ମୋଦିଙ୍କ ସହ କଥା ହେଲେ ଜେଲେନ୍ସକି, କହିଲେ…
ନୂଆଦିଲ୍ଲୀ,୧୧।୮: ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ବିସ୍ତୃତ ଆଲୋଚନା କରିଛନ୍ତି। ଏହି ଆଲୋଚନାରେ ଦ୍ୱିପାକ୍ଷିକ ସହଯୋଗ, କୂଟନୈତିକ ପରିସ୍ଥିତି ଏବଂ ଯୁଦ୍ଧ ସମାପ୍ତ କରିବାର ସମ୍ଭାବନା ବିଷୟରେ ଆଲୋଚନା ହୋଇଥିଲା। ଜେଲେନ୍ସକି…
ଟ୍ରମ୍ପ-ପୁଟିନ ବୈଠକରେ ବଡ଼ ଭୂମିକା ଗ୍ରହଣ କଲା ଭାରତ, କଥାରେ ନୁହେଁ କାମରେ ଦେଲା ଜବାବ
ଓ୍ବାଶିଂଟନ୍,୧୧।୮: ଡୋନାଲ୍ଡ ଟ୍ରମ୍ପ ଏବଂ ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ପ୍ରସ୍ତାବିତ ଶାନ୍ତି ଆଲୋଚନା ବିଶ୍ୱ କୂଟନୀତି ପାଇଁ ଯେତିକି ଗୁରୁତ୍ୱପୂର୍ଣ୍ଣ । ସେତିକି ଏହା ଭାରତ ପାଇଁ ଏକ ରଣନୈତିକ ମୋଡ଼। ଭାରତ, ଯାହା ସାଧାରଣତଃ ଦ୍ୱିପାକ୍ଷିକ ବିବାଦରୁ ଦୂରେଇ ରଖେ,…
ଗାଜା ଆକ୍ରମଣରେ ଅଲ ଜଜିରାର ୫ ଖବରଦାତାଙ୍କ ମୃତ୍ୟୁ, ଇସ୍ରାଏଲ କହିଲା ଆତଙ୍କବାଦୀ
ଜେରୁଜେଲମ,୧୧।୮: ଇସ୍ରାଏଲୀ ସେନା ଗାଜା ସହରରେ ଏକ ବିମାନ ଆକ୍ରମଣରେ ଅଲ ଜଜିରା ସାମ୍ବାଦିକ ଅନସ ଅଲ-ଶରିଫଙ୍କୁ ହତ୍ୟା କରିଛି। ଇସ୍ରାଏଲୀ ସେନା ସାମ୍ବାଦିକଙ୍କୁ ହମାସର ଜଣେ ବଡ଼ ନେତା ବୋଲି କହୁଛି। ଅଲ ଜଜିରା ଏହି ଆକ୍ରମଣକୁ ଦୃଢ଼ ନିନ୍ଦା…
ଭୟଙ୍କର ଭୂକମ୍ପ ଝଟକାରେ ଲୋକେ ଭୟଭୀତ
ମେକ୍ସିକୋ ସିଟି,୧୧।୮: ସାରା ବିଶ୍ୱରେ ଭୂମିକମ୍ପ ଅନେକ ଥର ବିନାଶ ଘଟାଇଛି। ବିଶ୍ୱରେ ଏପରି ଅନେକ ଦେଶ ଅଛି ଯେଉଁମାନେ ଭୂମିକମ୍ପ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ। ଏହି ତାଲିକାରେ ମେକ୍ସିକୋର ନାମ ମଧ୍ୟ ସାମିଲ ଅଛି। ରଏଟର୍ସ ରିପୋର୍ଟ ଅନୁଯାୟୀ, ରବିବାର…
