ନେତା, ନିବେଶକଙ୍କ ଉପରେ ଗୁପ୍ତଚରଗିରି
ଲଣ୍ଡନ/ଓ୍ବାଶିଂଟନ,୧୦ା୬: ଭାରତର ଏକ ଅଳ୍ପ ଜଣାଶୁଣା ଆଇଟି ଫାର୍ମ ନିଜ କ୍ଲାଏଣ୍ଟମାନଙ୍କୁ ୧୦,୦୦୦ରୁ ଊର୍ଦ୍ଧ୍ୱ ଇମେଲ୍ ଆକାଉଣ୍ଟ ଉପରେ ୭ ବର୍ଷରୁ ଅଧିକ ସମୟ ଧରି ସାହାଯ୍ୟ କରିବା ପାଇଁ ହ୍ୟାକିଂ ସେବା ପ୍ରଦାନ କରିଥିଲା। ନୂଆଦିଲ୍ଲୀର ବେଲ୍ଟ୍ରୋକ୍ସ ଇନ୍ଫୋଟେକ୍...
୯ବର୍ଷ ଧରି ଏହି ବ୍ୟକ୍ତିଙ୍କୁ ପ୍ରତିଦିନ ମାଗଣାରେ ମିଳୁଛି ପିଜା
ବ୍ରସେଲ୍ସ,୯।୬: ଜୀବନରେ ଅନେକ ସମୟରେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ବେଳେ ବେଳେ ଏହି ସମସ୍ୟା ଆଶ୍ଚର୍ଯ୍ୟ ମଧ୍ୟ କରିଦେଇଥାଏ। କିଛି ଏଭଳି ସମସ୍ୟା ଦେଖିବାକୁ ମିଳିଛି ବେଲଜିୟମ୍ର ଏଣ୍ଟଓ୍ବର୍ପରେ। ଏଣ୍ଟଓ୍ବର୍ପରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଦୀର୍ଘ...
ଚାଇନାରେ ଅଗଷ୍ଟରୁ ଆରମ୍ଭ ହୋଇଥିଲା କରୋନା ସଂକ୍ରମଣ: ହାର୍ବାର୍ଡ ଗବେଷଣା ରିପୋର୍ଟ
ଲଣ୍ଡନ,୯।୬: ଚାଇନାରେ କରୋନା ସଂକ୍ରମଣ କେବେ ଆରମ୍ଭ ହୋଇଥିଲା ସେନେଇ ଲଣ୍ଡନର ହାର୍ବାର୍ଡ ମେଡ଼ିକାଲ ସ୍କୁଲ ପକ୍ଷରୁ କରାଯାଇଥିବା ଏକ ଗବେଷଣାରେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ, ପ୍ରକୃତରେ ୨୦୧୯ ଅଗଷ୍ଟ ମାସରେ ଚାଇନାର ଉହାନରେ କରୋନା...
ଚଳିତ ବର୍ଷ ଦିଆଯିବନି ରମଣ ମାଗାସେସ୍ ଆଓ୍ବାର୍ଡ: ୬୩ ବର୍ଷ ମଧ୍ୟରେ ତୃତୀୟ ଥର ପାଇଁ ବନ୍ଦ
ମାନିଲା,୯।୬: ଏସିଆର ନୋବେଲ ପୁରସ୍କାର କୁହାଯାଉଥିବା ରମଣ ମାଗାସେସ୍ ଆଓ୍ବାର୍ଡ ଚଳିତ ବର୍ଷ ଦିଆ ଯିବନାହିଁ। ଏହି ଫିଲିପାଇନ୍ସ୍ ଶାନ୍ତି ପୁରସ୍କାରକୁ କରୋନା ମହାମାରୀ ପାଇଁ ରଦ୍ଦ କରାଯାଇଛି। ପ୍ରତିବର୍ଷ ଏହାକୁ ମାନିଲାଠାରେ ଯୋଗ୍ୟ ପ୍ରାର୍ଥୀଙ୍କୁ ପ୍ରଦାନ କରାଯାଇଥାଏ। ୧୯୫୭ଠାରୁ...
ଦକ୍ଷିଣକୋରିଆ ସହିତ ସମସ୍ତ ସମ୍ପର୍କ ଛିନ୍ନ କରିବାକୁ କହିଲା ଉତ୍ତରକୋରିଆ
ସିଓଲ,୯।୬: ଦକ୍ଷିଣକୋରିଆ ସହିତ ସମସ୍ତ ସମ୍ପର୍କ ଛିନ୍ନ କରିବା ଲାଗି ଉତ୍ତରକୋରିଆର ମଙ୍ଗଳବାର ନିଷ୍ପତ୍ତି ନେଇଛି। ଉତ୍ତରକୋରିଆ ବିରୋଧରେ ହେଉଥିବା ଅପପ୍ରଚାର ରୋକିବାରେ ଦକ୍ଷିଣକୋରିଆ ଅସମର୍ଥ ହୋଇଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଉଛି। ଦକ୍ଷିଣକୋରିଆ ଶତ୍ରୁ ରାଷ୍ଟ୍ର ବୋଲି...
