ଅନ୍ଲାଇନ୍ରେ ପତାକା ମଗାଇଥିଲେ ମହିଳା, ପ୍ୟାକେଟ ଖୋଲିବା ପରେ ଯାହା ଦେଖିଲେ ଉଡିଗଲା ହୋସ୍
ମହାମାରୀ କରୋନା ସମୟରେ ଆମେରିକାରେ ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଯାହାକୁ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ। ଆମେରିକାର ଇଲିନୋଇସ ରାଜ୍ୟର ଏଣ୍ଡ୍ରିଆ ଏଲିସ ନାମକ ମହିଳା ତାଙ୍କ ଜେଜେ ମା’ଙ୍କ ବଗିଚାକୁ ସଜାଡିଥିଲେ। ପରେ...
ଇସ୍ରାଏଲ୍ରେ ରାଜନୈତିକ ସଙ୍କଟ: ୨ ବର୍ଷରେ ଚତୁର୍ଥ ଥର ପାଇଁ ନିର୍ବାଚନ ମୁହାଁ ଦେଶ
ଜେରୁଜେଲମ୍,୨୩।୧୨: ଇସ୍ରାଏଲ୍ରେ ଏବେ ରାଜନୈତିକ ସଙ୍କଟ ବଢ଼ିବାରେ ଲାଗିଛି। ଦେଶର ସଂସଦକୁ ଭଙ୍ଗ କରି ଦିଆଯାଇଛି। ଫଳରେ ୨ ବର୍ଷ ମଧ୍ୟରେ ଚତୁର୍ଥ ଥର ପାଇଁ ଦେଶ ପୁଣି ନିର୍ବାଚନ ମୁହାଁ ହୋଇଛି। ସିନେଟ୍ରେ ଧାର୍ଯ୍ୟ ସମୟ ସୀମା ମଧ୍ୟରେ...
ଅଟକିଛି ୧,୫୦୦ ଟ୍ରକ୍
ଲଣ୍ଡନ, ୨୩।୧୨: ପରିବହନ କଟକଣା ଲାଗୁ ହେବା ପରେ ବ୍ରିଟେନ୍ରେ ଖାଦ୍ୟସଙ୍କଟ ଆଶଙ୍କା କରାଯାଉଛି। ଫ୍ରାନ୍ସ ଯିବାକୁ ଥିବା ୧,୫୦୦ରୁ ଊର୍ଦ୍ଧ୍ୱ ଟ୍ରକ୍ ମଙ୍ଗଳବାର ସକାଳେ ବ୍ରିଟେନ୍ରେ ଅଟକ ରହିଥିଲା। ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍କୁ ନେଇ ବିଭିନ୍ନ ଦେଶ...
ନେପାଳରେ ଅନିଶ୍ଚିତତା
କାଠମାଣ୍ଡୁ, ୨୩।୧୨: ବିବାଦୀୟ ଘଟଣାକ୍ରମରେ ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ହଠାତ୍ ପାର୍ଲାମେଣ୍ଟ ଭଙ୍ଗ କରି ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ଘୋଷଣା କରିବା ପରେ ଦେଶରେ ସାମ୍ବିଧାନିକ ସଙ୍କଟ ସୃଷ୍ଟି ହୋଇଛି। ନେପାଳ ସମ୍ବିଧାନରେ ପ୍ରଧାନମନ୍ତ୍ରୀ ଏକତରଫା ଭାବେ ପାର୍ଲାମେଣ୍ଟ...
ମିଛ କହି ବିମାନରେ ଯାଉଥିଲେ କରୋନା ପଜିଟିଭ୍: ଘଟିଲା ଏମିତି…
ଆମେରିକାରେ ବିମାନ ଉଡ଼ାଣ ସମୟରେ ସେଥିରେ ଜଣେ କରୋନା ପଜିଟିଭଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ପତ୍ନୀ ପାରାମେଡିକ୍ସଙ୍କୁ କହିଛନ୍ତି ଯେ, ସ୍ବାମୀଙ୍କଠାରେ ଏକ ସପ୍ତାହ ଧରି କରୋନା ଲକ୍ଷଣ ଦେଖାଯାଉଥିଲା। ଯଦିଓ ମହିଳା କହିଥିଲେ ଯେ, ସ୍ବାମୀ କରୋନା...
ବିବାହରେ ଯୋଗ ଦେବାକୁ ୨୦ ଜଣଙ୍କୁ ମିଳିଥିଲା ଅନୁମତି: ଆସିଲେ ୧୦ ହଜାର, ଆଉ ତା’ପରେ
ଅଧିକାଂଶ ଦେଶରେ କରୋନା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏପରି ପରିସ୍ଥିତିରେ ସୀମିତ ଲୋକଙ୍କୁ ନିମନ୍ତ୍ରଣ କରାଯାଇ ବିବାହ କାର୍ଯ୍ୟକ୍ରମ ସମାପ୍ତ ହେଉଛି। କିନ୍ତୁ କରୋନା ପ୍ରତିବନ୍ଧକ ସତ୍ତ୍ୱେ ପ୍ରାୟ ୧୦ ହଜାର ଲୋକ ବିବାହରେ ଯୋଗଦେଇଥିଲେ।...
