ବିମାନ ଅବତରଣ କରିବାର ଘଣ୍ଟାଏ ପୂର୍ବରୁ କ୍ଷେପଣାସ୍ତ୍ର ମାଡ଼, ଆଉ ତା’ ପରେ…
ଆବୁଧାବି/ନୂଆଦିଲ୍ଲୀ,୪ା୫: ରବିବାର ଦିଲ୍ଲୀରୁ ତେଲ ଅଭିଭ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନକୁ ଆବୁଧାବିକୁ କନଭର୍ଟ କରାଯାଇଛି। ଇସ୍ରାଏଲର ଏକ ସହରର ବିମାନବନ୍ଦର ନିକଟରେ କ୍ଷେପଣାସ୍ତ୍ର ଆକ୍ରମଣ ପରେ ବିମାନଟିର ଦିଗ ପରିବର୍ତ୍ତନ କରାଯାଇଥିଲା। ସୂତ୍ର ଅନୁଯାୟୀ, ବୋଇଂ ୭୮୭...
ପାକିସ୍ତାନ ଉପରେ ଭାରତର ଡିଜିଟାଲ ଷ୍ଟ୍ରାଇକ୍, ଇମ୍ରାନ ଖାନ୍-ବିଲାଓ୍ବଲ ଭୁଟ୍ଟୋଙ୍କ ଉପରେ ନେଲା…
ଇସଲାମାବାଦ/ନୂଆଦିଲ୍ଲୀ,୪ା୫: ପାକିସ୍ତାନ ଉପରେ ଆଉ ଏକ ଡିଜିଟାଲ ଷ୍ଟ୍ରାଇକ୍ କରିଛି ଭାରତ। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ‘X’ ଆକାଉଣ୍ଟ ବ୍ୟାନ୍ କରିଛି ଭାରତ। ଭାରତରେ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏବଂ ପୂର୍ବତନ ମନ୍ତ୍ରୀ ବିଲାଓ୍ବଲ...
ମାତ୍ର ୪ ଦିନରେ ଆଣ୍ଠେଇବ ପାକିସ୍ତାନ! ଶୁଖିଲା ଧମକ ଦେଉଥିବା Pak ପାଖରେ ନାହିଁ ଗୋଳାବାରୁଦ, ଆସିଲା ସାଂଘାତିକ…
ଶ୍ରୀନଗର,୪।୫: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରଠାରୁ ପାକିସ୍ତାନର ଅବସ୍ଥା ଖରାପ ହେବାରେ ଲାଗିିଛି। ଭାରତକୁ ଚ୍ୟାଲେଞ୍ଜ କରୁଥିବା ପାକିସ୍ତାନ ବର୍ତ୍ତମାନ ଗୋଳାବାରୁଦର ଅଭାବର ସମ୍ମୁଖୀନ ହେଉଛି। ଯୁଦ୍ଧ କଥା କହୁଥିବା ପାକିସ୍ତାନ ପାଖରେ ମାତ୍ର ୯୬ ଘଣ୍ଟାର ଗୁଳି...
ଅଷ୍ଟ୍ରେଲିଆ ନିର୍ବାଚନରେ ଲେବର ପାର୍ଟି ବିଜୟୀ, ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେବେ ଆଲ୍ବାନିସ୍
ମେଲବର୍ନ,୪ା୫: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲ୍ବାନିସ୍ଙ୍କ ନେତୃତ୍ୱରେ ଲେବର ପାର୍ଟି ପାର୍ଲାମେଣ୍ଟ ନିର୍ବାଚନରେ ବିଜୟୀ ହୋଇଛି। ଫଳରେ ଆଲ୍ବାନିସ୍ କ୍ରମାଗତ ଦ୍ୱିତୀୟ ଥର ପାଇଁ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ଗତ ୨୧ ବର୍ଷ ମଧ୍ୟରେ କୌଣସି ଅଷ୍ଟ୍ରେଲୀୟ ନେତା...
