କରୋନା ସଂକ୍ରମଣକୁ ରୋକିବ କଟନ ମାସ୍କ
ଓଟଓ୍ବା, ୨୮ା୫: କରୋନା ସଂକ୍ରମଣକୁ ନେଇ ସାରା ପୃଥିବୀରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଏହି ସଂକ୍ରମଣଠାରୁ କିଭଳି ଦୂରେଇ ରହିହେବ ଏବଂ ସଂକ୍ରମିତଙ୍କୁ ଶୀଘ୍ର ଚିହ୍ନଟ କରିହେବ ସେଥିନେଇ ଚିକିତ୍ସା ବିଜ୍ଞାନୀମାନେ ଗବେଷଣା ଜାରି ରଖିଛନ୍ତି। ସଂକ୍ରମଣରୁ ଦୂରେଇ...
ମାନଚିତ୍ର ସଂଶୋଧନ ଆଲୋଚନା ଅଟକିଲା
କାଠମାଣ୍ଡୁ,୨୮ା୫: ନେପାଳ ମାନଚିତ୍ରରେ ପରିବର୍ତ୍ତନ ଲାଗି ବୁଧବାର ପାର୍ଲାମେଣ୍ଟରେ ସମ୍ବିଧାନ ସଂଶୋଧନ ନେଇ ଆଲୋଚନା ହେବାର ଥିଲା। ଏବେ ଆଲୋଚନାରୁ ଏହି ପ୍ରସଙ୍ଗ ବାଦ୍ ପଡ଼ିଛି। ଫଳରେ ଭାରତ ବିରୋଧୀ ଆଭିମୁଖ୍ୟ ଦେଖାଉଥିବା ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କୁ...
ଜାତୀୟ ସଙ୍ଗୀତ ବିଲ୍କୁ ହଂକଂରେ ବିରୋଧ
ହଂକଂ,୨୮ା୫(ଆଇଏଏନ୍ଏସ୍): ହଂକଂରେ ଚାଇନାର ଜାତୀୟ ସଙ୍ଗୀତକୁ ଅସମ୍ମାନ କଲେ ତାହା ଅପରାଧ ବିବେଚିତ। ଏଭଳି ଉଦ୍ଦେଶ୍ୟ ନେଇ ଲେଜିସ୍ଲେଟିଭ୍ କାଉନ୍ସିଲରେ ଏକ ବିଲ୍ ଉପସ୍ଥାପନ ପୂର୍ବରୁ ଅର୍ଦ୍ଧସ୍ବୟଂଶାସିତ ସହର ହଂକଂରେ ବିବାଦ ସୃଷ୍ଟି ହୋଇଛି। ଏହାକୁ ବିରୋଧ କରି ବୁଧବାର...
ଟୁଇଟର ଉପରେ ଟ୍ରମ୍ପ୍ କ୍ଷୁବ୍ଧ
ଓ୍ବାଶିଂଟନ,୨୮ା୫(ପି.ଟି.): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଦୁଇଟି ପୋଷ୍ଟ ଉପରେ ଟୁଇଟର ପ୍ରଥମ ଥର ଲାଗି ଫ୍ୟାକ୍ଟ ଚେକ୍ ଅଭିଯୋଗ ଲଗାଇଛି। ଉକ୍ତ ପୋଷ୍ଟର ତଥ୍ୟ ଯାଞ୍ଚ ପାଇଁ ଟୁଇଟର କହିବା ପରେ ଟ୍ରମ୍ପ୍ କ୍ଷୁବ୍ଧ ହୋଇଛନ୍ତି। ନଭେମ୍ବର ମାସରେ...
କରୋନାକୁ ନିଷ୍କ୍ରିୟ କରିବ ପ୍ରୋଟିନ
ବେଜିଂ,୨୮ା୫: ଚାଇନା ଏବଂ ଆମେରିକାର ଗବେଷେକମାନେ ମିଳିତ ଭାବେ ବ୍ୟାକ୍ଟେରିଆ ଦ୍ୱାରା କ୍ଷରିତ ୨ ପ୍ରୋଟିନ ଚିହ୍ନଟ କରିଛନ୍ତି, ଯାହା କରୋନା ଭୂତାଣୁ, ଡେଙ୍ଗୁ ଏବଂ ଏଚ୍ଆଇଭି ସମେତ ବିଭିନ୍ନ ଭୂତାଣକୁ ନିଷ୍କ୍ରିୟ କରିପାରେ। ଏହି ଅଧ୍ୟୟନ ସମ୍ପର୍କିତ ଏକ...
