କରୋନା ସଂକ୍ରମିତଙ୍କ ଚିକିତ୍ସା କରିଥିବା ୬୩ ପ୍ରତିଶତ ଡାକ୍ତର-ନର୍ସ ହୋଇଛନ୍ତି ମାନସିକ ରୋଗଗ୍ରସ୍ତ !
ବେଜିଂ,୫ ।୪: ଚାଇନାରୁ ଆରମ୍ଭ ହୋଇଥିବା କରୋନା ସଂକ୍ରମଣ ଏବେ ସାରା ପୃଥିବୀରେ ଆତଙ୍କ ସୃଷ୍ଟି କରିଛି । ତେବେ ଉହାନରେ ସଂକ୍ରମିତଙ୍କ ଚିକିତ୍ସା କରିଥିବା ୬୩ ପ୍ରତିଶତ ଡାକ୍ତର ଏବଂ ନର୍ସ ମାନସିକ ରୋଗଗ୍ରସ୍ତ ହୋଇଥିବା କୁହାଯାଉଛି ।...
ପାକିସ୍ତାନକୁ ଧୋକା ଦେଲା ଚାଇନା
ଇସ୍ଲାମାବାଦ,୫ ।୪: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ଏକ ପ୍ରକାର ସାରା ବିଶ୍ୱକୁ ବ୍ୟାପି ଗଲାଣି କହିଲେ ଚଳେ । ତେବେ ଏହି ଭାଇରସଠାରୁ ଦୂରେଇ ରହିବାକୁ ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥିବା...
କରୋନା ଭାଇରସକୁ ନେଇ ପାକ୍ ପ୍ରଧାନମନ୍ତ୍ରୀଙ୍କର ରହିଛି ଅନ୍ଧବିଶ୍ୱାସ
ଇସ୍ଲାମାବାଦ,୫ ।୪: କରୋନା ଭାଇରସ ଏବେ ଆମେରିକା ଭଳି ଶକ୍ତିଶାଳୀ ଦେଶକୁ ତା’କବଳକୁ ନେଇ ସାରିଥିବା ବେଳେ ସେଠାରେ ପ୍ରତିଦିନ ଶହ ଶହ ଲୋକଙ୍କ ଜୀବନ ଯିବା ଚିନ୍ତାର କାରଣ ପାଲଟିଛି । ହେଲେ କରୋନା ଭାଇରସକୁ ନେଇ ପାକିସ୍ତାନ...
ବିଶ୍ୱର ପ୍ରାୟ ୪୦ ସ୍ଥାନରେ ଏପର୍ଯ୍ୟନ୍ତ ମିଳିନାହାଁନ୍ତି ଜଣେ ବି କରୋନା ସଂକ୍ରମିତ!
ୱାଶିଂଟନ,୫ ।୪: କରୋନା ସଂକ୍ରମଣ ଏବେ ବିଶ୍ୱର ପ୍ରାୟ ୧୮୦ ଦେଶରେ ତା’ର କାୟା ବିସ୍ତାର କରିସାରିଥିବା ବେଳେ ଆମେରିକା ଭଳି ଶକ୍ତିଶାଳୀ ଦେଶ ବି କରୋନା ଆଗରେ ଯେମିତି ମୁଣ୍ଡ ନୁଆଇଁ ଦେଇଛି । ୟୁରୋପ ମଧ୍ୟ ଏବେ...
କରୋନା ମୁକାବିଲା ପାଇଁ ଭାରତର ସହଯୋଗ ଲୋଡ଼ିଲେ ଟ୍ରମ୍ପ୍
ୱାଶିଂଟନ,୫ ।୪: କରୋନା ସଂକ୍ରମଣ ଯୋଗୁ ଆମେରିକାର ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି । ଏପରିସ୍ଥଳେ କରୋନା ମୁକାବିଲା ଲାଗି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତ ସରକାରଙ୍କ ସହାୟତା ଲୋଡ଼ିଛନ୍ତି । ଇତିମଧ୍ୟରେ ଆମେରିକାରେ କରୋନା ସଂକ୍ରମିତଙ୍କ ମୃତ୍ୟୁ...
ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ଅତିକ୍ରମ କଲା: ଟ୍ରମ୍ପ କହିଲେ ୨ ସପ୍ତାହ ମଧ୍ୟରେ ବଢିବ ମୃତ୍ୟୁ ସଂଖ୍ୟା
ୱାଶିଂଟନ,୫ ।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଆସନ୍ତା ୨ ସପ୍ତାହ ମଧ୍ୟରେ ଆମେରିକାରେ କରୋନା ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟିବ । ଯାହା ବିଗତ ସପ୍ତାହଠାରୁ ଅଧିକ ହେବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଏବେ...
ଆସିଲା ଭଲ ଖବର: ଆଣ୍ଟି-ପାରାସାଇଟ୍ ଔଷଧ ଦ୍ୱାରା ୪୮ ଘଣ୍ଟାରେ ନଷ୍ଟ ହେଲା କରୋନା ଭୂତାଣୁ !
