ଅନ୍ତର୍ଜାତୀୟ

ପ୍ରତିରକ୍ଷା କ୍ଷେତ୍ରରେ ଭାରତ ହେବ ଆତ୍ମନିର୍ଭରଶୀଳ: ୨୦୨୫ ସୁଦ୍ଧା ୨୬ ଶହ କୋଟି ଡଲାରର ପ୍ରତିରକ୍ଷା ଶିଳ୍ପ ସ୍ଥାପନ ଲକ୍ଷ୍ୟ

ବ୍ୟାଙ୍କକ୍‌,୧୮।୧୧: ଏଣିକି ଭାରତ ପ୍ରତିରକ୍ଷା ସରଞ୍ଜାମ ଆମଦାନି କରିବା କମାଇବ। ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବ। ଏଥିପାଇଁ ଦେଶରେ ୨୦୨୫ ସୁଦ୍ଧା ୨୬ ଶହ କୋଟି ଡଲାରର ପ୍ରତିରକ୍ଷା ଶିଳ୍ପ ସ୍ଥାପନ କରାଯିବ। ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ...

ଡେଙ୍ଗୁ କବଳରେ ପାକିସ୍ତାନ: ୪୯ ହଜାର ରୋଗୀ ଚିହ୍ନଟ

ଇସ୍‌ଲାମାବାଦ,୧୮।୧୧: ପାକିସ୍ତାନରେ ଏବେ ଅଣାୟତ୍ତ ହେଲାଣି ଡେଙ୍ଗୁ। ଏବେସୁଦ୍ଧା ସେଠାରେ ୪୯ ହଜାର ୫ ଶହ ୮୭ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇ ସାରିଥିବା ସୂଚନା ମିଳିଛି। ପାକିସ୍ତାନ ଜାତୀୟ ସ୍ବାସ୍ଥ୍ୟ ସେବା ମନ୍ତ୍ରଣାଳୟର ପ୍ରବକ୍ତା ସାଜିଦ ଶାହ କହିଛନ୍ତି...

କାବୁଲ ଆତ୍ମଘାତୀ ବିସ୍ଫୋରଣ: ୪ ଯବାନ ଆହତ

କାବୁଲ,୧୮।୧୧: ଆଫଗାନିସ୍ତାନର କାବୁଲରେ ସୋମବାର ସକାଳେ ହୋଇଥିବା ବିସ୍ଫୋରଣରେ ୪ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ମିଲିଟାରୀ ଟ୍ରେନିଂ ସେଣ୍ଟର ନିକଟରେ ଏହି ଆତ୍ମଘାତୀ ବିସ୍ଫୋରଣ କରାଯାଇଥିବା ଜଣାପଡିଛି। ପାଜଓକ ଆଫଗାନ ନ୍ୟୁଜର ସୂଚନା ଅନୁଯାୟୀ ସୋମବାର କାବୁଲରେ...

ବୋଲିଭିଆରେ ରାଜନୈତିକ ସଙ୍କଟ: ନିର୍ବାଚନରେ ଅନିୟମିତତା ଅଭିଯୋଗ; ବିକ୍ଷୋଭରେ ୨୩ ମୃତ ୭ଶହରୁ ଅଧିକ ଆହତ

ସାଣ୍ଟିଆଗୋ,୧୭।୧୧: ବୋଲିଭିଆରେ ହୋଇଥିବା ନିର୍ବାଚନରେ ଅନିୟମିତତା ଅଭିଯୋଗ ଅଣାଯାଇଛି। ଏହାକୁ ନେଇ ବିକ୍ଷୋଭ ଜାରି ରହିଛି। ଏଥିରେ ୨୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୭ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହାକୁ ନେଇ ଆମେରିକା ପକ୍ଷରୁ ଚିନ୍ତା ବ୍ୟକ୍ତ କରାଯାଇଛି।...

ରାଜପାକ୍‌ସେଙ୍କୁ ବିଜୟର ଶୁଭେଚ୍ଛା ଜଣାଇଲେ ପ୍ରେମଦାସା

କଲମ୍ବୋ,୧୭।୧୧: ଦିନକୁ ପୂର୍ବରୁ ଶ୍ରୀଲଙ୍କାରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଶ୍ରୀଲଙ୍କା ଶାସକ ଦଳର ପ୍ରାର୍ଥୀ ସାଜିଥ ପ୍ରେମଦାସା ତାଙ୍କ ପ୍ରତିଦ୍ୱନ୍ଦୀ ଗୋତବାୟା ରାଜପାକ୍‌ସେଙ୍କଠାରୁ ହାରି ଯାଇଛନ୍ତି। ଏହି ପରାଜୟକୁ ସେ ସ୍ବୀକାର କରିବା ସହ କହିଛନ୍ତି ମୁଁ ଜନତାଙ୍କ ନିର୍ଣ୍ଣୟକୁ...

ଏସବୁ କମ୍ପାନୀରେ ଅଫିସରେ ଚଷମା ପିନ୍ଧିବା ମନା…

କମ୍ପ୍ୟୁଟରରେ କାମ କଲାବେଳେ କେତେକ ଆଖିକୁ ଚାପମୁକ୍ତ ରଖିବା ପାଇଁ ଚଷମାର ବ୍ୟବହାର କରିଥାନ୍ତି। ମାତ୍ର ଜାପାନର କିଛି ରିଟେଲ୍‌ କମ୍ପାନୀ ଏହାର କର୍ମଚାରୀଙ୍କୁ ଅଫିସରେ କାମ କରିବାବେଳେ ଚଷମା ପିନ୍ଧିବାକୁ ମନା କରିିଛନ୍ତି। ଚଷମା ପିନ୍ଧିଲେ କମ୍ପାନୀଗୁଡ଼ିକର କାରବାର...