ନିଜ ଇଜ୍ଜତ ନିଜେ ପକାଇଲେ ମୁନିର: ଭାରତ ବିଷ ଓଗାଳୁଥିଲେ, କହୁ କହୁ କହିଦେଲେ…
ଇସଲାମାବାଦ୍,୧୧।୮:ପାକିସ୍ତାନୀ ସେନା ମୁଖ୍ୟ ଏବଂ ଫିଲ୍ଡ ମାର୍ଶାଲ ଅସୀମ ମୁନିର ଆମେରିକା ଗସ୍ତ କରିଛନ୍ତି। ଏଠାରେ ସେ ଭାରତକୁ ପରମାଣୁ ଆକ୍ରମଣର ଧମକ ଦେଇଥିଲେ। ସେ ଏପରି ମଧ୍ୟ ଦାବି କରିଥିଲେ, ଯଦି ତାଙ୍କ ଦେଶର ଅସ୍ତିତ୍ୱ ବିପଦରେ ପଡ଼େ, ତେବେ…
ନେତାନ୍ୟାହୁଙ୍କ ଗାଜା ଦଖଲ ଯୋଜନା: ଅଭୂତପୂର୍ବ ଉତ୍ତେଜନା
ତେଲ୍ଆଭିଭ/ଗାଜା ସିଟି,୧୧ା୮:ଇସ୍ରାଏଲୀ ଡିଫେନ୍ସ ଫୋର୍ସେସ୍ (ଆଇଡିଏଫ୍) ଗତ ୨୨ ମାସ ମଧ୍ୟରେ ଗାଜା ଷ୍ଟ୍ରିପ୍ର ପ୍ରାୟ ୭୫ ଭାଗ ଦଖଲ କରିସାରିଲାଣି। ଅବଶିଷ୍ଟ ୨୫% ଅଞ୍ଚଳ ଅକ୍ତିଆର କରି ସମ୍ପୂର୍ଣ୍ଣ ଗାଜା ଦଖଲ କରିବା ପାଇଁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଉଦ୍ୟମ…
ଟ୍ରମ୍ପ-ପୁଟିନଙ୍କ ସାକ୍ଷାତ ପୂର୍ବରୁ ଚାରିଆଡ଼େ ହଲଚଲ: ସାରା ବିଶ୍ୱର ବଦଳିଯିବ ନକ୍ସା
ଓ୍ବାଶିଂଟନ୍,୧୧।୮: ଆଲାସ୍କାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସାକ୍ଷାତ ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରୁଷିଆ-ୟୁକ୍ରେନ ଯୁଦ୍ଧ ଏବେ ଏକ ବିନାଶକାରୀ ଦିଗକୁ ମୁହାଁଇବାକୁ ଯାଉଛି ଏବଂ ଏହାର କାରଣ ହେବ…
ପୁଣି ମୁହାଁମୁହିଁ ଭାରତ-ପାକିସ୍ତାନ: ଆଜିଠାରୁ ଯୁଦ୍ଧାଭ୍ୟାସ
ନୂଆଦିଲ୍ଲୀ,୧୧ା୮:ଭାରତୀୟ ନୌସେନାର ଯୁଦ୍ଧଜାହାଜଗୁଡ଼ିକ ମଙ୍ଗଳବାର ଓ ବୁଧବାର ଆରବ ସାଗରରେ ସମରାଭ୍ୟାସ ପାଇଁ କାର୍ଯ୍ୟକ୍ରମ ସ୍ଥିର କରିଥିବାବେଳେ ପାକ୍ ନୌସେନା ମଧ୍ୟ ସେହି ସମୟରେ ଯୁଦ୍ଧାଭ୍ୟାସ କରିବାକୁ ଘୋଷଣା କରିଛି। ସାମୁଦ୍ରିକ ବାଣିଜ୍ୟର ମୁଖ୍ୟ ମାର୍ଗ ଏବଂ ଆଞ୍ଚଳିକ ସୁରକ୍ଷା ପାଇଁ…
