ସିରିଆରେ କାର ବିସ୍ଫୋରଣ: ୬ ମୃତ
ଆଫ୍ରିନ୍, ୧୦।୨: ସିରିଆରେ ଏକ କାରରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଛି। ଏହି ଘଟଣାରେ ୬ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୧ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ଦେଶର ଦକ୍ଷିଣ-ପଶ୍ଚିମରେ ଥିବା ଆଲେପ୍ପୋ ପ୍ରଦେଶର ଆଫ୍ରିନ୍ ସହରରେ...
ମୋଦିଙ୍କ ଚିଠିର ଉତ୍ତର ଦେଲେ ଚାଇନା ରାଷ୍ଟ୍ରପତି
ବେଜିଂ,୧୦।୨: ଚାଇନାରେ କରୋନାଭାଇରସ୍ ମହାମାରୀର ରୂପ ନେଇଥିବା ବେଳେ ଏବେ ପର୍ଯ୍ୟନ୍ତ ଏଥିଯୋଗୁ ୯୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଗଲାଣି। ଚାଇନା ସହ ଏହି ଭୂତାଣୁ ବିଶ୍ୱର ଅନ୍ୟ ଦେଶଗୁଡିକରେ ମଧ୍ୟ ପ୍ରଭାବ ପକାଉଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...
ବାଣଫୁଟାରେ ରେକର୍ଡ: ୧.୩ ଟନ୍ ବାରୁଦ ଦେଢ଼ କିମି ଉପର ଫୁଟିଲା
ଓ୍ବାଶିଂଟନ,୧୦।୨: ଆମେରିକାରେ ବାଣଫୁଟାରେ ଏକ ରେକର୍ଡ ହୋଇଛି। ଏହି ବାଣ ଭୂପୃଷ୍ଠଠାରୁ ଦେଢ଼ କିମି ଉପରେ ଫୁଟିଛି। କୋଲୋରାଡାରେ ହୋଇଥିବା ଓ୍ବିଣ୍ଟର ଫେଷ୍ଟିଭାଲରେ ଏଭଳି କରାଯାଇଛି। ୧.୩ ଟନ୍ ବାରୁଦରେ ଏହି ବାଣ ତିଆରି ହୋଇଥିଲା। ଏହି ବାଣର ଉଚ୍ଚତା...
ଇବୋଲାକୁ ଡରି ନ ଥିବା ଚାଇନାର ବହୁ ସହର କରୋନା ଯୋଗୁ ଜନଶୂନ୍ୟ !
ବେଜିଂ,୧୦।୨: ଚାଇନାର କରୋନା ମହାମାରୀ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଦେଶର ୩୦ଟିରୁ ଅଧିକ ସହରରେ ସନ୍ଦିଗ୍ଧ ଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ ଚାଇନାରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୯୦୮ରେ ପହଞ୍ଚିଛି। ୪୦ ହଜାରରୁ...
କରୋନାଭାଇରସର ସତ୍ୟତା ବଖାଣୁଥିବା ବ୍ୟକ୍ତିଙ୍କୁ ଅପହରଣ କରୁଛି ଚାଇନା!
ବେଜିଂ,୧୦।୨: ଚାଇନା କାହିଁକି ଏବେ ସାରା ବିଶ୍ୱରେ କରୋନାଭାଇରସ ସମସ୍ତଙ୍କ ନିଦ ହଜାଇ ଦେଇଛି। ଏହାର ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଚାଇନା ସରକାର କରୋନାର ମୁକାବିଲା କରିବାରେ ଫେଲ୍ ମାରିଥିବା...
କରୋନାଭାଇରସ ରୋକିବାକୁ ଟେଲିଭିଜନ, ସିନେମାରୁ ହଟାଯାଉଛି କିସିଂ ସିନ୍
ତାଇପେ,୧୦।୨: ଚାଇନାରେ କରୋନାଭାଇରସ ମହାମାରୀର ରୂପ ନେଇଥିବା ବେଳେ ଏବେ ଏହାକୁ ରୋକିବା ପାଇଁ ଚାଇନା ସରକାର ଭିନ୍ନ ଭିନ୍ନ ପଦକ୍ଷେପ ନେଉଛନ୍ତି। ଶୁଣିବାକୁ ମିଳିଛି ଏବେ ଚାଇନା ସରକାର ଟେଲିଭିଜନ ଧାରାବାହିକ ଓ ସିନେମାରୁ କିସିଂ ସିନ୍ ହଟାଇ...
ଏବେ ଏହି ଦେଶରେ ସନ୍ତାନ ଜନ୍ମ ପାଇଁ ମିଳିବ ଦେଢ ଲକ୍ଷ ଟଙ୍କା ବୋନସ
ଏଥେନ୍ସ,୧୦।୨: ଗ୍ରୀସରେ ବେଳକୁ ବେଳ ଜନସଂଖ୍ୟା କମିବାରେ ଲାଗିଛି। ଏହାକୁ ନଜରରେ ରଖି ଏବେ ସନ୍ତାନ ଜନ୍ମକୁ ନେଇ ସରକାର ବୋନସ ଘୋଷଣା କରିଛନ୍ତି। ‘ବେବି ବୋନସ’ ଯୋଜନାରେ ଏବେ ସନ୍ତାନ ପ୍ରସବ ପରେ ଦମ୍ପତିଙ୍କୁ ବୋନସ ମିଳିବ ବୋଲି...
