‘ମୁଁ ଯୁଦ୍ଧ ବିରତିରେ ମଧ୍ୟସ୍ଥତା କରିନାହିଁ, ହେଲେ…,’ ପୁଣିଥରେ ୟୁଟର୍ନ ନେଲେ ଟ୍ରମ୍ପ, ସମସ୍ତେ ଆଶ୍ଚର୍ଯ୍ୟ
ଓ୍ବାଶିଂଟନ/ନୂଆଦିଲ୍ଲୀ,୧୫।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ନେଇ ଦାବି କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ବକ୍ତବ୍ୟ ସ୍ପଷ୍ଟ କରିଛନ୍ତି। ଟ୍ରମ୍ପ କହିଥିଲେ ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶତ୍ରୁତା ବୃଦ୍ଧି ପାଉଛି, ତେଣୁ ଆମେ...
ହାସିନାଙ୍କ ପାଇଁ ଖୁସି ଖବର, ୟୁନୁସ ସରକାର ରଦ୍ଦ କରିଥିଲେ ନାଗରିକତା ଆମେରିକା ଦେଲା…
ଓ୍ବାଶିଂଟନ/ଢାକା,୧୫।୫: ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପୁଅ ସାଜିବ ୱାଜେଦ ଜାୟ ଆମେରିକାର ନାଗରିକତା ହାସଲ କରିଛନ୍ତି। ସେ ୱାଶିଂଟନ ଡିସିରେ ନାଗରିକତାର ଶପଥ ନେଇଥିଲେ ଏବଂ ଶନିବାର ପ୍ରମାଣପତ୍ର ଗ୍ରହଣ କରିଥିଲେ। ପ୍ରମାଣପତ୍ର ପାଇବା ପରେ ସେ...
ପାକିସ୍ତାନକୁ ମିଳିଲା ‘ଅନ୍ତର୍ଜାତୀୟ ଭିକାରୀ’ ଉପାଧି! ୫ ହଜାର ଭିକାରୀଙ୍କୁ ଘଉଡାଇ ଦେଇଥିଲା ସୌଦି ଆରବ, ଶହବାଜଙ୍କ ମନ୍ତ୍ରୀ କହିଲେ…
ଇସଲାମାବାଦ,୧୫।୫: ଗୋଟିଏ ପଟେ ପାକିସ୍ତାନ ସରକାର IMF ଠାରୁ ଟଙ୍କା ନେଇ ଆତଙ୍କବାଦୀଙ୍କ ଉପରେ ଖର୍ଚ୍ଚ କରୁଛି, ଅନ୍ୟପଟେ ସେମାନଙ୍କର ସାଧାରଣ ଲୋକମାନେ ବିଦେଶକୁ ଯାଇ ଭିକ୍ଷା ମାଗୁଛନ୍ତି। ପାକିସ୍ତାନ ଏକ ଅନ୍ତର୍ଜାତୀୟ ଭିକାରୀର ଛବି ପାଇଛି। ପରିସ୍ଥିତି ଏପରି...
IPhone ହୋଇଯିବ ମହଙ୍ଗା! ଭାରତରେ ଫ୍ୟାକ୍ଟ୍ରି ନିର୍ମାଣ ନ କରିବାକୁ Apple CEOଙ୍କୁ ପରାମର୍ଶ ଦେଲେ ଟ୍ରମ୍ପ
ଓ୍ବାଶିଂଟନ,୧୫।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆପଲର ସିଇଓ ଟିମ କୁକଙ୍କୁ ଭାରତରେ ଆଇଫୋନ ଫ୍ୟାକ୍ଟ୍ରି ନିର୍ମାଣ ନ କରିବାକୁ ଅନୁରୋଧ କରିଛନ୍ତି। ଭାରତ ପାଇଁ ଆପଲର ଏକ ବଡ଼ ଯୋଜନା ଅଛି। କମ୍ପାନୀ ଆସନ୍ତା ବର୍ଷ ଶେଷ ସୁଦ୍ଧା...
ମାସୁଦ ଆଝାରଙ୍କ ପ୍ରଶ୍ନ ଶୁଣି ଥଙ୍ଗମଙ୍ଗ ହୋଇଗଲେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ: କହିଲେ…
ନୂଆଦିଲ୍ଲୀ,୧୫।୫: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ହାତ ଥିବା ସାମ୍ନାକୁ ଆସିବା ପରେ, ପାକିସ୍ତାନ ପୁଣି ଥରେ ବିଶ୍ୱର ନଜରରେ ପଡ଼ିଛି। ଏକ ସାକ୍ଷାତକାରରେ, ସାମ୍ବାଦିକମାନେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କୁ ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କବାଦୀ ମାସୁଦ ଆଝାର...
ପରମାଣୁ ବୋମା ବିସ୍ଫୋରଣରୁ ପାକିସ୍ତାନରେ ହେଉଛି ଭୂମିକମ୍ପ? ରିପୋର୍ଟରୁ ଜଣାପଡିଲା ଅସଲ ସତ
ଇସଲାମବାଦ,୧୫।୫: ପାକିସ୍ତାନରେ ସମ୍ପ୍ରତି ଅନେକ ଥର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ନିକଟରେ, ଗୋଟିଏ କିମ୍ବା ଦୁଇ ଦିନ ପୂର୍ବରୁ, ପାକିସ୍ତାନର ଭୂମି ଥରି ଉଠିଥିଲା ଏବଂ ଏକ ଭୂମିକମ୍ପ ହୋଇଥିଲା। ଏପର୍ଯ୍ୟନ୍ତ ପଡ଼ୋଶୀ ଦେଶରେ ତିନିରୁ ଚାରି ଥର...
