପୋଲିସ କର୍ମୀ ନିହତ ହୋଇଛନ୍ତି। ତାଲିବାନ୍ ଆତଙ୍କବାଦୀ ଉତ୍ତର ଆଫଗାନିସ୍ତାନର କୁଣ୍ଡୁଜ୍ ସହର ଉପରେ ଆକ୍ରମଣ କରିଛନ୍ତି। ଶୁକ୍ରବାର ରାତିରୁ ଏଠାରେ ଆତଙ୍କବାଦୀ ଏବଂ...
Archives