ବଡ଼ କାର୍ଯ୍ୟାନୁଷ୍ଠାନ: ପାକିସ୍ତାନରୁ ସବୁ ଆମଦାନୀ ବନ୍ଦକଲା ଭାରତ, ମେଲ୍, ପାର୍ସଲ ବି ବନ୍ଦ…
ନୂଆଦିଲ୍ଲୀ,୪ା୫: ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ପାକିସ୍ତାନ ସହ ଉତ୍ତେଜନା ବଢ଼ିଚାଲିଥିବାବେଳେ କେନ୍ଦ୍ର ସରକାର ସେଠାରୁ ସମସ୍ତ ପ୍ରକାର ପ୍ରତ୍ୟକ୍ଷ ଓ ପରୋକ୍ଷ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏଥିସହ ପାକିସ୍ତାନରୁ ଆସୁଥିବା ମେଲ୍ ଓ ପାର୍ସଲଗୁଡ଼ିକୁ ମଧ୍ୟ...
India-Pakistan War: ଯୁଦ୍ଧବେଳେ ଫାଇଟର ଜେଟ୍ ଉଡାଇଥିଲେ ନିଜେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ସହ ଅଛି ଲିଙ୍କ୍
ନୂଆଦିଲ୍ଲୀ/ଭୁବନେଶ୍ୱର,୩।୫: ଏପ୍ରିଲ ୨୨ରେ ଜମ୍ମୁ-କଶ୍ମୀରର ପହଲଗାମସ୍ଥିତ ପର୍ଯ୍ୟଟନସ୍ଥଳ ବୈସରନେରେ ଆତଙ୍କବାଦୀମାନେ ୨୬ ହିନ୍ଦୁଙ୍କୁ ଗୁଳିକରି ହତ୍ୟାକରିବା ପରେ ଭାରତ ଏହି ଆକ୍ରମଣ ପାଇଁ ପାକିସ୍ତାନକୁ ଦାୟୀ କରି ପଡ଼ୋଶୀ ଦେଶ ବିରୋଧରେ ଅନେକ ପଦକ୍ଷେପ ନେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,...
ଏବେ ଆରମ୍ଭ ହେଲା ଅସଲ ଯୁଦ୍ଧ! ଭାରତ ସହ ମିଶି ଏସବୁ ଦେଶ ପାକିସ୍ତାନ ଉପରେ ନେଲେ ବଡ଼ ଆକ୍ସନ
ନୂଆଦିଲ୍ଲୀ,୩।୫: ଯଦି ଆପଣ ଆଗାମୀ ଦିନରେ ଲୁଫ୍ଥାନସା, ବ୍ରିଟିଶ ଏୟାରୱେଜ, ସ୍ବିସ କିମ୍ବା ଆଇଟିଏ ଏୟାରୱେଜ ଭଳି ୟୁରୋପୀୟ ବିମାନ କମ୍ପାନୀ ଦ୍ୱାରା ଭାରତ ଆସିବାକୁ କିମ୍ବା ଏଠାରୁ ୟୁରୋପ ଯିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ...
ଶ୍ରୀଲଙ୍କା ପଳାଇଛନ୍ତି ପହଲଗାମ ଆତଙ୍କବାଦୀ? ଘଣ୍ଟା ଘଣ୍ଟା ଚାଲିଲା ସର୍ଚ୍ଚ ଅପରେଶନ
କଲମ୍ବୋ,୩।୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତର ପଡ଼ୋଶୀ ଦେଶଗୁଡ଼ିକ ସତର୍କ ଅଛନ୍ତି। ଏହି ଆକ୍ରମଣ କରିଥିବା ଆତଙ୍କବାଦୀମାନଙ୍କୁ ଖୋଜା ଚାଲିଛି। ଏହି ସମୟରେ, ଶନିବାର ଚେନ୍ନାଇରୁ କଲମ୍ବୋ ଆସିଥିବା ଏକ ବିମାନର ସମ୍ପୂର୍ଣ୍ଣ ଯାଞ୍ଚ କରାଯାଇଥିଲା। ପ୍ରକୃତରେ, ଭାରତୀୟ...