ଭାରତକୁ ବଡ଼ ଅଫର୍ ଦେଲା ଆମେରିକା: ଟ୍ରମ୍ପ କଲେ ଆଶ୍ଚର୍ଯ୍ୟଜନକ ଖୁଲାସା
ଓ୍ବାଶିଂଟନ,୧୫।୫: ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତିରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଦାବି କରିଥିଲେ। ଟ୍ରମ୍ପ ଏବେ ଆଉ ଏକ ଦାବି କରିଛନ୍ତି। ସେ କହିଛନ୍ତି, ଭାରତ ଆମେରିକାକୁ ଏକ...
କୃତଘ୍ନ ତୁର୍କୀ: କେବଳ ବନ୍ଧୁ ଭାବେ ପାକିସ୍ତାନକୁ କରି ନ ଥିଲା ସହାୟତା, ଅସଲ ଉଦ୍ଦେଶ୍ୟ ଭିନ୍ନ
ନୂଆଦିଲ୍ଲୀ,୧୫।୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଶୀର୍ଷରେ ଥିବାବେଳେ ବିଶ୍ୱର ଦୁଇଟି ଦେଶ ଖୋଲାଖୋଲି ଭାବରେ ଏହି ’ଟେରିରିସ୍ତାନ’ର ସମର୍ଥନରେ ଠିଆ ହୋଇଥିଲେ। ମୁସଲିମ ବହୁଳ ତୁର୍କୀ ପାକିସ୍ତାନକୁ ସାହାଯ୍ୟ କରିବା ପାଇଁ...
ଭୟଙ୍କର ପରମାଣୁ ଲିକ୍? ଧ୍ୱଂସ ହୋଇଯିବ ପାକିସ୍ତାନ!
ଇସଲାମବାଦ,୧୫।୫: ପାକିସ୍ତାନର ସରଗୋଧା ଅଞ୍ଚଳରେ ଅବସ୍ଥିତ କିରାନା ହିଲ୍ସରେ ଥିବା ପରମାଣୁ ଅସ୍ତ୍ର ଠିକଣାରେ ଉପରେ ଭାରତ ଆକ୍ରମଣ କରି ଏହାକୁ ଧ୍ୱଂସ କରିଛି ବୋଲି ପୂର୍ବତନ ଭାରତୀୟ ବାୟୁସେନା (ଆଇଏଫ) ପାଇଲଟ ଗ୍ରୁପ କ୍ୟାପଟେନ ଏମ୍ଜେ ଅଗଷ୍ଟିନ ଭିନୋଦ...
ବିଦେଶୀ ଗଣମାଧ୍ୟମରେ ଧରାପଡ଼ିଲା ପାକିସ୍ତାନର ମିଛ, ସାମ୍ନାକୁ ଆସିଲା ଅନେକ ଗୁପ୍ତ ତଥ୍ୟ
ନୂଆଦିଲ୍ଲୀ/ଓ୍ବାଶିଂଟନ,୧୫ା୫: ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଭାରତୀୟ ସେନା ପାକିସ୍ତାନରେ ଅନେକ କ୍ଷତି ଘଟାଇଛନ୍ତି। ତଥାପି ପାକିସ୍ତାନ ଏହାକୁ ମାନିବାକୁ ନାରାଜ। ପାକିସ୍ତାନ ଏହି ସତ୍ୟକୁ ଯେତେ ଲୁଚାଇବାକୁ ଚେଷ୍ଟା କଲେ ମଧ୍ୟ ଏବେ ବିଦେଶୀ ଗଣମାଧ୍ୟମ ମଧ୍ୟ ପାକିସ୍ତାନର ମିଛକୁ...
ପାକିସ୍ତାନରେ ଭୟଙ୍କର ପରମାଣୁ ରିଆକ୍ସନ: କେବଳ କିରାନା ହିଲ୍ସ ନୁହେଁ ଏହି ସ୍ଥାନରେ ପରମାଣୁ ଲୁଚାଇଛି ପାକ୍, ସାଂଘାତିକ ଖୁଲାସା
ଇସଲାମବାଦ,୧୫।୫: ପହଲଗାମ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ଉଚିତ ଜବାବ ଦେଇଥିଲା। ଭାରତୀୟ ବାୟୁସେନା ପାକିସ୍ତାନରେ ଥିବା ଅନେକ ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରି ସମ୍ପୂର୍ଣ୍ଣ ଧ୍ୱଂସ କରିଥିଲା। ଏହା ପରେ, ଯେତେବେଳେ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିବାକୁ...
ତୁର୍କୀରୁ ଏସବୁ ଜିନିଷ ଆମଦାନୀ କରେ ଭାରତ: ସମ୍ପର୍କ ଖରାପ ହେଲେ ଜାଣନ୍ତୁ ବଜାରରେ କ’ଣ ପଡ଼ିବ ପ୍ରଭାବ
ନୂଆଦିଲ୍ଲୀ,୧୫।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ହୋଇଛ। କିନ୍ତୁ ଏହି ସମୟ ମଧ୍ୟରେ ବିଶ୍ୱରେ କିଏ ଆମର ବନ୍ଧୁ ଏବଂ କିଏ ଆମର ଶତ୍ରୁ ଭାରତ ଜାଣିପାରିଛି। ତୁର୍କୀରେ ଭୂମିକମ୍ପ ପରେ ଭାରତ ଯେପରି ତୁରନ୍ତ ସାହାଯ୍ୟର ହାତ...
Archives