ନୂଆଦିଲ୍ଲୀ/ମେଲବୋର୍ନ,୫।୪: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଅଚଳାବସ୍ଥା ଦେଖାଦେଇଛି । ତେବେ କରୋନା ଭୂତାଣୁକୁ ମାତ୍ର ୪୮ ଘଣ୍ଟାରେ ନଷ୍ଟ କରାଯାଇଥିବା ଖବର ମିଳିଛି । ଅଷ୍ଟ୍ରେଲିଆର ବୈଜ୍ଞାନିକ ଏଭଳି ଚମତ୍କାର କରି ଦେଖାଇଛନ୍ତି । ଏକ ଆଣ୍ଟି-ପାରାସାଇଟ୍...
ଲକ୍ଡାଉନ୍: ୯୦ ଦେଶର ୪୫୦ କୋଟିରୁ ଅଧିକ ଲୋକ ଘରେ ବନ୍ଦ; ଆଇନ ନ ମାନିଲେ ଜରିମାନା-ଜେଲ୍ଦଣ୍ଡ-ଗୁଳି କରିବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ/ୱାଶିଂଟନ,୫।୪: ପୃଥିବୀର ୨୦୫ଟି ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥ୍ିତି ଅସମ୍ଭାଳ ହେବାରେ ଲାଗିଛି । ଏପରିସ୍ଥଳେ ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ୍ ଦେଶର ସରକାରଙ୍କ ପକ୍ଷରୁ ଲକ୍ଡାଉନ୍ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରାଯାଇଛି । ଏହାଯୋଗୁ ୯୦ ଦେଶର ୪୫୦...
ଚାଇନାକୁ ଦେବାକୁ ପଡ଼ିବ କରୋନା ସମ୍ପର୍କିତ ତଥ୍ୟ: ସୟଦ ଆକବରଉଦ୍ଦିନ୍
ଜେନେଭା, ୪ ।୪:ସାରା ପୃଥିବୀରେ କରୋନ ସଂକ୍ରମଣ ନେଇ ଆତଙ୍କ ସୃଷ୍ଟି ହୋଇଛି । ଚାଇନାର ଉହାନ ସହରର ମାଂସ ବଜାରରୁ କରୋନା ସଂକ୍ରମଣ ଆରମ୍ଭ ହୋଇଥିବା ନେଇ କୁହାଯାଉଛି । ତେବେ ଚାଇନା ପକ୍ଷରୁ କରୋନା ସମ୍ପର୍କିତ ପ୍ରଦାନ...
ସ୍ପେନରେ ୨୪ ଘଣ୍ଟାରେ ୭,୦୨୬ ନୂଆ କରୋନା ସଂକ୍ରମିତ ଚିହ୍ନଟ
ମାଡ୍ରିଡ଼,୪।୪:ସ୍ପେନ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଶନିବାର ସୁଦ୍ଧା ସେଠାରେ ୭,୦୨୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଵା ସହ ୮୦୯ ଜଣଙ୍କ ମୃତ୍ୟୁ ହୋଇଛି। ୟୁରୋପ ଗଣମାଧ୍ୟମର ସୂଚନା ଅନୁଯାୟୀ ଏବେସୁଦ୍ଧା ୟୁରୋପରେ ୧୧,୭୪୪ କରୋନା ସଂକ୍ରମିତଙ୍କ ମୃତ୍ୟୁ...
ମାସ୍କ୍ ପିନ୍ଧିବାକୁ ମନା କଲେ ଟ୍ରମ୍ପ୍
ୱାଶିଂଟନ, ୪ ।୪: ଆମେରିକାରେ କରୋନ ସଂକ୍ରମଣ ଯୋଗୁ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ତେବେ ବି ସରକାରଙ୍କ ପକ୍ଷରୁ ଜାତୀୟ ଲକ୍ଡାଉନ୍ ନିର୍ଦ୍ଦେଶ ଜାରି ହୋଇ ନାହିଁ । ସମାଜିକ ଦୂରତା ଅବଲମ୍ବନ କରାଯାଉ...
ଚାଇନାରୁ ଆସିଲା ଭଲ ଖବର: ସଫଳତାର ସହ ପରୀକ୍ଷା ହେଲା କରୋନା ଟୀକା!
ବେଜିଂ,୪।୪: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ବିଶ୍ୱର ପ୍ରାୟ ୨ଶହ ଦେଶକୁ ବ୍ୟାପି ସାରିଲାଣି। ହେଲେ ଚାଇନା ଏବେ କରୋନା ଭାଇରସ ପାଇଁ ବାହାର କରିଥିବା ଟୀକା ସଫଳତାର ସହ ପରୀକ୍ଷା କରିଥିବା କହିଛି। ମାର୍ଚ୍ଚ ୧୭...
Archives