ପାକିସ୍ତାନ ହାତରୁ ଗଲା ବେଲୁଚିସ୍ତାନର ମାଙ୍ଗୋଚର ସହର? ସରକାରୀ କୋଠା କବ୍ଜା କଲେ ବାଲୁଚ୍ ବିଦ୍ରୋହୀ
ଇସଲାମାବାଦ,୩।୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏଭଳି ସ୍ଥିତିରେ ପାକିସ୍ତାନର ବେଲୁଚିସ୍ତାନରେ ଏକ ବଡ଼ ଘଟଣା ଘଟିଛି। ଦେଶର କଳାଟ ଜିଲାର ମାଙ୍ଗୋଚର ସହରରେ ଥିବା ଅନେକ କୋଠାକୁ ବାଲୁଚ...
ଅମ୍ବାନୀଙ୍କ ଭଳି କୋଟି କୋଟି ଟଙ୍କାର ବିଜନେସ କରୁଛନ୍ତି ପାକିସ୍ତାନ ଆର୍ମି ଚିଫ୍ ଅସୀମ ମୁନିର, ହେଲେ ନେଟଓ୍ବର୍ଥ ଜମା ଏତିକି
ଇସଲାମବାଦ,୩।୫: ଦିନକୁ ଦିନ ଉଷ୍ମ ହେଲାଣି ଭାରତ ପାକିସ୍ତାନ ସମ୍ପର୍କ। ଯୁଦ୍ଧ ପରିସ୍ଥିତି ବି ଘନେଇଲାଣି। ଏସବୁ ପରେ ବି ପାକିସ୍ତାନ ଗମ୍ଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। କିନ୍ତୁ ଆପଣ ଜାଣି ତାଜୁବ ହେବେ ଦେଶର ସେନା...
କେବଳ ଲୁଣ ନୁହେଁ, ପାକିସ୍ତାନ କୁର୍ତ୍ତିରୁ ଚପଲ ଯାଏ ଏତେସବୁ ଜିନିଷ ଉପରେ ନିର୍ଭର କରେ ଭାରତ
ନୂଆଦିଲ୍ଲ,୩।୫: ପହଲଗାମ ଆକ୍ରମଣ ପରେ, ଭାରତ ପାକିସ୍ତାନ ଉପରେ ଗୋଟିଏ ପରେ ଗୋଟିଏ ଆକ୍ରମଣ କରୁଛି। ସମ୍ପ୍ରତି, ଭାରତ ପାକିସ୍ତାନ ଉପରେ ଆଉ ଏକ ଆକ୍ରମଣ କରିଛି ଏବଂ ପାକିସ୍ତାନ ସହିତ ସମସ୍ତ ପ୍ରକାରର ଆମଦାନୀ ଉପରେ ରୋକ ଲଗାଇଛି।...
India Pakistan war: ପାକିସ୍ତାନକୁ ଲୁଚିଲୁଚି ଅସ୍ତ୍ର ଯୋଗାଉଛନ୍ତି ଭାରତର ବନ୍ଧୁଦେଶ! ନାଁ ଜାଣିଲେ ଚମକି ପଡିବେ
ନୂଆଦିଲ୍ଲୀ, ୩ ।୫: ଜମ୍ମୁ ଓ କଶ୍ମୀରର ପହଲଗାମରେ ଏପ୍ରିଲ ୨୨, ୨୦୨୫ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ, ଯେଉଁଥିରେ ୨୬ ଜଣ ନିରୀହ ଲୋକ ପ୍ରାଣ ହରାଇଥିଲେ, ତାହା ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନାକୁ ଅଧିକ ବୃଦ୍ଧି କରିଛି।...
Archives