ପାକିସ୍ତାନୀ ଖାଇପାରିବେନି ଅମଲେଟ୍: ଅଣ୍ଡା ଦାମ୍ ଆକାଶ ଛୁଆଁ
ଇସଲାମାବାଦ,୨୨।୧୨: ଏବେ ପାକିସ୍ତାନରେ ସାଧାରଣ ଲୋକଙ୍କ ପାଇଁ ଅମଲେଟ୍ ଖାଇବା ସାତ ସପନ ପାଲଟିବାକୁ ଯାଉଛି। ଦେଶରେ ଅଣ୍ଡା ଦାମ ଆକାଶ ଛୁଆଁ ହୋଇଛି। ଏଠାରେ ଅଣ୍ଡା ଡର୍ଜନ ୩୫୦ ଟଙ୍କାରେ ପହଞ୍ଚିଛି। ଅଣ୍ଡା ଦାମ ପୂର୍ବର ସମସ୍ତ ରେକର୍ଡ...
ଭିଡିଓଗେମ୍ ଖେଳିବାକୁ ମା’ବାପା ମନା କରିବାରୁ ଏମିତି କାଣ୍ଡ ଘଟାଇଲେ ଯୁବକ
ଆମେରିକାର ମିଚିଗାନ ସହରର ୨୯ ବର୍ଷୀୟ ଯୁବକ ଖ୍ରୀଷ୍ଟୋଫର ମ୍ୟାକକେନ ତାଙ୍କ ସାବତ ବାପାଙ୍କୁ ଛୁରିରେ ହତ୍ୟା କରିଥିଲା ବେଳେ ମା’ଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି। ଦୁହେଁ ଖ୍ରୀଷ୍ଟୋଫରଙ୍କୁ ଭିଡିଓ ଗେମ ଖେଳିବାକୁ ବାରଣ କରିଥିବାରୁ ସେ ଏପରି କରିଥିଲେ।...
କରୋନାର ନୂଆ ଏନ୍ତୁଡ଼ିଶାଳ ବିଟ୍ରେନ: ୬ରୁ ଅଧିକ ଦେଶକୁ ବ୍ୟାପିଛି ସଂକ୍ରମଣ
ଲଣ୍ଡନ,୨୨।୧୨: ବ୍ରିଟେନ ଏବେ କରୋନାର ନୂଆ ଭୂତାଣୁର ଏନ୍ତୁଡ଼ିଶାଳ ପାଲଟିଛି। ବିଟ୍ରେନ୍ରୁ ଏହି ଭୂତାଣୁ ଇଟାଲୀ, ନେଦରଲାଣ୍ଡ, ଡେନମାର୍କ, ଫ୍ରାନ୍ସ୍ ଏବଂ ଅଷ୍ଟ୍ରେଲିଆ ସମେତ ଦକ୍ଷିଣ ଆଫ୍ରିକାର କେତେକ ଅଞ୍ଚଳକୁ ବ୍ୟାପିଥିବା ଅନୁମାନ କରାଯାଉଛି। ନୂଆ କରୋନା ଭୂତାଣୁ ୬ରୁ...
କରୋନାର ନୂଆ ରୂପକୁ ନେଇ ଭୟ କରିବାର ନାହିଁ: ଡବ୍ଲୁଏଚଓ
ଲଣ୍ଡନ,୨୧ ।୧୨: ବ୍ରିଟେନରେ କରୋନା ଭାଇରସର ନୂଆ ରୂପ ସାମ୍ନାକୁ ଆସିବା ପରେ ଭୟଭୀତ ହୋଇଯାଇଛି ସାରା ବିଶ୍ୱ । ଏମିତିକି ପାଖାପାଖି ୩୦ଟି ଦେଶ ବିଟ୍ରେନକୁ ବିମାନ ସେବା ବନ୍ଦ କରି ଦେଇଛି । ସ୍ଥିତି ବିଗିଡିବାକୁ ଯାଉଥିବା...
କରୋନା ଟିକାକୁ ଅନୁମତି ଦେଲା ୟୁରୋପିୟ ସଂଘ
ଆମଷ୍ଟାରର୍ଡମ,୨୨ ।୧୨: ଏବେ ସାରା ବିଶ୍ୱର ନଜର କରୋନା ଟିକା ଉପରେ । ଏହି କ୍ରମରେ ୟୁରୋପିୟ ସଂଘ ବାୟୋଏନଟେକ ଓ ଫାଇଜର ଦ୍ୱାରା ମିଳିତ ଭାବେ ବିକଶିତ କୋଗିଡ-୧୯ ଭ୍ୟାକ୍ସିନକୁ ୨୭ ଦେଶର ସଂଗଠନ(ୟୁରୋପିୟ ସଂଘ)ବଜାରକୁ ଛାଡିବାକୁ ସୋମବାର...
ମୋଦିଙ୍କୁ ଆମେରିକାର ସର୍ବୋଚ୍ଚ ସମ୍ମାନ
ଓ୍ବାଶିଂଟନ,୨୨।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମେରିକାର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ହ୍ବାଇଟ୍ ହାଉସ୍ ଛାଡିବା ପୂର୍ବରୁ ମୋଦିଙ୍କୁ ସମ୍ମାନୀତ କରିଛନ୍ତିି। ମୋଦିଙ୍କୁ ଟ୍ରମ୍ପ୍ ‘ଲିଜନ ଅଫ୍ ମେରିଟ୍’ ସମ୍ମାନ ପ୍ରଦାନ କରିଛନ୍ତିି। ଭାରତ ଆମେରିକା...
Archives