ଆମେ ବୁଡ଼ିଲେ, ଅଧା ବିଶ୍ୱକୁ ବୁଡାଇଦେବୁ: ଭାରତକୁ ଚେତାବନୀ ଦେଲେ ମୁନିର
ଇସଲାମାବାଦ୍,୧୧।୮: ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ଆମେରିକାରୁ ଧମକ ଦେଇଛନ୍ତି। ସେ କହିଛନ୍ତି, ଯଦି ପାକିସ୍ତାନ ଭାରତ ସହିତ ଯୁଦ୍ଧରେ ଅସ୍ତିତ୍ୱ ସଙ୍କଟର ସମ୍ମୁଖୀନ ହୁଏ, ତେବେ ଆମେ ସମଗ୍ର ଅଞ୍ଚଳକୁ ପରମାଣୁ ଯୁଦ୍ଧକୁ ଠେଲି ଦେବେ।…
ଆମେରିକା ମାଟିରୁ ଭାରତକୁ ଧମକ ଦେଲେ ମୁନିର: କହିଲେ, ଧ୍ୱଂସ କରିଦେବୁ
ଓ୍ବାଶିଂଟନ,୧୧/୮:ପାକିସ୍ତାନ ସେନାମୁଖ୍ୟ ଫିଲ୍ଡ ମାର୍ଶାଲ ଆସିମ୍ ମୁନିର ରବିବାର ଆମେରିକା ମାଟିରୁ ଭାରତକୁ ଆଣବିକ ଅସ୍ତ୍ର ପ୍ରୟୋଗର ଧମକ ଦେଇଛନ୍ତି। ଭାରତ ଏକ ଡ୍ୟାମ୍ ନିର୍ମାଣ କରିବା ପର୍ଯ୍ୟନ୍ତ ଆମେ ଅପେକ୍ଷା କରିବୁ। ଭାରତ ଯେତେବେଳେ ସିନ୍ଧୁ ନଦୀରେ ଡ୍ୟାମ୍ ନିର୍ମାଣ…
ଆରବ ମହାସାଗରରେ ମୁହାଁମୁହିଁ ହେବେ ଭାରତ, ପାକିସ୍ତାନ ନୌସେନା; ଦେଖାଇବେ ଶକ୍ତି
ନୂଆଦିଲ୍ଲୀ,୧୦ା୮: ଭାରତ ଓ ପାକିସ୍ତାନ ଅଗଷ୍ଟ ୧୧ ଓ ୧୨ ତାରିଖରେ ଆରବ ସାଗରରେ ପୃଥକ ନୌସେନା ଅଭ୍ୟାସ କରିବେ, ଯାହା ପରସ୍ପରର ସାମୁଦ୍ରିକ ଅଞ୍ଚଳ ନିକଟରେ ହେବ। ଏହି ଅଭ୍ୟାସ ପରସ୍ପରଠାରୁ ପ୍ରାୟ ୬୦ ନଟିକାଲ ମାଇଲ ଦୂରରେ ହେବ,…
ଟ୍ରମ୍ପଙ୍କୁ ଭାରତର କଡ଼ା ଜବାବ! ଆମେରିକୀୟ ସାମଗ୍ରୀ ଉପରେ ୫୦% ଯାଏ ଟାରିଫ…
ନୂଆଦିଲ୍ଲୀ,୧୦।୮: ଆମେରିକା ଦ୍ୱାରା ଭାରତୀୟ ଷ୍ଟିଲ, ଆଲୁମିନିୟମ ଏବଂ ଏହା ସହ ଜଡ଼ିତ ଉତ୍ପାଦଗୁଡ଼ିକ ଉପରେ ୫୦% ପର୍ଯ୍ୟନ୍ତ ଭାରୀ ଆମଦାନୀ ଶୁଳ୍କ ଲଗାଯିବା ପରେ ଭାରତ ଏବେ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନର ପ୍ରସ୍ତୁତି କରୁଛି। ମନି କଣ୍ଟ୍ରୋଲର ଏକ ଖବର ଅନୁଯାୟୀ,…
Archives