ବିଦେଶ ଯିବାକୁ ଶରିଫଙ୍କୁ ମିଳିଲା ଅନୁମତି

ଲାହୋର,୧୭।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କୁ ଚିକିତ୍ସା ଲାଗି ବିଦେଶ ଯିବାକୁ ଲାହୋର ହାଇକୋର୍ଟ ଅନୁମତି ପ୍ରଦାନ କରିଛନ୍ତି। କୋର୍ଟ ତାଙ୍କୁ ୪ ସପ୍ତାହ ଲାଗି ବିଦେଶ ଯିବାକୁ ଅନୁମତି ପ୍ରଦାନ କରିଥିବା ସୂଚନା ମିଳିଛି। ତେବେ ଏହି...

କାର୍‌ବୋମା ବିସ୍ଫୋରଣ: ୧୯ ମୃତ

ଦାମାସ୍‌କସ୍‌,୧୭।୧୧: ସିରିଆରେ ଏକ କାର୍‌ବୋମା ବିସ୍ଫୋରଣରେ ୧୯ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୧୩ ଜଣ ସାଧାରଣ ଲୋକ ଥିବା କୁହାଯାଉଛି। ଏଥିରେ ୩୩ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ କେତେକଙ୍କ ଅବସ୍ଥା ଗୁରୁତର ଥିବା ସ୍ଥାନୀୟ...

ହଂକଂରେ ଚାଇନାର ସେନା ମୁତୟନ

ବେଜିଂ, ୧୭ା୧୧(ପି.ଟି.) : ହଂକଂରେ ଗତ ୫ ମାସ ଧରି ଗଣତନ୍ତ୍ର ସପକ୍ଷବାଦୀଙ୍କ ବିକ୍ଷୋଭ ଜାରି ରହିଥିବାବେଳେ ପ୍ରଥମ ଥର ଲାଗି ଶନିବାର ଚାଇନା ପକ୍ଷରୁ ସେଠାରେ ପିଏଲ୍‌ଏ ସେନା ମୁତୟନ କରାଯାଇଛି। କୋଲୁନ୍‌ ଗ୍ୟାରିଶନଠାରେ ଚାଇନାର ସାଦା ପୋଷାକଧାରୀ...

ଶିଖ୍‌ ସମ୍ପ୍ରଦାୟକୁ ସମ୍ମାନିତ କରିବା ଲାଗି ଆମେରିକା ସିନେଟରେ ପ୍ରସ୍ତାବ ଗୃହୀତ

ଓ୍ବାଶିଂଟନ,୧୭ା୧୧(ପି.ଟି.): ଶିଖ୍‌ ଧର୍ମଗୁରୁ ନାନକ ଦେବଙ୍କ ୫୫୦ତମ ଜନ୍ମବାର୍ଷିକୀ ଅବସରରେ ଏହାର ଐତିହାସିକ, ସାଂସ୍କୃତିକ ଓ ଧାର୍ମିକ ଗୁରୁତ୍ୱ ସମେତ ଆମେରିକାର ଅଭିବୃଦ୍ଧିରେ ଶିଖ୍‌ମାନଙ୍କ ଅବଦାନକୁ ସ୍ବୀକୃତି ଦେବା ଲାଗି ଆମେରିକା ସିନେଟରେ ଏକ ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି।...

୫ ବର୍ଷ ପରେ ବଜାରରେ ମିଳିବ କୃତ୍ରିମ କିଡ୍‌ନୀ…

ଏବେ କିଡ୍‌ନୀ ସମସ୍ୟା ଦେଖାଗଲେ ଆଉ ଭୟ କରିବାର ନାହିଁ। କାରଣ ୫ ବର୍ଷ ପରେ ବଜାରରେ କୃତ୍ରିମ କିଡ୍‌ନୀ ମିଳିବ। ଆମେରିକାରେ ଗବେଷକ ଏଭଳି କିଡ୍‌ନୀ ତିଆରି କରିସାରିଛନ୍ତି। ଆଗାମୀ ୨ ବର୍ଷ ମଧ୍ୟରେ ଏନେଇ ଅଧ୍ୟୟନ ଶେଷ...

କାଲିଫର୍ନିଆ ସ୍କୁଲ ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କ ମୃତ୍ୟୁ

କାଲିଫର୍ନିଆ,୧୬।୧୧: ଆମେରିକାର କାଲିଫର୍ନିଆରେ ଘଟିଥିବା ଗୁଳିକାଣ୍ଡରେ ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତଙ୍କ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅଭିଯୁକ୍ତଙ୍କର ବୟସ ୧୬ ବର୍ଷ ଥିବା ବେଳେ ସେ କାଲିଫର୍ନିଆର ଏକ ହାଇ ସ୍କୁଲରେ ଶୁକ୍ରବାର ଗୁଳିକାଣ୍ଡ ଘଟାଇଥିଲେ। ଏହି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri