କୁକୁରକୁ ଡକ୍ଟରେଟ୍ ଡିଗ୍ରୀ
ରିଚ୍ମୋଣ୍ଡ୍,୧୯।୫: ମଣିଷକୁ ଡକ୍ଟରେଟ୍ ଡିଗ୍ରୀ ମିଳିଥାଏ। ତେବେ କୁକୁରକୁ ଏଭି ଡିଗ୍ରୀ ମିଳିବା ଶୁଣିଲେ ଯେକେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଭର୍ଜିନିଆର ଭେଟେରେନାରୀ ମେଡିସିନ୍ କଲେଜ ପକ୍ଷରୁ ୮ ବର୍ଷର ବୟସ୍କ ଲାବ୍ରାଡର ପ୍ରଜାତିର କୁକୁର ଡ. ମୋସ୍ ଡେଭିସ୍କୁ...
କଥା କହିବାରେ ସମସ୍ୟା ହୋଇପାରେ କରୋନା ଲକ୍ଷଣ
ଜେନିଭା: ମହାମାରୀ କରୋନା ଏବେ ବିଶ୍ୱବାସୀଙ୍କ ଚିନ୍ତା ବଢ଼ାଇଦେଇଛି। ଅଦ୍ୟାବଧି ୪୮ ଲକ୍ଷରୁ ଅଧିକ ଲୋକ ଏହି ଭୂତାଣୁ କବଳରେ ଫସିଥିବା ବେଳେ ୩ ଲକ୍ଷରୁ ଅଧଇକ ଲୋକ ପ୍ରାଣ ହରାଇ ସାରିଲେଣି। ଏଭଳି ମହାସଙ୍କଟ ସମୟରେ ବିଶ୍ୱ ସ୍ବାସ୍ଥ୍ୟ...
କରୋନା ଆକ୍ରାନ୍ତଙ୍କ ଆଶା ଟିଇଜି
କଲରାଡୋ: ଥ୍ରୋମ୍ବୋଇଲାଷ୍ଟୋଗ୍ରାଫି (ଟିଇଜି) ପରୀକ୍ଷା ଗୁରୁତର କରୋନା ଆକ୍ରାନ୍ତ ରୋଗୀଙ୍କୁ ସୁରକ୍ଷା ଦେବ। ଏହା ହୃଦ୍ଘାତ ଏବଂ କିଡ୍ନୀ ଫେଲ୍ ଭଳି ଜଟିଳ ବ୍ୟାଧି ଆଶଙ୍କାକୁ ଯଥେଷ୍ଟ ମାତ୍ରାରେ କମ୍ କରିଦେଇପାରିବ। କୋଭିଡ୍-୧୯ ଉପରେ ଗବେଷଣା କରୁଥିବା ଆମେରିକାର ବିଶେଷଜ୍ଞମାନେ...
ଟ୍ରମ୍ପ୍ଙ୍କ ଧମକ: ଚାଇନା ହାତରେ କଣ୍ଢେଇ ସାଜିଛି ଡବ୍ଲ୍ୟୁଏଚ୍ଓ, ୩୦ ଦିନରେ ସୁଧାର ନ ଆସିଲେ ଫଣ୍ଡିଂ ହେବ ବନ୍ଦ
ଓ୍ବାଶିଂଟନ,୧୯।୫: କରୋନା ସଂକ୍ରମଣ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ)କୁ ଧମକ ଦେଇଛନ୍ତି। ଡବ୍ଲ୍ୟୁଏଚ୍ଓ ଚାଇନା ହାତରେ କଣ୍ଢେଇ ସାଜିଛି। କରୋନା ସଂକ୍ରମଣର ତଥ୍ୟ ଲୁଚାଇବା ପାଇଁ ଚାଇନାର କଥା ଅନୁସାରେ ଡବ୍ଲ୍ୟୁଏଚ୍ଓ କାମ କରିଥିବାରୁ...
ରେଡ୍ ଲାଇଟ୍ ଏରିଆ ବନ୍ଦ ହେଲେ: ରୋକିହେବ ୭୨% ସଂକ୍ରମଣ
ଓ୍ବାଶିଂଟନ,୧୯ା୫: ଭାରତରେ କରୋନା ଭାଇରସ୍ର ପ୍ରକୋପ ଧୀରେ ଧୀରେ ବଢ଼ିବାରେ ଲାଗିଛି। ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଟପିବାକୁ ବସିଲାଣି। ସଂକ୍ରମଣ ଭୟ ବୃଦ୍ଧି ପାଉଥିବାବେଳେ ଏହାକୁ ପ୍ରତିହତ କରିବା ପାଇଁ ଗତ ମାର୍ଚ୍ଚ ୨୫ ତାରିଖରୁ ୪ଟି ପର୍ଯ୍ୟାୟରେ...
କରୋନା ବିଶ୍ୱ ଲାଗି ସତର୍କଘଣ୍ଟି
ଜେନିଭା,୧୯।୫: କରୋନା ଭାଇରସ୍ ବିଶ୍ୱ ଲାଗି ସତର୍କ ଘଣ୍ଟି ବୋଲି କହିଛନ୍ତି ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍। ଏହି ମହାମାରୀ ବିରୋଧରେ ଲଢ଼ିବା ଲାଗି କାହା ପାଖରେ ଶକ୍ତି ନାହିଁ। ବିଭିନ୍ନ ଦେଶ ନିଜ ନିଜ ବଳରେ ଏହି ଯୁଦ୍ଧ...