୨୦ ହଜାର କରୋନାଭାଇରସ ରୋଗୀଙ୍କୁ ମାରିବାକୁ ଅନୁମତି ମାଗିଛି କି ଚାଇନା!
ବେଜିଂ,୧୦।୨: ଚାଇନାରେ କାୟା ବିସ୍ତାର କରିଥିବା କରୋନାଭାଇରସ ଏବେ ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଛି। ଭାରତ ଓ ଆମେରିକା ସମେତ ବିଶ୍ୱର ଆଉ କିଛି ଦେଶ ଏହାକୁ ନେଇ ଚାଇନାକୁ ସାହାଯ୍ୟର ହାତ ବଢାଇଛନ୍ତି। ଚାଇନାରେ ସୋମବାର ସୁଦ୍ଧା କରୋନାଭାଇରସରେ...
ସୂର୍ଯ୍ୟ ମୁହାଁ ହେଲା ନାସାର ସୋଲାର ଅର୍ବିଟର: ୭ ବର୍ଷରେ ଅତିକ୍ରମ କରିବ ୪କୋଟି ୧୮ ଲକ୍ଷ କିମି
ଓ୍ବାଶିଂଟନ,୧୦।୨: ସୂର୍ଯ୍ୟ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ନାସା ପକ୍ଷରୁ ସୋମବାର ସୋଲାର ଅର୍ବିଟର ଉତ୍କ୍ଷେପଣ କରାଯାଇଛି। ଭାରତୀୟ ସମୟ ଅନୁସାରେ ପୂର୍ବାହ୍ନ ୯ଟା ୩୩ରେ ଏହା ଫ୍ଲୋରିଡ଼ା ସ୍ପେସ୍ ସେଣ୍ଟରରୁ ସୂର୍ଯ୍ୟ ମୁହାଁ ହୋଇ ଯାତ୍ରା ଆରମ୍ଭ...
ଓସ୍କାର ଆଓ୍ବାର୍ଡ: ଇତିହାସ ରଚିଲା ‘ପାରାସାଇଟ୍’
କାଲିଫର୍ନିଆ,୧୦।୨: ମନୋରଞ୍ଜନ ଜଗତର ସର୍ବଶ୍ରେଷ୍ଠ ସମ୍ମାନ ଓସ୍କାର ପୁରସ୍କାର ପ୍ରଦାନ କରାଯାଇଛି। ୨୦୨୦ ମସିହାର ୯୨ ତମ ଓସ୍କାର ଆଓ୍ବାର୍ଡ ଆମେରିକାର ଲସ୍ ଆଞ୍ଜେଲସ ସହରର ଡଲବି ଥିଏଟରରେ ଆରମ୍ଭ ହୋଇଛି। ସୋମ ମେଣ୍ଡେସଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ୧୯୧୭କୁ...
କରୋନା ରୋଗୀଙ୍କୁ ଖାଦ୍ୟ, ଔଷଧ ଦେଉଛି ରୋବୋଟ
ନୂଆଦିଲ୍ଲୀ,୧୦।୨: ଚାଇନାରେ କରୋନା ଭାଇରସ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ମୃତ୍ୟୁସଂଖ୍ୟା ୯୦୦ ଟପିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୩୪,୮୦୦କୁ ବୃଦ୍ଧି ପାଇଛି। କରୋନା ଭାଇରସ୍ ଏତେ ମାରାତ୍ମକ ଯେ, ରୋଗୀଠାରୁ ୬ ଫୁଟ୍ ଦୂରରେ ଥିଲେ...
ବିଲ୍ଡିଂ ରଙ୍ଗ କରିବା ପରେ ପାରିଶ୍ରମିକ ନପାଇ ଶ୍ରମିକ ନେଲେ ପ୍ରତିଶୋଧ
ଲଣ୍ଡନ,୧୦।୨: ବ୍ରିଟିଶ୍ କାଉଣ୍ଟି ଡର୍ବିଶେୟାରର ବୋଲସୋଓ୍ବରରେ ଜଣେ ଶ୍ରମିକ ବିଲ୍ଡିଂ ରଙ୍ଗ ଦେବା ପରେ ପାରିଶ୍ରମିକ ନପାଇ ଏକ ଅଜବ ଉପାୟରେ ମାଲିକ ଉପରେ ପ୍ରତିଶୋଧ ନେଇଛନ୍ତି। ଶ୍ରମିକ ଡିନ୍ ରିବ୍ସ୍ଙ୍କୁ ରଙ୍ଗ ଦେବାକାମରେ ବିଲ୍ଡିଂ ମାଲିକ ଟେରିି ନିୟୋଜିତ...
Archives