ଚାଇନା କହିଲା ସ୍ଥିତି ନିୟନ୍ତ୍ରଣାଧୀନ
ବେଜିଂ,୨୮ା୫: ଭାରତ-ଚାଇନା ସୀମାରେ ସ୍ଥିତି ସ୍ଥିର ଓ ନିୟନ୍ତ୍ରଣାଧୀନ ରହିଛି। ଆଲୋଚନା ଓ ବିଚାରବିମର୍ଶ ଜରିଆରେ ସମସ୍ୟାର ସମାଧାନ ପାଇଁ ଉଭୟ ଦେଶ ଉପଯୁକ୍ତ ବ୍ୟବସ୍ଥା ଆପଣାଇଥିବା ବୁଧବାର ବେଜିଂ ପକ୍ଷରୁ କୁହାଯାଇଛି। ଭାରତ ଓ ଚାଇନା ସେନା ପ୍ରକୃତ...
ନକ୍ସା ବିବାଦ ମାମଲାରେ ପଛଘୁଞ୍ଚା ଦେଲା ନେପାଳ
କାଠମାଣ୍ଡୁ,୨୭।୫: ନେପାଳ ନିଜର ନୂଆ ମାନଚିତ୍ରରେ ଭାରତର କେତେକ ଅଞ୍ଚଳକୁ ସ୍ଥାନ ଦେଇଥିବାରୁ ନିକଟରେ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ତିକ୍ତତା ଦେଖାଦେଇଥିଲା। ହେଲେ ରାଜନୈତିକ ଓ କୂଟନୈତିକ ସମ୍ପର୍କ ମଧ୍ୟରେ ନେପାଳ ଏବେ ଏକ ବଡ଼ ପଦକ୍ଷେପ ଗ୍ରହଣ...
ଭାରତ-ଚାଇନା ସୀମା ବିବାଦ: ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଲା ଆମେରିକା
ଓ୍ବାଶିଂଟନ୍,୨୭।୫: କିଛି ଦିନରୁ ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ଲାଗି ରହିଛି। ଏହି ବିବାଦକୁ ସମାଧାନ କରିବା ପାଇଁ ଏବେ ଆମେରିକା ଆଗକୁ ଆସିଛି। ବୁଧବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ଦେଶର ସୀମା ବିବାଦ...
ମୃତ୍ୟୁ ସଂଖ୍ୟା ଟପିଲା ୩ ଲକ୍ଷ ୫୨ ହଜାର: ୫୬ ଲକ୍ଷରୁ ଅଧିକ ସଂକ୍ରମିତ
ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭।୫: ପୃଥିବୀରେ କରୋନା ମହାମାରୀ ଯୋଗୁ ପ୍ରତିଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବୁଧବାର ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୫୬ ଲକ୍ଷ ୮୬ ହଜାର ୨୮୨ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୫୨ ହଜାର...
କରୋନା ମୃତକଙ୍କ ପାଇଁ ସ୍ପେନରେ ୧୦ ଦିନିଆ ରାଷ୍ଟ୍ରୀୟ ଶୋକ
ବାର୍ସେଲୋନା,୨୭।୬: କରୋନା ଭୂତାଣୁ ସାରା ବିଶ୍ୱର ୨୧୩ଟି ଦେଶକୁ ବ୍ୟାପିଲାଣି। ଯୁକ୍ତରାଷ୍ଟ୍ର ଆମେରିକା ଏବଂ ୟୁରୋପୀୟ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ତେବେ ସ୍ପେନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୨ ହଜାର ୪୮୦...
ଆମେରିକାରେ ଲକ୍ଷେ ଟପିଲା ମୃତ୍ୟୁ
ଓ୍ବାଶିଂଟନ/ମସ୍କୋ,୨୭ା୫: କରୋନା ଭୂତାଣୁ ବିଶ୍ୱର ୨୧୩ ଦେଶକୁ ଆକ୍ରାନ୍ତ କରିଥିବା ବେଳେ ଆମେରିକାରେ ସ୍ଥିତି ସବୁଠାରୁ ଜଟିଳ ରହିଛି। ଏଠାରେ ମୃତ୍ୟୁସଂଖ୍ୟା ୧ ଲକ୍ଷ ଟପିଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇ ୧୭.୧୩ ଲକ୍ଷ ପାର୍ କରିଛି। ଗତ ୨୪...
ଚାଇନା ‘ବ୍ୟାଟ୍ ଓମେନ’ଙ୍କ ଚେତାବନୀ: କରୋନା ଭାଇରସ୍ ଆରମ୍ଭ ମାତ୍ର
ବେଜିଂ, ୨୭।୫: ସାରା ବିଶ୍ୱରେ ‘ବ୍ୟାଟ ଓମେନ’ ନାମରେ ପରିଚିତ ଚାଇନାର ଭାଇରୋଲୋଜିଷ୍ଟ ସି ଝେଙ୍ଗଲି ନିକଟରେ ଏକ ସରକାରୀ ଟେଲିଭିଜନରେ ଦେଇଥିବା ସାକ୍ଷାତ୍କାରକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ସେ ଚେତାବନୀ ଦେଇ କହିଛନ୍ତି, କରୋନା ଭାଇରସ୍ ଆରମ୍ଭ...
Archives