ବ୍ରିଟେନକୁ ଟପିଲା ବ୍ରାଜିଲ
ଓ୍ବାଶିଂଟନ/ମସ୍କୋ/ ବ୍ରାଜିଲିଆ,୧୯।୫: ବିଶ୍ୱରେ ସୋମବାର ସୁଦ୍ଧା ୪୮.୪୧ ଲକ୍ଷରୁ ଅଧିକ ଲୋକ କରୋନା କବଳିତ ହୋଇଥିବା ଜଣାପଡ଼ିଛି। ୩ ଲକ୍ଷ ୧୭ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢ଼ି ଚାଲିଛି। ଗତ ୨୪ ଘଣ୍ଟା...
ବେଆଇନ ଭାବେ ଆମେରିକାରେ ରହୁଥିବା ୧୬୧ ଭାରତୀୟ ଫେରିବେ ସ୍ବଦେଶ
ଓ୍ବାଶିଂଟନ/ନୂଆଦିଲ୍ଲୀ,୧୮।୫: ଆମେରିକାରେ ବେଆଇନ ଭାବେ ରହୁଥିବା ୧୬୧ ଭାରତୀୟ ଚଳିତ ସପ୍ତାହରେ ସ୍ବଦେଶ ଫେରିବେ। ସେମାନେ ଆମେରିକାର ଦକ୍ଷିଣ ସୀମାରେ ଥିବା ମେକ୍ସିକୋ ଦେଇ ପ୍ରବେଶ କରିଥିବା କୁହାଯାଉଛି। ବେଆଇନ ଭାବେ ପ୍ରବେଶ କରିଥିବାରୁ ସେମାନଙ୍କୁ ଗିରଫ କରି ଜେଲ୍ରେ...
ମାସ୍କ ନ ପିନ୍ଧିଲେ ଭୋଗିବାକୁ ପଡିବ ୩ ବର୍ଷ ଜେଲଦଣ୍ଡ
ଦୋହା,୧୮।୫: କରୋନା ଭାଇରସ ସଂକ୍ରମଣ ଏବେ ସାରା ବିଶ୍ୱର ମେରୁଦଣ୍ଡକୁ ଏକ ପ୍ରକାର ଦୋହଲାଇ ଦେଇଛି କହିଲେ ଚଳେ। ଏହି ସଂକ୍ରମଣକୁ ରୋକିବାକୁ ସମସ୍ତେ ଚେଷ୍ଟା କରୁଥିବା ବେଳେ ଏହାକୁ ନେଇ ବିଭିନ୍ନ ପ୍ରକାର ଗାଇଡ୍ ଲାଇନ ମଧ୍ୟ ଜାରି...
ବିଶ୍ୱ ସ୍ବାସ୍ଥ୍ୟ ଅଧିବେଶନରେ ୧୧୬ ଦେଶ କରୋନା ପ୍ରସଙ୍ଗ ଉଠାଇବା ସମ୍ଭାବନା: ଡବ୍ଲ୍ୟୁଏଚ୍ଓର ବଢ଼ିଲା ଚିନ୍ତା
ଜେନେଭା,୧୮ା୫: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ) ପକ୍ଷରୁ ୭୩ତମ ବିଶ୍ୱ ସ୍ବାସ୍ଥ୍ୟ ଅଧିବେଶନ ସ୍ବିଜରଲାଣ୍ଡ୍ର ଜେନେଭାଠାରେ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନରେ ୧୧୬ ଦେଶ କରୋନା ପ୍ରସଙ୍ଗ ଉଠାଇବାର ସମ୍ଭାବନା ଥିବା କୁହାଯାଉଛି। ଏହାକୁ ନେଇ ଡବ୍ଲ୍ୟୁଏଚ୍ଓର ଚିନ୍ତା...
ଚାଇନାକୁ ପୁଣି ଥରେ କରୋନା ଫେରିଲେ ସ୍ଥିତି ହେବ ଭୟାବହ
ବେଜିଂ,୧୮।୫: ପୃଥିବୀରେ କରୋନା ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି। ସେହିପରି କରୋନା ସଂକ୍ରମଣକୁ ରୋକିବା ପାଇଁ ବହୁ ଦେଶରେ ଲକ୍ଡାଉନ୍ ମଧ୍ୟ ଜାରି ହୋଇଛି। କରୋନାର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନାକୁ ଯଦି ପୁଣିଥରେ କରୋନା ଫେରେ ତେବେ ପରିସ୍ଥିତି...
ପିସ୍ ଟିଭିକୁ ୩ ଲକ୍ଷ ପାଉଣ୍ଡ ଜରିମାନା
ଲଣ୍ଡନ,୧୮ା୫(ପି.ଟି.): ଘୃଣିତ ବକ୍ତୃତା ପ୍ରସାରଣ ଲାଗି ବିବାଦୀୟ ଇସ୍ଲାମିକ୍ ବକ୍ତା ଜାକିର ନାଏକଙ୍କ ପିସ୍ ଟିଭିକୁ ବ୍ରିଟେନ୍ର ଗଣମାଧ୍ୟମ ନିୟନ୍ତ୍ରକ ଅଫ୍କମ୍ ୩ ଲକ୍ଷ ପାଉଣ୍ଡ ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି। ପ୍ରସାରଣ ନିୟମର ଉଲ୍ଲଂଘନ ପାଇଁ ପିସ୍ ଟିଭି ଉର୍ଦ୍ଦୁର...
Archives


