ବଢିଲା ଶରିଫଙ୍କ ଛୁଟି ଅବଧି
ଇସ୍ଲାମାବାଦ,୨୯।୧୦:ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କ ବେଲ୍ ଅବଧିକୁ ୮ ସପ୍ତାହକୁ ବୃଦ୍ଧି କରାଯାଇଛି। ଇସ୍ଲାମାବାଦ ହାଇକୋର୍ଟ ପକ୍ଷରୁ ବେଲ୍ ପାଇ ସେ ସର୍ଭିସେସ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କୁ ହୃଦଘାତ ସମସ୍ୟା ଥିବାରୁ ଏବେ ତାଙ୍କ ବେଲ୍...
ଦୁଇ ଦିବସୀୟ ଯାତ୍ରାରେ ସୌଦି ପହଞ୍ଚିଲେ ମୋଦି
ରିୟାଦ,୨୯।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିବସୀୟ ସୌଦି ଆରବ ଯାତ୍ରାରେ ସୋମବାର ବିଳମ୍ବିତ ରାତିରେ ସୌଦି ପ୍ୟାଲେସ ପହଞ୍ଚିଛନ୍ତି। ଏୟାର ଇଣ୍ଡିଆର ଏକ ବିଶେଷ ବିମାନରେ ଖଲିଦ ଇଣ୍ଟରନ୍ୟାଶନାଲ ଏୟାପୋର୍ଟରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା।...
୬.୬ ତୀବ୍ରତାର ଭୂକମ୍ପରେ ଥରିଲା ଫିଲିପାଇନ୍ସ
ମନିଲା,୨୯।୧୦: ଦକ୍ଷିଣ ଫିଲିପାଇନ୍ସରେ ମଙ୍ଗଳବାର ହୋଇଥିବା ଭୂକମ୍ପ ପରେ ଲୋକେ ଭୟଭୀତ ହୋଇଯାଇଛନ୍ତି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୬.୬। ଏଥିରେ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳି ନ ଥିବା ବେଳେ କ୍ଷୟକ୍ଷତିର ପରିମାଣ ଅଧିକ ହୋଇଥାଇ...
ନୱାଜ ସରିଫଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର: ଇମ୍ରାନ କହିଲେ, କାହା ଜୀବନ ବଞ୍ଚାଇବା ଗ୍ୟାରେଣ୍ଟି ଦେଇପାରିବି ନାହିଁ
ଇସଲାମାବାଦ,୨୯।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି। ପାନାମା ଦୁର୍ନୀତି ମାମଲାରେ ଜେଲ ଦଣ୍ଡାଦେଶ ଭୋଗୁଥିବା ନୱାଜଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ସେ ସପ୍ତାହେ ହେବ ଲାହୋରର ଏକ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ଏପରିସ୍ଥଳେ ତାଙ୍କ...
ପ୍ରେମରେ ପଡ଼ିଲେ ବଢେ ଶରୀରର ଓଜନ
ଅଷ୍ଟ୍ରେଲିଆର ସେଣ୍ଟ୍ରାଲ୍ କୁଇନ୍ସ ଲ୍ୟାଣ୍ଡ ୟୁନିଭର୍ସିଟିରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି ପ୍ରେମରେ ପଡିବା ପରେ ଉଭୟେ ଝିଅ ଓ ପୁଅଙ୍କ ଶରୀରର ଓଜନ ବୃଦ୍ଧି ପାଇଥାଏ। ଏଥିପାଇଁ ପ୍ରାୟ ୧୫ ହଜାର ଯୋଡିଙ୍କୁ ନେଇ ଗବେଷଣା କରାଯାଇଥିଲା। ଗବେଷକଙ୍କ...
ପାକିସ୍ତାନରେ ୫୮ ସ୍କୁଲ ଏବଂ ୩୦ ହସ୍ପିଟାଲ ନିର୍ମାଣ କରିବ ଚାଇନା
ଇସଲାମାବାଦ୍/ବେଜିଂ,୨୮।୧୦: ପାକିସ୍ତାନରେ ଚାଇନା ୫୮ ସ୍କୁଲ ଏବଂ ୩୦ ହସ୍ପିଟାଲ ନିର୍ମାଣ କରିବ। ପାକିସ୍ତାନର ଖାଇବର ପସ୍ତୁତଖ୍ବା ପ୍ରଦେଶରେ ଏହି ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହେବ। ଏହା ଏହି ପଛୁଆ ଅଞ୍ଚଳର ବିକାଶ ହୋଇପାରିବ ବୋଲି ପାକିସ୍ତାନରେ ଅବସ୍ଥାପିତ ଥିବା...