କରୋନା ମହାମାରୀ ଯୋଗୁ ପୃଥିବୀର ସ୍ଥିତି ଅତି ଖରାପ ହେବାକୁ ଯାଉଛି: ଡବ୍ଲ୍ୟୁଏଚ୍ଓ
ଜେନେଭା, ୯।୬: କରୋନା ମହାମାରୀ ଯୋଗୁ ପୃଥିବୀରେ ଆତଙ୍କ ଦେଖାଦେଇଛି। ଦିନକୁ ଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଧୀରେ ଧୀରେ ପୃଥିବୀର ସ୍ଥିତି ଅତି ଖରାପ ହେବାକୁ ଯାଉଛି ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ) ପକ୍ଷରୁ...
ନାଚିଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କାହିଁକି
ୱେଲିଂଟନ,୯।୬: ନ୍ୟୁଜିଲାଣ୍ଡରୁ ଏକ ସୁଖଦ ଖବର ଆସିଛି। ଏହି ଦେଶ ଏବେ ସମ୍ପୂର୍ଣ୍ଣ କରୋନାମୁକ୍ତ ଦେଶ ଭାବେ ଘୋଷଣା କରାଯାଇଛି। ଏଠାରେ ଚିକିତ୍ସାଧୀନ ଥିବା ଶେଷ କରୋନା ରୋଗୀ ଏବେ ସୁସ୍ଥ ଘରକୁ ଫେରିଥିବାବେଳେ ୧୭ ଦିନ ହେବ କୌଣସି...
ମତଭେଦ ବିବାଦରେ ପରିଣତ ନ ହେଉ: ଚାଇନା
ବେଜିଂ,୯ା୬(ପି.ଟି.): ପୂର୍ବ ଲଦାଖ ଅଞ୍ଚଳରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ମାସେ ହେଲା ଲାଗି ରହିଥିବା ଉତ୍ତେଜନା ଦୂର କରିବା ଓ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି)ରେ ଶାନ୍ତି ସ୍ଥାପନ ଦିଗରେ କାର୍ଯ୍ୟ କରିବା ପାଇଁ ଶନିବାର ଅନୁଷ୍ଠିତ...
ପୃଥିବୀ ଭଳି ଗ୍ରହର ସନ୍ଧାନ
ଓ୍ବାଶିଂଟନ,୯ା୬: ବାସଯୋଗ୍ୟ ପୃଥିବୀ ଭଳି ଆଉ ଏକ ଗ୍ରହ ଖୋଜିବାରେ ବୈଜ୍ଞାନିକ ଓ ମହାକାଶ ବିଜ୍ଞାନୀମାନେ ଉଦ୍ୟମ ଚଳାଇଛନ୍ତି। ଏଥିରେ ବିଳମ୍ବ ହେଲେ ବି ସେମାନଙ୍କ ମିଶନକୁ ଏବେ ଗତି ମିଳିଥିବା ଜଣାପଡ଼ିଛି। କାରଣ ପୃଥିବୀ ଭଳି ଆଉ ଏକ...
ଜନ୍ମ ନେବାର ୧୨ଘଣ୍ଟା ମଧ୍ୟରେ ନବଜାତ ଶିଶୁ କରୋନା ପଜିଟିଭ୍
ଲଣ୍ଡନ,୮।୬: ସାରା ବିଶ୍ୱରେ କରୋନା ଭାଇରସ୍ ସଂକ୍ରମଣ ତୀବ୍ରଗତିରେ ବୃଦ୍ଧି ପାଇବାରେ ଲାଗିଛି। ଦିନକୁ ଦିନ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଥମିବାର ନା ନେଉନି। ଇତିମଧ୍ୟରେ ବ୍ରିଟେନରେ କରୋନା ସହ ଜଡିତ ଆଉ ଏକ...
କରୋନାରେ ଆକ୍ରାନ୍ତ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ
ଇସ୍ଲାମାବାଦ୍,୮।୬: ପାକିସ୍ତାନରେ କରୋନା କବଳରୁ ସାଧାରଣ ଜନତାଠାରୁ ଆରମ୍ଭ କରି ନେତାମନ୍ତ୍ରୀ ମଧ୍ୟ ବର୍ତ୍ତି ପାରିନାହାନ୍ତି। ଇତିମଧ୍ୟରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଏମ୍ଏଲ୍-ଏନ୍ ନେତା ଶାହିଦ ଖକାନ ଆବ୍ବାସି ମଧ୍ୟ କରୋନାରେ ପୀଡ଼ିତ ହୋଇଛନ୍ତି। ସୋମବାର ତାଙ୍କର ରିପୋର୍ଟ...
ପାକିସ୍ତାନ ରେଳମନ୍ତ୍ରୀଙ୍କୁ କରୋନା
ଇସ୍ଲାମାବାଦ୍,୮।୬: ସାରା ବିଶ୍ୱ କରୋନା କବଳରୁ ବର୍ତ୍ତି ପାରି ନ ଥିବା ବେଳେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ପାକିସ୍ତାନର ରେଳମନ୍ତ୍ରୀ ଶେଖ ରସିଦ ଅହମ୍ମଦ କରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିଛି। ସୋମବାର ଏନେଇ ରେଲଓ୍ବେ...
Archives