ବଗଦାଦିଙ୍କ ୫ମ ଥର ମୃତ୍ୟୁ ଖବର: କେତେ ସତ କେତେ ମିଛ? ରୁଷିଆର ସନ୍ଦେହ-ତୁର୍କୀର ସମର୍ଥନ
ଓ୍ବାଶିଂଟନ,୨୮।୧୦: ଇସଲାମିକ୍ ଷ୍ଟେଟ୍(ଆଇଏସ୍) ସଂଗଠନ ମୁଖ୍ୟ ଅବୁ ବକର ଅଲ୍ ବଗଦାଦିଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଏହାକୁ ମିଶାଇ ୫ମ ଥର ପାଇଁ ଏଭଳି ଖବର ମିଳିଛି। ସିରିୟାରେ ଜାରି ରହିଥିବା ମିଳିତ ସର୍ଚ୍ଚ ଅପରେଶନ୍ରେ ଏଭଳି ହୋଇଥିବା ଆମେରିକା...
ପୃଥିବୀ ଉପରେ ବିପଦ: ଅକ୍ଟୋବର ୩୧ରେ ଗ୍ରହପିଣ୍ଡ ୨୦୧୯ ୟୁଜେ-୩ ଧକ୍କା ଦେବା ଆଶଙ୍କା
ଓ୍ବାଶିଂଟନ,୨୮।୧୦: ପୃଥିବୀ ଉପରେ ବିପଦ ମାଡ଼ି ଆସୁଛି। ଆସନ୍ତା ଅକ୍ଟୋବର ୩୧ରେ ଗ୍ରହପିଣ୍ଡ ୨୦୧୯ ୟୁଜେ-୩ ପୃଥିବୀ ସହିତ ଧକ୍କା ହେବାର ଆଶଙ୍କା ଥିବା ନାସା ପକ୍ଷରୁ କୁହାଯାଇଛି। ଏହା ଘଣ୍ଟାପ୍ରତି ୨୦ ହଜାର ମାଇଲ୍ ବେଗରେ ପୃଥିବୀ ଆଡ଼କୁ...
ବଗଦାଦିଙ୍କ ମୃତ୍ୟୁର ଖେଳ: ଟ୍ରମ୍ପ୍ ଦେଖିଲେ ଲାଇଭ୍
ଓ୍ବାଶିଂଟନ,୨୮।୧୦: ଆଇଏସ୍ ଆତଙ୍କବାଦୀ ଅବୁ ବକର ଅଲ୍ ବଗଦାଦିଙ୍କ ମୃତ୍ୟୁ ଘଟିଛି। ସିରିୟାରେ ଜାରି ରହିଥିବା ମିଳିତ ସର୍ଚ୍ଚ ଅପରେଶନ୍ରେ ଏଭଳି ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଟୁଇଟ୍ କରି ସୂଚନା ଦେଇଛନ୍ତି। ସିଆଇଏ ସହାୟତାରେ ବଗଦାଦିଙ୍କ ସମ୍ପର୍କରେ...
ଆଇଏସ୍ ମୁଖ୍ୟ ବଗଦାଦି ୩ ସନ୍ତାନଙ୍କ ସହିତ ନିଜକୁ ଆତ୍ମଘାତୀ ଜ୍ୟାକେଟ୍ରେ ଉଡ଼ାଇଲେ: ଟ୍ରମ୍ପ୍
ଓ୍ବାଶିଂଟନ,୨୮।୧୦: ଇସଲାମିକ୍ ଷ୍ଟେଟ୍ (ଆଇଏସ୍) ଆତଙ୍କବାଦୀ ସଂଗଠନ ମୁଖ୍ୟ ଅବୁ ବକର ଅଲ୍ ବଗଦାଦି ୩ ସନ୍ତାନଙ୍କ ସହିତ ନିଜକୁ ଆତ୍ମଘାତୀ ଜ୍ୟାକେଟ୍ରେ ଉଡ଼ାଇଛନ୍ତି। ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସୂଚନା ଦେଇଛନ୍ତି। ସିରିଆରେ ହୋଇଥିବା ଆମେରିକା ସୈନ୍ୟ...
ସିରିୟା ବିମାନ ଆକ୍ରମଣରେ ୯ ଆଇଏସ୍ ଆତଙ୍କବାଦୀ ମୃତ
ବେରୁଦ,୨୭।୧୦: ଉତ୍ତର ପଶ୍ଚିମ ସିରିୟାରେ ରବିବାର ହୋଇଥିବା ବିମାନ ଆକ୍ରମଣରେ ଅତିକମ୍ରେ ୯ ଆଇଏସ୍ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ହେଲିକପ୍ଟର ଦ୍ୱାରା ଉତ୍ତର-ପଶ୍ଚିମରେ ଥିବା ଇଦଲିବର ବାରିସ ଗାଁ ବାହାରେ ଥିବା ଏକ ଘର ଓ କାରକୁ...
ଧସିଲା କୋଇଲା ଖଣି: ୪ ମୃତ
ବେଜିଂ,୨୭।୧୦: ଚାଇନାରେ ଏକ କୋଇଲା ଖଣି ଧସିଯିବାରୁ ଏଠାରେ କାମ କରୁଥିବା ୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଚାଇନାର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଥିବା ସିଚୁଆନ୍ ପ୍ରଦେଶରେ ଥିବା କୋଇଲା ଖଣିରେ ଏଭଳି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ପୋଲିସ ପକ୍ଷରୁ...
Archives


